ହସ୍ପିଟାଲରେ ସଞ୍ଜୟ ଦତ୍ତ
ମୁମ୍ବାଇ, ୯। ୮: ଅଭିନେତା ସଞ୍ଜୟ ଦତ୍ତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଶନିବାର ସନ୍ଧ୍ୟାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ହେବା ସହ ନିଃଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ। ତାଙ୍କର ରାପିଡ୍ ଆଣ୍ଟିଜେନ ମାଧ୍ୟମରେ…
ସୁପ୍ରିମକୋର୍ଟରେ କାଉଣ୍ଟର ଆଫିଡେଭିଟ୍ ଦାଖଲ
ନୂଆଦିଲ୍ଲୀ, ୯ା୮ : ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ ମାମଲା ସ୍ଥାନାନ୍ତର ନେଇ କରିଥିବା ଆବେଦନ ବିରୋଧରେ ଶନିବାର କାଉଣ୍ଟର ଆଫିଡେଭିଟ୍ ଦାଖଲ କରାଯାଇଛି। ସୁଶାନ୍ତଙ୍କ ବାପା କେ.…
ଏହି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଶାନ୍ତଙ୍କ ବାପା, ଭଉଣୀ: ଜାଣନ୍ତୁ କାରଣ
ନୂଆଦିଲ୍ଲୀ, ୮।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ଶନିବାର ଫରିଦାବାଦରେ ନ୍ୟାୟ ପାଇଁ ସୁଶାନ୍ତଙ୍କ ପିତା କେ.କେ ସିଂ ଏବଂ ଭଉଣୀ ରୀନା ସିଂ ହରିୟାଣା ମୁଖ୍ୟମନ୍ତ୍ରୀ…
ଅନ୍ଲାଇନ୍ କ୍ଲାସ୍ରେ ହିନ୍ଦୀ ଶିଖୁଛନ୍ତି ଏହି ଷ୍ଟାର୍ କିଡ୍
ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଅନଲାଇନ୍ ହିନ୍ଦୀ ଶିଖୁଥିବା ନଜର ଆସିଛନ୍ତି। କିଛି ସପ୍ତାହ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ…
ଯେତେବେଳେ ହ୍ରିତିକ୍ ରୋଶନଙ୍କୁ ଶ୍ରୀଦେବୀ ପଚାରିଥିଲେ ତାଙ୍କ ନାମ, ମିଳିଥିଲା ଏମିତି ଉତ୍ତର
୧୯୮୬ରେ ମୁକ୍ତିଲାଭ କରିଥିଲା ବଲିଉଡ୍ ଫିଲ୍ମ ‘ଭଗବାନ ଦାଦା’। ଏଥିରେ ପ୍ରମୁଖ ଚରିତ୍ରରେ ଶ୍ରୀଦେବୀ, ରଜନୀକାନ୍ତ ଏବଂ ରାକେଶ ରୋଶନ ଅଭିନୟ କରିଥିଲେ। ହ୍ରିତିକ ରୋଶନଙ୍କୁ ଫିଲ୍ମରେ ଶିଶୁକଳାକାର ଚରିତ୍ରରେ ଦେଖିବାକୁ ମିଳିଥିଲା। ଏବେ ଏହି ଫିଲ୍ମର ଏକ ଭିଡିଓ ସୋସିଆଲ…
ମିଥ୍ୟା ପାଇଁ ଅନେକ ସମୟରେ ଯୁକ୍ତି କରାଯାଏ, ସତ୍ୟ ତା’ର ନିଜର ଓକିଲ
ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ରାଜନେତା, ସେଲିବ୍ରିଟ୍ କେହି ଏଥିରୁ ବାଦ୍ ପଡ଼ୁ ନାହାନ୍ତି। ତଳେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ କରୋନାରେ…
ସାମ୍ନାକୁ ଆସିଲା ଦିଶା ସାଲିଆନଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଜଡ଼ିତ ଥିବା କ୍ରମାଗତ ଅଭିଯୋଗ ହୋଇ ଆସୁଛି। ରିୟାଙ୍କୁ ମଧ୍ୟ ଏଜେନ୍ସିମାନେ ତାଙ୍କୁ ପଚରାଉଚରା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ…
ପାର୍ଲରରେ ପ୍ରିୟା…
ମୁମ୍ବାଇ: ପ୍ରିୟା ପ୍ରକାଶ ଓ୍ବାରିୟର। ଆଖି ମାରିବା ପାଇଁ ସେ ବେଶ୍ ଚର୍ଚ୍ଚିତ। ନିଜ ଆଖିର ଯାଦୁରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ ପ୍ରିୟା। ଏବେ ଏହି ଅଭିନେତ୍ରୀ ଜାତୀୟ ସ୍ତରରେ ବେଶ୍ ପରିଚିତ। ସେଦିନର ସେହି ଆଖିମରା ଭିଡିଓ ଆଜିବି…
ବିବାହ କରିବାକୁ ଘରୁ ଲୁଚି ପ୍ରଳାଇ ଆସିଥିଲେ ଅର୍ଚ୍ଚନା
ମୁମ୍ବାଇ: ‘ ଦ କପିଲ ଶର୍ମା’ ଶୋରେ ଏଥର ଚର୍ଚ୍ଚିତ ଯୋଡିଙ୍କୁ ଦେଖିବାକୁ ମିଳିବ। ଯେଉଁଥିରେ ଅଛନ୍ତି ଅର୍ଚ୍ଚନା ପୁରନ ସିଂ ଓ ପରମିତ ସେଠୀ, କଶ୍ମୀରା ଶାହ ଓ କୃଷ୍ଣା ଅଭିଷେକ, କିକୁ ଶାରଦା ଓ ପ୍ରିୟଙ୍କା ସାରଦା। ଏହି…
କରୋନାକୁ ହରାଇଲେ ଅଭିଷେକ
ମୁମ୍ବାଇ,୮।୮: କରୋନା ଭାଇରସ୍ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହୁଅନ୍ତୁ କି ଗରିବ, ଜନତା ହୁଅନ୍ତୁ କି ନେତା କିମ୍ବା ସେଲିବ୍ରିଟି ସମସ୍ତେ ଏବେ କରୋନା…
ଫସିଲେ ର଼୍ୟାପର୍ ବାଦଶାହା! ଏଥିପାଇଁ ୯ ଘଣ୍ଟା କାଳ ଜେରା କଲା କ୍ରାଇମ୍ବ୍ରାଞ୍ଚ
ବମ୍ବେ: ବିବାଦରେ ଲୋକପ୍ରିୟ ର଼୍ୟାପର୍ ବାଦଶାହା। ଫେକ୍ ଫଲୋୟର ର଼୍ୟାକେଟ୍ କେସ୍ରେ ସେ ଛନ୍ଦି ହୋଇଛନ୍ତି। ନିଜର ସୋସିଆଲ ମିଡିଆରେ ସେ ନକଲି ଫଲୋଅର୍ସ କରିଛନ୍ତି। ଏହାକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ଡାକରା ଆସିଥିଲା। ଶୁକ୍ରବାର ସେ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ…
ରିୟାଙ୍କ ନୂଆ ଦାବି: ସୁଶାନ୍ତଙ୍କ ସମ୍ପତ୍ତି ଭାବରେ ପାଖରେ ଅଛି କେବଳ ଡାଏରୀ, ସିପର୍
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହୋଇଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ଇତିମଧ୍ୟରେ ସେ ଇଡି ଅଫିସରେ ହାଜର ହୋଇସାରିଛନ୍ତି। ଟଙ୍କା ହେରଫେରକୁ ନେଇ ଇଡି ତଦନ୍ତ କରୁଥିବା ବେଳେ ରିୟାଙ୍କ ସହ ପୁରା ପରିବାର ବିବାଦକୁ…
Archives


