ସଞ୍ଜୟଙ୍କ ଫଟୋ ଦେଖି ଦୁଃଖିତ ପ୍ରଶଂସକ

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଏବେ ଲଙ୍ଗସ୍ କ୍ୟାନସରରେ ପୀଡ଼ିତ ଅଛନ୍ତି । ଏବେ ସେ ଫୋର୍ଥ ଷ୍ଟେଜରେ ଥିବା ବେଳେ ମୁମ୍ବାଇରେ ତାଙ୍କର ଚିକିତ୍ସା ଚାଲିଛି । ତେବେ କେମୋ ଥେରାପି ପରେ ନିକଟରେ ସେ ପତ୍ନୀ ମାନ୍ୟତାଙ୍କ ସହ ପିଲାମାନଙ୍କ ପାଖକୁ ଦୁବାଇ ଚାଲି ଯାଇଥିଲେ । ଏବେ କିନ୍ତୁ ସେ ଦୁବାଇରୁ ପୁଣିଥରେ ମୁମ୍ବାଇ ଫେରି ଆସିଥିବା ଜଣାପଡିଛି । ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ଶରୀର ଖୁବ୍ ଦୁର୍ବଳ ଦେଖାଯାଉଛି । ତାଙ୍କ ଶରୀରର ଓଜନ ଯେ ଯଥେଷ୍ଟ କମ୍ ହୋଇ ଯାଇଛି ତାହା ସ୍ପଷ୍ଟ ବାରି ହୋଇ ପଡୁଛି । ତେଣୁ ଏବେ ଯେ ସଞ୍ଜୟ ସୁସ୍ଥ ନାହାନ୍ତି ତାହା ସହଜରେ ଅନୁମାନ କରାଯାଇ ପାରୁଛି । ଆଉ ସଞ୍ଜୟଙ୍କର ଏହି ଫଟୋକୁ ଦେଖି ତାଙ୍କ ପ୍ରଶଂସକଙ୍କ ମନ ମଳିନ ପଡିଯାଇଛି । ଫଟୋଟି ହସ୍ପିଟାଲର ଜଣେ କର୍ମଚାରୀ ଉଠାଇଥିବା ବେଳେ ତାଙ୍କ ସହ ଜଣେ ମହିଳା ଡାକ୍ତର ମଧ୍ୟ ଦେଖାଯାଉଛନ୍ତି । ଏହାସହ ସଞ୍ଜୟ ହାତରେ ଏକ ମାସ୍କ ମଧ୍ୟ ଧରିଛନ୍ତି । ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ସେ କ୍ୟାନସରରେ ପୀଡ଼ିତ ହୋଇଥିବା ଖବର ନିଜେ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ ପରେ ଷ୍ଟାର: ଏହି ପ୍ରସିଦ୍ଧ ଗାୟିକାଙ୍କ ଭାଗ୍ୟ ବଦଳାଇ ଦେଇଥିଲେ ଏକ୍ସ

ଆଜି ପ୍ରସିଦ୍ଧ ବ୍ରିଟିଶ ଗାୟିକା ତଥା ଗୀତିକାର ଅଡେଲେଙ୍କ ଜନ୍ମଦିନ। ମେ ୫ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ଅଡେଲେ। ଏହି ଅବସରରେ ଜାଣନ୍ତୁ ତାଙ୍କ...

ବେବି ବମ୍ପ୍‌ ଦେଖାଇ ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ସ୍ବରା ଭାସ୍କର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଅଧିକାଂଶ ସମୟ ଫଟୋ ଶେୟାର...

ହନିମୁନ୍‌ ସମୟର ଭିଡିଓ ଶେୟାର କଲେ ଏହି ଅଭିନେତା, କହିଲେ…

ମୁମ୍ବାଇ: ଭୋଜପୁରୀ ଫିଲ୍ମ ଅଭିନେତା ୟଶ ନିକଟରେ ଅଭିନେତ୍ରୀ ନିଧି ଝାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହକୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ନିଧି ଏବଂ...

ଝିଅକୁ କଥା ଦେଇ ରଖିପାରି ନ ଥିଲେ ଶାହାରୁଖ, ପରେ ଶୁଣିଥିଲେ ଗାଳି

ବଲିଉଡର ବାଦ୍‌ଶାହା ଶାହାରୁଖ ଖାନ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଥିବା ଶାହାରୁଖଙ୍କ ଝିଅ ସୁହାନା ବାପାଙ୍କୁ ନେଇ ଅନେକ...

୨ଟି ପାର୍ଟରେ ରିଲିଜ୍‌ ହେବ ପ୍ରଭାସ-ଦୀପିକାଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’

ମୁମ୍ବାଇ: ସୁପରଷ୍ଟାର ପ୍ରଭାସଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ପ୍ରୋଜେକ୍ଟ କେ’ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ଫିଲ୍ମରେ ଦୀପିକା ପାଦୁକୋନ...

ଜୁନ୍‌ ୧୨ରେ ରିଲିଜ୍‌ ହେବ ଉର୍ବଶୀଙ୍କ ‘ଭର୍ଜିନ ଭାନୁପ୍ରିୟା’

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ରିଲିଜ୍‌ ଅପେକ୍ଷାରେ ରହିଛି। ଫିଲ୍ମର କାହାଣୀ ଏପରି ଜଣେ ଝିଅର ରହିଛି...

ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ

ମହେନ୍ଦ୍ର ସିଂ ଧୋନୀ, କପିଳ ଦେବଙ୍କ ପରେ ଏବେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ।...

ମା’ ମାଗିଲେ ଗାଡ଼ି, କାର୍ତ୍ତିକ ଦେଲେ ଦାଢ଼ି: ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍‌ ନାୟକ କାର୍ତ୍ତିକ ଆର୍ଯ୍ୟନଙ୍କ ଦାଢିକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଚାଲିଛି। ଦେଶରେ ଲକ୍‌ଡାଉନ୍‌ ଚାଲିବା ପରଠାରୁ କାର୍ତ୍ତିକ ତାଙ୍କ ଦାଢ଼ି କାଟି...

Advertisement
Archives

Model This Week