ସମ୍ପାଦକୀୟ

ଦୋକାନରେ ଦିନରାତି

ଡ. ନିଖିଳାନନ୍ଦ ପାଣିଗ୍ରାହୀ କୌଣସି ଦୋକାନୀ ବା ତା’ର ନିକଟ ସମ୍ପର୍କୀୟର ମୃତ୍ୟୁ ଘଟିଲେ, ସାଧାରଣତଃ ଯେଉଁ ବଜାର-ସାହିରେ ତା’ର ଦୋକାନ ଚାଲିଥାଏ, ସେଠାକାର ସମସ୍ତ ଦୋକାନ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ବନ୍ଦ କରାଯାଏ। ଏହା ଆମ ସମାଜର ଏକ ଚଳଣି।…

ସନ୍ଥ ଓ ମହାମୂର୍ଖ

ଶ୍ରୀ ସନ୍ନ୍ୟାସୀ ସନ୍ଥଙ୍କ ଆଶ୍ରମରେ ସକାଳେ ପହଞ୍ଚତ୍ବା ବେଳକୁ ମହାରାଜ ମୋବାଇଲ ଧରି ସେଥିରୁ କ’ଣ କିଛି ଦେଖିବାରେ ଗଭୀର ମଗ୍ନ ଥିଲେ। ଓଳଗିି ହୋଇ ପାଖରେ ପଡ଼ିଥିବା ଆସନରେ ବସିଲି। ମୋବାଇଲ ଦେଖୁଥିବା ଅବସ୍ଥାରେ ସନ୍ଥ ପଚାରିଲେ- ଘରୁ କେତେବେଳେ…

ଏଇ ଭାରତରେ

ଲିଙ୍ଗ ଅସମାନତା ମାନସିକତାରୁ ସମାଜରେ କନ୍ୟାଭ୍ରୂଣ ଓ ଶିଶୁ ହତ୍ୟା ବଳବତ୍ତର ରହିଛି। ଏଥିପାଇଁ କଡ଼ା ଆଇନ ପ୍ରଣୟନ କରାଯାଇ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। କିନ୍ତୁ ଲିିଙ୍ଗ ଅସମାନତା ଦୂର କରିବା ପାଇଁ ରାଜସ୍ଥାନର…

ସମ୍ପାଦକୀୟ/ଠକ ମାଷ୍ଟର

ଓଡ଼ିଶାରେ ସ୍କୁଲ ଶିକ୍ଷା ଅତି ଦୟନୀୟ ଥିବା ଦୃଷ୍ଟାନ୍ତ ନିକଟରେ ଦେଖିବାକୁ ମିଳିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଏକକ ପରୀକ୍ଷା କରାଯିବା ବିଷୟ ଘୋଷଣା କରାଯାଇଥିଲା। ସେହି ଅନୁଯାୟୀ ଏବେ ପରୀକ୍ଷା ଚାଲିଛି। କିନ୍ତୁ ଦେଖିବାକୁ ମିଳିଛି ଯେ…

ସମସ୍ୟାର ବୌଦ୍ଧିକ ସମାଧାନ

ବୈକୁଣ୍ଠନାଥ ମିଶ୍ର ମନୁଷ୍ୟ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେଉଥାଏ ଏବଂ ସେହି ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ସେ ନିରନ୍ତର ପ୍ରୟାସ ଜାରି ରଖିଥାଏ। କିଛି ସମସ୍ୟା ସେ ନିଜେ ସମାଧାନ କରିପାରୁଥିବା ବେଳେ ଆଉ କିଛି…

ଧନୁରାଶିକୁ ବୃହସ୍ପତି ଚଳନ

ଦୋଳଗୋବିନ୍ଦ ପଣ୍ଡା ଦେବଗୁରୁ ବୃହସ୍ପତି ଆଜି ଭୋର ୫ଟା ୧୭ରେ ବିଛାରାଶିରୁ ମୂଳା ନକ୍ଷତ୍ର ଧନୁ ରାଶିକୁ ଚଳିଛନ୍ତି। ଏହା ପୂର୍ବରୁ ସେ ୨୨ା୦୪ା୧୯ ରାତ୍ରି ୦୧ା୦୮ରେ ବକ୍ରଗତିରେ ଧନୁରୁ ବିଛାକୁ ଚଳିଥିଲେ। ବୃହସ୍ପତି ଗୋଟିଏ ରାଶିରେ ହାରାହାରି ୧୩ ମାସ…

ଏଇ ଭାରତରେ

ନିଜେ ଦୁଃଖକଷ୍ଟ ସହି ଜନସେବା କରିବାର ଦୃଷ୍ଟାନ୍ତ ଏବେ ବି ସମାଜରେ ଦେଖିବାକୁ ମିଳେ। ତାହାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହେଉଛନ୍ତି ଛତିଶଗଡ଼ର ଚିତ୍ରାଂଶ ତିଓ୍ବାରୀ। ସେ ଘରଠାରୁ ଦୂରରେ ରହି ନିଜ ଜୀବିକାର୍ଜନର ରାସ୍ତା ଖୋଜିବା ଭିତରୁ ସମୟ ବାହାର…

ଗ୍ୟାଙ୍ଗ ଯୁଦ୍ଧ

ଭାରତୀୟ ପରମ୍ପରା ସହିଷ୍ଣୁତାର ଶିକ୍ଷା ଦେଇଥାଏ। ଆମ ଦର୍ଶନ ଓ ସମ୍ବିଧାନରେ ସହିଷ୍ଣୁତାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ ଗତ କିଛି ବର୍ଷ ହେବ ଭାରତରେ ଅସହିଷ୍ଣୁତା ଏକ ବିକଟାଳ ରୂପ ଧାରଣ କରିଚାଲିଛି। ଧର୍ମ, ରାଜନୀତି, ସାହିତ୍ୟ, ସଙ୍ଗୀତ,…

ପ୍ଲାଷ୍ଟିକ୍‌ ପଞ୍ଝାରେ ପୃଥିବୀ

ଡ. ପ୍ରଫୁଲ୍ଲ କୁମାର ସାହୁ ପରିବେଶ ପ୍ରଦୂଷଣ କହିଲେ ଆଗେ ଧୂଆଁ ଦ୍ୱାରା ବାୟୁ ଏବଂ ସହରୀ ଓ କାରଖାନା ବର୍ଜ୍ୟ ଦ୍ୱାରା ଜଳ ପ୍ରଦୂଷଣକୁ ନେଇ ବ୍ୟାପକ ଚର୍ଚ୍ଚା ହେଉଥିଲା, ମାତ୍ର ଏବେ ତାକୁ ପଛରେ ପକେଇଦେଇଛି ପ୍ଲାଷ୍ଟିକ ଦ୍ୱାରା…

ମୋ ସରକାର: ଗାନ୍ଧୀରୁ ନବୀନ

ତୁଷାରକାନ୍ତ ମହାତ୍ମା ଗାନ୍ଧୀ ଆମ ସମସ୍ତଙ୍କ ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା କହିଯାଇଛନ୍ତି- ତାହା ହେଉଛି (୧) ପ୍ରକୃତି ସମସ୍ତଙ୍କ ଚଳିବା ପାଇଁ ଯଥେଷ୍ଟ ଦେଇଛି, ଲୋଭର ପରିପୂରଣ ପାଇଁ ନୁହେଁ, (୨) ଯୋଜନାଟିଏ କଲାବେଳେ ଲକ୍ଷ୍ୟ ରଖିଥିବ, ତାହାଦ୍ୱାରା ସମାଜର…

ଏଇ ଭାରତରେ

ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୪ ବର୍ଷ ଏକ ସ୍କୁଲ ବନ୍ଦ ରହିବା ପରେ ଏବେ ଖୋଲିଛି। ଛତିଶଗଡ଼ ବିଜାପୁର ଜିଲାର ନକ୍ସଲ ପ୍ରଭାବିତ ଉସୁର ବ୍ଲକ୍‌ ମୁଖ୍ୟାଳୟଠାରୁ ୩୫ କିମି ଦୂର ମଲ୍ଲେମପେଣ୍ଟା ଗାଁରେ ଏହି ସ୍କୁଲ…

ହ୍ବାଟ୍‌ସଆପ୍‌ ହ୍ୟାକିଂ

ଆକାର ପଟେଲ ଭାରତରେ ହ୍ବାଟ୍‌ସଆପ୍‌ ହ୍ୟାକିଂ କେମିତି ଚାଲିଛି, ସେ ବିଷୟରେ ଆମେ ଜାଣିବା ଓ ବୁଝିବା ଆବଶ୍ୟକ। ପ୍ରଥମତଃ ଯେଉଁ କମ୍ପାନୀ ବିରୋଧରେ ହ୍ୟାକିଂର ଅଭିଯୋଗ ଆସିଛି, ତାକୁ ଆମେରିକାରେ ହ୍ବାଟ୍‌ସଆପ୍‌ର ମାଲିକ ଫେସ୍‌ବୁକ୍‌ ଦ୍ୱାରା କୋର୍ଟକୁ ଟଣାଯାଇଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?