ସମ୍ପାଦକୀୟ

ଆଜିର ଅର୍ଥନୀତି/ ଚକିତ କଲା ଆର୍‌ବିଆଇ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଆର୍ଥିକ ନୀତି କମିଟି (ଏମ୍‌ପିସି) କ୍ରମାଗତ ଭାବେ ପାଞ୍ଚଥର ସୁଧହାର (ରେପୋ ରେଟ୍‌) ହ୍ରାସ କରିବା ପରେ ଗୁରୁବାର ସର୍ବସମ୍ମତିକ୍ରମେ ଏଥିରେ ବିରତି ଲଗାଇବା ପାଇଁ ନିଷ୍ପତ୍ତି ନେଇଛି। ଉକ୍ତ…

ଉଚ୍ଚ ମଣିଷର ନୀଚ ପ୍ରବୃତ୍ତି

ବୈକୁଣ୍ଠନାଥ ମିଶ୍ର ସରକାରୀ ସ୍ତରରେ ଦରିଦ୍ରର ସଂଜ୍ଞା ନିରୂପଣ ପାଇଁ ଏକ ସ୍ବତନ୍ତ୍ର ବିଧିବ୍ୟବସ୍ଥା ରହିଛି। ଉକ୍ତ ସଂଜ୍ଞା ଅନୁଯାୟୀ ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ସେମାନେ ଦରିଦ୍ର ପଦବାଚ୍ୟ। ବିଶ୍ୱସ୍ତରୀୟ ସଂଜ୍ଞା କହେ, ଦୈନିକ ୧.୯୦ ଡଲାର ବା…

ନାରୀ ସ୍ବାଧୀନତା ଓ ସୁରକ୍ଷା

ପ୍ରଦୀପ୍ତ ନାୟକ ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ମହିଳାମାନଙ୍କ ଉପରେ ହେଉଥିବା ହିଂସାକୁ ତର୍ଜମା କଲେ ନାରୀ ସୁରକ୍ଷା ତଥା ସ୍ବାଧୀନତା ଆମ ଦେଶ ତଥା ରାଜ୍ୟରେ ନାହିଁ ବୋଲି ପ୍ରତୀୟମାନ ହୁଏ। ଆଉ ସବୁଠାରୁ ଚିନ୍ତାଜନକ ଓ ଲଜ୍ଜାକର…

ଏଇ ଭାରତରେ

ନିଜ ଚାକିରିକୁ ଦେଖିବା ସହ ଅଭାବୀଙ୍କ ମୁହଁରେ ହସ ଖେଳାଇବା ନିଶ୍ଚିତ ପ୍ରଶଂସନୀୟ। ଏମିତି କାର୍ଯ୍ୟରେ ଲାଗିଛନ୍ତି ତେଲେଙ୍ଗାନାର ଭିନିଲ ରେଡ୍ଡୀ। ତାଙ୍କୁ ବର୍ତ୍ତମାନ ବୟସ ୨୫। ପେସାରେ ସେ ଜଣେ ଏରୋନଟିକାଲ ଇଞ୍ଜିନିୟର। ୨୦୧୫ରେ ସ୍ନାତକ ଡିଗ୍ରୀ ହାସଲ କରିବାର…

ଶୁଦ୍ଧ ଶାକାହାରବାଦ ନ୍ୟାୟ ସଂଗ୍ରାମର ଅଂଶ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଭିଗନିଜମ୍‌ ବା ଶୁଦ୍ଧ ଶାକାହାରବାଦ ଏକ ରାଜନୈତିକ ଆନ୍ଦୋଳନରେ ପରିଣତ ହେବା ଉଚିତ। କିନ୍ତୁ ଏହା ବିଶ୍ୱର କୌଣସିଠାରେ ଦେଖାଯାଉ ନାହିଁ। ଏଥିରେ ଭିଗନ୍‌ (ଶୁଦ୍ଧ ଶାକାହାରୀ)ମାଙ୍କେର ହିଁ ଭୁଲ୍‌ ରହିଛି। ଏବେ ମଣିଷ ପୂରା…

ହାତଛଡ଼ା ସୁଯୋଗ

ଡ. ସୁବାସ ଚନ୍ଦ୍ର ପାତ୍ର କୁହାଯାଏ ନାୟକ ଓ ଖଳନାୟକ ମଧ୍ୟରେ ପାର୍ଥକ୍ୟରେଖା ବହୁତ କ୍ଷୀଣ। ସାମାନ୍ୟ ବୈଚାରିକ ତ୍ରୁଟିପାଇଁ ଏହି ମୁହୂର୍ତ୍ତରେ ଯେ ନାୟକ, ସାଧାରଣ ମୂଲ୍ୟାୟନରେ ଯେ ହିମାଳୟର ଶିଖରରେ, ପରବର୍ତ୍ତୀ ସମୟରେ ଆମେ ତାଙ୍କୁ ଧୂଳିଧୂସରିତ ଅବସ୍ଥାରେ…

ଓଡ଼ିଶାରେ ମୃତ୍ତିକା କ୍ଷୟ

ଶେଖ୍‌ ଫରିଦ୍‌ଉଦ୍ଦିନ ପ୍ରତିବର୍ଷ ଲକ୍ଷ ଲକ୍ଷ ହେକ୍ଟର ଜମି ବନୀକରଣ କରାଯାଉଛି ବୋଲି ତଥ୍ୟ ପ୍ରକାଶ ପାଉଛି। ମାତ୍ର ଏପଟେ ଓଡ଼ିଶା ଧୀରେ ଧୀରେ ମରୁଭୂମି ପାଲଟିବାକୁ ବସିଲାଣି। ଦେଶର ପ୍ରମୁଖ ପାଞ୍ଚଟି ମରୁଡ଼ିପ୍ରବଣ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି।…

ଏଇ ଭାରତରେ

ନିତିଦିନ ଜୀବନରେ ଜଳର ଆବଶ୍ୟକତା କେତେ ତାହା ଅନୁଭବ କରିଛନ୍ତି ମଧ୍ୟପ୍ରଦେଶର ସରଳା ତ୍ରିପାଠୀ। ତାଙ୍କୁ ଏବେ ବୟସ ୯୪ ବର୍ଷ। ଗ୍ବାଲିୟର ଗାନ୍ଧୀନଗରରେ ରୁହନ୍ତି ସରଳା। ବୟସର ଅପରାହ୍ଣରେ ରେଳଷ୍ଟେଶନରେ ସେ ଲୋକମାନଙ୍କୁ ଥଣ୍ଡାପାଣି ପିଆଉଛନ୍ତି। ସେ ଏହି ସେବା…

ଅପରାଧର ଶିକାର

ସମ୍ପାଦକୀୟ/ତଥାଗତ ସତପଥୀ ନିକଟରେ ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣା ସମଗ୍ର ଭାରତରେ ଚାଞ୍ଚଲ୍ୟ ଖେଳାଇଛି। ପ୍ରାୟ ସବୁ ଗଣମାଧ୍ୟମରେ ଏ ସମ୍ପର୍କରେ ଆଲୋଚନା ହୋଇସାରିଲାଣି। ତେବେ କେହି ଜଣେ ମଧ୍ୟ କୌଣସି ପ୍ରତିକାର ସମ୍ପର୍କରେ ସ୍ପଷ୍ଟ ମତ…

ପୁନଃ ଶୂନଗାଡ଼ି

ଡ. ପ୍ରଫୁଲ୍ଲ କୁମାର ସାହୁ ଊନବିଂଶ ଶତାବ୍ଦୀରେ ଦୁଇଚକିଆ ଓ ଚାରିଚକିଆ ଯାନର ଉଦ୍ଭାବନ ଥିଲା ସମଗ୍ର ମାନବଜାତି ପାଇଁ ଏକ ବଡ଼ ଉପଲବ୍ଧି। ମୋଟର ଯାନର ବ୍ୟବହାର ଯୋଗୁ ସହଜ, ସରଳ ଓ ଆରାମଦାୟକ ହୋଇପାରିଲା ଗମନ ଓ ପରିବହନ।…

କମୁନି ଗରିବୀ

ହରିଶଙ୍କର ମିଶ୍ର ସୂର୍ଯ୍ୟକିରଣ କେବଳ ଜଳୀୟ ଉତ୍ସକୁ ବାଷ୍ପ କରାଏ। ସେଇ ବାଷ୍ପ ମେଘ ହୋଇ ପର୍ବତଠାରୁ ସମୁଦ୍ର ଯାଏ ବର୍ଷିଯାଏ। ଉଚିତ ରାଜଧର୍ମରେ ସେପରି କେବଳ ଧନୀଙ୍କଠାରୁ ଟିକସ ଆଦାୟ କରାଯାଇ ସାମୂହିକ କଲ୍ୟାଣ କରାଯାଇଥାଏ। ଦେଶ ସ୍ବାଧୀନ ହେବା…

ଉଦ୍ଦେଶ୍ୟ ମହତ୍‌ ହେଲେ ହେଲା

ଡ. ଚିନ୍ତାମଣି ପଣ୍ଡା ରାଜ୍ୟ ଶାସନ କରିବାକୁ ହେଲେ ଚାଣକ୍ୟଙ୍କର ଚତୁରଙ୍ଗ ନୀତିକୁ ଅନେକେ ଅନୁକରଣ କରିଥାନ୍ତି। ତାହା ହେଲା ସାମ, ଦାନ, ଦଣ୍ଡ ଓ ଭେଦ। ‘ଦଣ୍ଡେନ ପାଳୟେତ୍‌ ପ୍ରଜା।’ ଏହି ଦଣ୍ଡ ପୁଣି ଉଚିତ ମାତ୍ରାରେ, ଉଚିତ ବ୍ୟକ୍ତିଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri