ସଶକ୍ତୀକରଣ ଓ ସୁରକ୍ଷାର ଅଧିକାର
ସ୍ବାଭିମାନ ଓ ସୁରକ୍ଷାର ସହ ବଞ୍ଚତ୍ବା ପ୍ରତ୍ୟେକ ଭାରତୀୟ ନାରୀର ଜନ୍ମଗତ ଅଧିକାର। ରାଷ୍ଟ୍ରର ପ୍ରଥମ ଓ ପ୍ରଧାନ ଦାୟିତ୍ୱ ହେଲା ନାରୀକୁ ସୁରକ୍ଷା ଯୋଗାଇ ଦେଇ ତାକୁ ବ୍ୟକ୍ତିଭାବେ ପ୍ରତିଷ୍ଠିତ କରି ତା’ର ମାନବିକ ମୂଲ୍ୟବୋଧକୁ କ୍ଷୁଣ୍ଣ ନ କରି…
ହାତମୁଠା ଭାଙ୍ଗିଯାଉ, ମୁଠା ନ ଫିଟୁ
ସତ୍ୟାଗ୍ରହ ସଂଗ୍ରାମ, ଗୋଟିଏ ନୂତନ କୌଶଳ ଓ ନୂତନ ପ୍ରେରଣାର ଉଦ୍ଦେଶ୍ୟ ନେଇ ଇଂରେଜ ସରକାରଙ୍କ ଅନ୍ୟାୟ ଓ ଯଥେଚ୍ଛାପୂର୍ଣ୍ଣ ଦମନ ନୀତିର ଉତ୍ତର ଦେବା ପାଇଁ ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହର ପରିକଳ୍ପନା। କୌଣସି ନୂତନ ପନ୍ଥା ଅବଲମ୍ବନ କରିବା ପୂର୍ବରୁ…
କାର୍ଯ୍ୟ ନୁହେଁ କେବଳ କଥା
୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ୍ ଚାମ୍ପିୟନ ହୋଇ କ୍ରିକେଟପ୍ରେମୀ ଓ ଦେଶବାସୀଙ୍କ ଆଶା ପୂରଣ କରିଛି। ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)କୁ ନେଇ ସେମାନଙ୍କ ଉତ୍କଣ୍ଠା ବଢ଼ିଯାଇଛି। ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍ର ୧୮ତମ ସଂସ୍କରଣ ୨୨ ମାର୍ଚ୍ଚରେ…
ସଫଳତାର ପ୍ରଥମ ପାହାଚ ଜିଜ୍ଞାସା
ମସ୍ତେ ସଫଳତାର ପଛରେ ଧାବମାନ। କିନ୍ତୁ ସଫଳତା ବିଶୁଦ୍ଧ ଯୋଜନା ଓ ଉପଯୁକ୍ତ କ୍ରିୟାନ୍ବୟନର ଫଳ ଶ୍ରୁତି । ସେଥିପାଇଁ ପ୍ରଥମ ପାହାଚ ହେଉଛି ଜିଜ୍ଞାସା। ଯେଉଁ ବିଷୟରେ ବି କିଛି କରିବାକୁ ଯାଉଛନ୍ତି ତାହା ସମ୍ବନ୍ଧରେ ବିଶେଷ ଜ୍ଞାନ, ଦକ୍ଷତା…
ଘରୋଇ ଶିକ୍ଷାର ଅନ୍ତରାଳେ
ସମ୍ପ୍ରତି ଶିକ୍ଷା ବ୍ୟବସ୍ଥାରେ ଘରୋଇକରଣର ତୀବ୍ରତା ଯେ ଅଧିକ ଏହାକୁ ସ୍ବୀକାର କରିବାକୁ ପଡ଼ିବ। ଗାଆଁରୁ ସହର ସବୁଠି, ପ୍ରାଥମିକରୁ ଉଚ୍ଚଶିକ୍ଷା ସବୁ ସ୍ତରରେ ଶିକ୍ଷା ଏକ ପଣ୍ୟ ଦ୍ରବ୍ୟ ଭାବରେ କ୍ରୟ ବିକ୍ରୟ ହେଉଛି। ତେବେ ଶିକ୍ଷା ପଣ୍ୟଦ୍ରବ୍ୟ ରୂପେ…
ଶିକ୍ଷା ପାଣ୍ଠି
ମାର୍ଚ୍ଚ ୧୦ ତାରିଖରେ ଲୋକ ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡୁର ଡିଏମ୍କେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତି (ଏନ୍ଇପି) ଓ ପିଏମ୍ଶ୍ରୀ ଯୋଜନାକୁ ଅଗ୍ରାହ୍ୟ କରି ପିଲାମାନଙ୍କ ଭବିଷ୍ୟତକୁ ବିପଦରେ ପକାଉଛନ୍ତି। ତେବେ ତାମିଲନାଡୁ…
ସମବାୟରେ ପରଦେଶୀ ନିଯୁକ୍ତି
ଦକ୍ଷିଣ ଆଫ୍ରିକା ନିକଟ ଭାରତ ମହାସାଗରରେ ମରିସସ୍ ଦେଶ କେତେକ ଛୋଟ ଛୋଟ ଦ୍ୱୀପକୁ ନେଇ ଗଠିତ। ୭ ସେପ୍ଟେମ୍ବର ୨୦୨୪ ମସିହା ସୁଦ୍ଧା ମରିସସ୍ର ଜନସଂଖ୍ୟା ୧୬,୭୦,୬୩୦ ଥିଲା। ଉକ୍ତ ଦ୍ୱୀପପୁଞ୍ଜ ଫରାସୀମାନଙ୍କ ଦ୍ୱାରା ୧୭୧୫ ମସିହାରୁ ୧୮୧୦ ମସିହା…
ଜନଜାତି ପର୍ଯ୍ୟଟନ: ବିକଳ୍ପ ଅର୍ଥନୀତି
୨୦୧୧ର ଏକ ପରିସଂଖ୍ୟାନକୁ ବିଶ୍ଲେଷଣ କଲେ ଜଣାଯାଏ ଯେ, ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ଶତକଡ଼ା ୨୨.୮୪ ଭାଗ ହେଉଛନ୍ତି ଆଦିବାସୀ ଜନଜାତି ବର୍ଗର। ଏଠାରେ ପ୍ରଶ୍ନଉଠେ ଆମ ରାଜ୍ୟରେ କ’ଣ ଏହି ଜନଜାତୀୟ ମାନବ ସମ୍ବଳର ସୁବିନିଯୋଗ କରିପାରିଛୁ? ଦେଶ…
ମଣିପୁର ନିଆଁ ଲିଭୁନାହିଁ
ମୁଖ୍ୟମନ୍ତ୍ରୀ ପଦରୁ ଏନ୍. ବୀରେନ୍ ସିଂ ଇସ୍ତଫା ଦେବାର ୪ ଦିନ ପରେ ୧୩ ଫେବୃଆରୀ ୨୦୨୫ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ଅଶା କରାଯାଉଥିଲା କେନ୍ଦ୍ର ସରକାର ନିରାପତ୍ତା ଦାୟିତ୍ୱ ନେବା ପରେ ଜାତିଗତ ହିଂସାରେ ୩ ମେ…
ସମସ୍ୟା ସୃଷ୍ଟି କରାଯାଉଛି
ବିଶ୍ୱର ସବୁ ମଣିଷ ମିଳିତ ଭାବେ କେତେକ ସମସ୍ୟା ସୃଷ୍ଟି କରିଛନ୍ତି ଓ ସେମାନେ ଏକାଠି ସେଗୁଡ଼ିକୁ ସମାଧାନ କରିବା ଦରକାର। କେତେକ ସମସ୍ୟା ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସୃଷ୍ଟି ହୋଇଛି। ସେଥିରୁ ଗୋଟିଏ ହେଉଛି ଜଳବାୟୁ ପରିବର୍ତ୍ତନ, ଯାହାକୁ ବିଶ୍ୱର…
ପିତା ଓ ପିତା
ଚପଳ ବୟସ ବାବୁଲାର। ଚଗଲାମିରେ ସୀମା ଟପିଗଲାଣି। ସାହି ପଡ଼ିଶାଙ୍କର ସବୁବେଳେ ଅଭିଯୋଗ। ବୋଉ ଭାରି ବ୍ୟସ୍ତ। କେତେ ବୁଝାଏ। ବାପା ଦିନେ ରାଗି ପିଟି ପକାଇଲେ। ବାବୁଲାର ମନ ଖରାପ। ଘରୁ ବାହାରି ପଳାଇଲା। ସନ୍ଧ୍ୟା ହେଲାଣି, ଘରେ ସମସ୍ତେ…
ସଙ୍କଟରେ ଜୀବନ
ଜଳବାୟୁ ପରିବର୍ତ୍ତନର ବିଭୀଷିକା ବିଶ୍ୱବାସୀ ଅଙ୍ଗେ ନିଭାଇବାକୁ ଆରମ୍ଭ କଲେଣି। ଅନାବୃଷ୍ଟି, ଅତିବୃଷ୍ଟି, ମରୁଡ଼ି, ବନ୍ୟା, ଫସଲହାନି, ଜଙ୍ଗଲକ୍ଷୟ ଓ ନାନାପ୍ରକାର ବୃକ୍ଷଲତା ତଥା ଜୀବଜନ୍ତୁଙ୍କର ବିଲୁପ୍ତିର ମୂଳରେ ଜଳବାୟୁ ପରିବର୍ତ୍ତନଜନିତ ଅନିୟମିତତା ନିହିତ। କିଛିବର୍ଷ ତଳେ ମିଳିତ ଜାତିସଂଘ ଉଦ୍ବେଗ…
Archives


