ବାଙ୍କୀ, ଆଠଗଡ଼, ବଡ଼ମ୍ବାରେ ବିଜେଡି ପ୍ରାର୍ଥୀ ଆଗୁଆ
ବାଙ୍କୀ/ଆଠଗଡ଼,୨୩ା୫ : କଟକ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନ ବାଙ୍କୀ, ବଡ଼ମ୍ବା ଓ ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗଣତିରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଥିବା ଜଣାଯାଇଛି। ଆଠଗଡ଼ରେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଥମ ପର୍ଯ୍ୟାୟ ଗଣତି…
ଢେଙ୍କାନାଳ ବିଧାନସଭା: ସୁଧୀର ୪୮୨୦ ଭୋଟରେ ଆଗୁଆ
ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେଉଛି। ତୃତୀୟ ରାଉଣ୍ଡ ସୁଦ୍ଧା ଭୋଟ ୨୨,୮୩୬ ଖଣ୍ଡ ଭୋଟ ଗଣତି ସରିଛି। ବିଜେଡିର ସୁଧୀର ସାମଲ ୧୧,୫୦୨ ଖଣ୍ଡ ଭୋଟ ସହ ପ୍ରଥମ ସ୍ଥାନରେ…
ଛେଣ୍ଡିପଦାରେ ସୁଶାନ୍ତ ବେହେରା ଆଗରେ
ଛେଣ୍ଡିପଦା, ୨୩ା୫(ସ୍ବ.ପ୍ର.)- ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ପ୍ରଥମ ରାଉଣ୍ଡରେ ଆଗରେ ଅଛନ୍ତି। ସୁଶାନ୍ତ ୩୨୫୮ଖଣ୍ଡ ଭୋଟ ପାଇଥିବା ବେଳ ଭାଜପାର ଅଗସ୍ତି ବେହେରା ୨୨୫୧ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସର ସସ୍ମିତା ବେହେରା ୫୪୪…
ଆଠମଲ୍ଲିକ ବିଧାନସଭା: ବିଜେଡିର ରମେଶ ଚନ୍ଦ୍ର ସାଏ ଆଗରେ
ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୪ର୍ଥ ରାଉଣ୍ଡରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ୭୮୪୯ ଖଣ୍ଡ ଭୋଟ ପାଇଥିବା ବେଳ ଭାଜପାର ଭାଗୀରଥି ପ୍ରଧାନ ୪୭୮୧ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସର ବିଜୟାନନ୍ଦ…
ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ
ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ବିଜେଡିର ଶ୍ରୀନାଥ ସୋରେନ ୨୭୮୪ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଭାଜପାର ଭାସ୍କର ମଢ଼େଇ ୨୧୯୪ ଖଣ୍ଡ ଭୋଟ ପାଇଛନ୍ତି। ୫୯୦ ଖଣ୍ଡ ଭୋଟରେ ବିଜେଡି ଆଗୁଆ ରହିଛି।
ପରଜଙ୍ଗ: ୫ମ ରାଉଣ୍ଡ ସୁଦ୍ଧା ଭାଜପାର ବିଭୂତି ପ୍ରଧାନ ଆଗୁଆ
କାମାକ୍ଷାନଗର, ୨୩ା୫(ଡି.ଏନ୍.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ଆସନରେ ୫ମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ୧୨,୬୦୧ ଖଣ୍ଡ ଭୋଟ ସହ ଆଗୁଆ ରହିଛନ୍ତି। ତାଙ୍କ ପଛକୁ ବିଜେଡିର ମନ୍ତ୍ରୀ ନୃସିଂହ ଚରଣ ସାହୁ ୯୯୭୧ ଭୋଟ ସହ ଦ୍ୱିତୀୟ…
କେନ୍ଦୁଝର ଲୋକ ସଭାରେ ଭାଜପା ଆଗୁଆ
କେନ୍ଦୁଝର ଅଫିସ,୨୩।୫: କେନ୍ଦୁଝର ଲୋକ ସଭା ଆସନରେ ଭାଜପାର ଅନନ୍ତ ନାୟକ ପ୍ରଥମ ରାଉଣ୍ଡ ଗଣତିରେ ୨୨୮ ଭୋଟରେ ଆଗୁଆ ରହିଛନ୍ତି। କେନ୍ଦୁଝର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ମାଧବ ସର୍ଦ୍ଦାର ୩୧୮ ଭୋଟରେ ଆଗୁଆ ଅଛନ୍ତି। ସେହିପରି ତୃତୀୟ ରାଉଣ୍ଡ…
ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ ଭାଜପା ଆଗୁଆ
ବାରିପଦା ଅଫିସ,୨୩ା୫ : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ସୁଗୁଦା ମୁର୍ମୁ ୬୭୬ ଭୋଟରେ ଆଗୁଆ ଅଛନ୍ତି। ସେହିପରି ମୋରଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରାଜକିଶୋର ଦାସ ୧୭୫୯ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। । ମୟୂରଭଞ୍ଜ ଲୋକ…
ହିଞ୍ଜିଳିକାଟୁରେ ନବୀନ ପଟ୍ଟନାୟକ ଆଗରେ
ହିଞ୍ଜିଳିକାଟୁରେ,୨୩।୫(ଡି.ଏନ୍.ଏ.)- ହିଞ୍ଜିଳିକାଟୁରେ ବିଜେଡି ବିଧାୟକ ପ୍ରାର୍ଥୀ ନୀବନ ପଟ୍ଟନାୟକ ୫୧୯୭ ଭୋଟ ପାଇଥିବାବେଳେ ଭାଜପା ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ୧୫୬୧ ଓ ଶମ୍ଭୁ ପାଣିଗ୍ରାହୀ କଂଗ୍ରେସ ୫୧୭ ଭୋଟ ପାଇଥିବା ଜଣାପଡିଛି।
ଢେଙ୍କାନାଳ ଲୋକ ସଭା: ଭାଜପାର ରୁଦ୍ରନାରାୟଣ ଆଗୁଆ
ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୨ୟ ରାଉଣ୍ଡ ଭୋଟଗଣତି ଜାରି ରହିଛି। ପୂର୍ବାହ୍ନ ୧୧.୧୫ ସୁଦ୍ଧା ଏଠାରେ ୧ଲକ୍ଷ ୩୮ ହଜାର ୫୯୦ ଖଣ୍ଡ ଭୋଟ ଗଣତି ସରିଛି। ଭାଜପା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ୬୨,୧୪୧ ଖଣ୍ଡ ଭୋଟ…
ଯାଜପୁର ଲୋକସଭା ଆସନରେ ବିଜେଡି ଆଗରେ
ଯାଜପୁର ଅଫିସ,୨୩ା୫ : ଯାଜପୁର ଲୋକସଭା ବିଜେଡି ପ୍ରାର୍ଥୀ ସର୍ମିଷ୍ଠା ସେଠୀ ୭ମ ପର୍ଯ୍ୟାୟ ଭୋଟ୍ ଗଣତି ସୁଦ୍ଧା ୬୭୬୭ ଭୋଟ୍ ବ୍ୟବଧାନରେ ଆଗୁଆ ଥିବା ଜଣାପଡିଛି। ସେ ମୋଟ୍ ୨୩,୩୦୮ ଭୋଟ୍ ପାଇଥିବାବେଳେ ଭାଜପା ପ୍ରାର୍ଥୀ ୧୬୬୪୧ ଖଣ୍ଡ ଭୋଟ୍…
ଭଦ୍ରକ ଲୋକସଭାରେ ବିଜେଡି ଆଗୁଆ
ଭଦ୍ରକ ଅଫିସ, ୨୩।୫- ଭଦ୍ରକ ଲୋକସଭାର ପ୍ରଥମ ରାଉଣ୍ଡରେ ସିମୁଳିଆ ଓ ସୋରକୁ ବାଦ୍ ଦେଲେ ବିଜେଡି ଆଗୁଆ ରହିଛି। ଭାଜପା- ୧୩୮୭, ବିଜେଡି -୨୨୧୮ ଓ କଂଗ୍ରେସ ୧୭୧୩ ଭୋଟ ପାଇଥିବା ଜଣାପଡ଼ିଛି।
Archives


