ସୁଶାନ୍ତଙ୍କ ମୃତ୍ୟୁର କାରଣ ଜଣା ନ ପଡ଼ିଲେ ପଦ୍ମଶ୍ରୀ ଫେରାଇବେ କଙ୍ଗନା
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ରାଣାଓ୍ବତ ବଲିଉଡ୍ର ବଡ ବଡ଼ ନିର୍ଦ୍ଦେଶକ ତଥା ନିର୍ମାତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବଲିଉଡ୍ରେ ନେପୋଟିଜିମ୍ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଏବେ ପୁଣିଥରେ ସେ…
ବଡ଼ ପରଦାରେ ମମତା କୁଲକର୍ଣ୍ଣିଙ୍କ ଜୀବନୀ
ବଲିଉଡ୍ର ନବେ ଦଶକର ଚର୍ଚ୍ଚିତ ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କ ଜୀବନୀ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। ତାଙ୍କ ଜୀବନୀ ଉପରେ ଆଧାରିତ ବିଲାଲ ସିଦ୍ଦିକିଙ୍କ ପୁସ୍ତକ ‘ଦ ଷ୍ଟାରଡଷ୍ଟ ଆଫେୟାର’ କୁ ନେଇ ନନେଇ ନୀଖିଲ ଫିଲ୍ମ ନିର୍ମାଣ କରିବାକୁ…
ପ୍ରଥମରୁ ‘ବେଷ୍ଟ ଫିମେଲ ଡେବ୍ୟୁ’ ଆଓ୍ବାର୍ଡ ହାତେଇଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଜଗତରେ ଏମିତି କେତେଜଣ ହାତ ଗଣତି କଳାକାର ଦେଖିବାକୁ ମିଳନ୍ତି ଯେଉଁମାନେ ନିଜ ଲୁକ୍ସ ଅପେକ୍ଷା ନିଜ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦିଅନ୍ତି। କିନ୍ତୁ ଅଭିନେତ୍ରୀଙ୍କ ଲୁକ୍ସ ଓ ଫିଗର ତାଙ୍କ କ୍ୟାରିୟରର ପ୍ରଥମ ପାହାଚ ହୋଇଥାଏ…
୫ ଜଣଙ୍କୁ ପ୍ରେମ କରି ୧୦ ବର୍ଷ ସାନ ପୁରୁଷ ବନ୍ଧୁଙ୍କୁ ବିବାହ କରିଛନ୍ତି ପିସି
ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରେମ କାହାଣୀକୁ ନେଇ ବେଶ୍ ଚର୍ଚ୍ଚିତ। ୩୮ ବର୍ଷରେ ପଦାର୍ପଣ କରିଥିବା ପିସି ପାଖାପାଖି ୫ ଜଣଙ୍କଠାରୁ ମୁହଁ ଫେରାଇବା ପରେ ଶେଷରେ ନିଜଠାରୁ ୧୦ ବର୍ଷ ସାନ ପୁରୁଷ ବନ୍ଧୁଙ୍କୁ…
ରଶ୍ମି ‘ନାଗିନ-୪’ର ଶୁଟିଂରେ ବ୍ୟସ୍ତ
ମୁମ୍ବାଇ: ଟେଲି ଜଗତରେ ରଶ୍ମି ଦେଶାଇ ଜଣେ ସଫଳ ଅଭିନେତ୍ରୀ। ତେବେ ରଶ୍ମୀଙ୍କ ଡ୍ୟାନ୍ସର ସମସ୍ତେ ଦିଓ୍ବାନା। ‘ନଚ୍ ବଲିୟେ’ ସୋ’ରେ ସେ ଜଣେ ଷ୍ଟ୍ରଙ୍ଗ୍ କଣ୍ଟେଷ୍ଟାଣ୍ଟ ଥିଲେ। କରୋନା ପାଇଁ ସବୁ ଶୁଟିଂ ବନ୍ଦ ଥିଲା। ଦେଶ ଅନ୍ଲକ୍ ହେବାପରେ…
ମ୍ୟାଥ୍ ଓ୍ବଣ୍ଡର ‘ଶକୁନ୍ତଲା ଦେବୀ’
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ‘ଶକୁନ୍ତଲା ଦେବୀ’ର ଟ୍ରେଲର। ଏହାକୁ ଦେଖିବା ପରେ ଶକୁନ୍ତଲା ଦେବୀଙ୍କୁ ଜାଣିବା ଲାଗି ଦର୍ଶକଙ୍କ ମଧ୍ୟରେ ବଢ଼ିଛି ଉତ୍ସୁକତା। ଏକଦା ଅଙ୍କଗଣନାର କମ୍ପ୍ୟୁଟର ଭାବେ ପରିଚିତ ଥିଲେ ଶକୁନ୍ତଲା ଦେବୀ। ତାଙ୍କର ଏଭଳି ପ୍ରତିଭା…
ମୁହଁ ଖୋଲିଲେ ରେଖା
ମୁମ୍ବାଇ: ବଲିଉଡ୍ରେ ଏବେ କରୋନା ଚର୍ଚ୍ଚା। ନିକଟରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପରିବାରର ୪ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା। ଏହାପରେ ନାୟିକା ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ପୀଡ଼ିତ ଥିବା ଜଣାପଡିଥିଲା।…
କାର୍ତ୍ତିକଙ୍କୁ ପସନ୍ଦ ଏମିତି ଝିଅ
ମୁମ୍ବାଇ: ବଲିଉଡ୍ର ଚାର୍ମିଙ୍ଗ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୟ ଓ ସ୍ମାଇଲିଂ ପାଇଁ ଦର୍ଶକଙ୍କର ବେଶ୍ ପସନ୍ଦ। ଲକ୍ଷେ ଝିଅଙ୍କୁ ଦିଓ୍ବାନା କରୁଥିବା ଏହି ନାୟକ କିନ୍ତୁ କେମିତି ଚାହାନ୍ତି ତାଙ୍କ ଡ୍ରିମ ଗର୍ଲଙ୍କୁ ତାହା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ…
ରଣବୀର କପୁରଙ୍କ ଭଳି ଅବିକଳ ଦିଶୁଥିବା ଏହି ବ୍ୟକ୍ତିଙ୍କ ମୃତ୍ୟୁ : ଏକଦା ଋଷି କରିଥିଲେ ପ୍ରଶଂସା
ରଣବୀର କପୁରଙ୍କ ପରି ଅବିକଳ ଦିଶୁଥିବା ପ୍ରସିଦ୍ଧ ମଡେଲ ଜୁନାଦ ଶାହାଙ୍କ ଦେହାନ୍ତ ହୋଇଛି। ରଣବୀରଙ୍କ ସହ ଅନେକଆଂଶରେ ତାଙ୍କ ଚେହେରା ମିଶୁଥିବା ଯୋଗୁ ସେ ଚର୍ଚ୍ଚାରେ ରହୁଥିଲେ। ହୃଦ୍ଘାତରେ ଶ୍ରୀନଗରର ଏଲାହି ବାଗରେ ଜୁନାଦଙ୍କ ମୃତ୍ୟୁ ଘଟିଛି। ଏହି ସୂଚନା…
ସ୍ବରାଙ୍କ ଓ୍ବେବ୍ ସିରିଜ୍ ‘ରସଭରୀ’କୁ ହଟାଇଲା ଆମାଜନ୍ ପ୍ରାଇମ୍ !
ବମ୍ବେ: କିଛି ଦିନ ତଳେ ଅଭିନେତ୍ରୀ ସ୍ବରା ଭାସ୍କର ଅଭିନୀତ ଓ୍ବେବ୍ ସିରିଜ୍ ‘ରସଭରୀ’ର ରିଲିଜ ହୋଇଥିଲା। ଆମାଜନ ପ୍ରାଇମ୍ ଭିଡିଓରେ ଏହାକୁ ରିଲିଜ କରାଯାଇଥିଲା। ହେଲେ ଏହାକୁ ଓଟିଟି ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି ବୋଲି ଚର୍ଚ୍ଚା ଜୋର ଧରିଥିଲା। କଥାଟି…
‘ରାତ୍ ଅକେଲି ହୈ’ର ଟ୍ରେଲର ରିଲିଜ
ବଲିଉଡ୍ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧିକି ଏବଂ ଅଭିନେତ୍ରୀ ରାଧିକା ଆପ୍ତେଙ୍କ ଅଭିନୀତ ଫିଲ୍ମ ‘ରାତ ଅକେଲି ହୈ’ର ଟ୍ରେଲିଜ ରିଲିଜ୍ ହୋଇଯାଇଛି। ତେବେ ଫିଲ୍ମର କାହାଣୀ ମର୍ଡର ମିଷ୍ଟ୍ରି ଉପରେ ଆଧାରିତ। ଜଓ୍ବାଜୁଦ୍ଦିନଙ୍କ ଚରିତ୍ର ଜଣେ ପୋଲିସ ଅଫିସରର ରହିଛି। ଫିଲ୍ମର…
ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍!
ମୁମ୍ବାଇ: ପ୍ରଥମଥର ପାଇଁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଯାଞ୍ଚ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି। ଠିକ୍ ଏହି ସମୟରେ ରିୟାଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ କରାଯାଇଛି। ଗୁରୁବାର ସୁଶାନ୍ତଙ୍କ ମୃତ୍ୟୁ ମାମଲା ଏକ ଭିନ୍ନମୋଡ଼ ନେଇଥିଲା।…
Archives


