ମନୋରଞ୍ଜନ

ସଲମାନଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ନାୟିକା ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ଜନ୍ମ ୧୧ ଅଗଷ୍ଟ ୧୯୮୫ରେ ହୋଇଥିଲା। ଏବେ ଏହି ନାୟିକା ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଜ୍ୟାକଲିନ। ଭଲଭାବେ…

ଇଡି ଅଫିସ୍‌ରେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ,୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ସିବିଆଇ ଯାଞ୍ଚ କରୁଛି। ସୋମବାର ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ସମେତ ତାଙ୍କ ଭାଇ ଓ ପିତାଙ୍କୁ ୧୦ ଘଣ୍ଟା ଧରି ଇଡି ଜେରା…

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଲଗାତାର ବଦଳା ଯାଇଛି କମ୍ପାନୀର ଆଇପି ଆଡ୍ରେସ୍‌!

ମୁମ୍ବାଇ, ୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଜୁନ୍‌ ୨୩ଠାରୁ ଅଗଷ୍ଟ ୭ ମଧ୍ୟରେ ତାଙ୍କ କମ୍ପାନୀର ଆଇପି ଆଡ୍ରେସ୍‌ ୩ ଥର ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଲଗାତାର ୧୭ ଥର ଏହାକୁ ବଦଳା ଯାଇଛି।…

ଅନୁଷ୍କା ଶର୍ମାଙ୍କ ବେବି ବମ୍ପ୍‌ ସହ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ କୋହଲିଙ୍କୁ ଅନୁଷ୍କାଙ୍କ ବେବି ବମ୍ପ୍‌ ସହ ଦେଖିବାକୁ ମିଳୁଛି। ଏହି ଫଟୋର ସତ୍ୟତା ଯାଞ୍ଚ…

ରିୟାଙ୍କୁ ମେସେଜ୍‌ କରିଥିଲେ ସୁଶାନ୍ତଙ୍କ ବାପା, ଜାଣନ୍ତୁ କ’ଣ କହିଥିଲେ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ କ୍ରମାଗତ ଭାବରେ ନୂଆ ତଥ୍ୟ ପ୍ରକାଶ କରାଯାଉଛି। ମାମଲାର ଅନୁସନ୍ଧାନରେ ସିବିଆଇ ଏବଂ ଇଡି କରୁଛନ୍ତି। ଏବେ କିଛି ହ୍ବାଟସଆପ୍‌ ବାର୍ତ୍ତା ଆଦାନପ୍ରଦାନ କିଛି ତଥ୍ୟ ପଦାକୁ ଆସିଛି। ଏହି କ୍ରମରେ ସୁଶାନ୍ତଙ୍କ ପିତା…

ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତାଙ୍କୁ ଘରକୁ ଆସିଲେ ଦୁଇ କୁନି ଅତିଥି

ନୂଆଦିଲ୍ଲୀ: ଦିଗଂବତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୌଖଣ୍ଡେ ବହୁତ ଦିନ ହେବ ଦୁଃଖୀ ଥିଲେ। କିନ୍ତୁ ଏବେ ତାଙ୍କ ମୁହଁରେ ହସ ଫୁଟିଛି। ଏହି ଖୁସିର ରହସ୍ୟ ଅଙ୍କିତା ସୋସିଆଲ…

ଏହି ପ୍ରଶ୍ନ ଶୁଣି ରାଗିଗଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ ଚାଲିଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ଉଠାଯାଇଥିବା ଅର୍ଥର ଇଡି ଏପର୍ଯ୍ୟନ୍ତ ହିସାବ ପାଇନାହିଁ। ଗତ ଶୁକ୍ରବାର ଦିନ ରିୟାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା, କିନ୍ତୁ ପଚରାଉଚରା ବେଳେ ରିୟା ସହଯୋଗ କରୁନାହାଁନ୍ତି ବୋଲି…

ରିୟାଙ୍କୁ ସମର୍ଥନ କରୁଛନ୍ତି ଏହି ଅଭିନେତା!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାର ତଦନ୍ତ ସିବିଆଇ ହାତକୁ ଯିବା ପରେ ତାଙ୍କୁ ପଚରାଉଚରା ଜାରି…

ଶୁଟିଂ ସେଟ୍‌କୁ ଫେରିଲେ ଆମିର

ଅଙ୍କାରା,୧୦।୮: ସାରା ବିଶ୍ୱରେ ଘରେ ଘରେ ଏବେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ପ୍ରାୟ ସାରା ବିଶ୍ୱରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଏହା ବିଶ୍ୱ ଅର୍ଥନୀତିକୁ ଏକ ପ୍ରକାର ଦୋହଲାଇ ଦେଇଛି। ଏହି ଲକ୍‌ଡାଉନ ପ୍ରଭାବରେ…

ଯାଆନ୍ତୁନି ଷ୍ଟାର କିଡଙ୍କ ଫିଲ୍ମ ଦେଖିବାକୁ : କରିନା

ମୁମ୍ବାଇ: ବଳିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ଆତ୍ମହତ୍ୟା ପରେ ବଲିଉଡ୍‌ରେ ନେପୋଟିଜନ ବା ପ୍ରିୟାପ୍ରୀତି ପୋଷଣକୁ ନେଇ ଖୁବ୍‌ ଆଲୋଚନା ହେଉଛି। ଏଥିରେ ଇଣ୍ଡଷ୍ଟ୍ରିର ବଡ ବଡ ପରିଚିତ ବ୍ୟକ୍ତିତ୍ୱ ମଧ୍ୟ ସମାଲୋଚନାର ଶିକାର ହେଉଥିବା ଦେଖାଯାଇଛି। ଏବେ…

ଏହି ବିଶ୍ୱସୁନ୍ଦରୀ କରୋନା ପଜିଟିଭ

ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ନତାଶା ସୁରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏ ନେଇ ନିଜେ ନତାଶା ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ୬ ଦିନ ପୂର୍ବେ ଏକ…

ସୁଶାନ୍ତ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ଆଉ ଏକ ଭିଡିଓ, ପଣ୍ଡିତ କହିଲେ…

ମୁମ୍ବାଇ,୧୦ା୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ପ୍ରାୟ ୨ ମାସ ପରେ ତାଙ୍କ ଜୀବନ ସହ ଜଡ଼ିତ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ପରିବାର ସହିତ ରୁଦ୍ରାଭିଷେକ ଏବଂ କାଳସର୍ପ ଯୋଗ ପୂଜାରେ ବସିଥିବା ନଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri