ରିୟାଙ୍କୁ ସମର୍ଥନ କରୁଛନ୍ତି ଏହି ଅଭିନେତା!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାର ତଦନ୍ତ ସିବିଆଇ ହାତକୁ ଯିବା ପରେ ତାଙ୍କୁ ପଚରାଉଚରା ଜାରି ରହିଛି। ଏହି ସମୟରେ ଅଭିନେତା ଆୟୁଷ୍ମାନ ଖୁରାନା ରିୟାଙ୍କ ପୋଷ୍ଟରେ ଦେଇଥିବା ଏକ ଏକ ମନ୍ତବ୍ୟ ଯୋଗୁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। ଅଭିନେତା କେ ଆର୍‌ କେ ଏଥିପାଇଁ ଆୟୁଷ୍ମାନଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି।
ଆୟୁଷ୍ମାନ ରିୟାଙ୍କ ଏକ ପୋଷ୍ଟରେ ହାର୍ଟ ଏବଂ ବ୍ରୋକେନ ହାର୍ଟର ଇମୋଜି ଶେୟାର କରିଥିଲେ। ତାଙ୍କର ଏପରି ଇମୋଜି ରିୟାଙ୍କୁ ସମର୍ଥନ କରୁଥିବା ମନେ ହେଉଛି। ଏହାକୁ ସୁଶାନ୍ତଙ୍କ ପ୍ରଶଂସକମାନେ ଆଦୌ ହେଲେ ସହିପାରୁ ନାହାନ୍ତି। ଫଳରେ ଆୟୁଷ୍ମାନଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। କେଉଁ କାରଣରୁ ଆୟୁଷ୍ମାନ ରିୟାଙ୍କୁ ସମର୍ଥନ କରୁଛନ୍ତି ବୋଲି କେ ଆର୍‌ କେ ଟୁଇଟ୍‌ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମିବାର ନାଁ ନେଉନି: ଭୁବନେଶ୍ୱରରୁ ଆଉ ୧୦୭୬ କରୋନା ପଜିଟିଭ୍‌ ଚିହ୍ନଟ; କେବଳ ୯୨୮ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ୧୦୭୬ ନୂଆ ପଜିଟିଭ୍‌...

ସୋନମଙ୍କ ଘରୁ ଚୋରି!

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁରଙ୍କ ଘରୁ କୋଟିଏରୁ ଊର୍ଦ୍ଧ୍ୱ ମୂଲ୍ୟର ଗହଣା ଓ ଟଙ୍କାର ଚୋରି ହୋଇଯାଇଥିବା ଜଣାପଡିଛି । ଅଭିନେତ୍ରୀଙ୍କ ଦିଲ୍ଲୀରେ ଥିବା...

କେଉଁଠି ବିବାହ କରିବେ ବରୁଣ-ନତାଶା

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧଓ୍ବନ ଓ ତାଙ୍କ ଗର୍ଲ ଫ୍ରେଣ୍ଡ ନତାଶା ଦଲାଲ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି।...

୫୬ ଇଞ୍ଚର ଛାତି ନୁହେଁ, ଦେଶ ଚଳାଇବା ଲାଗି ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

ବମ୍ବେ: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ପାଣିପାଗ ସରଗରମ। ଗୋଟିଏ ପଟେ ଭାଜପା ପୁଣି ଥରେ ସତ୍ତାକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ...

ସ୍ତ୍ରୀଙ୍କ କମେଣ୍ଟ୍‌କୁ ଅପେକ୍ଷା କରିଥିଲେ ରଣବୀର, ଶେଷରେ…

ବଲିଉଡ୍‌ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ସ୍ତ୍ରୀ ଦୀପିକା ପାଦୁକୋନଙ୍କ ସହ ବହୁତ ମଜା କରନ୍ତି। ପରସ୍ପରର ଗୋଡ ଟାଣିବାଠାରୁ ଆରମ୍ଭ କରି ପରସ୍ପର...

ଲେହେଙ୍ଗା ପିନ୍ଧି ପୁଶ୍‌-ଅପ୍‌ କଲେ ନବବିବାହିତା, ଭାଇରାଲ ହେଉଛି ଭିଡିଓ

ଲେହେଙ୍ଗା ପିନ୍ଧି ମୁଣ୍ଡରେ ଓଢ଼ଣୀ ପକାଇ ନବବିବାହିତା ପୁଶ୍‌-ଅପ୍‌ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ମହିଳାଙ୍କ ନାମ ଆନା...

ଚର୍ଚ୍ଚାରେ ଅଲିନା: ଦିଶୁଛନ୍ତି କଟ୍ରିନାଙ୍କ ନକଲ

ମୁମ୍ବାଇ: ଚର୍ଚ୍ଚାରେ ଟିକ୍‌ ଟକ୍‌ ସେନ୍‌ସେଶନ୍‌ ତଥା ଫ୍ୟାଶନ୍‌ ବ୍ଲଗର ଅଲିନା ରାୟ। ସେ ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କ ଅବିକଳ ନକଲ ଦିଶୁଥିବା କୁହାଯାଉଛି।...

ଦୁଇ କପ୍‌ ଚା’ରୁ ସକାଳ ଆରମ୍ଭ

ଶ୍ରଦ୍ଧା କପୁର ଏବେ ବଲିଉଡ୍‌ର ଅନ୍ୟତମ ବ୍ୟସ୍ତ ନାୟିକା। ଚଳିତ ମାସରେ ରିଲିଜ ହେବାକୁ ଯାଉଥିବା ବିଗ୍‌ ବଜେଟ ଫିଲ୍ମ ‘ଶାହୋ’ରେ ସେ ପ୍ରଭାସଙ୍କ ଅପୋଜିଟ୍‌ରେ...

Advertisement
Archives

Model This Week