ସମ୍ପାଦକୀୟ

ସେମାନେ ମନେପଡ଼ନ୍ତି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଆଜି ଆଉ ରାଜତନ୍ତ୍ର ନାହିଁ। ଆସିଛି ଗଣତନ୍ତ୍ର। ଏବେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ଶାସନ କରୁଛନ୍ତି। ଯେହେତୁ ଜନସାଧାରଣ ନିଜ ପସନ୍ଦ ଅନୁସାରେ ଶାସକ ବାଛନ୍ତି, ତେଣୁ ସେମାନଙ୍କ କଥା ଶାସକ ଶୁଣିବେ ବୋଲି ସେମାନଙ୍କର…

ଆଦିବାସୀ ସଂସ୍କୃତି ଓ ଜଗନ୍ନାଥ

ଉମାଶଙ୍କର ପ୍ରସାଦ ଇତିହାସ ପୃଷ୍ଠା ଅବଲୋକନ କଲେ ଜଣାଯାଏ ଓଡ଼ିଶାର ମୂଳ ସଂସ୍କୃତି ହେଉଛି ଆଦିବାସୀ ସଂସ୍କୃତି। ଏହି ଆଦିମ ଜାତିକୁ ଅନେକେ ଅଷ୍ଟ୍ରିକ ବୋଲି କହିଛନ୍ତି। ଅଭିଲେଖଗୁଡ଼ିକରେ ସେମାନଙ୍କୁ ଆଟବିକ ବୋଲି କୁହାଯାଇଛି। ଆମେ କହୁଛୁ ଆଦିବାସୀ। ଆମର ଧର୍ମ,…

ଏଇ ଭାରତରେ

ଶ୍ରାବଣ ମାସ ପାଖେଇ ଆସୁଥିବା ବେଳେ ଏହି ସମୟରେ ହଜାର ହଜାର ଶିବଭକ୍ତ କାଉଡି ଯାତ୍ରାରେ ବାହାରିବେ। କାଉଡିଆଙ୍କ ବିଶ୍ରାମ ପାଇଁ ପଥ ପାର୍ଶ୍ୱରେ ଠାଏ ଠାଏ ବିଶ୍ରାମାଗାର କରାଯିବା ସହିତ ସେମାନଙ୍କ ବାହୁଙ୍ଗି ରଖିବା ପାଇଁ ବାଉଁଶ ଆଡି ବ୍ୟବସ୍ଥା…

ପ୍ରାଣୀ ପରିବାରରେ ଜେଜେମା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେ ଛୋଟ ଥିବାବେଳେ ବର୍ଷରେ ଦୁଇମାସ ଭୋପାଳ ନିକଟବର୍ତ୍ତୀ ଅଜାଘର ଗାଁରେ ତାଙ୍କ ଫାର୍ମହାଉସ୍‌ରେ କଟାଉ। ବଗିଚାରେ ଆମେ ଖଟରେ ମଶାରି ଟାଙ୍ଗି ଶୋଉ। ଚଣା ଓ ମଟର ମଞ୍ଜିକୁ ନେଇ ଆମେ ବିଭିନ୍ନ ପ୍ରକାର…

ଓଡ଼ିଶାରେ ରେଳ ବିକାଶର ବାସ୍ତବତା

ସବ୍ୟସାଚୀ ଅମିତାଭ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ରେଳପଥ ବିକାଶରେ ପଛରେ ପଡ଼ିଛି। ରାଜ୍ୟ ମଧ୍ୟ ଦେଇ ଯାଇଥିବା ସମୁଦାୟ ରେଳପଥର ଲମ୍ବ ୨୫୭୨ କିମି। ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ରେଳ ଭିତ୍ତିଭୂମି ବିକାଶର ଗତି ମନ୍ଥର। ଭାରତୀୟ…

ଅଲୌକିକ ଦେବତା

ଡ. ତ୍ରିନାଥ ପଟ୍ଟନାୟକ ଓଡ଼ିଆ ଜାତି ଓ ଉତ୍କଳୀୟ ସଂସ୍କୃତିର ଚିର ନମସ୍ୟ ଶ୍ରୀଜଗନ୍ନାଥ। କଳିଙ୍ଗ ସାଗର ଉପକୂଳରେ ଅବସ୍ଥିତ ନୀଳଶୈଳ ଉପରେ ଶ୍ରୀଜଗନ୍ନାଥଙ୍କ ସୁଦୃଶ୍ୟ ମନ୍ଦିର ପ୍ରତିଷ୍ଠିତ। ଏଠାରେ ଦେବତା ବଡ ଠାକୁର। ମନ୍ଦିର ଶ୍ରୀମନ୍ଦିର। କ୍ଷେତ୍ର ଶ୍ରୀକ୍ଷେତ୍ର ରୂପେ…

ଏଇ ଭାରତରେ

ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଏସବୁ ପରମ୍ପରା ଲୋକଙ୍କ ଶ୍ରଦ୍ଧା ତଥା ବିଶ୍ୱାସ ଯୋଗୁ କରାଯାଇଥାଏ। ଶ୍ରଦ୍ଧାଳୁମାନେ ମାନସିକ ପୂରଣ ପରେ ଠାକୁରଙ୍କ ପାଖରେ ଭୋଗ ଲାଗି କରିଥାନ୍ତି। ତେବେ ଏମିତି ଏକ ମନ୍ଦିର ଅଛି ଯେଉଁଠି…

ସମ୍ପାଦକୀୟ/ଲାଞ୍ଚୁଆ ଭୋଟର

ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ପ୍ରକାର ମାଗଣା ଦ୍ରବ୍ୟ ଯାଚିବା ସହ ସିଧାସଳଖ ଅର୍ଥ ହସ୍ତାନ୍ତର ଯୋଜନା କରିଥିବାରୁ ଏବେ ସେସବୁକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏ ନେଇ କେନ୍ଦ୍ର ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ,…

ବିପର୍ଯ୍ୟୟମୁଖୀ ଉଚ୍ଚଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର କେହି କେହି କହନ୍ତି ସରକାରଙ୍କ ବଡ଼ ଶତ୍ରୁ ସରକାର। ଉପକୂଳ ରାଜପଥରୁ ସରକାରୀ ବସ୍‌ର ଉଭାନ, ଓଡ଼ିଶା ଏବଂ ଓଡ଼ିଶା ବାହାରେ ବେଶ୍‌ ଲୋକପ୍ରିୟ ହୋଇଥିବା କୋଣାର୍କ ଟିଭି ଇତିହାସ ପାଲଟିଯିବା, ବେଶ୍‌ ସୁନାମ ଅର୍ଜନ…

ଏକ ଅତିମାନସ ଅନୁଭବ

ବିମଳ ପ୍ରସନ୍ନ ଦାସ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା, କାଲି ରଥଯାତ୍ରା। ତେବେ ରଥଯାତ୍ରା କୌଣସି ମୂର୍ତ୍ତିପୂଜାରୁ ସୃଷ୍ଟି ହୋଇନାହିଁ ବରଂ ଏହା ଏକ ଅତିମାନସ ଅନୁଭବ। ଏହି ଅବସରରେ ଶ୍ରୀଜଗନ୍ନାଥଙ୍କୁ ଜୀବନ୍ତ ଭାବରେ ଅନୁଭବ କରିହୁଏ। ମୂର୍ତ୍ତିପୂଜା କାଠପଥରର ମୂର୍ତ୍ତିରେ ଦେବଭାବର…

ଏଇ ଭାରତରେ

ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏବେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇଛି। ରାସ୍ତାରେ ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଏନେଇ ସଚେତନତା ବାର୍ତ୍ତା ଘରେ ଘରେ ପହଞ୍ଚିଥିବା ମନେହେଉଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି…

ସମ୍ପାଦକୀୟ/ସାଙ୍ଗ ନ ହେଲେ ଶତ୍ରୁ

ଉତ୍ତର କୋରିଆରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୩୦ ଜୁନ୍‌, ୨୦୧୯ରେ ପାଦ ଦେବା ପରେ ସମଗ୍ର ବିଶ୍ୱରେ ଚହଳ ପଡ଼ିଯାଇଛି। ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସୀମା ବା ଅଣସାମରିକ ମଣ୍ଡଳ (ଡିଏମ୍‌ଜେଡ୍‌) ଅତିକ୍ରମ କରି ପ୍ୟେଙ୍ଗ୍‌ୟାଙ୍ଗ୍‌ ଶାସକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri