ଐଶର୍ଯ୍ୟା ରାଗିବାରୁ ୨ଦିନ ହଲ୍ରେ ଶୋଇଥିଲେ ଅଭିଷେକ
ମୁମ୍ବାଇ: ବଲିଉଡ୍ ଇତିହାସରେ କେତେକ କପଲଙ୍କ ଯୋଡି ତିଆରି ହୋଇଛି ଓ ଭାଙ୍ଗିଛି। କିନ୍ତୁ କିଛି ଏଭଳି ଯୋଡି ଅଛନ୍ତି ଯାହାର ଅନ୍ସ୍କ୍ରିନ୍ ଓ ଅଫ୍ସ୍କ୍ରିନ୍ରେ ତାଳମେଳ ବେଶ୍ ଭଲ ରହିଥିବା ଦେଖିବାକୁ ମିଳେ। ଏମିତି କିଛି ଯୋଡିଙ୍କ ମଧ୍ୟରୁ ବଲିଉଡ୍ର…
ବୟ ଫ୍ରେଣ୍ଡଙ୍କ ହାତ ରନ୍ଧାର ମଜା ନେଉଛନ୍ତି ସୁସ୍ମିତା
ମୁମ୍ବାଇ: ଫିଟନେସ୍ ପାଇଁ ବଲିଉଡ୍ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁସ୍ମିତା ସେନ୍ ତାଙ୍କ ଲଭ୍ ଲାଇଫକୁ ନେଇ ମଧ୍ୟ ଅଛନ୍ତି ଚର୍ଚ୍ଚାରେ। ବୟଫ୍ରେଣ୍ଡ ରୋହମନ ସଲଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଇନଷ୍ଟାଗ୍ରାମ ଚାଟିଂରୁ ଆରମ୍ଭ ହୋଇଥିଲା…
ପିତାଙ୍କ ସହ ଖୁବ୍ ନାଚିଲେ କିଆରା
ମୁମ୍ବାଇ: କରୋନା ଭାଇରସକୁ ନେଇ ଦେଶରେ ଚାଲିଛି ଲକ୍ଡାଉନ୍। ଏହି ସମୟରେ ବଲିଉଡ୍ର ପ୍ରାୟ ସମସ୍ତ ସେଲିବ୍ରିଟି ଘରେ ଥିବା ବେଳେ ଏମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଯାହାକୁ ସେମାନଙ୍କ ପ୍ରଶଂସକମାନେ ବେଶ୍…
ହୋମ୍ମେଡ୍ ମାସ୍କର ପ୍ରସ୍ତୁତି ଶିଖାଇଲେ ବିଦ୍ୟା
ମୁମ୍ବାଇ: ଦେଶରେ କରୋନା ଭାଇରସ୍ର ସଂକ୍ରମଣ ମହାରାଷ୍ଟ୍ରରେ ସର୍ବାଧିକ ରହିଛି। ସବୁଆଡ଼େ ଏହି ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଦେଶରୁ ମାସ୍କ ଏବଂ ସାନିଟାଇଜର୍ କମିବାରେ ଲାଗିଛି। ବଜାରରେ ଏହା ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ହୋଇପାରୁ ନାହିଁ। ସେଥିଲାଗି…
ଅସହାୟଙ୍କୁ ରାଶନ ସାମଗ୍ରୀ ବାଣ୍ଟିଲେ ରିଚା
ମୁମ୍ବାଇ: କରୋନା ଭାଇରସ୍ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ବହୁଲୋକ କାମ ନ ଥିବାରୁ ଖାଇବାକୁ ପାଉନାହାନ୍ତି। ଏମାନଙ୍କୁ ସାହାଯ୍ୟ କରିବା ପାଇଁ ବଲିଉଡ୍ ତାରକାମାନେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ବଲିଉଡ୍ ଅଭିନେତ୍ରୀ ରିଚା…
ଲକ୍ଡାଉନରେ ରହି ଚାଷ କରୁଛନ୍ତି ଧର୍ମେନ୍ଦ୍ର
ମୁମ୍ବାଇ: ବଲିଉଡ୍ର ହି ମ୍ୟାନ ଭାବେ ପରିଚିତ ଧର୍ମେନ୍ଦ୍ର ଏବେ ଅଧିକାଂଶ ସମୟ ତାଙ୍କ ଫାର୍ମ ହାଉସରେ କାଟୁଛନ୍ତି। ଏହାସହ କରୋନା ଭାଇରସକୁ ନେଇ ଏବେ ଦେଶରେ ଲକ୍ଡାଉନ୍ ଚାଲିଥିବାରୁ ବଲିଉଡ୍ରେ ଶୁଟିଂ ମଧ୍ୟ ବନ୍ଦ ରହିଛି। ଫଳରେ ପ୍ରାୟ ସମସ୍ତ…
ବିବାହକୁ ନେଇ ରାଗିଲେ ରବୀନା
ନୂଆଦିଲ୍ଲୀ: ଦେଶ ସାରା ଲକ୍ଡାଉନ୍ ହୋଇଥିବା ବେଳେ କନର୍ର୍ାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀଙ୍କ ପୁଅ ନିଖିଲ ଗୌଡା ବିବାହ କରିଛନ୍ତି। ଏହି ବିଷୟ ବର୍ତ୍ତମାନ ବଡ଼ ଚର୍ଚ୍ଚାର ବିଷୟ। ଏନେଇ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ଖୁବ୍ ରାଗିଯାଇଛନ୍ତି ଏବଂ…
କରୋନା ଭାଇରସ ଥିମ୍କୁ ନେଇ ରିଲଜ ହେବ ସଲମାନଙ୍କ ଗୀତ ‘ପ୍ୟାର କରୋନା’
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ କରୋନା ଭାଇରସ ଥିମ୍କୁ ନେଇ ଏକ ଗୀତ ରିଲିଜ କରିବେ ବୋଲି ସୂଚନା ଦେଇଛନ୍ତି। ୫୪ ବର୍ଷୀୟ ଏହି ଅଭିନେତା ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେବା ସହ ଗୀତର ଏକ ଟିଜର ମଧ୍ୟ…
କୃତିଙ୍କ ହେୟାର ମସାଜ୍ କରୁଛନ୍ତି ପୁଲକିତ
ମୁମ୍ବାଇ: କୃତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ଦୁହେଁ ଦୀର୍ଘ ଦିନ ହେବ ଲିଭ୍ ଇନ୍ ରିଲେଶନସିପ୍ରେ ରହୁଛନ୍ତି। କରୋନା ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହି ଲଭ୍ବାର୍ଡ ଦୁହେଁ ଦୁହିଁଙ୍କ ସହିତ କ୍ୱାଲିଟି ସମୟ ବିତାଉଛନ୍ତି।…
କଥକ ଅଭ୍ୟାସ କଲେ ସୋନାଲି
ମୁମ୍ବାଇ: ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ସମସ୍ତେ ଘରେ ବନ୍ଦହୋଇ ରହିଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ବଲିଉଡ ତାରକା। ଅଭିନେତା, ଅଭିନେତ୍ରୀମାନେ ଘରେ ରହି ବିଭିନ୍ନ ଉପାୟରେ ନିଜର ସମୟ ବିତାଉଛନ୍ତି। ଏମିତିରେ ‘ପ୍ୟାର କା ପଞ୍ଚନାମା ’ର…
ବିବାହ ବେଳର ଫଟୋ ଶେୟାର କଲେ ରାକ୍ଷୀ: ଦେଖାଇଲେ କେବଳ ସ୍ବାମୀ ରିତେଶଙ୍କ ହାତ, ପ୍ରଶଂସକ କହିଲେ ଦେଖାନ୍ତୁ ମୁହଁ
ବମ୍ବେ: ସର୍ବଦା ବିବାଦରେ ରହିବାକୁ ଭଲପାଆନ୍ତି ବଲିଉଡ୍ର ଆଇଟମ୍ ଗର୍ଲ ଭାବେ ପରିଚିତ ରାକ୍ଷୀ ସାଓ୍ବନ୍ତ। କିଛି ମାସ ତଳେ ସେ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ହେଲେ ସେବେଠାରୁ ତାଙ୍କ ସ୍ବାମୀ କିଏ ସେ ନେଇ ଚର୍ଚ୍ଚା ଲାଗି…
ରାଗିଲେ ହେମା
ମୁମ୍ବାଇ,୧୮।୪: କରୋନା ଭାଇରସକୁ ନେଇ ସାରା ଦେଶରେ ଜାରି ରହିଛି ଲକ୍ଡାଉନ୍। ଆଉ କରୋନାକୁ ହରାଇବାକୁ ଅନେକ ଲୋକ ସେମାନଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି କହିଲେ ଚଳେ। ସେ ଡାକ୍ତର ହୁଅନ୍ତୁ ଅବା ପୋଲିସ। ଏମାନେ ସମସ୍ତେ ଦେଶବାସୀଙ୍କୁ କରୋନା…
Archives


