ଅମିତାଭଙ୍କ ପାଇଁ ନିଆରା ଢ଼ଙ୍ଗରେ ଆଶୁ ଆରୋଗ୍ୟ କାମନା କଲେ ଏହି କୁନି ପ୍ରଶଂସକ
ଭୋପାଳ,୧୧।୭: ବଲିଉଡ୍ର ମହାନାୟକ ଅଭିତାଭ ବଚ୍ଚନ ଓ ତାଙ୍କ ପରିବାରର ୪ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସମର୍ଥକ ଓ ପ୍ରଶଂସକମାନେ ନିଜ ନିଜ ଅନ୍ଦାଜରେ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଇତିମଧ୍ୟରେ…
ଅମିତାଭଙ୍କ ୨୬ କର୍ମଚାରୀଙ୍କ ରିପୋର୍ଟ ଆସିଲା ନେଗେଟିଭ
ମୁମ୍ବାଇ,୧୩।୭: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କୁ ନେଇ ବଚ୍ଚନ ପରିବାରର ୪ ସଦସ୍ୟ ଅର୍ଥାତ୍ ଐଶ୍ୱର୍ଯ୍ୟା…
୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି କରୋନା ସଂକ୍ରମିତ
ସାରା ଦେଶରେ କରୋନା ଭାଇରସ୍ କାୟା ବିସ୍ତାର କରି ଚାଲିଥିବାବେଳେ ଏବେ ଏହି ଭୂତାଣୁ ବଲିଉଡ୍ ମୁହାଁ ହୋଇଛି। ୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି କରୋନା ପଜିଟିଭ୍ ଚିହ୍ନା ହୋଇଛନ୍ତି। ବିଗ ବି ଅମିତାଭ, ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ…
ଐଶ୍ଚର୍ଯ୍ୟାଙ୍କ ପାଇଁ ପ୍ରାର୍ଥନା କଲେ ପୂର୍ବତନ ପ୍ରେମିକ
ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା ହୋଇଥିବା ଜଣାପଡିଛି। ଏହା ସହିତ ବଚ୍ଚନ ପରିବାରର ଚାରି ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭ ଓ ଅଭିଷେକ କରୋନାରେ ଆକ୍ରାନ୍ତ…
ଅଭିଷେକଙ୍କୁ ହସ୍ପିଟାଲରୁ ଛୁଟି, କହିଲେ ମୁଁ ଘରକୁ ଯିବି ନାହିଁ
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପଟେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଆରାଧ୍ୟା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇ ହୋମ ଆଇସୋଲେଶନରେ…
ଅଭିନେତା ପାର୍ଥ ସମ୍ଥାନଙ୍କୁ କରୋନା
ନୂଆଦିଲ୍ଲୀ,୧୩।୭: ଅଭିନେତା ପାର୍ଥ ସମ୍ଥାନ କରୋନାରେ ଆକ୍ରାନ୍ତ ହୋଇଛନ୍ତିି। ‘କସୌଟି ଜିନ୍ଦେଗୀ କେ’ ଟିଭି ସିରିୟଲରେ ଅନୁରାଗ ବସୁ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ରବିବାର ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ…
ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ପରଲୋକ
ମୁମ୍ବାଇ, ୧୨।୭- ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ଦିୟା ଚୌକସେଙ୍କ ରବିବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କ୍ୟାନସର ସହ ସଂଘର୍ଷ କରୁଥିଲେ। ଦିବ୍ୟାଙ୍କ ପରଲୋକ ଖବର ତାଙ୍କ ସମ୍ପର୍କୀୟ ଭଉଣୀ ସୌମ୍ୟା ଅମିଷା ବର୍ମା ଫେସ୍ବୁକ୍…
ଅଭିନେତ୍ରୀ ରେଖାଙ୍କ ହେବ କରୋନା ଟେଷ୍ଟ
ମହାମାରୀ କରୋନା ଏବେ ବଲିଉଡ୍ ମୁହାଁ ହୋଇଛି। ବିଗ ବି ଅମିତାଭ ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାର ଗୋଟିଏ ଦିନ ପରେ ଐଶ୍ଚର୍ଯ୍ୟା ରାୟ ଏବଂ ତାଙ୍କ ଝିଅ ଆରାଧ୍ୟା କରୋନା ସଂକ୍ରମିତ ହୋଇଛନ୍ତି।…
୫୪ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ବଚ୍ଚନ ପରିବାର
କରୋନାରେ ଆକ୍ରାନ୍ତ ହୋଇଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ। ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ଚର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ବଚ୍ଚନ ପରିବାରର ୪ ସଦସ୍ୟଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା…
ହୋମ ଆଇସୋଲେଶନରେ ଐଶ୍ଚର୍ଯ୍ୟା, ଆରାଧ୍ୟା
ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ଐଶ୍ଚର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା ହୋଇଥିବା ଜଣାପଡିଛି। ଏହା ସହିତ ବଚ୍ଚନ ପରିବାରର ଚାରି ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଜୟା…
ବଲିଉଡ୍କୁ ପୁଣି ଝଟ୍କା, ଆଖିବୁଜିଲେ ଏହି ଅଭିନେତା
ବଲିଉଡ ଅଭିନେତା ରଞ୍ଜନ ସେହଗଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା। ରଞ୍ଜନ ଦୀର୍ଘଦିନ ଦିନ ହେବ ଅସୁସ୍ଥ ଥିଲେ। ତାଙ୍କର ବହୁ ଅଙ୍ଗ କାମ ବନ୍ଦ କରିଦେଇଥିଲା। ଟିଭି ଦୁନିଆରେ ବେଶ୍ ଲୋକପ୍ରିୟ ଥିଲେ…
ବିରାଟ କୋହଲିଙ୍କୁ ଗାଳି ଦେଲେ ଫ୍ୟାନ୍, ଜାଣନ୍ତୁ କାହିଁକ
ସୁପରଷ୍ଟାର୍ ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ଯାଗାରେ ପୂଜାର୍ଚ୍ଚନା ଚାଲିଛି। ବଲିଉଡ୍ର ଅନେକ କଳାକାର, ରାଜନେତା, କ୍ରିକେଟର ଏବଂ ତାଙ୍କ ଫ୍ୟାନ୍ମାନେ ମଧ୍ୟ ସୁସ୍ଥତା କାମନା କରିଛନ୍ତି। ପଡୋଶୀ…
Archives


