ନିର୍ବାଚନ

ଢେଙ୍କାନାଳ ଲୋକ ସଭା ଆସନ ୫ମ ରାଉଣ୍ଡ ସୁଦ୍ଧା ମହେଶ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୫ୟ ରାଉଣ୍ଡ ଭୋଟଗଣତି ଶେଷ ହୋଇଛି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ୨ଲକ୍ଷ ୫୧ହଜାର ୩୨୦ ଖଣ୍ଡ ଭୋଟ ଗଣତି ହୋଇଛି। ବିଜେଡି ପ୍ରାର୍ଥୀ ମହେଶ ସାହୁ ୧ଲକ୍ଷ ୧୪ ହଜାର ୭୯୭ଭୋଟ…

କାକଟପୁରରେ ବିଜେଡି ଆଗୁଆ

କାକଟପୁର, ୨୩।୫(ଡି.ଏନ୍‌.ଏ.)-ଜଗତସିଂପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାକଟପୁର ବିଧାନସଭାରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା ୯୦୫୫ ଭୋଟ ପାଇ ଆଗୁଆ ଅଛନ୍ତି। ତାଙ୍କ ପଛକୁ କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ ୪୯୬୮ ଏବଂ ଭାଜପା ପ୍ରାର୍ଥୀ…

ତାଳଚେରରେ ବ୍ରଜକିଶୋର ୩୭୫୨ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୩୭୫୨ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍‌ ୧୦୮୮୩ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପାର କାଳନ୍ଦୀ ସାମଲ ୭୧୩୧ ଖଣ୍ଡ ଭୋଟ ପାଇଛନ୍ତି।

କେନ୍ଦ୍ରାପଡ଼ା ବିଧାନସଭା ଆସନ, ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୯୭ ଖଣ୍ଡରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ବିଧାନସଭା ଆସନର ପ୍ରଥମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଶଶିଭୂଷଣ ବେହେରା କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କଠାରୁ ୯୭ ଭୋଟରେ ଆଗୁଆ ଅଛନ୍ତି। ବିଜେଡି ୧୭୫୯…

ପରଜଙ୍ଗ ବିଧାନସଭା:ବିଭୂତି ପ୍ରଧାନ ୨୮୩୩ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ଭାଜପା ଭଲ ପ୍ରଦର୍ଶନ ଜାରି ରଖିଛି। ୮ର୍ଥ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୧୮,୪୦୨ଭୋଟ ପାଇଛନ୍ତି। ତାଙ୍କ ପଛକୁ ମନ୍ତ୍ରୀ ତଥା ବିଜେଡି ଡା. ନୃସିଂହ ଚରଣ…

କାମାକ୍ଷାନଗର: ୯ମ ରାଉଣ୍ଡ ଶେଷପ୍ରଫୁଲ୍ଲ ୪୭୭୧ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଗୁଆ ରହିଛନ୍ତି। ତାଙ୍କ ଖାତାରେ ୨୦,୧୫୭ ଖଣ୍ଡ ଭୋଟ ପଡ଼ିଛି। ଏହିକ୍ରମରେ ଭାଜପା ପ୍ରାର୍ଥୀ ଶତ୍ରୁଘ୍ନ ଜେନା ୧୫,୩୮୬ ଭୋଟ ସହ ଦ୍ୱିତୀୟ…

ଆଠମଲ୍ଲିକରେ ରମେଶ ସାଏ ୮୩୭୭ ଭୋଟରେ ଆଗରେ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୮ମ ରାଉଣ୍ଡ ଶେଷସୁଦ୍ଧା ୮୩୭୭ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ମୋଟ୍‌ ୧୭୨୩୬ ଖଣ୍ଡ ଭୋଟ ପାଇଥିବା ବେଳ ଭାଜପାର ଭାଗୀରଥି ପ୍ରଧାନ ୮୮୫୯ଖଣ୍ଡ…

ଭଞ୍ଜନଗରରେ ବିଜେଡିର ବିକ୍ରମ, ଆସିକାରେ ମଞ୍ଜୁଳା, ସୋରଡାରେ ପୂର୍ଣ୍ଣ ଆଗୁଆ

ଭଞ୍ଜନଗର,୨୩।୫(ଡି.ଏନ୍‌.ଏ.)- ଭଞ୍ଜନଗର, ଆସିକା, ସୋରଡା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଭଞ୍ଜନଗର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ୨୦,୩୭୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରଦ୍ୟୁମ୍ନ ନାୟକଙ୍କ ୧୭୪୫୭ ଭୋଟ ପାଇଛନ୍ତି।…

ଅନୁଗୋଳରେ ରଜନୀକାନ୍ତ ସିଂ ୫୨୬ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ରଜନୀକାନ୍ତ ସିଂ ୨ୟ ରାଉଣ୍ଡ ଶେଷ ସୁଦ୍ଧା ୫୨୬ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରଜନୀକାନ୍ତ ସିଂ ୫୧୬୬ ଓ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନ ୪୬୪୦ ଏବଂ କଂଗ୍ରେସ ପ୍ରାର୍ଥୀ…

ବାଙ୍ଗିରିପୋଷି, ବାରିପଦାରେ ଭାଜପା ଓ ମୋରଡାରେ ବିଜେଡି ଆଗୁଆ

ବାରିପଦା ଅଫିସ,୨୩।୫: ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ମୟୂରଭଞ୍ଜ ଲୋକ ସଭା ଆସନ ଅନ୍ତର୍ଗତ ବାଙ୍ଗିରପୋଷି ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ସୁଗଦା ମୁର୍ମୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ସୁଦାମ ମାରାଣ୍ଡିଙ୍କଠାରୁ ୭୯୮ ଭୋଟରେ ଆଗୁଆ ଅଛନ୍ତି। ସେହିପରି…

ତାଳଚେରରେ ବ୍ରଜକିଶୋର ୨୭୨୫ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୮୩୦୯ ଖଣ୍ଡ ଭୋଟ ପାଇଛନ୍ତି। ଭାଜପାର କାଳନ୍ଦୀ ସାମଲ ୫୫୮୪ ଖଣ୍ଡ ଭୋଟ ପାଇଛନ୍ତି। ଫଳରେ ବ୍ରଜ କାଳନ୍ଦୀଙ୍କଠାରୁ ୨୭୨୫ ଖଣ୍ଡ ଭୋଟରେ ଆଗରେ…

ହିନ୍ଦୋଳ: ସୀମାରାଣୀ ୨୪୦୯ ଖଣ୍ଡ ଭୋଟରେ ଆଗୁଆ

ହିନ୍ଦୋଳ, ୨୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ୧୦ମ ରାଉଣ୍ଡ ଗଣତି ଶେଷ ହୋଇଛି। ଦୀର୍ଘ ସମୟ ପଛରେ ରହିବା ପରେ ବିଜେଡି କମ୍‌ବ୍ୟାକ୍‌ କରିଛି। ବିଜେଡି ପ୍ରାର୍ଥୀ ତଥା ବିଧାୟିକା ସୀମାରାଣୀ ନାୟକ ୨୨୪୪୧ ଖଣ୍ଡ ଭୋଟ ପାଇ ଆଗୁଆ ହୋଇଛନ୍ତି। ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri