ମଦବିରୋଧୀ ଆନ୍ଦୋଳନ ତେଜିବା ଦରକାର
ରଘୁନାଥ ମହାପାତ୍ର ଏକ ନିଶାମୁକ୍ତ ସମାଜ ଓ ରାଷ୍ଟ୍ର ଗଠନ ପାଇଁ ସରକାରୀ ଓ ବେସରକାରୀ ସ୍ତରରୁ ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ବଜେଟରେ କୋଟି କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। କିନ୍ତୁ ନିକଟରେ କେନ୍ଦ୍ର ସରକାରଙ୍କ…
ପ୍ରେରଣାଦାୟିନୀ ଜୀବବିଜ୍ଞାନୀ
ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସମସ୍ତ ବିଭାଗକୁ ପ୍ରତିନିଧିତ୍ୱ କରୁଥିବା ଭାରତୀୟ ବୈଜ୍ଞାନିକଙ୍କ ଶୀର୍ଷ ସଂସ୍ଥା ହେଉଛି ଇଣ୍ଡିଆନ୍ ନ୍ୟାଶନାଲ ସାଇନ୍ସ ଏକାଡେମୀ (ଆଇଏନ୍ଏସ୍ଏ) ବା ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ। ଦେଶରେ ବିଜ୍ଞାନ ଓ ଏହାର ପ୍ରୟୋଗକୁ…
ଏଇ ଭାରତରେ
ବନ୍ୟାଜଳ ଉବୁଟୁବୁ ହେଉଥିବାବେଳେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ସଦସ୍ୟ ବାହାରକୁ ଗୋଡ ବଢ଼ାଇଥିଲେ। ଏହି ସମୟରେ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବା ଜଣେ ବିଧାୟକ ଦୌଡ଼ି ଆସି ଶବାଧାରରେ କାନ୍ଧ ଲଗାଇଥିଲେ। ଏହା ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଥିଲେ…
ବେତନ ଆୟୋଗ ବସିବନି
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ ଭବିଷ୍ୟତରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ କୌଣସି ବେତନ ଆୟୋଗ ନ ବସାଇବାକୁ ମୋଦି ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। ଏ ବାବଦରେ ନୀତିଗତ ନିଷ୍ପତ୍ତି ନେବା ପାଇଁ ଅର୍ଥମନ୍ତ୍ରୀ…
ଆମ ଉଚ୍ଚ ଶିକ୍ଷା: ନୂତନ ଲକ୍ଷ୍ୟ
ଡ. ରମେଶ ଚନ୍ଦ୍ର ପରିଡ଼ା କୌଣସି ଦେଶର ସର୍ବାଙ୍ଗୀଣ ପ୍ରଗତି କେବଳ ତା’ର ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ସାଧିତ ହୁଏ ନାହିଁ। ତାହାକୁ ନିରନ୍ତର ଏବଂ ସହନୀୟ କରିବା ଲାଗି ଉଚ୍ଚଶିକ୍ଷାର ବିକାଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏପରିସ୍ଥଳେ ଆମ ଦେଶ ଖୁବ୍ଶୀଘ୍ର…
ବିଜ୍ଞାପନର ବିପଦ
ପରଂବ୍ରହ୍ମ ତ୍ରିପାଠୀ ‘ଆପଣଙ୍କ ଟୁଥ୍ପେଷ୍ଟରେ ରସୁଣ ଅଛି କି?’ -ଏମିତି ଗୋଟେ ବିଜ୍ଞାପନ ଦେଖିଥିଲେ କି? କ’ଣ? ସେଥିରେ, ମାନେ ସେ ବିଜ୍ଞାପନରେ କେବଳ ଲେମ୍ବୁ ଆଉ ଲୁଣ କଥା ଥିଲା? ଯଦି ଲେମ୍ବୁ, ଲୁଣ ଯାଏ ଆସି ପାରିଲେ ତା’ହେଲେ…
ଏଇ ଭାରତରେ
ଶହୀଦଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ରାଖୀ ପୂର୍ଣ୍ଣିମା ଉପହାର। ମଧ୍ୟପ୍ରଦେଶର ଦେପାଲପୁର ଅନ୍ତର୍ଗତ ପୀର ପିପ୍ଲିୟା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ, ଯାହା ସମସ୍ତଙ୍କ ମୁହଁରେ ହସ ଖେଳାଇ ଦେଇଛି। ଏଠାକାର ବାସିନ୍ଦା ହାବିଲଦାର ମୋହନ ସିଂ ସୁନେର ବିଏସ୍ଏଫ୍…
ମାଂସରେ ରାକ୍ଟୋପାମାଇନ୍ର ବିପଦ
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ମୁଁ ଥରେ ‘କକ୍ଟେଲ ଅଫ୍ ଡ୍ରଗ୍ସ ଇନ୍ ମିଟ୍’ ବିଷୟରେ ଲେଖିଥିଲି। ସେଥିରେ ମୁଁ ଲେଖିଥିବା ଗୋଟିଏ ଡ୍ରଗ୍ ହେଉଛି ରାକ୍ଟୋପାମାଇନ୍। ମାଂସ ପାଇଁ ପାଳନ କରାଯାଉଥିବା ପ୍ରାଣୀମାନଙ୍କ ମାଂସପେଶୀ ବଢ଼େଇବା ଓ ଚର୍ବି କମେଇବା…
ବେଦଭାଷ୍ୟ ଓ ଶ୍ରୀଅରବିନ୍ଦ
ଜନ୍ମେଜୟ ଦ୍ୱିବେଦୀ ପୃଥିବୀପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଜନ୍ମର ତାତ୍ପର୍ଯ୍ୟ ସମ୍ପର୍କରେ ଶ୍ରୀମାଙ୍କର ବକ୍ତବ୍ୟ ଯଥେଷ୍ଟ ପରିମାଣରେ ତାଙ୍କୁ ନେଇ ଅନେକ ଭୁଲ ବୁଝାମଣା ଦୂର କରିବା ସଙ୍ଗେ ସଙ୍ଗେ ମାନବ ଇତିହାସରେ ତାଙ୍କ ଭୂମିକା ସମ୍ପର୍କରେ ସୂଚନା ଦିଏ। ବକ୍ତବ୍ୟଟି ହେଲା Sri…
ସରିନି ସଂଗ୍ରାମ, ମିଳିନି ସ୍ବାଧୀନତା
ସବ୍ୟସାଚୀ ଅମିତାଭ ଦେଶ ସ୍ବାଧୀନତାର ୭୩ତମ ବର୍ଷ ପାଳନ କରୁଛି। ଏହି ପବିତ୍ର ଦିନରେ ସ୍ବାଧୀନତାକୁ ନେଇ ପ୍ରକାଶ ପାଉଛି ଅନେକ ଅନୁଚିନ୍ତା। ହେଲେ ସ୍ବାଧୀନତାର ପରିଭାଷା ବଡ଼ ବ୍ୟାପକ ବୋଲି ସବୁବେଳେ ମତ ପ୍ରକାଶ ପାଏ। କେହି କେହି କହନ୍ତି,…
ଏଇ ଭାରତରେ
ମନ୍ଦିର ଉପରୁ ତଳକୁ ଫିଙ୍ଗି ଶିଶୁର ଉଜ୍ଜ୍ୱଳ ଭାଗ୍ୟ ଓ ଦୀର୍ଘ ଜୀବନ କାମନା କରାଯାଇଥାଏ ମହାରାଷ୍ଟ୍ର ସୋଲାପୁର ଜିଲାର ମଙ୍ଗାସୁଲି ଗାଁରେ। ଏହି ଗାଁର ଖଣ୍ଡୋବା ମନ୍ଦିରରେ ଏଭଳି ପରମ୍ପରା ଚଳିଆସୁଛି। ଗ୍ରାମବାସୀ ଖଣ୍ଡୋବାଙ୍କୁ ଶିବଙ୍କ ଅବତାର ଭାବେ ଗ୍ରହଣ…
ସମ୍ପାଦକୀୟ/ସିଏସ୍ଆର୍ ପାଇଁ ଦଣ୍ଡ
ନିକଟରେ ଭାରତୀୟ ପାର୍ଲାମେଣ୍ଟ କମ୍ପାନୀ ଆଇନରେ କେତେକ ସଂଶୋଧନ ଆଣିଛିି। କମ୍ପାନୀ (ସଂଶୋଧନ) ଆଇନ ୨୦୧୯ରେ ଅନ୍ୟତମ ମୁଖ୍ୟ ଦିଗ ଯାହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି, ତାହା ହେଲା କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍)। ଏଥିରେ କୁହାଯାଇଛି ଯେ, ସିଏସ୍ଆର୍…
Archives


