ଏଇ ଭାରତରେ
‘ଈଶ୍ୱରଙ୍କ ସଂସାରରେ କୌଣସି ଜିନିଷର ଅଭାବ ନାହିଁ, ଖୋଜିଲେ କୋହିନୂର ମଧ୍ୟ ମିଳିଯାଏ। ନିଜ ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ଅନ୍ଧାରରେ ଚାଲୁଥିବା ବ୍ୟକ୍ତିଙ୍କୁ ବି ଈଶ୍ୱର ଆଲୋକର ବାଟ ଦେଖାଇ ଦିଅନ୍ତି।’ ଏହି ଉକ୍ତିକୁ ସାକାର କରିଛନ୍ତି ଛତିଶଗଡ଼ର ରାୟପୁରସ୍ଥିତ…
ମିଛ ଦେଶପ୍ରେମ
ଆକାର ପଟେଲ ଇଂଲିଶ ଡିକ୍ସନାରି ଲେଖିଥିବା ସାମୁଏଲ ଜନ୍ସନ କହିଥିଲେ: ”ଦେଶପ୍ରେମ ହେଉଛି ଖଳବ୍ୟକ୍ତିିମାନଙ୍କର ଶେଷ ଆଶ୍ରୟସ୍ଥଳୀ।“ ତାଙ୍କ କହିବାର ଅର୍ଥ ହେଲା, ଆଜିଯାଏ ନିଜକୁ ଦେଶଭକ୍ତ ବୋଲି ଚିତ୍କାର କରୁଥିବା ଲୋକ ଯେକୌଣସି ଅପରାଧ ବା ଅଶିଷ୍ଟାଚରଣ କଲେ ମଧ୍ୟ…
ଏବେ ଭଲରେ ଅଛୁ
ପ୍ରକାଶ ତ୍ରିପାଠୀ ଗତ ଦଶହରା ଛୁଟି ସମୟରେ କିଛିଦିନ କାଟିଥିଲି ମୋ ଗାଁରେ। ମହାଷ୍ଟମୀରେ ଗାଁ ଠାକୁରାଣୀଙ୍କ ପୀଠରେ ଜନ୍ତାଳ ଓ ଦଶହରାରୁ କୁମାରପୂର୍ଣ୍ଣମୀ ପର୍ଯ୍ୟନ୍ତ ଗଜଲକ୍ଷ୍ମୀ ପୂଜାକୁ ମନଭରି ଉପଭୋଗ କରିଥିଲି। ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବରେ ଆଲେକା ସଜ୍ଜା, ଡିଜେ,…
ପ୍ରେରଣାଦାୟିନୀ ପ୍ରଶାସିକା
ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ‘ଜୀବନରେ କେବେ ପରାସ୍ତ ହେବା କଥା ନୁହେଁ କି କେତେବେଳେ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ ହେବା ଉଚିତ ନୁହେଁ। ପ୍ରଚେଷ୍ଟା ଥିଲେ ଲକ୍ଷ୍ୟସିଦ୍ଧି ହୋଇପାରିବ।’ ନିକଟରେ କେରଳ ଥିରୁଭାନନ୍ତପୁରମ୍ର ଉପଜିଲାପାଳ ଭାବେ ଦାୟିତ୍ୱ ନେବା ପରେ ଏହା କହିଛନ୍ତି…
ଏଇ ଭାରତରେ
ଦୀପାବଳିରେ ମା’ ଲକ୍ଷ୍ମୀ ଓ ମା’ କାଳୀଙ୍କୁ ପୂଜା କରାଯାଉ ଥିତ୍ବାବେଳେ ବୃଦ୍ଧଙ୍କୁ ପୂଜା କରିବାର ଏକ ନିଆରା ପରମ୍ପରା ପ୍ରଚଳିତ ହୋଇଆସୁଛି ଛତିଶଗଡ଼ର ଯଶପୁର ଜିଲାରେ। ଏହି ଜିଲାର ମନୋରା ତହସିଲ ଅନ୍ତର୍ଗତ ବୁଜରୁପାଠ, କଣ୍ଟାବେଲ, କୁଳାଡୋର, ଲୁଖୀ ଓ…
ସ୍ବତନ୍ତ୍ର କ୍ୟାଡର ଦାବି
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ରାଜ୍ୟର ବିକାଶ ପାଇଁ ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍ଏସ୍ ଅଫିସରଙ୍କର ସ୍ବତନ୍ତ୍ର କ୍ୟାଡର ଲାଗି ସ୍ବର ଉଠାଇଛନ୍ତି। ରାଜ୍ୟ ଭାଜପା ମଧ୍ୟ ଖଣ୍ଡୁଙ୍କ ଏହି ଦାବିକୁ ସମର୍ଥନ କରିଛି। ତଥ୍ୟରୁ…
ଗରିବଙ୍କୁ ବିପଦ ଆଧାର
ସମୀତ ପଣ୍ଡା ଓ ବିପୁଲ କୁମାର ଧନକର ବେମାଲ, ବୟସ ଅଶୀ। କଳାହାଣ୍ଡି ଜିଲାର ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବଡ଼ଚେରଗଁା ଗ୍ରାମପଞ୍ଚାୟତର କର୍ଲା ଗ୍ରାମରେ ବସବାସ କରେ। ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବର ମାସ ଚାଉଳ ସରକାରୀ ରାଶନ ଦୋକାନରୁ ଉଠାଇବା…
ମା’ କାଳୀଙ୍କ ରୂପତତ୍ତ୍ୱ
ଡ. ଭାଗ୍ୟଲିପି ମଲ୍ଲ ଆଉ ଦିନକ ପରେ ଦୀପାବଳୀ ଓ କାଳୀପୂଜା। ଏହିଦିନ ଆମେ ମା’ କାଳୀଙ୍କୁ ଆବାହନ କରିବା। ମାତ୍ର କାହିଁକି ମମତାମୟୀ ମା’ର ଏ ଭୟଙ୍କର ରୂପ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। ଏହାର ଉତ୍ତର ଜାଣିବା…
ଏଇ ଭାରତରେ
ପିଲା ହଜିଗଲେ ପୋଲିସ ଯେମିତି ଖୋଜେ ଠିକ୍ ସେମିତି ଶୁଆକୁ ଖୋଜା ଚାଲିଛି ଉତ୍ତରପ୍ରଦେଶର ବାରାଣସୀରେ। ପାଞ୍ଚଦିନ ହେବ ପୋଲିସ ଖୋଜୁଛି ଶୁଆକୁ। ଜୋତପୁର ଥାନା ଅନ୍ତର୍ଗତ ଦାରାନଗରରେ ଘଟିଛି ଏମିତିକା ଘଟଣା। ଦାରାନଗରନିବାସୀ ଶିକ୍ଷକ ଅରବିନ୍ଦ କୁମାର ଏକ ଶୁଆ…
ଆଜିର ଅର୍ଥନୀତି/ ଭଣ୍ଡାର ନୀତି ସୁଧାର
ଖାଦ୍ୟଶସ୍ୟ ଭଣ୍ଡାରଘରେ ସାଇତି ରଖିବା ଏକ ଖର୍ଚ୍ଚବହୁଳ ଓ କଷ୍ଟକର କାର୍ଯ୍ୟ। ପ୍ରତି କୁଇଣ୍ଟାଲ ଗହମ ଓ ଚାଉଳକୁ ସାଇତି ରଖିବା ପାଇଁ କେନ୍ଦ୍ର ସରକାର ପ୍ରାୟ ୯ ଟଙ୍କା, ଅର୍ଥାତ୍ ଟନ୍ ପିଛା ୯୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ତା’ଛଡ଼ା…
ଗିଲ୍ଗିଟ-ବଲ୍ତିସ୍ତାନର ଗୁରୁତ୍ୱ
ଡ. ବାଞ୍ଛାନିଧି ପଣ୍ଡା ଜମ୍ମୁ-କଶ୍ମୀର ସମସ୍ୟାକୁ ସମୁଚିତ ଭାବରେ ବୁଝିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟରେ ଗିଲ୍ଗିଟ-ବଲ୍ତିସ୍ତାନ କ୍ଷେତ୍ରର ମହତ୍ତ୍ୱ ଅନ୍ୟତମ। ୧୯୪୭ରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରି ଭାରତବର୍ଷର ଯେଉଁ ଭୂଖଣ୍ଡକୁ ଅବୈଧ ଭାବରେ କବ୍ଜା କରି…
ଆମ ବ୍ୟବସ୍ଥାରେ ଦଲାଲ
ରୁଦ୍ର ପ୍ରସନ୍ନ ରଥ ରାଜ୍ୟରେ ଏବେ ଦଲାଲମାନଙ୍କ ଅବସ୍ଥା ବାରଣ୍ଡା ଦିକଡ଼ା। ଡାକ୍ତରଖାନା ଏବଂ ପରିବହନ କାର୍ଯ୍ୟାଳୟ ଆଗରେ ଚକ୍କର କାଟୁଥିବା ଦଲାଲ ଏବେ ପ୍ରଶାସନର କୋପଦୃଷ୍ଟିରେ। କିଛି ବନ୍ଧା ହୋଇ ଥାନା ଭିତରକୁ ଗଲେଣି ତ ଆଉ କିଛି ଭିତରକୁ…
Archives


