ମନୋରଞ୍ଜନ

ରିଲିଜ୍ ହେଲା ‘ମିର୍ଜାପୁର-୨’ର ଟ୍ରେଲର

ମୁମ୍ବାଇ: ବେଶ କିଛିଦିନର ଅପେକ୍ଷା ପରେ ଶେଷରେ ଏହାର ଅନ୍ତ ଘଟାଇ ରିଲିଜ୍ ହୋଇଛି ବଲିଉଡ୍ ମୁଭି ‘ମିର୍ଜାପୁର-୨’ର ଟ୍ରେଲର । ଆମାଜନ ପ୍ରାଇମ ଭିଡିଓରେ ଏହାର ଟ୍ରେଲର ରିଲିଜ୍ ହୋଇଛି । ମିର୍ଜାପୁରର କାହାଣୀ ଡ୍ରଗ୍ସ ମାଫିଆ କାଲେନ ଭାଇ…

ଅକ୍ଟୋବର ୨୦ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ ଭଉଣୀ ଭାଇ ରିଆ-ଶୌଓ୍ବିକ୍‌

ମୁମ୍ବାଇ, ୬।୧୦: ବବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିଆ ଚକ୍ରବର୍ତ୍ତୀ ଏବଂ ଶୌଓ୍ବିକ୍‌ ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା ଜାରି ରହିଛି। ସେମାନଙ୍କର ନ୍ୟାୟିକ ହାଜତର ସମୟ ସୀମାକୁ ମଙ୍ଗଳବାର ଅକ୍ଟୋବର ୨୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା…

ପ୍ରଥମ ପ୍ରେମଠାରୁ ଦୂରେଇ ଯାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ବିନୋଦ ଖାନ୍ନା ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଯଦିଓ ସେ ଆମ ଗହଣରେ ନାହାନ୍ତି, କିନ୍ତୁ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ସର୍ବଦା ଜୀବନ୍ତ ରହିଛନ୍ତି। ବିନୋଦ ଖାନ୍ନା ୧୯୪୬, ଅକ୍ଟୋବର ୬ରେ ପାକିସ୍ତାନର ପେଶାୱାରରେ (ଏବେ…

ଘରକୁ ଆସି କାନ୍ଦୁଥିଲେ ଅମିର ଖାଁ, ଜାଣନ୍ତୁ କାହିଁକି

ବଲିଉଡର ପରଫେକ୍ସନିଷ୍ଟ ଅମିର ଖାଁ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଦର୍ଶକ ମଧ୍ୟ ଅମିରଙ୍କ ଫିଲ୍ମକୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ପ୍ରତ୍ୟେକଥର ଦର୍ଶକଙ୍କୁ ନିଆରା ଫିଲ୍ମ ଭେଟି ଦେଉଥିବା ଅମିରଙ୍କ ପାଇଁ…

ପ୍ରେମରେ ପଡ଼ିଲେ କାଜଲ: ଶୀଘ୍ର କରିବାକୁ ଯାଉଛନ୍ତି ବିବାହ

ସିଂଘମ ଷ୍ଟାର ଅଜୟ ଦେବଗନଙ୍କ ହିରୋଇନ୍‌ କାଜଲ ଅଗ୍ରଓ୍ବାଲ ଏବେ ପ୍ରେମରେ ପଡ଼ିଛନ୍ତି। ଖୁବ୍‌ଶୀଘ୍ର ସେ ବିବାହ ମଧ୍ୟ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି। ଏଥିପାଇଁ ବିବାହ ପ୍ରସ୍ତୁତି ମଧ୍ୟ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି। ମୁମ୍ବାଇରେ କାଜଲ ବିବାହ କରିବେ ବୋଲି…

ସ୍ପେନିଶ ଶିଖୁଛନ୍ତି ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର ଏବେ ସ୍ପେନିଶ ଭାଷା ଶିଖୁଛନ୍ତି। ବର୍ତ୍ତମାନ ସେ ମାତ୍ର ୩ ବର୍ଷର। ତେବେ ଲକ୍‌ଡାଉନ୍‌ରେ ନିଜକୁ ବ୍ୟସ୍ତ ରଖିବା ପାଇଁ ଏହା ଏକ ଭଲ ଉପାୟ। ଅନ୍‌ଲାଇନ୍‌ କ୍ଲାସ୍‌ ମାଧ୍ୟମରେ ତୈମୁର…

ଅଭିନେତ୍ରୀ ହେବା ପୂର୍ବରୁ ଆମୀର ଖାନ୍‌ଙ୍କ ସହ ଏହି କାମ କରିଥିଲେ ହୁମା

ଫିଲ୍ମ ‘ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସେପୁର’ ମାଧ୍ୟମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ହୁମା କ୍ୟୁରେଶି। ଏବେ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ନାୟିକାଙ୍କ ମଧ୍ୟରେ ଅନ୍ୟତମ। ହୁମା ଜଣେ ବ୍ୟବସାୟୀ ପରିବାରର। ତାଙ୍କ ପିତା ସଲିମ କ୍ୟୁରେଶି ଦିଲ୍ଲୀର ଅନେକ…

୬ ମାସ ପରେ ସୁଟିଂ ସେଟକୁ ଫେରିଲେ ସଲମାନ: ସୋସିଆଲ ମିଡିଆରେ ଶେୟାର କଲେ ଫଟୋ

ମୁମ୍ବାଇ, ୫।୧୦-ଦୀର୍ଘ ସାଢେ ୬ ମାସ ପରେ ଫିଲ୍ମ ସୁଟିଂ ସେଟକୁ ପୁଣି ଥରେ ଫେରିଛନ୍ତି ବଲିଉଡ ଅଭିନେତା ସଲମାନ ଖାନ। ତାଙ୍କ ଆଗାମୀ ଫିଲ୍ମ ‘ରାଧେ ପାଇଁ ସୁଟିଂ ସେଟକୁ ପୁଣି ଥରେ ଫେରିଛନ୍ତି। ବର୍ତ୍ତମାନ ସଲମାନ ଫ୍ୟାନମାନଙ୍କ ପାଇଁ…

‘ବେଲ୍ ବଟମ’ର ଟିଜର ରିଲିଜ୍‌

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ବେଲ ବଟମ’ର ଟିଜରକୁ ନେଇ ଚର୍ଚ୍ଚା ଚାଲିଛି । ନିକଟରେ ପୁରା ଟିମ୍ ଏହାର ଶୁଟିଂ ପାଇଁ ବିଦେଶ ଯାଇଥିଲେ । ଏହାପରେ ଅକ୍ଷୟଙ୍କ ନୂଆ ଲୁକ୍ ଦେଖିବାକୁ…

ସଞ୍ଜୟଙ୍କ ଫଟୋ ଦେଖି ଦୁଃଖିତ ପ୍ରଶଂସକ

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଏବେ ଲଙ୍ଗସ୍ କ୍ୟାନସରରେ ପୀଡ଼ିତ ଅଛନ୍ତି । ଏବେ ସେ ଫୋର୍ଥ ଷ୍ଟେଜରେ ଥିବା ବେଳେ ମୁମ୍ବାଇରେ ତାଙ୍କର ଚିକିତ୍ସା ଚାଲିଛି । ତେବେ କେମୋ ଥେରାପି ପରେ ନିକଟରେ ସେ ପତ୍ନୀ ମାନ୍ୟତାଙ୍କ…

ଅଭିନେତା ବିଶାଲ ଆନନ୍ଦଙ୍କ ପରଲୋକ

ମୁମ୍ବାଇ,୫ା୧୦: ବଲିଉଡ୍‌ ଅଭିନେତା ବିଶାଲ ଆନନ୍ଦଙ୍କ ପରଲୋକ ହୋଇଛି। ବିଶାଲ ‘ଚଲ୍‌ତେ ଚଲ୍‌ତେ’, ‘ସାରେ ଗାମା’ ‘ଦିଲ୍‌ ସେ ମିଲେ ଦିଲ୍‌’ ଏବଂ ‘ଟ୍ୟାକ୍ସି ଡ୍ରାଇଭର’ ପରି କେତେକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ହୃଦୟ ଜିତିଥିଲେ। ତେବେ…

ମୁଁ ବଞ୍ଚିଛି, କାହିଁକି ଏମିତି କହିଲେ ଅଭିନେତ୍ରୀ ମିଷ୍ଟି ଚକ୍ରବର୍ତ୍ତୀ

ନିକଟରେ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀ ପରଲୋକ ଘଟିଛି। ସୋସିଆଲ ମିଡିଆରେ ମିଷ୍ଟି ମୁଖାର୍ଜୀଙ୍କ ବଦଳରେ ପ୍ରସିଦ୍ଧ ବଙ୍ଗୀୟ ଅଭିନେତ୍ରୀ ତଥା ମଡେଲ ମିଷ୍ଟି ଚକ୍ରବର୍ତ୍ତୀଙ୍କ ଦେହାନ୍ତ ହେବାର ଖବର ବ୍ୟାପିବାରେ ଲାଗିଛି। ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri