ବନ୍ଧୁକ ଆଣ, ମୋ ପୂରା ପରିବାରକୁ ଗୁଳି ମାରିଦିଅ: କାହିଁକି ଏମିତି କହିଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଫସିଯାଇଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ରିୟାଙ୍କ ହିଁ ତାଙ୍କ ପୁଅକୁ ହତ୍ୟା କରିଥିବା ସୁଶାନ୍ତଙ୍କ ବାପା କେକେ ସିଂ ଅଭିଯୋଗ କରିଛନ୍ତି। ଏହି ମାମଲାର ତଦନ୍ତ ସିବିଆଇ ହାତକୁ ଯାଇଛି। ଏବେ ରିୟାଙ୍କ ହ୍ବାଟସଆପ୍‌ ଚାଟ୍‌ରୁ ଅନେକ କିଛି ତଥ୍ୟ ପଦାକୁ ଆସିଛି। ଏଥିରେ ଡ୍ରଗ୍ସ ବିଷୟରେ ଆଲୋଚନା କରାଯାଇଛି। ଏନେଇ ରିୟା କହିଛନ୍ତି ଏସବୁ ମିଛ। ମୋ ପରିବାରକୁ ଅଯଥା ଏଥିରେ ସାମିଲ କରାଯାଉଛି। ଶେଷରେ ଏହା ଶୁଣିବାକୁ ବାକିଥିଲା। ବନ୍ଧୁକ ଆଣ, ମୋ ପୂରା ପରିବାରକୁ ଗୁଳି ମାରିଦିଅ ବୋଲି ସେ କହିଛନ୍ତି। ନଚେତ୍‌ ଆମେ ସୁଇସାଇଡ୍‌ କରିଦେବୁ ବୋଲି ଧମକ ଦେଇଛନ୍ତି। ମୋ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍‌ ୧୪ ସୁଶାନ୍ତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସ୍ତ୍ରୀଙ୍କୁ ଡେଟ୍‌ କରୁଛନ୍ତି ବିଶ୍ୱର ସବୁଠୁ ହ୍ୟାଣ୍ଡସମ

ବିଶ୍ୱର ସବୁଠୁ ହ୍ୟାଣ୍ଡସମ  ତଥା ବଲିଉଡ୍‌ ଷ୍ଟାର ହ୍ରିତିକ ରୋଶନ ରୋଶନ ପୂର୍ବତନ ପତ୍ନୀ ସୁଜେନ ଖାନଙ୍କୁ ଏବେ ମଧ୍ୟ ଡେଟ୍‌ କରୁଛନ୍ତି। ହ୍ରିତିକ ତାଙ୍କ...

ନୀଳନୟନାଙ୍କ ଡାକ ନାମ ଜାଣିଲେ…

ସମସ୍ତଙ୍କର ଏକ ଭଲ ନାଁ ସହିତ ଡାକ ନାଁ ରହିଛି । ସେ ସାଧାରଣ ଲୋକ ହୁଅନ୍ତୁ ବା କୌଣସି ସେଲିବ୍ରିଟି। ସମସ୍ତଙ୍କର ପ୍ରିୟଜନ ତାଙ୍କୁ...

ପ୍ରଭାସଙ୍କ ପୁରା ନାଁ ଶୁଣି ଉଡିଗଲା ଦର୍ଶକଙ୍କ ହୋସ୍‌

ମୁମ୍ବାଇ: ବାହୁବଳୀ ଫେମ୍‌ ପ୍ରଭାସ ଏବେ ବଲିଉଡ୍‌ ମୁଭି ‘ସାହୋ’ରେ ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷର ନାୟିକା ଅଛନ୍ତି ଶ୍ରଦ୍ଧା କପୁର। ଏବେ ଶ୍ରଦ୍ଧା ଓ...

ଭାବି ସ୍ବାମୀଙ୍କ ସହ ଗୋଆରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ, ଭିଡିଓ ଶେୟାର କରି ଲେଖିଲେ ଏମିତି କିଛି

ଗୋଟିଏ ପଟେ ମୁମ୍ବାଇରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଅନେକ ସେଲିବ୍ରିଟି କରୋନା ପଜିଟିଭ୍‌ ହୋଇଛନ୍ତି। ଅନ୍ୟ ପଟେ କିଛି ସେଲିିବ୍ରିଟି...

ଖୁବ୍‌ଶୀଘ୍ର ହିନ୍ଦୀରେ ଆସିବ ‘ଦମନ’

ଭୁବନେଶ୍ୱର,୬।୧(ବ୍ୟୁରୋ): ଖୁବ୍‌ଶୀଘ୍ର ହିନ୍ଦୀରେ ସାରା ଦେଶରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’। ଏହାର ଦାୟିତ୍ୱ ନେଇଛି ପାନୋରମା ଷ୍ଟୁଡିଓ। ଏନେଇ ଗୁରୁବାର ଷ୍ଟୁଡିଓ ସହ...

ଖୁସିରେ ବିଭୋର ଜ୍ୟାକଲିନ

ମୁ୍‌ମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ ଫର୍ନାଡିଜଙ୍କ ଖୁସି କହିଲେ ନ ସରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକାଙ୍କର ଫଲୋର‌୍ୟସ ସଂଖ୍ୟା ଏବେ...

ରମେଶଙ୍କ ନୂଆ ଯୋଜନା

ପ୍ରଯୋଜକ ରମେଶ ବାରିକ ଏକାଥରେ ହ୍ୟାଟ୍ରିକ୍‌ ମାରିବାକୁ ଯାଉଛନ୍ତି। ‘ଦେଖା ହେଲା ପ୍ରେମ ହେଲା’ ରିଲିଜ ଅପେକ୍ଷାରେ ଥିବା ବେଳେ ଆଉ ଦୁଇଟି ସିନେମା-‘ବ୍ରେକ୍‌ଅପ୍‌ ଲଭ୍‌’...

ଓସ୍କାର ନୋମିନି ‘ବିଟ୍ଟୁ’

ନୂଆଦିଲ୍ଲୀ, ୧୧ା୨: ଭାରତୀୟ ଶର୍ଟ ଫିଲ୍ମ ‘ବିଟ୍ଟୁ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। କରିସ୍ମା ଦେବଙ୍କ ନିର୍ଦ୍ଦେଶିତ ଏକତା କପୁର, ଗୁନୀତ ମୋଙ୍ଗା, ତାହିରା କଶ୍ୟପ୍‌ଙ୍କ...

Advertisement
Archives

Model This Week