ଚକ୍ରବ୍ୟୁହରେ ରିୟା: ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଏବେ କିଛି ବି କରିବ ବିହାର ପୋଲିସ୍
ପାଟଣା: ଦିନକୁ ଦିନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ନୂଆ ନୂଆ ମୋଡ଼ ନେଉଛି। ଏବେ ଦୋଷୀଙ୍କୁ ଦଣ୍ଡ ଦେବାକୁ ଅଣ୍ଟା ଭିଡିଛି ବିହାର ପୋଲିସ। ସୁଶାନ୍ତଙ୍କ ବାପା ପାଟଣା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପାଟଣା ପୋଲିସର…
ଫିଟ୍ନେସ ପାଇଁ ମୁମ୍ବାଇ ରାସ୍ତାରେ ସାଇକେଲ ଚଲାଉଥିବା ନଜର ଆସିଲେ ଅଭିନେତ୍ରୀ, ଅଭିନେତା: ଚିହ୍ନିବା କଷ୍ଟକର
କରୋନା ସଙ୍କଟ ସମୟରେ ପରିସ୍ଥିତିରେ ଯେତେବେଳେ ଜିମ୍ ବନ୍ଦ ହୋଇଯାଏ, ସେହିସମୟରେ ବଲିଉଡ୍ ଏବଂ ଟିଭି ତାରକାମାନେ ନିଜକୁ ଫିଟ୍ ରଖିବା ପାଇଁ ସାଇକେଲ ଚଲାଇବା ମାଧ୍ୟମରେ ବ୍ୟାୟାମ କରୁଛନ୍ତି। ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଅନେକ ତାରକା…
ଅଙ୍କିତାଙ୍କୁ ସତର୍କ କରାଇଲେ ବିବେକ: କହିଲେ ଏବେ ସେମାନେ ତୁମ ପଛରେ ପଡ଼ିଯିବେ
ବମ୍ବେ: ଦୀର୍ଘ ଛଅ ବର୍ଷରୁ ଅଧିକ ସମୟ ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କରେ ଥିଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କୌଣସି କାରଣକୁ ନେଇ ଉଭୟ ଅଲଗା ହେବାକୁ ସ୍ଥିର କରିଥିଲେ। ଉଭୟ ଉଭୟଙ୍କୁ ସମ୍ମାନ ଜଣାଇ କେହି କାହା ସମ୍ପର୍କରେ…
ଦୁଷ୍ଟମାନଙ୍କ କଥାରେ ଭଦ୍ରଲୋକଙ୍କ ସମ୍ମାନ କମ୍ ହୋଇ ନ ଥାଏ
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ଜୁଲାଇ ୧୧ରୁ ମୁମ୍ବାଇସ୍ଥିତ ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏଥିରେ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ୟା ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି।…
ରିୟାଙ୍କ ବିରୋଧରେ ଜାରି ହୋଇପାରେ ଲୁକ୍ଆଉଟ ନୋଟିସ୍: ଜାଣନ୍ତୁ କାହିଁକି
ମୁମ୍ବାଇ,୧।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ସୂତ୍ର ଅନୁସାରେ ବିହାର ପୋଲିସ ଏହି ମାମଲାରେ ରିୟାଙ୍କ ବିରୋଧରେ ଲୁକ୍ଆଉଟ ନୋଟିସ ଜାରି କରିବାକୁ ବିଚାର କରୁଥିବା…
ଜୁନ୍ ୨୯ ପାଇଁ ଓ୍ବାର୍କ ପ୍ଲାନ୍ କରିଥିଲେ ସୁଶାନ୍ତ, ଫଟୋ ଶେୟାର କଲେ ଭଉଣୀ
ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ମୃତ୍ୟୁକୁ ଇତିମଧ୍ୟରେ ମାସେରୁ ଅଧିକ ସମୟ ହୋଇଯାଇଛି। ହେଲେ ଆଜି ବି ସେ ମସସ୍ତଙ୍କ ହୃଦୟରେ ଜୀବିତ ଅଛନ୍ତି। ସୁଶାନ୍ତ କେତେ ପରିଶ୍ରମୀ ଥିଲେ, କେତେ ବଡ଼ ବଡ଼ ସ୍ବପ୍ନ ଦେଖୁଥିଲେ ତାହା ଭଉଣୀ ଶ୍ୱେତା…
ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିବେ ସିଦ୍ଧାର୍ଥ ପିଠାନୀ! ଜାଣନ୍ତୁ ସେ କିଏ….
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ସୁଶାନ୍ତଙ୍କ ପିତା ବିହାର ଥାନାରେ ଅଭିଯୋଗ କରିବା ପରଠାରୁ ଏହି ମାମଲା ଅଧିକ ଜଟିଳ ହୋଇଯାଇଛି। ଏହି ମାମଲାରେ…
ମନିଲଣ୍ଡରିଂ ମାମଲା ରୁଜୁକଲା ଇଡି
ନୂଆଦିଲ୍ଲୀ,୧।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିହାର ପୋଲିସ ନିକଟରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୋଧରେ…
ଭିଡିଓ ଜାରି କରି କ’ଣ କହିଲେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ
ମୁମ୍ବାଇ,୩୧।୭-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଶୁକ୍ରବାର ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି ସୁଶାନ୍ତଙ୍କ ପ୍ରେମିକା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ରିୟା ଏକ ଭିଡିଓ ଜାରି କରି କହିଛନ୍ତି, ଭଗବାନ ଓ ନ୍ୟାୟପାଳିକା ଉପରେ ମୋର ବିଶ୍ବାସ ଅଛି।…
ବଲିଉଡ୍ର ଏସବୁ ଅଭିନେତ୍ରୀ ପହଞ୍ଚିଥିଲେ ସଫଳତାର ଶୀର୍ଷରେ, ବିବାହ ପରେ ଦୂରେଇ ଗଲେ ଇଣ୍ଡଷ୍ଟ୍ରିରୁ
ବଲିଉଡ୍ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରର ଶିର୍ଷରେ ପହଞ୍ଚିବା ପରେ ବିବାହ କରିଥିଲେ। ପରେ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ଅନେକ ବର୍ଷ ପରେ ସେ ଯେତେବେଳେ ପୁଣି ଇଣ୍ଡଷ୍ଟ୍ରିକୁ ଫେରିଥିଲେ, ମୁଖ୍ୟ ଅଭିନେତ୍ରୀ ନୁହେଁ ପାର୍ଶ୍ୱ ଚରିତ୍ରରେ ଅଭିନୟ…
ଅନ୍ଲାଇନ ପାଠପଢ଼ା ପାଇଁ ଛାତ୍ରୀ ଛାହୁଁଥିଲେ ସ୍ମାର୍ଟଫୋନ: ଏହି ଅଭିନେତ୍ରୀ ପଠାଇଲେ iPhone
ବେଙ୍ଗାଲୁରୁ,୩୧।୭: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ କିଏ ବା ନ ଜାଣେ। ତାଙ୍କର ସୌନ୍ଦର୍ଯ୍ୟ ଓ ଚତ୍ମକାରି ଅଭିନୟ ସବୁ ପ୍ରଶଂସକଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛି। ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ ରହୁଥିବା ତାପସୀ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ…
ଶେଷରେ ମୁହଁ ଖୋଲିଲେ ଅଙ୍କିତା: ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କହିଲେ….
ବମ୍ବେ: ପ୍ରେମିକା ହେବ ତ ଅଙ୍କିତା ଲୋଖଣ୍ଡେଙ୍କ ଭଳି। ରିୟା ଚର୍କବର୍ତ୍ତୀଙ୍କ ଭଳି ନୁହେଁ। ଏକଥା ଆମେ କହୁନାହୁଁ କହୁଛନ୍ତି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକ। ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ଚୁପ୍ ରହିବା ପରେ…
Archives


