ଏହି ବିବାହିତ ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ଶ୍ରଦ୍ଧା କପୁର: ତାଙ୍କ ସହ ଏକତ୍ର ରହିବା ପାଇଁ କରିଥିଲେ ଏମିତି କିଛି…
ବର୍ତ୍ତମାନ ସମୟରେ ବଲିଉଡ୍ର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଶ୍ରଦ୍ଧା କପୁର। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଛୋଟ ଏବଂ ବଡ ବଜେଟ ସିନେମାରେ କାମ କରିସାରିଛନ୍ତି। ତାଙ୍କର ଅନେକ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଛି। ଗତ…
ତେଲୁଗୁ ଫିଲ୍ମରେ ଡେବ୍ୟୁ କରିବେ ଅନୀଲ କପୁର
ମୁମ୍ବାଇ,୧୦।୯-ତେଲୁଗୁ ଫିଲ୍ମମରେ ଡେବ୍ୟୁ କରିବେ ବଲିଉଡ ଅଭିନେତା ଅନୀଲ କପୁର। ମହେଶ ବାବୁଙ୍କ ଆଗାମୀ ତେଲୁଗୁ ଫିଲ୍ମ ସରକାରୁ ଭାରି ପାତାରେ ସେ ନେଗେଟିଭ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି। ଆଉ ଏହି ଅପ କମିଂ ପ୍ରୋଜେକ୍ଟରେ ହିରୋ ଭୂମିକାରେ…
ସଲମାନ୍ ଖାନ୍ଙ୍କୁ ଏହି କାରଣରୁ ନିଜ ବିବାହକୁ ନିମନ୍ତ୍ରଣ କରି ନ ଥିଲେ ଅନୁଷ୍କା
ବଲିଉଡ୍ ଜଗତରେ ଯେତେବେବେ କୌଣସି ବିବାହ ହୁଏ ତାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ସେହିପରି ଏକ ଚର୍ଚ୍ଚିତ ବିବାହ ହେଉଛି ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କର। ଏହି ସୁନ୍ଦର ଯୋଡିକୁ ସମସ୍ତେ ପସନ୍ଦ କରିଥାନ୍ତି।…
ମୃତ୍ୟୁ ସମୟରେ ଗର୍ଭବତୀ ଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ
ମହାନାୟକ ଅମିତାଭ ବଚ୍ଚନଙ୍କ ସୁପରହିଟ୍ ଫିଲ୍ମ ମଧ୍ୟରେ ଅନ୍ୟତମ ‘ସୂର୍ଯ୍ୟବଂଶମ୍’। ଆଜି ବି ସିନେପ୍ରେମୀ ଏହି ଫିଲ୍ମକୁ ମନେ ରଖିଛନ୍ତି। ଏଥିରେ ଅଭିନେତ୍ରୀ ସାଜିଥିଲେ ସୌନ୍ଦର୍ଯ୍ୟା। ତାଙ୍କ ଅଭିନୟଙ୍କୁ ଦର୍ଶକ ଆଜି ବି ମନେ ରଖିଛନ୍ତି। ‘ସୂର୍ଯ୍ୟବଂଶମ୍’ର ସଫଳତା ପରେ ସୌନ୍ଦର଼୍ୟାଙ୍କୁ…
କଙ୍ଗନା ରନାଓ୍ବତଙ୍କ ପାଇଁ ଆଉ ଏକ ଖରାପ ଖବର
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଏବଂ ଶିବସେନା ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଏହା ମଧ୍ୟରେ କଙ୍ଗନାଙ୍କ ପାଇଁ ଆଉ ଏକ ଖରାପ ଖବର ରହିଛି। ସିନେମାଟୋଗ୍ରାଫର ପିସି ଶ୍ରୀରାମ ଏକ ଫିଲ୍ମରେ କାମ କରିବାକୁ ମନା କରିଦେଇଛନ୍ତି। କାରଣ ଉକ୍ତ…
ଝିଅ ଆରଧ୍ୟାଙ୍କ ପାଇଁ କାନ ଫୋଡ଼ାଇଥିଲେ ବାପା ଅଭିଷେକ ବଚ୍ଚନ: କାହିଁକି ଜାଣନ୍ତୁ…
ବାପା, ଝିଅ ସମ୍ପର୍କ ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପର୍କ। ସବୁଘରେ ଝିଅମାନେ ବାପାଙ୍କର ଅଳିଅଳି। ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରଧ୍ୟା ମଧ୍ୟ ବାପାଙ୍କର ଖୁବ୍ ଅଳିଅଳି। ଏହି ବାପା-ଝିଅଙ୍କ ସମ୍ପର୍କ ଏତେ ନୀବିଡ ଯେ, ଆରଧ୍ୟା ପାଇଁ ଅଭିଷେକ…
ଏନ୍ଏସ୍ଡି ଅଧ୍ୟକ୍ଷ ନିଯୁକ୍ତ ହେଲେ ପରେଶ ରାୱଲ
ନୂଆଦିଲ୍ଲୀ,୧୦ ।୯:ବଲିଉଡ୍ ଅଭିନେତା ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍ପି ପରେଶ ରାୱଲଙ୍କୁ ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମା(ଏନ୍ଏସ୍ଡି)ର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଗୁରୁବାର ଏହି ସୂଚନା ଦେଇଛନ୍ତି ।…
କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗା ଘଟଣା: କ୍ଷତି ହୋଇଛି ୨ କୋଟି
ମୁମ୍ବାଇ,୧୦ ।୯: ବିଏମ୍ସି ବିରୋଧରେ କ୍ରିମିନାଲ ଆକ୍ସନ ନେବେ ବଲିଉଡ୍ ନାୟିକା କଙ୍ଗନା ରାନାୱତ । ମହାରାଷ୍ଟ୍ର ସରକାରଙ୍କ ସହ କଙ୍ଗନାଙ୍କର ଚାଲିଥିବା ବିବାଦ ମଧ୍ୟରେ ବୁଧବାର ଅଭିନେତ୍ରୀ ମୁମ୍ବାଇ ପହଞ୍ଚିଥିଲେ । ହେଲେ ସେ ପହଞ୍ଚିବା ବେଳେକୁ ବିଏମ୍ସି ପକ୍ଷରୁ…
ଗିରଫ ପୂର୍ବରୁ ରିୟାଙ୍କ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା, ଏବେ ହେଉଛି ଭାଇରାଲ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରିଛନ୍ତି। ଗିରଫ ପୂର୍ବରୁ ଯେତେବେଳେ ରିୟା ଏନ୍ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସମସ୍ତଙ୍କ ନଜର ଥିଲା ତାଙ୍କ ଟି-ଶର୍ଟ ଉପରେ। କାରଣ ଏଥିରେ ଏମିତି କିଛି ଶବ୍ଦ ଲେଖାଥିଲା ଯାହା…
ରାପର ରଫ୍ତାରଙ୍କୁ କରୋନା, ପ୍ରଂଶସକଙ୍କ ଉଦ୍ଦେଶ୍ୟରେ କହିଲେ ଏମିତି
ମୁମ୍ବାଇ: ବଲିଉଡ୍ ରାପର ତଥା ସଙ୍ଗୀତ ନିର୍ଦ୍ଦେଶକ ରଫ୍ତାର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ପ୍ରଶଂସକଙ୍କ ସହ ଏକ ଅପ୍ଡେଟ୍ ଶେୟାର କରି କହିଛନ୍ତି, ସେ ହେ୍ାମ୍…
୧୪ କୋଟିର ଏହି ଘରେ ପରିବାର ସହ ରହୁଛନ୍ତି ବିବେକ ଓବରୟ: ରାଜନେତାଙ୍କ ଝିଅଙ୍କୁ କରିଛନ୍ତି ବିବାହ
ବମ୍ବେ: ବିବେକ ଓବରୟ ବଲିଉଡର ଚର୍ଚ୍ଚିତ ଅଭିନେତାଙ୍କ ମଧ୍ୟରୁ ଜଣେ। ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘କମ୍ପାନୀ’ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ କିଛି ହାତଗଣତି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ…
ବି-ଟାଉନର ଏହି ଅଭିନେତ୍ରୀମାନଙ୍କର ପଡ଼ିବନି ହାତଗଣ୍ଠି !
ମୁମ୍ବାଇ: ବି-ଟାଉନର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି। ତଥାପି ସେମାନେ ସଫଳ। ନିଜ ସର୍ତ୍ତରେ ଜୀବନଯାପନ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ବିବାହ ସ୍ଥିର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହାତଗଣ୍ଠି ପଡ଼ିନାହିଁ। ଆଉ ମଧ୍ୟ…
Archives


