ମନୋରଞ୍ଜନ

ଅଭିନେତା ମୋହିତ୍‌ଙ୍କ ଦେହାନ୍ତ

ମୁମ୍ବାଇ, ୨୪।୫:ବଲିଉଡ୍‌ର ଜଣାଶୁଣା ଅଭିନେତା ମୋହିତ୍‌ ବାଘେଲଙ୍କ କ୍ୟାନ୍‌ସରରେ ଶନିବାର ସକାଳେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ନିଜ ହୋମ୍‌ଟାଉନ୍‌ ଉତ୍ତରପ୍ରଦେଶର ମଥୁରାରେ ତାଙ୍କର ପରଲୋକ ଘଟିଛି। କିଛିଦିନ ପୂର୍ବେ ଦିଲ୍ଲୀ ଏମ୍‌ସରେ କର୍କଟ ରୋଗରେ…

ପୁଣି ଚର୍ଚ୍ଚାରେ ଅମିତାଭ ବଚ୍ଚନଙ୍କ ନାତୁଣି ନବ୍ୟା

ସାରା ଦେଶରେ କରୋନା ଭାଇରସକୁ ନେଇ ଲକଡାଉନ ଜାରି ହୋଇଛି। ଏହି ସମୟରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ କଳାକାରମାନେ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପର ସହିତ ଯୋଡି ହୋଇ ରହିଛନ୍ତି। ଅମିତାଭ ବଚ୍ଚନଙ୍କ ନାତୁଣି ନବ୍ୟା ନାଭେଲି ମଧ୍ୟ…

‘ରହନା ହୈ ତେରେ ଦିଲ୍‌ମୈ’: ୧୯ ବର୍ଷ ପରେ ପୁଣିଥରେ ଏହି ଯୋଡିକୁ ଏକାଠି ଦେଖିବାକୁ ଚାହୁଁଛନ୍ତି ଦର୍ଶକ

ବଲିଉଡ୍‌ର କ୍ଲାସିକ୍‌ ରୋମାଣ୍ଟିକ୍‌ ଫିଲ୍ମ ମଧ୍ୟରେ ଦିୟା ମିର୍ଜା ଏବଂ ଆର୍‌ ମାଧବନଙ୍କ ଅଭିନୀତ ‘ରହନା ହୈ ତେରେ ଦିଲ୍‌ ମେଁ’ ଅନ୍ୟତମ। ଉକ୍ତ ସମୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଫିଲ୍ମଟି ବେଶ୍‌ ଲୋକପ୍ରିୟ ହୋଇଥିଲା। ଫିଲ୍ମ ରିଲିଜ୍‌ ହେବାର ୧୯ ବର୍ଷ…

ଅମ୍ଫନ ବାତ୍ୟା ପ୍ରଭାବିତଙ୍କ ଭଲମନ୍ଦ ବୁଝିଲେ ନୁସରତ

କୋଲକାତା,୨୩।୫: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିବାକୁ ବସିଥିବା ବେଳେ ଅନ୍ୟପଟେ ମେ’ ୨୧ରେ ଆସିଥିବା ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତାଣ୍ଡବ ରଚିଛି। ଏଥିରେ ଓଡ଼ିଶା ଅପେକ୍ଷା ପଶ୍ଚିମବଙ୍ଗରେ ଅଧିକ ପରିମାଣରେ ଧନଜୀବନ କ୍ଷୟକ୍ଷତି ହୋଇଛି। ପଶ୍ଚିମବଙ୍ଗରେ…

ଲକ୍‌ଡାଉନରେ ଅସଲି ହିରୋ ପାଲଟିଲେ ବଲିଉଡ୍‌ର ଏହି ଖଳନାୟକ

ମୁମ୍ବାଇ: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣ ଅନ୍ୟପଟେ ଲକ୍‌ଡାଉନ। ଏହା ଏବେ ଅନେକଙ୍କ ଜୀବନରେ ନାନା ପ୍ରକାର ଅସୁବିଧା ସୃଷ୍ଟି କରିଛି। ଆଉ ଏହି ସମୟରେ ବଲିଉଡ୍‌ ସେଲିବ୍ରିଟିମାନେ ସହଯୋଗର ହାତ ବଢାଇଥିବା ଦେଖିବାକୁ ମିଳିଛି। ହେଲେ ଲକ୍‌ଡାଉନ୍‌ ପିରିୟଡରେ…

ନଓ୍ବାଜୁଦ୍ଦିନଙ୍କୁ ହ୍ବାଟ୍ସଆପ୍‌ରେ ଛାଡ଼ପତ୍ର ନୋଟିସ

ମୁମ୍ବାଇ: ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ତାଙ୍କ ସ୍ତ୍ରୀ ଆଲିଆ ସିଦ୍ଦିକି ଛାଡ଼ପତ୍ର ନୋଟିସ୍‌ ପଠାଇଛନ୍ତି। ବିବାହର ୧୦ବର୍ଷ ପରେ ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ହ୍ବାଟ୍ସଆପ ଜରିଆରେ ନଓ୍ବାଜ୍‌ଙ୍କ ପାଖକୁ ଆଇନଗତ ନୋଟିସ୍‌…

ବିରାଟଙ୍କ ଫନି ଭିଡିଓ ଶେୟାର କଲେ ଅନୁଷ୍କା: ନାଗପୁର ପୋଲିସ ଦେଲା ଏଭଳି ଜବାବ

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ଲକ୍‌ଡାଉନ ସମୟରେ ସୋସିଆଲ ମିଡିଆରେ ବହୁ ଆକ୍ଟିଭ ରହୁଛନ୍ତି। ପ୍ରାୟ ସମୟରେ ସେ କିଛି ନା କିଛି ମଜାଳିଆ ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ହେଲେ ଏହି ରେସ୍‌ରେ ବିରାଟ ମଧ୍ୟ ପଛରେ…

ସୋସିଆଲ ମିଡିଆର ଭାଇରାଲ ଖବରକୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ମମତାଜ

ମୁମ୍ବାଇ,୨୨।୫: ନିକଟରେ ବଲିଉଡ୍‌ ତା’ର ଦୁଇ ଭେଟେରାନ କଳାକାରଙ୍କୁ ହରାଇଥିବା ବେଳେ ଏବେ ଆଉ ଜଣେ ଭେଟେରାନ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିନେତ୍ରୀ ମମତାଜଙ୍କ ମୃତ୍ୟୁ ଖବର ଭାଇରାଲ ହେବା ପରେ ଏହାକୁ ନେଇ ସେ…

ପୁଅଙ୍କୁ ସାଙ୍ଗରେ ଧରି ଅର୍ଜୁନଙ୍କ ସହ ଏକାଠି ରହୁଛନ୍ତି ମଲାଇକା !

ମୁମ୍ବାଇ: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ୪.୦ ଜାରି ରହିଛି। ଏହି ସମୟରେ ବଲିଉଡ୍‌ର ସବୁ ସେଲିବ୍ରିଟି ପାୟତଃ ଘରେ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି। ଆଉ ମଝିରେ ମଝିରେ ସୋସିଆଲ ମିଡିଆରେ…

ଡିସେମ୍ବରରେ ରିଲିଜ୍‌ ହେବ ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’

ମୁମ୍ବାଇ: ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଭୁଜ୍‌ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ର ନିର୍ମାତାମାନେ ପୁଣି ଥରେ ସେମାନଙ୍କର ମତ ବଦଳାଇଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ସେ ଏହି ଫିଲ୍ମର କାହାଣୀକୁ ସମୟ ସହିତ ଯୋଡିବାକୁ ଚାହୁଁଛନ୍ତି। ତେଣୁ ଭାରତୀୟ ବିଜୟ…

ଲକ୍‌ଡାଉନ୍‌ରେ ପ୍ରେମିକା ମିହିକାଙ୍କ ସହ ରାଣାଙ୍କ ନିର୍ବନ୍ଧ, ଛୁଟୁଛି ପ୍ରଶଂସକଙ୍କ ଶୁଭେଚ୍ଛା

ବମ୍ବେ: ମନ ପସନ୍ଦର ସାଥୀଟିଏ ମିଳିଗଲେ ତାକୁ ନିଜର କରିନେବାକୁ ଇଚ୍ଛା ହୁଏ। ଗୋଟିଏ ଦିନ ଗୋଟିଏ ବର୍ଷ ପରି ଲାଗେ। ଏପରି ସମୟରେ ଅପେକ୍ଷାର ମାନେ କିଛି ନ ଥାଏ। ଠିକ୍‌ ଏଭଳି କିଛି ଘଟିଛି ବଲିଉଡ୍‌ ତଥା ଦକ୍ଷିଣ…

ପ୍ରବାସୀଙ୍କୁ ସହଯୋଗ ପାଇଁ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ କଲେ ଶକ୍ତି କପୁର

କରୋନା ଭାଇରସ(କୋଭିଡ-୧୯)ର ଭୟାବହତା ସମଗ୍ର ବିଶ୍ୱରେ ଦେଖିବାକୁ ମିଳୁଛି। କରୋନା ଯୋଗୁ ରାଜ୍ୟ ତଥା ଦେଶ ବାହାରେ ଥିବା ଗରିବ ପ୍ରବାସୀମାନେ ଖାଇବାକୁ ନ ପାଇ ଚାଲି ଚାଲି ନିଜ ରାଜ୍ୟକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଏପରିସ୍ଥଳରେ ରାଜ୍ୟ ତଥା କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?