ଭିଡିଓ ଜାରି କରି କ’ଣ କହିଲେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ,୩୧।୭-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଶୁକ୍ରବାର ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି ସୁଶାନ୍ତଙ୍କ ପ୍ରେମିକା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ।
ରିୟା ଏକ ଭିଡିଓ ଜାରି କରି କହିଛନ୍ତି, ଭଗବାନ ଓ ନ୍ୟାୟପାଳିକା ଉପରେ ମୋର ବିଶ୍ବାସ ଅଛି। ମୋତେ ନ୍ୟାୟ ନିଶ୍ଚୟ ମିଳିବ। ମୋ ବିରୋଧରେ ବୈଦ୍ୟୁତିକ ଗଣମାଧ୍ୟମରେ ଅନେକ କଥା କୁହାଯାଉଛି। ମାମଲା ବିଚାରାଧୀନ ଥିବାରୁ ଏ ସଂକ୍ରାନ୍ତରେ ମୁଁ ମନ୍ତବ୍ୟ ଦେବାରୁ ନିବୃତ ରହୁଛି। ସତ୍ୟମେବ ଜୟତେ, ସତ୍ୟର ନିଶ୍ଚୟ ବିଜୟ ହେବ ବୋଲି ସେ କହିଛନ୍ତି।

 

ପ୍ରକାଶ ଯେ, ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରର ଅନ୍ୟ ଛଅଜଣ ସଦସ୍ୟଙ୍କ ବିରୋଧରେ ପାଟନାସ୍ଥିତ ରାଜୀବ ନଗର ଥାନାରେ ଏଫଆଇଆର ଦେଇଛନ୍ତି। ଏଫଆଇଆର୍‌ ଦିଆଯିବା ପରେ, ତଦନ୍ତ ମୁମ୍ବାଇକୁ ସ୍ଥାନାନ୍ତର କରାଯିବା କଥାରେ ରିୟା ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତାଙ୍କୁ ରକ୍ତରେ ଚିଠି ଲେଖି ପଠାଉଥିଲେ ଯୁବତୀ

ବଲିଉଡର ପ୍ରଥମ ସୁପରଷ୍ଟାର ହେଲେ ରାଜେଶ ଖାନ୍ନା। ତାଙ୍କର ପ୍ରକୃତ ନାଁ ହେଲା ଯତିନ ଖାନ୍ନା। କିନ୍ତୁ ଫିଲ୍ମ ଲାଇନରେ ପାଦ ଥାପିବା ପରେ ସେ...

ପୂର୍ବତନ ମିସ୍‌ ଇଣ୍ଡିଆ ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ

ମୁମ୍ବାଇ: ୮୦ ଓ ୯୦ ଦଶକର ଏହି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ଓ ଅଭିନୟ ଜାଦୁରେ ସମସ୍ତଙ୍କ ମନ୍ତ୍ରମୁଗ୍ଧ କରିଥିଲେ। ନିଜର ସୌନ୍ଦର୍ଯ୍ୟ ପାଇଁ ମିସ୍‌...

ଅପେକ୍ଷାର ଅନ୍ତ ଘଟିଲା: ସାମ୍ନାକୁ ଆସିଲା ମିର୍ଜାପୁର-୨ର ରିଲିଜ୍‌ ଡେଟ୍‌

ମୁମ୍ବାଇ: ଆମାଜନ୍‌ ପ୍ରାଇମ୍‌ ଭିଡ଼ିଓର ବହୁ ପ୍ରତିକ୍ଷୀତ ଆକ୍ସନ ଥ୍ରୀଲର ଓ୍ବେବ ସିରିଜ ମିର୍ଜାପୁରର ଦ୍ୱିତୀୟ ସଂସ୍କରଣର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ସୋମବାର ଏକ...

ବଲିଉଡ୍‌ରେ ୨୮ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ ଡନ୍‌

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା, କିଙ୍ଗ ଖାନ୍‌ ଅଫ୍‌ ବଲିଉଡ୍‌ ତଥା ଡନ୍‌ କଳାକାର ଶାହାରୁଖ ଖାଁଙ୍କର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ୨୮ ବର୍ଷ ପୂରଣ ହୋଇଛି। ଏହାକୁ...

ଆଇସିୟୁରେ ଭର୍ତ୍ତି ହେଲେ ଏହି ଅଭିନେତା: ଆର୍ଥିକ ସହାୟତା ମାଗିଲେ ଭାଇ

ଟିଭି ଶୋ’ ‘ମନ୍‌ କି ଆଓ୍ବାଜ୍‌ ପ୍ରତିଜ୍ଞା’ରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତା ଅନୁପମ ଶ୍ୟାମ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୁମ୍ବାଇସ୍ଥିତ...

୩୬ ବର୍ଷରେ ଜାନଭୀ: ୪ ବର୍ଷରେ ଥରେ ପାଳନ କରନ୍ତି ଜନ୍ମଦିନ

ମୁମ୍ବାଇ: ଛୋଟ ପରଦାର ସୁନ୍ଦରୀ ନାୟିକା ଜାନଭୀ ଛେଡ଼ା ଶନିବାର ୩୬ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୪ ଫେବୃୟାରୀ ୨୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ।...

ରିୟାଙ୍କ ଗିରଫ ପରେ ଟୁଇଟ କରି ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା

ମୁମ୍ବାଇ,୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସଂଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଥିବା ନାର୍କୋଟିକ କଣ୍ଟ୍ରୋଲ ଅଫ ବ୍ୟୁରୋ (ଏନସିବି) ମଙ୍ଗଳବାର ଅଭିନେତ୍ରୀ...

କରୋନା ସହ ଲଢିବାକୁ ପୁଣି ସହାୟତାର ହାତ ବଢାଇଲେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସକୁ ହରାଇବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି। ଏପରି ସ୍ଥଳେ ବଲିଉଡ୍‌ ମଧ୍ୟ ସର୍ବଦା ଆଗେଇ ଆସିଛି। ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର...

Coronavirus Update


Archives

Model This Week

Why Dharitri