ସଲମାନ୍ଙ୍କ ସହ ରୋମାଣ୍ଟିକ୍ ଦୃଶ୍ୟ ପରେ ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିିନେତ୍ରୀ
ବଲିଉଡ୍ରେ ବୋଲ୍ଡ ଏବଂ ରୋମାଣ୍ଟିକ୍ ଦୃଶ୍ୟ ସାଧାରଣ। ହେଲେ ଦବଙ୍ଗ ଷ୍ଟାର ସଲମାନ୍ ଖାନ୍ ଖୁବ୍ କମ୍ ଫିଲ୍ମରେ ରୋମାଣ୍ଟିକ୍ ଦୃଶ୍ୟ କରିଥାନ୍ତି। ତେବେ ସଲମାନ୍ଙ୍କର ଏକ ବ୍ଲକବାଷ୍ଟର ଫିଲ୍ମ ହେଉଛି ‘ମୈନେ ପ୍ୟାର୍ କିୟା’। ଏଥିରେ ତାଙ୍କର ଅଭିନେତ୍ରୀ ସାଜିଥିଲେ…
ସୁଶାନ୍ତଙ୍କ ଟଙ୍କାରେ ୟୁରୋପ ଯାତ୍ରା କରିଛନ୍ତି ଏହି ଅଭିନେତ୍ରୀ, ଏବେ ଦେଲେ ଏମିତି ଉତ୍ତର
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଆସୁଛି। ସୁଶାନ୍ତଙ୍କ ପିତା କେ.କେ.ସିଂହ ମଧ୍ୟ…
ବିରାଟ କୋହଲି-ଅନୁଷ୍କାଙ୍କ ପିଲା ବିଷୟରେ ଏମିତି କହିଥିଲେ ଶର୍ମିଲା ଟାଗୋର
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍ଶୀଘ୍ର ମା’ବାପା ହେବାକୁ ଯାଉଛନ୍ତି। ବିରାଟ ଅନୁଷ୍କାଙ୍କ ସହ ଏକ ଫଟୋ ଶେୟାର କରି ଏହା ଜଣାଇଛନ୍ତି। ସେ କହିଛନ୍ତି, ୨୦୨୧ରେ ଆମେ ୨ରୁ ୩…
ଅଙ୍କିତାଙ୍କ ଅଧା ଘରକୁ ନେଇଯାଇ ପାରନ୍ତି ସୁଶାନ୍ତଙ୍କ ପରିବାର!
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ସିବିଆଇ ହାତରେ। ସିବିଆଇ ଏବେ ଏହାର ଯାଞ୍ଚ ଆରମ୍ଭ କରିଛି। ଏହି ମାମଲାକୁ ନେଇ କିଛି ନା କିଛି ନୂଆ କଥା ପ୍ରତିଦିନ ସାମ୍ନାକୁ ଆସୁଛି। ଏବେ ଏଥିରେ…
ଲକ୍ଡାଉନ୍ରେ ପ୍ରଶଂସକଙ୍କୁ ମା’ବାପା ହେବା ଖବର ଦେଇଛନ୍ତି ଏହିସବୁ ସେଲିବ୍ରିଟି
ସାରା ବିଶ୍ୱ କରୋନା ମହାମାରୀ ମୁକାବିଲା କରୁଥିବାବେଳେ କିଛି ସେଲିବ୍ରିଟି ଘରେ ରହି ପ୍ରଶଂସକଙ୍କୁ ଖୁସି ଖବର ଶୁଣାଇଛନ୍ତି। ଅନେକ ପ୍ରସିଦ୍ଧ ସେଲିବ୍ରିଟି ଲକ୍ଡାଉନ୍ରେ ମାତା/ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଜାଣନ୍ତୁ ସେହି ସେଲିବ୍ରିଟିଙ୍କ ବିଷୟରେ.. ବିରାଟ କୋହଲି-ଅନୁଷ୍କା ଶର୍ମା…
ସୁଶାନ୍ତଙ୍କଠୁ ଅଲଗା ହେବା ପରେ ଏହି ଅଭିନେତାଙ୍କୁ ଡେଟ୍ କରିଥିଲେ ଅଙ୍କିତା !
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନିତି ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଏହି ସମୟରେ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି ତାଙ୍କ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ୨୦୧୬ରେ ସୁଶାନ୍ତଙ୍କ ସହ ବ୍ରେକ୍ଅପ୍ ହେବା ପରେ ଅଙ୍କିତା…
ଗର୍ଭବତୀ ଥାଇ ବିବାହ କରିଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ନାୟିକା ନେହା ଧୁପିଆ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି। ବଲିଉଡ୍ର ବୋଲ୍ଡ ନାୟିକାମାନଙ୍କ ମଧ୍ୟରେ ଅନ୍ୟତମ ନେହା ନିକଟରେ ତାଙ୍କ ବୟାନକୁ ନେଇ ଆସିଥିଲେ ଚର୍ଚ୍ଚାକୁ। ଏହାକୁ ନେଇ ସୋସିଆଲ ମିଡିଆରେ ବି ଟ୍ରୋଲର ଶିକାର…
ବଲିଉଡ୍ରେ ଡେବ୍ୟୁ କରିବେ ଶନୟା
ମୁମ୍ବାଇ: ବଡ଼ ପରଦାରେ ପାଦ ଦେବେ ଆଉ ଜଣେ ନବାଗତା। ସେ ହେଉଛନ୍ତି ବଲିଉଡ୍ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନୟା କପୁର। ଶନୟା ସୋସିଆଲ ମିଡିଆରେ ବେଶ୍ ପପୁଲାର ଷ୍ଟାର କିଡ୍ ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି। ବିଗତ ଦିନରେ…
ଶେଷରେ ମୁହଁ ଖୋଲିଲେ ରିୟା: ସୁଶାନ୍ତଙ୍କୁ ନେଇ ଦେଲେ ଏଭଳି ଚାଞ୍ଚଲ୍ୟକର ବୟାନ
ବମ୍ବେ: ଅଭିନେତା ତଥା ପ୍ରେମିକ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଦୋଷୀ ବୋଲି କୁହାଯାଉଥିବା ରିୟା ଚର୍କବର୍ତ୍ତୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ରିୟା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ଉପରେ ଲାଗିଥିବା ଅଭିଯୋଗ ବିଷୟରେ ସ୍ପଷ୍ଟିକରଣ…
ସୁଶାନ୍ତଙ୍କ ଆତ୍ମହତ୍ୟା ରହସ୍ୟ: ୮ ହାର୍ଡ ଡିସ୍କ୍ର ଡାଟା ଡିଲିଟ୍ କରିଥିଲେ ଗର୍ଲଫ୍ରେଣ୍ଡ…
ମୁମ୍ବାଇ, ୨୭।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟ ଧୀରେଧୀରେ ଅଧିକ ଜଟିଳ ହେବାରେ ଲାଗିଛି। ସୁଶାନ୍ତଙ୍କ ଆଇନଜୀବୀ କହିଛନ୍ତି ଯେ, ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଗର୍ଲଫ୍ରେଣ୍ଡ୍ ରିଆ ଚକ୍ରବର୍ତ୍ତୀ ଆଇଟି ପ୍ରଫେସନାଲଙ୍କ ସହାୟତା ନେଇ ୮ଟି…
ମୋ ପୁଅକୁ ରିୟା ବିଷ ଦେଇ ମାରିଛନ୍ତି
ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏବେ ଏହି ମାମଲାର ଯାଞ୍ଚ୍ ସିବିଆଇ କରୁଛି। ସିବିଆଇର ଏକ ଟିମ୍ ସୁଶାନ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ ଖୋଜିବାରେ ଲାଗିଛି। ଏବେ ସୁଶାନ୍ତଙ୍କ…
ବିବାହ କରିବେନି ଆଲିଆ-ରଣବୀର!
ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ତଥା ବଲିଉଡ୍ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଦୁଇ ଲଭ୍ବାର୍ଡ ବିବାହ କରିବେ ନାହିଁ। କାରଣ ଦେଶରେ ମହାମାରୀ କରୋନା…
Archives


