ମନୋରଞ୍ଜନ

ପୁଣି ମା’ ହେବାକୁ ଯାଉଛନ୍ତି ବେବୋ!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲୀ ଖାଁ ଓ କରୀନା କପୁର ଖାଁଙ୍କ ପରିବାରରେ ଖୁବ୍‌ଶୀଘ୍ର ଆଉ ଜଣେ କୁନି ଅତିଥି ଆସିଥିବାକୁ ଯାଉଛି। ଅର୍ଥାତ୍‌ କରୀନା ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ବିଶ୍ୱାସ ହେଉ ନ ଥିଲେ ବି…

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବି-ଟାଉନ୍‌ର ଏହି ଅଭିନେତ୍ରୀ

ବମ୍ବେ: ପୁଣିଥରେ ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ର ବେବୋ ଓରଫ କରିନା କପୁର ଖାନ୍‌। ତୈମୁରଙ୍କ ପରେ ଦ୍ୱିତୀୟ ସନ୍ତାନ ହେବାକୁ ଯାଉଥିବା ନେଇ ସେ ପ୍ରଶଂସକମାନଙ୍କୁ ଖୁସି ଖବର ଜଣାଇଛନ୍ତି। ଆମ ଘରକୁ ନୂଆ ସଦସ୍ୟ ଆସିବାକୁ ଯାଉଛି। ସମସ୍ତ…

ସଞ୍ଜୟ ଦତ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମିତି କହିଲେ ସ୍ତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କ୍ୟାନସରରେ ପୀଡ଼ିତ। ମଙ୍ଗଳବାର ରାତିରେ ଏହି ଖବର ଜଣାପଡ଼ିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଲାଗିଛି। ସଞ୍ଜୟଙ୍କ ସ୍ତ୍ରୀ ମାନ୍ୟତା ସଞ୍ଜୁଙ୍କ ପ୍ରଶଂସକମାନଙ୍କୁ ପ୍ରାର୍ଥନା କରିବାକୁ ନିବେଦନ…

ରିୟାଙ୍କୁ ସମର୍ଥନ କରୁଛନ୍ତି ଏହି ଅଭିନେତ୍ରୀ!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହ ଘେରରେ। ପ୍ରତିଦିନ ଏହି ଘଟଣା ନୂଆ ମୋଡ ମଧ୍ୟ ନେଉଛି। ଉଭୟ ଇଡି ଓ ସିବିଆଇ ଏହି ଘଟଣାର ତଦନ୍ତ ଚଳାଇଛନ୍ତି। ଘଟଣା…

ରିୟାଙ୍କ ପାଇଁ ଗାଳି ଖାଉଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ମୁମ୍ବାଇ,୧୨।୮: ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ପାଖକୁ ଗତ କିଛି ଦିନ ହେବ ଏତେ ଅଜଣା କଲ୍‌ ଆସୁଥିଲା,ଯେ ସେ ମାତ୍ର ୩ ଦିନରେ ନିଜ ମୋବାଇଲ୍‌ ନମ୍ବର ବଦଳାଇବାକୁ ବାଧ୍ୟ ହୋଇଥିଲେ। ତାଙ୍କ ପାଖକୁ ଏତେ କଲ୍‌ ଆସିବାର କାରଣ ହେଉଛି,…

ଏହି ସୁପରହିଟ୍‌ ଫିଲ୍ମର ୩ ମିନିଟର ଦୃଶ୍ୟର ଶୁଟିଂ ପାଇଁ ଲାଗିଥିଲା ୩ ବର୍ଷ: ଜାଣନ୍ତୁ…

ମହାନାୟକ ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଅଭିନୀତ ଫିଲ୍ମ ‘ଶୋଲେ’ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ସିନେମା ମଧ୍ୟରେ ଅନ୍ୟତମ। ଅମିତାଭ, ଧର୍ମେନ୍ଦ୍ରଙ୍କ ସମେତ ଫିଲ୍ମର ଅନ୍ୟ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ ହେମା ମାଲିନୀ, ସଞ୍ଜୀବ କୁମାର, ଜୟା…

କ୍ୟାନସର ପୀଡିତ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏମିତି ମେସେଜ୍‌ ଦେଲେ କ୍ରିକେଟର

ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍‌ସରରେ ପୀଡିତ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ଶୁଭଚିନ୍ତକ। ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ କଳାକାର ଟୁଇଟର ଯୋଗେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ଏଥିରେ ସାମିଲ ହୋଇଛନ୍ତି କ୍ରିକେଟର ଯୁବରାଜ…

ରାଜନୀତି ବିଜ୍ଞାନରେ ପାଠ ପଢୁଥିଲେ ଏହି ଅଭିନେତ୍ରୀ, ମାତ୍ର ୩ଟି ଫିଲ୍ମରେ ବଦଳିଗଲା କ୍ୟାରିୟର୍‌

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ବୁଧବାର ୨୫ ତମ ଜନ୍ମଦିନ ପାଳନ କରୁଛନ୍ତି। ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ଭଲ ଛାତ୍ରୀ ଥିଲେ। ଛାତ୍ରାବସ୍ଥାରେ ବହୁତ ମୋଟା ଥିଲେ। ତେବେ ବଲିଉଡରେ…

ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ୟାନସର, ଚିକିତ୍ସା ପାଇଁ ଯିବେ ବିଦେଶ

ମୁମ୍ବାଇ, ୧୨।୮: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର। ସଞ୍ଜୟଙ୍କୁ ଫୁସ୍‌ଫୁସ୍‌ କର୍କଟ (କ୍ୟାନସର) ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଏହା ତୃତୀୟ ଷ୍ଟେଜ୍‌ରେ ଅଛି। ଏହାର ଚିକିତ୍ସା ପାଇଁ ସେ ଶୀଘ୍ର ବିଦେଶ ଯିବେ…

ସୁଶାନ୍ତଙ୍କ ବାପାଙ୍କ ଫୋନ୍‌, ମେସେଜ୍‌ର ଜବାବ ଦେଉ ନ ଥିଲେ ରିୟା-ଶ୍ରୁତି: ସ୍କ୍ରିନ୍‌ଶଟ୍‌ ଭାଇରାଲ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହ ଘେରରେ। ଦିନକୁ ଦିନ ଏହି ଘଟଣା ନୂଆମୋଡ ମଧ୍ୟ ନେଉଛି। ଉଭୟ ସିବିଆଇ ଏବଂ ଇଡି ମୃତ୍ୟୁ ସହ ସମ୍ପୃକ୍ତ ସମସ୍ତ…

ଥାନାରେ ପହଞ୍ଚିଲେ ସୁରଜ ପଞ୍ଚୋଲି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ଘେରକୁ ଆସିଛନ୍ତି ସୁରଜ ପଞ୍ଚୋଲି। ଦିଶାଙ୍କ ମୃତ୍ୟୁ ପଛରେ ସୁରଜଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ଏସବୁ ଭିତରେ ନିଜର ପକ୍ଷ ରଖିଥିଲେ ସୁରଜ।…

ବଡ ପରଦାରୁ ଦୂରେଇ ରହି ବି ସୁନିଲ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ମୁମ୍ବାଇ: ଦିନେ ନିଜ ଅଭିନୟ ବଳରେ ଦର୍ଶକଙ୍କ ପ୍ରିୟ ନାୟକ ପାଲଟିଥିବା ସୁନିଲ ସେଟ୍ଟୀ ଆଜି ବଡ ପରଦାଠାରୁ ବହୁ ଦୂରରେ। କର୍ନାଟକର ଏହି ମୂଳ ବାସିନ୍ଦା ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ରଥମେ ୧୯୯୨ରେ ଫିଲ୍ମ ‘ବଳବାନ’ ମାଧ୍ୟମରେ ବଲିଉଡ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri