ସମ୍ପାଦକୀୟ

କିଏ ବା କହିବ

ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର କରି ୬ ଡିସେମ୍ବରରେ ମାରିଦେବା ବିଷୟ ପ୍ରଘଟ ହେବା ପରେ ଦେଶବ୍ୟାପୀ ଏକ ଉତ୍ସବ ପାଲଟି ଯାଇଥିଲା। ଏ ବିଷୟ ପ୍ରାୟ ସବୁ ଗଣମାଧ୍ୟମରେ…

ଯଶୋଧାରାଙ୍କ ତ୍ୟାଗ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ରାଜପୁତ୍ର ଗୌତମ ସତ୍ୟର ସନ୍ଧାନ କରିବା ପାଇଁ କପିଳବାସ୍ତୁ ରାଜପ୍ରାସାଦର ବିଳାସବ୍ୟସନ, ସୁଖସ୍ବାଚ୍ଛନ୍ଦ୍ୟ, ସ୍ତ୍ରୀ ଯଶୋଧାରାଙ୍କ ଅନାବିଳ ପ୍ରେମ ଓ ସୁକୁମାର ଶିଶୁପୁତ୍ର ରାହୁଳକୁ ତ୍ୟାଗ କରି ରାତ୍ରିର ଘନ ଅନ୍ଧକାର ମଧ୍ୟରେ ରାଜ୍ୟ ଛାଡି ଚାଲିଗଲେ।…

ବିନିବେଶରେ ଭୁଲ୍‌ ଠିକ୍‌

ଡ. ଭରତ ଝୁନ୍‌ଝନ୍‌ଓ୍ବାଲା ଭାରତ ପେଟ୍ରୋଲିୟମ, ଶିପିଂ କର୍ପୋରେଶନ ଓ କନ୍‌କୋର ଭଳି ତିନୋଟି ବୃହତ୍‌ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ଇ)ର ଘରୋଇକରଣ ଲାଗି କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ଏହି ସଂସ୍ଥାଗୁଡ଼ିକରେ ସରକାରଙ୍କର ଥିବା ବୃହତ୍‌ ଅଂଶଧନକୁ ଜଣେ ‘ଷ୍ଟ୍ରାଟେଜିକ୍‌’ କ୍ରେତା…

ଏଇ ଭାରତରେ

ଜଣେ ଦିବ୍ୟାଙ୍ଗ ମହିଳା ଭିକ ମାଗି ନଗରନିଗମରେ ଟିକସ ପଇଠ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମହିଳାଙ୍କ ନାମ ଜ୍ୟୋତ୍ସ୍ନା ଗାନ୍ଧୀ। ଗୁଜରାଟ ବଡୋଦରାରେ ସେ ରୁହନ୍ତି । ତାଙ୍କର ଗୋଟିଏ ପୁଅ । ସେ ବି ଦିବ୍ୟାଙ୍ଗ।…

ଏନ୍‌କାଉଣ୍ଟର ନା ହତ୍ୟା

ଆକାର ପଟେଲ ଅଧିକାଂଶ ପୋଲିସ ଏନ୍‌କାଉଣ୍ଟରରେ ଭାଗ ନେବାକୁ ଚାହାନ୍ତି ନାହିଁ। ସେଥିପାଇଁ ଭାରତରେ ଗୋଟିଏ ଗୋଷ୍ଠୀର ପୋଲିସ ତିଆରି ହୋଇଯାଇଛନ୍ତି, ଯେଉଁମାନଙ୍କୁ କୁହାଯାଏ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ବା ଶାର୍ପଶୁଟର। ଏଠାରେ ଦ୍ୱିତୀୟ ଶବ୍ଦଟି ଭୁଲ୍‌ଭାବେ ପ୍ରୟୋଗ କରାଯାଇଛି ଏବଂ କାହିଁକି…

ପ୍ରଣାମ ଜେଜେବାପା

ପ୍ରକାଶ ତ୍ରିପାଠୀ ‘ବେଟା, ଗ୍ରାଣ୍ଡ୍‌ପାଙ୍କୁ ହ୍ୟାଲୋ କହିଦିଅ।’ ମମିଙ୍କଠାରୁ ସ୍ନେହବୋଳା ଆଦେଶଟିଏ ପାଇ ଚାରିବର୍ଷର ଛୁଆଟି ତା’ର ଦରୋଟି କଥାରେ ‘ହ୍ୟାଲୋ ଗ୍ରାଣ୍ଡ୍‌ପା’ କୁହନ୍ତେ, ମୁଁ ତା’ରି ଭାଷାରେ ‘ହ୍ୟାଲୋ ମାଇଁ ଡିଅର ଗ୍ରାଣ୍ଡସନ୍‌’ କହିବା ସହ ଈଶ୍ୱର କଲ୍ୟାଣ କରନ୍ତୁ…

ପ୍ଲଗିଂ ସେଲିବ୍ରିଟି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଅଳିଆ ଓ ଅସନା ଜିନିଷ କଥା କହିଲେ ଅନେକେ ନାକ ଟେକିଥାଆନ୍ତି। ଏସବୁ ସମାଜର ତଳ ଶ୍ରେଣୀର ଲୋକଙ୍କ କାମ ବୋଲି ସାଧାରଣରେ କୁହାଯାଇଥାଏ। ମେହନ୍ତରଙ୍କୁ ନୀଚ ଦୃଷ୍ଟିରେ ଦେଖାଯାଉଥିବାର ଗଦା ଗଦା କାହାଣୀ ବିଷୟରେ ଅଧିକାଂଶ…

ଏଇ ଭାରତରେ

ମଧ୍ୟପ୍ରଦେଶର ନରସିଂହପୁର ଜିଲା ଅନ୍ତର୍ଗତ ଖମାରିଆ ସରକାରୀ ସ୍କୁଲ୍‌ରେ ଉପଲବ୍ଧ ସୁବିଧା କୌଣସି ଆଗୁଆ ବେସରକାରୀ ସ୍କୁଲ୍‌ଠାରୁ କମ୍‌ ନୁହେର୍ଁ। ଏକ ଛୋଟ ଗାଁରେ ଥିବା ଏହି ସ୍କୁଲ୍‌ ଏବେ ସମ୍ପୂର୍ଣ୍ଣ ଡିଜିଟାଲ ହୋଇପାରିଛି। ଏହି ସ୍କୁଲଟି ମାଟି ଝୋପଡି ଘରେ…

ଦୁଇଟି ଦୋଷ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାର ୨୦୧୪ରୁ ଯେଉଁସବୁ ସଂସ୍କାର ଆରମ୍ଭ କରିଛନ୍ତି, ତାହା ସରକାରଙ୍କ ଶାସନ ପରିଚାଳନାରୁ ଜଣାପଡ଼ିଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ପରିଚାଳନାରେ ନେତାଙ୍କ ଅପେକ୍ଷା ବାବୁଙ୍କ ଉପରେ ଯେ ଅଧିକ ନିର୍ଭର କରନ୍ତି, ତାହା…

ଅବହେଳିତଙ୍କ ସ୍ବର ଆଜି ନିଷ୍ପ୍ରଭ

ଡ. ସନ୍ତୋଷ କୁମାର ମହାପାତ୍ର ସମ୍ପ୍ରତି ବିଶ୍ୱରେ ଉଭୟ ରାଜନୈତିକ, ଅର୍ଥନୈତିକ ଦୃଶ୍ୟପଟରେ ଯେଉଁ ବଡ଼ ପରିବର୍ତ୍ତନ ଘଟୁଛି ସେଥିରେ ଧନୀ ଅଧିକ ଧନୀ, କ୍ଷମତାଶାଳୀ ଅଧିକ କ୍ଷମତାଶାଳୀ ହେଲାବେଳେ ଗରିବ, ଅବହେଳିତଙ୍କ ସ୍ବର କ୍ରମଶଃ ଦୁର୍ବଳ ହୋଇଯାଉଛି। ଶୋଷଣ, ଲୁଣ୍ଠନ…

ଦୁଃଖବ୍ୟାଧିର ମହୌଷଧି

ଡ. ଶରତ ଚନ୍ଦ୍ର ରଥ ଏ ପୃଥିବୀରେ ଯେତେ ପ୍ରାଣୀ ଅଛନ୍ତି ସେମାନଙ୍କ ମଧ୍ୟରେ ମଣିଷ ହେଉଛି ଅଧିକ ଦୁଃଖୀ। ଅନ୍ୟାନ୍ୟ ପ୍ରାଣୀ ଏତେ ଦୁଃଖରେ ନାହାନ୍ତି କାରଣ ସେମାନଙ୍କର ଦୁଶ୍ଚିନ୍ତା ନାହିଁ। ଦୁଃଖର କାରଣ ଅନେକ। ଗୋଟିଏ କାରଣ ହେଉଛି…

ଏଇ ଭାରତରେ

ଜଣେ ବିଚାରାଧୀନ ଅପରାଧୀ ଗଛ ଲଗାଇବେ ଓ ତାହାକୁ ବର୍ଷେ ଯାଏ ଜଗିବା ଲାଗି ଗ୍ବାଲିୟର ହାଇକୋର୍ଟ ପ୍ରଦାନ କରିଥିବା ସସର୍ତ୍ତ ଜାମିନକୁ ନେଇ ଏବେ ଚର୍ଚ୍ଚା ହେଉଛି। ଅଭିଯୁକ୍ତର ନାମ ଜିତୁ କୁଚବନ୍ଦିୟା। ବେଆଇନ ଭାବେ ମଦ ବିକ୍ରି କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri