ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ…
ଲସ୍ ଏଞ୍ଜେଲସ୍ , ୨୯।୮: ହଲିଉଡ୍ ଫିଲ୍ମ ‘ବ୍ଲାକ୍ ପାନ୍ଥର’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଚାଦ୍ଓ୍ବିକ୍ ବୋସ୍ମ୍ୟାନ୍ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା। ସେ ଦୀର୍ଘ ୪ ବର୍ଷ ଧରି ଅନ୍ତଃନଳୀ କର୍କଟ ରୋଗରେ…
ଭାଇରାଲ ହେଉଛି କରିନାଙ୍କ ରେସ୍ତୋରାଁ ଫଟୋ
ମୁମ୍ବାଇ: ବଲିଉଡ୍ ନାୟିକା କରିନା କପୁର ଖାଁ ଶୁକ୍ରବାର ଇନଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରୁ ଅନୁମାନ କରାଯାଉଛି ସେ ଜଣେ ଖାଦ୍ୟପ୍ରେମୀ। ଫଟୋରେ କରିନା ଏକ ରେସ୍ତୋରାଁରେ ବସି ମେନ୍ୟୁ…
ପୁଣିଥରେ ଏକାଠି ନଜର ଆସିବେ ଆଲିଆ-ଶାହାରୁଖ
ମୁମ୍ବାଇ: ବଲିଉଡ୍ ବାଦଶାହା ଶାହାରୁଖ ଖାଁ ଓ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କୁ ପୁଣିଥରେ ଏକାଠି ବଡ ପରଦାରେ ଦେଖିବାକୁ ମିଳିବ। ପୂର୍ବରୁ ଫିଲ୍ମ ‘ଡିୟର ଜିନ୍ଦେଗି’ରେ ଉଭୟେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଥିବା ବେଳେ ଏବେ ଏମାନଙ୍କ ଯୋଡିକୁ ପ୍ରଶଂସକ…
ସମନ ପରେ ସିବିଆଇ ନିକଟରେ ହାଜର ହେଲେ ରିୟା
ମୁମ୍ବାଇ, ୨୮।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ନିକଟରେ ଶୁକ୍ରବାର ପୁଣି ଥରେ ହାଜର ହୋଇଛନ୍ତି ରିଆ ଚକ୍ରବର୍ତ୍ତୀ। ସିବିଆଇ ସମନ ପାଇବା ପରେ ରିୟା ମୁମ୍ବାଇସ୍ଥିତ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି। ଏହି ମାମଲାରେ ଜଡିତ…
କୋଲକାତାର ଏହି କଲେଜରେ ପଢ଼ିବେ ସନ୍ନି ଲିଓନି ! କହିଲେ ‘ଆଶାକରେ ତୁମେମାନେ ମୋ କ୍ଲାସରେ ଥିବ’
ବମ୍ବେ: ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନି। କୋଲକାତାର ଏକ କଲେଜରେ ବିଏ ଆଡମିଶନ୍ ପାଇଁ ଓ୍ବେବ୍ସାଇଟ୍ରେ ପ୍ରକାଶିତ ପ୍ରଥମ ମେରିଟ୍ ଲିଷ୍ଟରେ ତାଙ୍କ ନାମ ଥିବା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ସେ ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ସେମିଷ୍ଟାରରେ ତୁମମାନଙ୍କ…
ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା
ବମ୍ବେ: ଟେଲି ଅଭିନେତା କରନ୍ଭିର୍ ବୋହରା ପୁଣି ଥରେ ବାପା ହେବାକୁ ଯାଉଛନ୍ତି। ତୃତୀୟ ସନ୍ତାନ ଅପେକ୍ଷାରେ କରନ୍ ଏବଂ ସ୍ତ୍ରୀ ତେଜୟ ସିନ୍ଧୁ। ଏନେଇ ଉଭୟ ନିଜର ସୋସିଆଲ ପୃଷ୍ଠାରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ପୂର୍ବରୁ ତାଙ୍କର ଦୁଇଟି ଝିଅ…
କାନ୍ଦୁଛନ୍ତି ଶାହାରୁଖ୍ ଖାନ୍ଙ୍କ ଝିଅ: ଜାଣନ୍ତୁ କାହିଁକି…
ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖ୍ଙ୍କ ଝିଅ ସୁହାନା ଖାନ୍ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୁହାନା ଏପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇ ନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ କୌଣସି ସୁପରଷ୍ଟାରଙ୍କଠାରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା…
ରିୟାଙ୍କ ଉପରେ ବର୍ଷିଲେ ସୁଶାନ୍ତଙ୍କ ଭଉଣୀ: କହିଲେ ‘ତୁମେ ସବୁ ସୀମା ପାର କଲଣି’
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କୁ ପ୍ରମୁଖ ଦୋଷୀ ବୋଲି କୁହାଯାଉଛି। ପ୍ରଥମେ ମାମଲା ବମ୍ବେ ପୋଲିସ ହାତରେ ଥିବା ବେଳେ ଏବେ ସିବିଆଇ ମୃତ୍ୟୁର ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛି।…
ରିୟାଙ୍କୁ ନେଇ ୨୦୧୪ରୁ ଟୁଇଟ୍ କରିଥିଲେ ଜୋଫ୍ରା ଆର୍ଚେର: ପ୍ରଶଂସକ କହିଲେ ଏଭଳି..
ନୂଆଦିଲ୍ଲୀ,୨୮।୮: ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଏକ ପୁରୁଣା ଟୁଇଟ୍ ଏବେ ଭାଇରାଲ ହେଉଛି। ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ପ୍ରମୁଖ ଦୋଷୀ ବୋଲି କୁହାଯାଉଥିବା ରିୟାଙ୍କ ନାମ ଟୁଇଟ୍ରେ ଉଲ୍ଲେଖ ରହିଛି। ଏଥିରେ ସେ…
ପୋଷାକ ଖୋଲିବା ପୂର୍ବରୁ ଏହି ସର୍ତ୍ତ ରଖିଥିଲେ ସୈଫ୍ ଅଲ୍ଲୀ ଖାନ୍: ଜାଣନ୍ତୁ…
ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏକ ଟକ୍ ଶୋ’ରେ ନିଜ ଅଭିନୟ ଜୀବନ ସହ ଜଡିତ ଅନେକ ରାଜ୍ ଖୋଲିଛନ୍ତି। ଇମ୍ତିୟାଜ୍ ଅଲ୍ଲୀଙ୍କ ସୁପରହିଟ୍ ଫିଲ୍ମ ‘ରକ୍ଷ୍ଟାର’ ପ୍ରଥମେ ତାଙ୍କୁ ଅଫର୍ କରାଯାଇଥିଲା। ମାତ୍ର ସେ ଏଥିରେ କାମ ନ…
ବନ୍ଧୁକ ଆଣ, ମୋ ପୂରା ପରିବାରକୁ ଗୁଳି ମାରିଦିଅ: କାହିଁକି ଏମିତି କହିଲେ ରିୟା
ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଫସିଯାଇଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ରିୟାଙ୍କ ହିଁ ତାଙ୍କ ପୁଅକୁ ହତ୍ୟା କରିଥିବା ସୁଶାନ୍ତଙ୍କ ବାପା କେକେ ସିଂ ଅଭିଯୋଗ କରିଛନ୍ତି। ଏହି ମାମଲାର ତଦନ୍ତ ସିବିଆଇ ହାତକୁ…
କରୋନା ସମୟରେ ମା’ହେଲେ ଏହି ଲୋକପ୍ରିୟ ଗାୟିକା
କରୋନା ମହାମାରୀ ମଧ୍ୟରେ ଆମେରିକାର ଲୋକପ୍ରିୟ ପପ୍ ଗାୟିକା କେଟି ପେରି ଏବଂ ଭାବି ସ୍ବାମୀ ଅର୍ଲାଣ୍ଡୋ ବ୍ଲୁମ୍ଙ୍କ ପ୍ରଶଂସକଙ୍କ ପାଇଁ ଗୋଟିଏ ଖୁସି ଖବର। କେଟି ଏବଂ ଅର୍ଲାଣ୍ଡୋ ନିଜ ପ୍ରଥମ ସନ୍ତାନର ମାତାପିତା ହୋଇଛନ୍ତି। କେଟି ଏକ ଶିଶୁକନ୍ୟାକୁ…
Archives


