‘ଆର୍‌ଆର୍‌ଆର୍‌’ରେ ନଜର ଆସିବେ ୨ ସୁପରଷ୍ଟାର: ଆଲିଆଙ୍କ ସ୍ଥାନରେ ରୋମାନ୍ସ କରିବେ ପ୍ରିୟଙ୍କା

ସାଉଥ୍‌ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୌଲି ତାଙ୍କର ଆଗାମୀ ମଲ୍ଟିଷ୍ଟାର ସିନେମା ‘ଆର୍‌ଆର୍‌ଆର୍‌’କୁ ନେଇ ଖୁବ୍‌ ଚର୍ଚ୍ଚାରେ। ଏହି ଫିଲ୍ମରେ ତେଲୁଗୁ ଇଣ୍ଡଷ୍ଟ୍ରିର ୨ ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌ ଏବଂ ରାମ ଚରଣ ତେଜାଙ୍କୁ ଏକତ୍ର ଦେଖିବାକୁ ମିଳିବ। ଗୋଟିଏ ସିନେମାରେ ଏହି ୨ ସୁପରଷ୍ଟାର କାମ କରିବା ଏହା ହେଉଛି ପ୍ରଥମ।

ଏଥିରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ନିଆଯାଇଥିଲା। ମାତ୍ର ଆଲିଆ ଅନ୍ୟ ଫିଲ୍ମରେ ବ୍ୟସ୍ତ ଥିବାରୁ ତାଙ୍କ ପାଖରେ ସମୟ ନ ଥିଲା। ତେଣୁ ତାଙ୍କ ସ୍ଥାନରେ ପ୍ରିୟଙ୍କା ଚୋପ୍ରାଙ୍କୁ ନେବା ପାଇଁ ରାଜମୌଲି ଚାହୁଁଛନ୍ତି। ତେଣୁ ଏଥିରେ ରାମ ଚରଣ ଏବଂ ପ୍ରିୟଙ୍କାଙ୍କୁ ରୋମାନ୍ସ କରିବାର ଦେଖିବାକୁ ମିଳିବ। ପୂର୍ବରୁ ଏହି ଯୋଡିକୁ ଫିଲ୍ମ ‘ଜଞ୍ଜିର’ରେ ଏକତ୍ର ଦେଖିବାକୁ ମିଳିଥିଲା। ଏଥିରେ ଅଜୟ ଦେବଗନ୍‌ଙ୍କୁ ମଧ୍ୟ ଏକ ସ୍ବତନ୍ତ୍ର ଭୂମିକାରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ବଡ଼ ଘୋଷଣା କଲେ କରଣ

ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ କରଣ ଜୋହର ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଜନ୍ମଦିନରେ...

ପୁଣି ଭାଇରାଲ ହେଲେ ପ୍ରିୟା ପ୍ରକାଶ

ମୁମ୍ବାଇ: ପ୍ରିୟା ପ୍ରକାଶ ୱାରିୟରଙ୍କ କଥା ଅଳ୍ପ ବହୁତେ ସମସ୍ତଙ୍କର ମନେଥିବ ନିଶ୍ଚୟ । ଇଏ ହେଉଛନ୍ତି ସେହି ତରୁଣୀ ଯିଏ ଆଖିମାରି ରାତାରାତି ଷ୍ଟାର...

ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌ର ଟ୍ରେଲର ରିଲିଜ, ବୋଲ୍ଡ ଭୂମିକାରେ ନଜର ଆସିଲେ ଦିବ୍ୟା-ବରୁଣ

ବମ୍ବେ: ରିଲିଜ୍‌ ହୋଇଛି ଓ୍ବେବ୍‌ ସିରିଜ୍‌ ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌-୨ର ଟ୍ରେଲର। ୨.୫୧ ମିନିଟ୍‌ର ଏହି ଟ୍ରେଲର୍‌ରେ ସସ୍‌ପେକ୍ସ, ଆକ୍ସନ, ଥ୍ରିଲ୍‌, ବୋଲ୍ଡନେସ୍‌ ଏବଂ ହରର୍‌...

ନିସନ୍ତାନ ସତ୍ତ୍ୱେ ଖୁସିରେ ବୈବାହିକ ଜୀବନ ବିତାଉଛନ୍ତି ଏସବୁ ଲୋକପ୍ରିୟ ନାୟିକା

ବମ୍ବେ: ବିବାହ ପରେ ସନ୍ତାନ ନହେଲେ ଅନେକ ଘର ଭାଙ୍ଗିଯିବାର ନଜିର ରହିଛି। ହେଲେ ବଲିଉଡ୍‌ରେ କିଛି ଅଭିନେତ୍ରୀ ନିସନ୍ତାନ ଥିବା ସତ୍ତ୍ୱେ ସୁଖୀ ବୈବାହିକ...

ବିବାହ ବାର୍ଷିକୀରେ ସ୍ତ୍ରୀଙ୍କ ସହ ପୂରୁଣା ଫଟୋ ଶେୟାର କଲେ ବିଗ୍‌ ବି

ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଆଜି ବିବାହ ବାର୍ଷିକୀ । ଅମିତାଭ ଜୟାଙ୍କୁ ୩ ଜୁନ ୧୯୭୩ରେ ବିବାହ କରିଥିଲେ। ଆଜି...

ୟାମି ଗୌତମୀଙ୍କ ଲୁଚାଛପା ବିବାହ ଫଟୋ ଭାଇରାଲ…

ମୁମ୍ବାଇ,୫।୬: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମୀଙ୍କ ଲୁଚାଛପା ବିବାହ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

ଦୀର୍ଘଦିନ ପରେ ଫଟୋ ଶେୟାର କଲେ ଐଶ୍ୱର୍ଯ୍ୟା, ଲେଖିଲେ…

ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ନୀଳନୟନା ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି।...

ଲକ୍‌ଡାଉନ ଯୋଗୁ ଚିନ୍ତାରେ ସଞ୍ଜୟ

ମୁମ୍ବାଇ: ସଞ୍ଜୟ ଦତ୍ତ ବର୍ତ୍ତମାନ ତାଙ୍କ ପତ୍ନୀ ମାନ୍ୟତା ଏବଂ ତାଙ୍କର ୨ ଶିଶୁ ଶାହାରାନ ଓ ଇକ୍ରାଙ୍କଠାରୁ ଦୂରରେ ଅଛନ୍ତି। ଭାରତରେ ଲକ୍‌ଡାଉନ୍‌ ହେବା...

Advertisement
Archives

Model This Week