ଆମ ବିଶ୍ୱବିଦ୍ୟାଳୟର ମାନ
ଡା. ସୁରେନ୍ଦ୍ର ନାଥ ପତି ଆମ ଦେଶରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ମୋଟ ୮୨୧। ସେଥିରେ ରାଜ୍ୟ ସରକାରଙ୍କର ୩୬୭ଟି, କେନ୍ଦ୍ର ସରକାରଙ୍କର ୪୯ଟି, ଡିମ୍ଡ ୟୁନିଭର୍ସିଟି ସଂଖ୍ୟା ୧୨୩ ଓ ପ୍ରାଇଭେଟ ଯୁନିଭର୍ସିଟି ସଂଖ୍ୟା ୨୮୨। ସଂଖ୍ୟା ଦୃଷ୍ଟିରୁ ବିଶାଳ...
ଜଗନ୍ନାଥ, ଜେଜେମା’ ଓ ଫନୀ
ମନ-ମାନଚିତ୍ର/ ଡ. ନରହରି ବେହେରା ମୋ ଜେଜେମା’ର ବୟସ ଅଶୀ ଟପିଲାଣି। ମାତ୍ର ଏବେ ସେ ଭଲଭାବେ ଶୁଣିପାରୁଛି ଏବଂ କହିପାରୁଛି। ସବୁ ପୁରୁଣାକାଳିଆ ଲୋକଙ୍କ ପରି ସେ ଭାରି ପୁରାଣ ଓ ଶାସ୍ତ୍ରପ୍ରିୟ। ସବୁ ଘଟଣା ପଛରେ ଈଶ୍ୱରଙ୍କର...
ଏଇ ଭାରତରେ
କୌଣସି ବ୍ୟକ୍ତିର ଅନ୍ତିମ ସଂସ୍କାର ପାଇଁ କେତେଶହ ଅଥବା କେତେ ହଜାର ଟଙ୍କା ବ୍ୟୟ ହେଉଥିବା ବେଳେ ମୃତକଙ୍କର ଆତ୍ମୀୟମାନେ ହିଁ ଏଥିପାଇଁ ଖର୍ଚ୍ଚାନ୍ତ ହୋଇଥାଆନ୍ତି। ତେବେ ବର୍ତ୍ତମାନ ତେଲେଙ୍ଗାନାର କରିମ୍ନଗର ପୌର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଏକ...
ଆଜିର ଅର୍ଥନୀତି/ବଜାରରୁ ସୂଚନା
୨୦୧୯ ନିର୍ବାଚନ ଫଳାଫଳର ବହୁଳାଂଶ ଏବେ ସ୍ପଷ୍ଟ ହୋଇଯାଇଛି, ତଥାପି ଅନେକ କିଛି ଖବରକାଗଜ ମୁଦ୍ରଣ ସୁଦ୍ଧା ବାକି ରହିଯାଇଛି। ଜଣାପଡ଼ିଥିବା ଫଳାଫଳରୁ ଏହା ସ୍ପଷ୍ଟ ଯେ, ନରେନ୍ଦ୍ର ଦାମୋଦରଦାସ ମୋଦି ତାଙ୍କର ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି।...
ଜନଜାତି ସଂସ୍କୃତିରେ ନାରୀ
ଡ. ପ୍ରଫୁଲ୍ଲ କୁମାର ସାହୁ ଭାରତୀୟ ସମାଜ ଜୀବନର ଏକ ପ୍ରଧାନ ଅଙ୍ଗ ହେଉଛି ଆଦିବାସୀ ସଂସ୍କୃତି। ପ୍ରକୃତିର ମନୋଜ୍ଞ ପରିବେଶରେ ଜୀବନ ଧାରଣ କରି ଏକ ସୁଦୀର୍ଘ ସାଂସ୍କୃତିକ ପରମ୍ପରା ସୃଷ୍ଟିକରିଥିବା ଆଦିବାସୀମାନେ ହିଁ ଏ ଦେଶର ମୂଳ...
ମୂଢ ମଣିଷକୁ ମହାଶିକ୍ଷା
ଉପେନ୍ଦ୍ର ବିଶ୍ୱାଳ ସେ ଅନେକ ଦିନ ତଳର, ଆଜିପରି ଧୂ ଧୂ ଏକ ଖରାବେଳର କଥା। ରାଜ୍ୟ ପରିକ୍ରମାରୁ ନଅରକୁ ଫେରୁଥିଲେ ପଞ୍ଜାବକେଶରୀ ରଣଜିତ୍ ସିଂହ। ହଠାତ୍ ଟେକାଟିଏ ଆସି ମଥାରେ ବାଜେ। ଅଶ୍ୱପୃଷ୍ଠରୁ ଓହ୍ଲାଇ ଚଟ୍କରି ଚଟାଣରେ ବସିପଡ଼ନ୍ତି...
ଏଇ ଭାରତରେ
ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ଦେଖିବାକୁ ମିଳେ। ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଆଦି ରାଜ୍ୟର ଜଙ୍ଗଲରେ ବସବାସ କରୁଥିବା ଭୀଲ୍ ଜନଜାତି ସମ୍ପ୍ରଦାୟର ବିବାହ ପରମ୍ପରା ନିଆରା। ଏହିସବୁ ଜନଜାତିଙ୍କ ବିବାହରେ କନ୍ୟା ନିଜ...
ପଶମ ଶିଳ୍ପରେ ନିଷ୍ଠୁରତା
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ ଲୋକ ଭାବନ୍ତି, ହସଖୁସିରେ ଘାସ ଚରୁଥିବା ମେଣ୍ଢାମାନଙ୍କୁ ନେଇ ପଶମ (ଉଲ୍) ଶିଳ୍ପ ଗଠିତ। ଏହି ଶିଳ୍ପରେ କୌଣସି ପ୍ରାଣୀଙ୍କୁ ନିର୍ଯାତନା ଦିଆଯାଏ ନାହିଁ କିମ୍ବା ହତ୍ୟା କରାଯାଏ ନାହିଁ। ମେଣ୍ଢାମାନେ ଚୁପ୍ଚାପ୍...
ବାତ୍ୟା ଓ ଅସହାୟ ଆଧୁନିକତା
ବିଚିତ୍ର ବିଶ୍ୱାଳ ସାମୁଦ୍ରିକ ବାତ୍ୟା ‘ଫନୀ’ର ତାଣ୍ଡବ ପରେ ଆମ ସମ୍ମୁଖରେ ଗୋଟିଏ ବିଷୟ ଉଜାଗର ହୋଇଛି, ତାହା ହେଉଛି ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖରେ ଅସହାୟ ହୋଇପଡ଼ୁଥିବା ଆମ ଆଧୁନିକ ଜୀବନଶୈଳୀ। ଆମ ଜୀବନଶୈଳୀ ଆମକୁ ଯଥେଷ୍ଟ ଅଏସ୍, ଆରାମ...
ଅବୈଧ ଗର୍ଭପାତ
ଡା. ଶୁଭଶ୍ରୀ ମିଶ୍ର ସୃଷ୍ଟି ସର୍ଜନାରେ ଜଣେ ପୁରୁଷ ସହିତ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସମ୍ପ୍ରତି ଲିଭ୍-ଇନ୍-ରିଲେସନ୍ଶିପ୍ ହେଉ ବା ଅନ୍ୟ କିଛି ବାହାନାରେ କେତେକ କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ଅବାଧ ମିଳାମିଶାର କୁପରିଣତିର ଶିକାର ମହିଳାଟି...
ଏଇ ଭାରତରେ
ପ୍ରାଥମିକ ଅବସ୍ଥାରେ ଭାଷା ଶିକ୍ଷା କରିବା ପିଲାଙ୍କ ପକ୍ଷେ କଷ୍ଟକର ହୋଇଥାଏ। କିନ୍ତୁ ଏହି କାର୍ଯ୍ୟକୁ ଅନାୟାସରେ କରିପାରୁଛନ୍ତି ଜଣେ ୮ ବର୍ଷର ବାଳକ। ସେ ୧୦୬ଟି ଭାଷାରେ ପଢ଼ି ଲେଖି ପାରୁଛନ୍ତି। ଏହି ବିସ୍ମୟ ବାଳକ ହେଉଛନ୍ତି ଚେନ୍ନାଇର...
ସମ୍ପାଦକୀୟ/ ସାହସୀ ଦୂତୀ
୬ ସେପ୍ଟେମ୍ବର ୨୦୧୮ରେ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ କହି ସୁପ୍ରିମକୋର୍ଟ ଆଇପିସିର ଦଫା ୩୭୭କୁ ଉଚ୍ଛେଦ କରି ଐତିହାସିକ ରାୟ ଦେଇଥିଲେ। ଏହାକୁ ଏଲ୍ଜିବିଟି (ଲେସ୍ବିୟାନ୍, ଗେ, ବାଇସେକ୍ସୁଆଲ ଆଣ୍ଡ୍ ଟ୍ରାନ୍ସଜେଣ୍ଡର) ବର୍ଗ ଅତି ଉଲ୍ଲାସର ସହ ସ୍ବାଗତ...
Archives


