ଆୟୁଷ୍ମାନଙ୍କ ମୁହଁରେ ଲାଗିଥିବା କେକ୍କୁ ଏମିତି ସଫାକଲେ ତାହିରା କଶ୍ୟପ
ମୁମ୍ବାଇ: ବଲିଉଡ୍ ନାୟକ ଆୟୁଷ୍ମାନ ଖୁରାନା ସୋମବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଫଟୋରେ ରାଇଟର, ଫିଲ୍ମମେକର ତଥା…
ହାକିମ ବାବୁଙ୍କ ସ୍ମୃତିରେ କିଛି…
ତାଙ୍କ ରକ୍ତରେ ଥିଲା ଅଭିନୟର ନିଶା। ପିଲାବେଳୁ ଅଭିନୟର ନିଶା ବାରି ହୋଇପଡ଼ିଥିଲା। ବାପାଙ୍କ ବିରୋଧ ସତ୍ତ୍ୱେ ତାଙ୍କର ମନ ମାନି ନ ଥିଲା। ଦି’ପହରରେ ସମସ୍ତେ ଶୋଇଯିବା ପରେ ବଡ଼ବାପାଙ୍କ ଆଖଡ଼ା ଘରେ ଥିବା ଟ୍ରଙ୍କ ଖୋଲୁଥିଲେ ଓ ସେଥିରେ…
ଗର୍ଭାବସ୍ଥାରେ ଏମିତି ଅନୁଭବ କରୁଛନ୍ତି ଅନୁଷ୍କା, କଲେ ଖୁଲାସା
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏବେ ବିରାଟଙ୍କ ସହ ଅନୁଷ୍କା ୟୁଏଇରେ ଅଛନ୍ତି। ଏହି ସମୟରେ ସମୁଦ୍ର କୂଳରେ ବେବି ବମ୍ପ…
ଡ୍ରଗ୍ସ କାରବାର ମାମଲା: ବଲିଉଡ କଳାକାରଙ୍କ ତାଲିକା ପ୍ରସ୍ତୁତ କରିବାକୁ ମନା କଲା ଏନ୍ସିବି
ମୁମ୍ବାଇ,୧୩।୯-ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାରକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କୁ ଗିରଫ କରିଛି। ଜେରାବେଳେ ରିୟା ଏନ୍ସିବି ନିକଟରେ ବଲିଉଡର ୨୫ ଜଣ ନାମୀଦାମୀ କଳାକାର ଡ୍ରଗ୍ସ…
ମଲାଇକାଙ୍କୁ ଯୌବନ ଚାଲିଯିବା ଭୟ ଘାରିଛି
ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସେ ଏବେ ହୋମ ଆଇସୋଲେସନରେ ରହିଛନ୍ତି। ଏକୁଟିଆ ଗୋଟିଏ ଘରେ ରହିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି। ଯାହା ତାଙ୍କ ସଦ୍ୟ ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ବାରି…
ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା
ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ରର ଶିବସେନା ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାରି ଭିତରେ ବିଏମ୍ସି ପକ୍ଷରୁ ମୁମ୍ବାଇରେ ଥିବା କଙ୍ଗନାଙ୍କ କାର୍ଯ୍ୟାଳୟର କିଛି ଅଂଶକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗି ଦିଆଯାଇଛି…
ଅମିତାଭଙ୍କ ସଫଳତା ପଛରେ ରହିଛି ଭାଇ ଅଜିତାଭଙ୍କ ବଡ଼ ଯୋଗଦାନ, ସ୍ତ୍ରୀଙ୍କ ରହିଛି ପତିଆରା; ଏପରି ତାଙ୍କ ପରିବାର
ବମ୍ବେ: ବଲିଉଡ୍ ମହାନାୟକ ଅମିତାଭ ସଫଳତାର ଅନ୍ୟ ନାମ। ଏବେ ବି ସେ ସିନେମାଠାରୁ ଆରମ୍ଭ କରି ବିଜ୍ଞାପନରେ ନିଜର ପତିଆରା ଜାରି ରଖିଛନ୍ତି। ହେଲେ ତାଙ୍କ ଭାଇ ଅଜିତାଭ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଲାଇମ୍ଲାଇଟ୍ରୁ ଦୂରରେ ରହୁଥିବାରୁ ଅଜିତାଭ ଏବଂ…
ସୁଶାନ୍ତଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ଅଙ୍କିତା କଲେ ଏପରି
ସୁଶାନ୍ତ ସିଂ ରାଜପୁତ ତାଙ୍କ ଡାଏରୀରେ ପ୍ରାୟ ୫୦ ଟି ସ୍ବପ୍ନ ଲେଖିଥିଲେ ଯାହା ସେ ତାଙ୍କ ଜୀବନରେ କରିବାକୁ ଚାହୁଁଥିଲେ। ମାତ୍ର ସେ ସେହି ସ୍ବପ୍ନଗୁଡ଼ିକୁ ପୂରଣ କରିବା ପାଇଁ ଆଉ ଏହି ଦୁନିଆରେ ନାହାଁନ୍ତି। ଏପରି ପରିସ୍ଥିତିରେ, ବର୍ତ୍ତମାନ…
ଟେନିସ ତାରକାଙ୍କ ପ୍ରେମରେ ପଡି ଚର୍ଚ୍ଚାକୁ ଆସିଥିଲେ ମହିମା
ମୁମ୍ବାଇ: ବଲିଉଡ୍ ନାୟିକା ମହିମା ଚୌଧୁରୀ ରବିବାର ତାଙ୍କର ୪୭ ତମ ଜନ୍ମଦିନ ପାଳନ କରିଛନ୍ତି । ଆଜି ସେ ବଡ ପରଦାଠାରୁ ଦୂରେଇ ଥିଲେ ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ଘର କରି ରହିଛନ୍ତି । ୯୦ ଦଶକର ଏହି…
ଏହି ସୁନ୍ଦରୀଙ୍କ ସରଳତା ଦେଖି ବୋଲ୍ଡ ହୋଇଥିଲେ ଅର୍ଜୁନ ବିଜଲାନୀ: ୮ ବର୍ଷ ଡେଟ୍ କରିବା ପରେ…
ବମ୍ବେ: ପ୍ରଥମ ଦେଖାରେ ପ୍ରେମ କେବଳ ସିନେମାରେ ହୁଏ ବୋଲି କୁହାଯାଏ। ହେଲେ ଟେଲି ପରଦାର ସୁପରଷ୍ଟାର ଅର୍ଜୁନ ବିଜଲାନୀ ଏହି ଉକ୍ତିକୁ ଭୁଲ ପ୍ରମାଣିତ କରିଛନ୍ତି। କାରଣ ପ୍ରଥମ ଦେଖାରେ ହିଁ ନେହା ସ୍ବାମୀଙ୍କ ପ୍ରେମରେ ପଡ଼ିଯାଇଥିଲେ ସେ। ନେହାକୁ…
ଆଉ ନାହାନ୍ତି ବର୍ଷୀୟାନ ଅଭିନେତା ଅଜିତ ଦାସ
ଭୁବନେଶ୍ୱର,୧୩।୯(ବ୍ୟୁରୋ): ୨୦୨୦ କେବଳ ବଲିଉଡ୍ ପାଇଁ ନୁହେଁ ବରଂ ଓଲିଉଡ୍ ପାଇଁ କଳାବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କିଛି ଦିନ ପୂର୍ବରୁ ବର୍ଷୀୟାନ୍ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର ଅଜିତ ଦାସ ପରପାରିକୁ ଚାଲିଯାଇଥିବା ସୂଚନା…
ଗୋଟିଏ ଗୁଳିରେ ଦୁଇ କଳାକାରଙ୍କୁ ଟାର୍ଗେଟ କଲା ଶିବସେନା
ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ଶିବାସନା ମଧ୍ୟରେ ବିବାଦ ବେଳକୁ ବେଳ ଭିନ୍ନ ମୋଡ ନେବାରେ ଲାଗିଛି । ଏବେ ଶିବସେନା ତା’ର ମୁଖପତ୍ର ‘ସମାନା’ ଜରିଆରେ କଙ୍ଗନାଙ୍କୁ ଟାର୍ଗେଟ କରିଛି । ରବିବାର ପୁଣିଥରେ ଦଳ…
Archives


