ଏଇ ଭାରତରେ
ବର୍ଷା ପାଇଁ ବେଙ୍ଗ ବାହାଘର। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ବର୍ଷାର ଦେବତା ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବାକୁ କର୍ନାଟକର ଉଡୁପି ଜିଲାରେ ବେଙ୍ଗ ବାହାଘର କରାଯାଇଛି। ଶନିବାର ଉଡୁପି ନାଗରିକ ସମିତି ଏବଂ ପଞ୍ଚରତ୍ନ ସେବା ଟ୍ରଷ୍ଟ ଦ୍ୱାରା...
ଖଣିରେ ମୃତ୍ୟୁ
ବେଆଇନ ଖଣି ଖନନ ଭାରତରେ ଏକ ଦୀର୍ଘସ୍ଥାୟୀ ସମସ୍ୟା ଭାବେ ରହିଆସିଛି। ଏ ନେଇ ଯେତେ ପଦକ୍ଷେପ ନିଆଗଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅପାରଗତା ବେଆଇନ କାର୍ଯ୍ୟକୁ ରୋକିପାରୁ ନାହିଁ। ଏଥିସହିତ ଦେଶର ବିଭିନ୍ନ ଭାଗରେ ଏ ସଂକ୍ରାନ୍ତ ଦୁର୍ଘଟଣା...
ଭିନ୍ନ ପ୍ରକାର ସନ୍ତ୍ରାସବାଦ
ବିପିନ ବିହାରୀ ମିଶ୍ର ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ଓ ମହାରାଷ୍ଟ୍ରରେ ବର୍ତ୍ତମାନ ପରିସ୍ଥିତିରେ ସନ୍ତ୍ରାସବାଦ ଶବ୍ଦ ଶୁଣିବା ମାତ୍ରେ ସର୍ବସାଧାରଣଙ୍କ ମନକୁ ଆସିଯାଏ ମାଓବାଦୀଙ୍କ ଉପଦ୍ରବ। ଏହି ସରକାରମାନେ ପରସ୍ପର ସହିତ ସମନ୍ବୟ ରଖି ମାଓବାଦୀଙ୍କ ସହିତ ଲଢ଼େଇ...
ଭାରତର ଜୀବନରେଖା ଦକ୍ଷିଣ-ପଶ୍ଚିମ ମୌସୁମୀ
ଶାରଦା ପ୍ରସନ୍ନ ବେହେରା ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚତ୍ବ ଓ କମ୍ ବର୍ଷିବ ବୋଲି ପାଣିପାଗ ବିଜ୍ଞାନୀମାନେ ଭବିଷ୍ୟବାଣୀ କରିବା ପରେ ଏହି ମୌସୁମୀ ବାୟୁକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି। ଆଜକୁ...
ଏଇ ଭାରତରେ
ଜଣେ ମହିଳାଙ୍କ ଦୃଢ଼ ଇଚ୍ଛାଶକ୍ତି ଏବେ ଦେଖିବାକୁ ମିଳିଛି ଆଗ୍ରାରେ। ସ୍ଥାନୀୟ କାଗାରୋଲରେ ରହୁଥିବା ପ୍ରିୟଙ୍କା ବର୍ମା ନାମକ ଜଣେ ମହିଳା ସନ୍ତାନ ଜନ୍ମଦେବାର ମାତ୍ର ୮ ଘଣ୍ଟା ପରେ ଡିଏଲ୍ଇଡି (ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେଶନ)ର ତୃତୀୟ ସେମିଷ୍ଟର...
ପ୍ରେମ୍ଜୀଙ୍କ ବଦାନ୍ୟତା
ଆକାର ପଟେଲ ଧନୀ ଲୋକମାନେ ସେମାନଙ୍କ ଧନକୁ ସମାଜରେ ବାଣ୍ଟିଦେବା ଉଚିତ ଏବଂ ଧନୀ ଅବସ୍ଥାରେ ମୃତ୍ୟୁବରଣ କରିବା ଅନୁଚିତ- ଏହି ଚିନ୍ତାଧାରା ଆଣ୍ଡ୍ରୁ କାର୍ନେଗୀଙ୍କ ପାଖରୁ ଆସିଛି। ସେ ଥିଲେ ଜଣେ ଆମେରିକୀୟ ଶିଳ୍ପପତି ଏବଂ ନିଜ ହାତରେ...
ବେସାଲିସ୍ ସ୍ବାଭିମାନ
ଡ. ହୃଷୀକେଶ ମଲ୍ଲିକ ନନ୍ଦିନୀ ଶତପଥୀ ଥିଲେ ଭାରତୀୟ ସଂସ୍କୃତି ଓ ରାଜନୀତିରେ ବିସ୍ମୟ। ବିଜୁଳି ପରି ଉଜ୍ଜ୍ୱଳ ଓ ତୀବ୍ର। ୧୯୩୧ ମସିହା ଜୁନ୍ ୯ ତାରିଖରେ କଟକ ବକ୍ସିବଜାର ଯାଚକ ଲେନ୍ରେ ତାଙ୍କର ଜନ୍ମ। ସଂଯୋଗ ଏମିତି...
ବାତ୍ୟା ନିରୂପକ
ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ପୃଥିବୀ ପାଇଁ ବୃହତ୍ ଆହ୍ବାନ ଭାବେ ଉଭା ହୋଇଛି। ପ୍ରତ୍ୟେକ ରାଷ୍ଟ୍ର ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ଭାରତ କଥା ଦେଖିଲେ ପ୍ରାକୃତିକ ବିପର୍ଯ୍ୟୟ ଏହାର ଅର୍ଥନୀତିକୁ ଅନେକ...
ଏଇ ଭାରତରେ
ଆଜିକାଲି ଅନେକ ଅପରାଧମୂଳକ ଘଟଣା ଘରର ଚାରିକାନ୍ଥ ଭିତରେ ଘଟୁଥଲେ ବି ଏହା ଲୋକଲୋଚନକୁ ଆସିପାରେ ନାହିଁ। ଗୋଟିଏ ପରିବାରରେ ଶାଶୁଙ୍କୁ ବୋହୂ ପିଟୁଥିବାବେଳେ ନାତୁଣୀ ଏହି ଘଟଣାର ଭିଡିଓ ରେକର୍ଡିଂ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏପରି...
ବ୍ୟକ୍ତିଗତ ପ୍ରସଙ୍ଗ
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ ୨୦୧୪ରେ ମୋଦି ସରକାର ନିଷ୍ପତ୍ତି ନେଇଥିଲେ ଯେ ପ୍ରଶାସନିକ ବାବୁମାନେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (ପିଏସ୍) ଓ ସ୍ବତନ୍ତ୍ର ଡ୍ୟୁଟି ଅଧିକାରୀ (ଓଏସ୍ଡି) ଭାବେ ଥରେ ଚାକିରି କରିବା ପରେ ଆଉ ସେମାନଙ୍କୁ ସେହି...
ପ୍ରାକୃତିକ ବିପର୍ଯ୍ୟୟ ଓ ଆଧୁନିକ ପ୍ରଯୁକ୍ତି
ଇଂ. ମାୟାଧର ସ୍ବାଇଁ ଭା ଭାରତର ପୂର୍ବ ଉପକୂଳ ଏବଂ ବିଶେଷକରି ଆମ ରାଜ୍ୟ ଓଡ଼ିଶା ଅନେକଥର ବାତ୍ୟା ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆମେ ଯଦି ନିକଟ ଅତୀତର ବାତ୍ୟାଗୁଡ଼ିକୁ ଦେଖିବା, ୧୯୯୯ର ମହାବାତ୍ୟା, ୨୦୧୩ର ଫାଇଲିନ୍, ୨୦୧୪ର ହୁଡ୍ହୁଡ୍,...
ଭଲ ମଣିଷ ସନ୍ଧାନରେ
ଲଲାଟ କେଶରୀ ନାୟକ ଆଚାର୍ଯ୍ୟ ଚାଣକ୍ୟ ଏକାଧାରରେ ଜଣେ ନୈଷ୍ଠିକ ବ୍ରାହ୍ମଣ, ଶିକ୍ଷକ, ଦାର୍ଶନିକ, ଅର୍ଥନୀତିଜ୍ଞ ଏବଂ ଜଣେ ଭଲ ଉପଦେଷ୍ଟା ଥିଲେ। ଆର୍ଯ୍ୟ ସଭ୍ୟତା ଓ ସଂସ୍କୃତିର ପୁନରୁଦ୍ଧାର ଏବଂ ମାତୃଭୂମିର ସୁରକ୍ଷା ନିମିତ୍ତ ପ୍ରୟାସ ବା ତାଙ୍କର...
Archives


