ମୁମ୍ବାଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲା ସିବିଆଇ ଟିମ୍
ମୁମ୍ବାଇ,୨୧।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଗ୍ରୀନ୍ ସିଗ୍ନାଲ ମିଳିବା ପରେ ସିବିଆଇ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟାରେ ସିବିଆଇ ଟିମ୍ ମୁମ୍ବାଇରେ ପହଞ୍ଚିଥିଲା। ଶୁକ୍ରବାର ସକାଳେ ସିବିଆଇର ୧୬ଜଣିଆ ଏସ୍ଆଇଟି ଟିମ୍…
ସୁଶାନ୍ତଙ୍କ ଘର ଛାଡିବା ପରେ ମହେଶ ଭଟ୍ଟଙ୍କୁ ଏଭଳି ମେସେଜ୍ କରିଥିଲେ ରିୟା
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ସତ୍ୟ ପଦାକୁ ଆସୁଛି। ପୂର୍ବରୁ ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ସନ୍ଦେହ ଘେରରେ ଅଛନ୍ତି। ସେ ସୁଶାନ୍ତଙ୍କ ସହ ଅନେକ ଦିନରୁ ଲିଭ୍ଇନ୍ ରିଲେସନଶିପ୍ରେ ରହୁଥିଲେ। ଜୁନ୍…
ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ମୁମ୍ବାଇରେ ପହଞ୍ଚିଲା ସିବିଆଇ
ମୁମ୍ବାଇ,୨୦।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଟିମ ଗୁରୁବାର ସାରେ ମୁମ୍ବାଇରେ ପହଞ୍ଚିଛି। ଉକ୍ତ ଟିମରେ ୪ ଜଣ ଅଧିକାରୀ ସାମିଲ ଅଛନ୍ତି। ସେହିପରି ଆଉ ଏକ ଟିମ ବିଳମ୍ବିତ…
ସୋନୁ ସୁଦଙ୍କୁ ପ୍ରତିଦିନ ଏତିକି ଲୋକ କରନ୍ତି ସାହାଯ୍ୟ ପାଇଁ ନିବେଦନ: ପ୍ରଥମ ଥର ଶେୟାର କଲେ ତଥ୍ୟ
ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଭଗବାନ ପାଲଟିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଏହି ସାହାଯ୍ୟ କ୍ଷେତ୍ରରେ ସେ କ୍ରମାଗତଭାବେ ଆଗେଇ ଚାଲିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ସାହାର୍ଯ୍ୟ କରିବାରୁ ଆରମ୍ଭ ହୋଇଥିବା…
ସଞ୍ଜୟ ଦତ୍ତଙ୍କ ଅଭିନୟରେ ପ୍ରଭାବିତ ହୋଇ ଏହି ଉପହାର ଦେଇଥିଲେ ଅମିତାଭ ବଚ୍ଚନ
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଫିଲ୍ମ ଦେଖିବାକୁ ବହୁତ ଭଲ ପାଆନ୍ତି। ଖାଲି ସେତିିକି ନୁହେଁ, ଯେଉଁ କଳାକାରଙ୍କ ଅଭିନୟ ତାଙ୍କୁ ଭଲଲାଗେ ସେ ତାଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ନିକଟରେ ବିଗ୍ବି ଫିଲ୍ମ ‘ଲୁଟକେସ’ରେ ଅଭିନେତା କନାଲ ଖେମୁଙ୍କ ଅଭିନୟକୁ…
ମାଧୁରୀ ଶ୍ରୀଲଙ୍କାରେ ନେଇଥିଲେ କୁକିଂ କ୍ଲାସ୍: ଏବେ ଲକ୍ଡାଉନରେ କାମ ଦେଉଛି
ମୁମ୍ବାଇ: ବଲିଉଡ୍ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିଥାନ୍ତି। ସେ କେବଳ ତାଙ୍କ ଫିଲ୍ମର ବାର୍ଷିକିରେ ପୋଷ୍ଟ କରନ୍ତି ତାହା ନୁହେଁ ପ୍ରଶଂସକଙ୍କ ସହ ବେଶ୍ ଆକର୍ଷଣୀୟ କାର୍ଯ୍ୟକଳାପ ମଧ୍ୟ ସହ ଶେୟାର କରିଥାନ୍ତି।…
ବାଥ୍ ଟବରୁ ମିଳିଲା ଆଉ ଜଣେ କଳାକାରଙ୍କ ମୃତଦେହ
ମୁମ୍ବାଇ,୨୦।୮: ପପୁଲାର ଆର୍ଟିଷ୍ଟ ରାମ ଇନ୍ଦ୍ରନୀଲ କାମତଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ମୁମ୍ବାଇ ସ୍ଥିତ ତାଙ୍କ ଘରେ ବାଥ୍ଟବରେ ମୃତଦେହ ମିଳିଥିବା ସୂଚନା ରହିଛି। ସେ ମୁମ୍ବାଇର ମାଟୁଙ୍ଗାରେ ରହୁଥିଲେ। ପୋଲିସ ଏହାକୁ ଏକ ଆକ୍ସିଡେଣ୍ଟାଲ ଡେଥ୍…
ସଞ୍ଜୟଙ୍କ ସ୍ବାସ୍ଥ୍ୟକୁ ନେଇ ଇମୋଶନାଲ ପୋଷ୍ଟ କଲେ ଇର୍ଫାନଙ୍କ ପୁଅ
ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଏବେ କ୍ୟାନସରରେ ପୀଡ଼ିତ ଥିବା ବେଳେ ଚିକିତ୍ସା ପାଇଁ ନିକଟରେ ସେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗଣମାଧ୍ୟମର ସୂଚନା ଅନୁଯାୟୀ, ସଞ୍ଜୟ ଫୁସ୍ଫୁସ୍ କର୍କଟରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କ…
ମୁମ୍ବାଇ ଯିବ ସିବିଆଇର ଏସ୍ଆଇଟି ଟିମ୍
ମୁମ୍ବାଇ,୨୦।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ। ବୁଧବାର ସୁପ୍ରିମକୋର୍ଟ ଏନେଇ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଗୁରୁବାର ମୁମ୍ବାଇ ପୋଲିସଠାରୁ ସିବିଆଇ ତଦନ୍ତଭାର ଗ୍ରହଣ କରିବ। ଏଥିପାଇଁ ସିବିଆଇର ଏସ୍ଆଇଟି ଟିମ୍ ମୁମ୍ବାଇ…
‘ଅସହାୟ ଲୋକଙ୍କୁ ସାହାଯ୍ୟ କରିବି’
ମୁମ୍ବାଇ: ଅଭିନେତ୍ରୀ ନିଧି ଅଗ୍ରଓ୍ବାଲ ଟଲିଉଡ୍ ଇଣ୍ଡଷ୍ଟ୍ରୀରେ ବେଶ୍ ପରିଚିତ। ଦେଖିବାକୁ ଯେମିତି ସୁନ୍ଦରୀ, ଅଭିନୟ ମଧ୍ୟ ସେତିକି ଭଲ। ସମଗ୍ର ଦେଶରେ କରୋନା ପାଇଁ ତାଲା ବନ୍ଦ ହୋଇ ରହିଥିବାବେଳେ ନିଧି ତାଙ୍କ ଫିଗର୍ ଏବଂ କ୍ୟାରିୟର ପ୍ରତି ବେଶ୍…
ସ୍ବଦେଶ ଫେରିିଲା ପଣ୍ଡିତ ଯଶରାଜଙ୍କ ପାର୍ଥିବ ଶରୀର
ମୁମ୍ବାଇ,୧୯।୮: ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଯଶରାଜଙ୍କ ଅଗଷ୍ଟ ୧୭ରେ ହୃଦ୍ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଆମେରିକାର ନ୍ୟୁ ଜର୍ସିରେ ସେ ଅନ୍ତିମ ନିଶ୍ୱାସ ନେଇଥିଲେ। ତାଙ୍କ ମୃତ୍ୟୁ ଖବରରେ ସଙ୍ଗୀତ ଜଗତରେ…
ସୁପ୍ରମିକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ପରିବାର
ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ବୁଧବାର ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟର ଏହି ନିଷ୍ପତ୍ତିକୁ ସାରା ଦେଶ ସ୍ବାଗତ ଜଣାଇଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ…
Archives


