ଘରକୁ ଆସି କାନ୍ଦୁଥିଲେ ଅମିର ଖାଁ, ଜାଣନ୍ତୁ କାହିଁକି

ବଲିଉଡର ପରଫେକ୍ସନିଷ୍ଟ ଅମିର ଖାଁ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଦର୍ଶକ ମଧ୍ୟ ଅମିରଙ୍କ ଫିଲ୍ମକୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ପ୍ରତ୍ୟେକଥର ଦର୍ଶକଙ୍କୁ ନିଆରା ଫିଲ୍ମ ଭେଟି ଦେଉଥିବା ଅମିରଙ୍କ ପାଇଁ ଫିଲ୍ମ ଜଗତରେ ଆରମ୍ଭ କରିବା ଆଦୌ ସହଜ ନ ଥିଲା। ନିକଟରେ ଅମିର ଖାଁ ବେନେଟ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ତାଙ୍କ କ୍ୟାରିୟର ସହ ଜଡିତ ଅନେକ କଥା କହିଥିଲେ। ଅମିର ତାଙ୍କ କ୍ୟାରିଅର ଦିନଗୁଡ଼ିକୁ ସ୍ମରଣ କରି କହିଥିଲେ, ‘କୟାମତ୍‌ ସେ କୟାମତ୍‌’ ଫିଲ୍ମର ୨ ବର୍ଷ ପରେ ମୋ ପାଇଁ ଅଧିତ୍କ କଠିନ ଥିଲା। ସେତେବେଳେ ସବୁ ନିର୍ଦ୍ଦେଶକ ମୋ ପାଇଁ ନୂଆ ଥିଲେ। ଗଣମାଧ୍ୟମରେ ମୋ ଫିଲ୍ମକୁ ନେଇ ଫ୍ଲପ୍‌ ହେବ ବୋଲି ଆଲୋଚନା ହୋଇଥିଲା। ଏହି ଖବରକୁ ନେଇ ମୁଁ ବହୁତ ଦୁଃଖିତ ଥିଲି। ଶୁଟିଂରୁ ପ୍ରତିଦିନ ଘରକୁ ଫେରି କାନ୍ଦୁଥିଲି। ସେହି ସମୟରେ ମୋତେ ଲାଗିଥିଲା ମୋ କ୍ୟାରିୟର ଯେମିତି ଶେଷ ହୋଇଯିବ। କିନ୍ତୁ ପରେ ସବୁକିଛି ଠିକ୍‌ ହୋଇଯାଇଥିଲା ବୋଲି ଅମିର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆ-ରଣବୀରଙ୍କୁ ବିରୋଧ, ନରୋତ୍ତମ କହିଲେ ଲୋକଙ୍କ ଭାବନାକୁ ଆଘାତ ଦେବା ଭଳି ମନ୍ତବ୍ୟ ଦେବା ଠିକ୍‌ ନୁହେଁ …

ଭୋପାଳ, ୭।୯ : ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବୁଧବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ, ଉଜ୍ଜୟନୀରେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ୱାରା...

ଏହି ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ଶୁଟ୍‌, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାଶନକୁ ନେଇ ପ୍ରଶଂସକ ମହଲରେ ସବୁବେଳେ ଚର୍ଚ୍ଚା ହୋଇଥାଏ। ବର୍ତ୍ତମାନ ଏକ ଲାଲ୍‌ ରଙ୍ଗର ବଡିଫିଟ୍‌ ଡ୍ରେସ୍‌ ପିନ୍ଧି ଦେଶୀଗର୍ଲ...

ସବାଙ୍କ ସହ ରିଲେସନଶିପକୁ ସ୍ୱୀକାର କଲେ ହ୍ରିତିକ!

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆଜିକାଲି ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାକୁ ଆସୁ ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି ତାଙ୍କ ପର୍ସନାଲ...

ଆଇପିଏଲ ଉଦଘାଟନୀ ସମାରୋହରେ ଗ୍ଲାମର୍‌ ଜଲଓ୍ବା

ଆଇପିଏଲ ସିଜନ ୧୬ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଦଳ...

ବିମାନବନ୍ଦରରେ ଅରୁଣଙ୍କୁ ଦେଖି ଭାବୁକ ହେଲେ ମହିଳା: ପ୍ରଭୁ ରାମ ବୋଲି କହି ଛୁଇଁଲେ ପାଦ…

ବମ୍ବେ: ଏକ ସମୟରେ ଟେଲିପରଦାରେ ରାମାୟଣ ଦେଖିବାକୁ ଲୋକେ ପାଗଳ ଭଳି ଅପେକ୍ଷା କରି ରହୁଥିଲେ। ଆଉ ଯେଉଁ କାମ ବନ୍ଦ ରହୁଛି ରହୁ ହେଲେ...

ନବମ ଶ୍ରେଣୀରେ ଫେଲ ହୋଇଥିଲେ ଏହି ଲୋକପ୍ରିୟ ଅଭିନେତା: ଆଲିଆଙ୍କ ପରେ ଏବେ କିଆରାଙ୍କ ପ୍ରେମରେ ହେଉଛନ୍ତି ଉବୁଟୁବୁ

ବମ୍ବେ: କରନ୍‌ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ ଡେବ୍ୟୁ କରିଥିବା ସିର୍ଦ୍ଧାର୍ଥ ମଲହୋତ୍ରା ଏବେ ଆଗଧାଡ଼ିର ନାୟକଙ୍କ ମଧ୍ୟରୁ ଜଣେ। ନିଜର ଲୁକ୍‌...

ବଲିଉଡ୍‌ କଳାକାର ଦିନୟାରଙ୍କ ଦେହାନ୍ତ

ମୁମ୍ବାଇ: ଅଭିନେତା ଭାବେ ଅନେକଙ୍କ ମୁହଁରେ ହସ ଫୁଟାଇଥିବା ବଲିଉଡ୍‌ କଳାକାର ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟରଙ୍କର ବୁଧବାର ପରଲୋକ ହୋଇଛି। ବେଶ୍‌ କିଛି ଦନ ହେବ...

ଏବେ ପ୍ରିୟଙ୍କା କହିଲେ କାରଣ

ବମ୍ବେ: ନିଜଠାରୁ ବୟସରେ ଢ଼େରଗୁଣା ସାନ ପ୍ରେମିକାଙ୍କ ହାତ ଧରି ଚର୍ଚ୍ଚାରେ ରହିଥିଲେ ପ୍ରିୟଙ୍କା ଚୋପ୍ରା। ନିକଟରେ ସେ ନିଜ ନାମରୁ ‘ଜୋନାସ’ ସରନେମ୍‌ ହଟାଇଥିଲେ।...

Advertisement
Archives

Model This Week