ସମ୍ପାଦକୀୟ

ସମ୍ପାଦକୀୟ/ ଅରୁଚିକର

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯ରେ ବାକ୍‌ ସ୍ବାଧୀନତା ବିଷୟରେ ଉଲ୍ଲେଖ କରାଯାଇଛି। ଜଣେ ବ୍ୟକ୍ତି ବିନା ଭୟରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିପାରିବେ। କିନ୍ତୁ ନିର୍ଦ୍ଦିଷ୍ଟ ସୀମା ବାହାରକୁ ଗଲେ ତାହା ଦଣ୍ଡନୀୟ। ଏବେ ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗୀ ସୋସିଆଲ…

ଆକ୍ରୋଶ: ସଡ଼କରୁ ସଂସଦ

ଅରୁଣ କୁମାର ପଣ୍ଡା ଆନ୍ଧ୍ରପ୍ରଦେଶର ଚଟ୍ଟନପଲ୍ଲୀଠାରେ ଜଣେ ୨୫ ବର୍ଷ ବୟସ୍କ ମହିଳା ପ୍ରାଣୀ ଡାକ୍ତରଙ୍କୁ ଚାରିଜଣ ଯୁବକ ଗଣବଳାତ୍କାର ପରେ କିରୋସିନ ଢାଳି ନିଆଁ ଲଗାଇ ମାରିଦେବା ଘଟଣା ଦେଶରେ ଯେତିକି ଚାଞ୍ଚଲ୍ୟ ସୃଷ୍ଟି କରି ନ ଥିଲା, ଏହି…

ଇଏ କ’ଣ ସତରେ ଗପ

ସୁଧାକର ଦାସ ଏବେ ଦିନେ ସକାଳୁ ଇଚ୍ଛା ହେଲା, ଘରେ ଚା’ ନ ପିଇ ଛକ ଦୋକାନରେ ଚା’ ପିଇବାକୁ। ଏମିତିରେ ଶୀତୁଆ ସକାଳର କଅଁଳ ଖରାର ମୋହ ବି ଟିକେ ଥିଲା। ଚା’ ଦୋକାନରେ ଆଗରେ ଚାରି ପାଞ୍ଚଟି ଛୋଟବଡ଼…

ଏଇ ଭାରତରେ

କନ୍ୟା ସୁରକ୍ଷା ଅଭିଯାନରେ ନିଜକୁ ସାମିଲ କରି ଛତିଶଗଡ଼ର ଏକ ଗାଁ ଭିନ୍ନ ପରିଚୟ ଆଣିପାରିଛି। ଟକମଗଡ଼ ଜିଲାର ହରପୁରା ମଣ୍ଡିଆ ଗାଁରେ ଲୋକମାନେ ଝିଅଙ୍କୁ ବୋଝ ବୋଲି ଭାବନ୍ତିନି। ଝିଅ ଗୋଟିଏ ନୁହେଁ ଦୁଇ ଦୁଇଟି ପରିବାରର ସମ୍ମାନ ବଢାନ୍ତି…

ସମ୍ପାଦକୀୟ/ପ୍ଲାଷ୍ଟିକ୍‌ ଦିଅ, ଭାତ ଖାଅ

ପ୍ଲାଷ୍ଟିକ୍‌ ବା ପଲିଥିନ୍‌ଜାତୀୟ ପଦାର୍ଥ ପରିବେଶକୁ ପ୍ରଦୂଷିତ କରିଚାଲିଛି। ଏହାର କୁପରିଣାମ ବିଷୟରେ ଦେଶସାରା ଢେର ଆଲୋଚନା ହେଲାଣି। ବହୁ ରାଜ୍ୟ ସରକାର ଏହାର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। ଓଡ଼ିଶାରେ ମଧ୍ୟ ଏ ସଂକ୍ରାନ୍ତରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି…

ସାର୍ବଜନିକ ଭାଷା ସଂସ୍କୃତ

ବୈକୁଣ୍ଠନାଥ ମିଶ୍ର ଅଧୁନା ଭାରତର ଶିକ୍ଷା କ୍ଷେତ୍ରରେ ଧାର୍ମିକ ଅସଙ୍ଗତି ଭୀଷଣ ଭାବେ ପରିଲକ୍ଷିତ ହେଉଛିି। ଏହା ଧାର୍ମିକ ସହାବସ୍ଥାନ ପାଇଁ ଏକ ଆହ୍ବାନ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଡ. ଫିରୋଜ ଖାନ୍‌ଙ୍କ ସଂସ୍କୃତ ଅଧ୍ୟାପକ ରୂପେ ନିଯୁକ୍ତିକୁ କେନ୍ଦ୍ରକରି ଶିକ୍ଷା…

ପୀରାହାଟ ଓ ପଞ୍ଚୁଟିକ୍ରିରେ ଗାନ୍ଧୀ

ଶ୍ରୀମନ୍ତ ଖୁଣ୍ଟିଆ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଆସିଛନ୍ତି। ସେଥିମଧ୍ୟରୁ ଭଦ୍ରକ ଜିଲାକୁ ୩ ଥର ଆସିଛନ୍ତି। ତନ୍ନଧ୍ୟରୁ ହରିଜନ ପଦଯାତ୍ରା ଓ ଖଦିର ପ୍ରଚାର ପ୍ରସାର ପାଇଁ ଆସିଥିବା ଖବର ରହିଛି। ସେ ଯେତେବେଳେ ଦକ୍ଷିଣ ଆଫ୍ରିକାରୁ ଆସି…

ଏଇ ଭାରତରେ

ଭୋଟ ଅଧିକାର ଉପରେ ସଚେତନତା ଆଣିବାରେ ଛତିଶଗଡ଼ର ଯୁବକ ପ୍ରେମଲାଲ ସାହୁଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଠେଲାଗାଡିରେ ବିଭିନ୍ନ ସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି କରୁଛନ୍ତି। ରାଜ୍ୟରେ ଡିସେମ୍ବର ୨୧ରେ ହେବାକୁ ଥିବା ପୌର ନିର୍ବାଚନରେ ଲୋକମାନେ କେମିତି ଅଧିକ ସଂଖ୍ୟାରେ ଭୋଟ…

ସୃଷ୍ଟିକର୍ତ୍ତା ଭାବି ବସିଲେଣି

କିଛି ବର୍ଷ ତଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ସୂଚନାଫଳକ ଜରିଆରେ ଜଣାଇ ଦିଆଯାଇଥିଲା ଯେ, ‘ଅଜଣା ବସ୍ତୁ ଦେଖିବାମାତ୍ରେ ସେଗୁଡ଼ିକୁ ଛୁଅନ୍ତୁ ନାହିଁ, ଯାହା ବୋମା ହୋଇଥାଇପାରେ’। ଭାରତ ସରକାର ଏବେ ସେଭଳି କାର୍ଯ୍ୟ କରୁଥିବା ପରି ମନେହେଉଛି।…

ଗାନ୍ଧିଜୀ ଓ ମଦମୁକ୍ତ ସମାଜର ସ୍ବପ୍ନ

ଡ. ପ୍ରଫୁଲ୍ଲ କୁମାର ସାହୁ ମହାତ୍ମା ଗାନ୍ଧୀ କେବଳ ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ନୁହନ୍ତି, ଅଧିକନ୍ତୁ ସେ ଥିଲେ ଜଣେ ଶ୍ରେଷ୍ଠ ସଂସ୍କାରକ ଓ ଦିଗ୍‌ଦର୍ଶକ। ଜାତୀୟ ଜୀବନରେ ସ୍ବଚ୍ଛତା ଆଣିବା ପାଇଁ ନିଶାମୁକ୍ତ ଭାରତବର୍ଷ ଗଠନ ଥିଲା ତାଙ୍କର…

ବଦଳାଇବାକୁ ହେବ ସ୍ବାସ୍ଥ୍ୟସେବାର ଚିତ୍ର

ଅରୁଣ ଦାସ ସେଦିନ ମାଉସୀଙ୍କୁ ଭୀଷଣ ଜ୍ୱର ହୋଇଥିବାରୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲୁ। ଡାକ୍ତର କିଛି ଔଷଧ ଲେଖିଦେବା ସହ ରକ୍ତ ଓ ପରିସ୍ରା ପରୀକ୍ଷା ପାଇଁ କହିଲେ। ସେତେବେଳେ ସନ୍ଧ୍ୟା ହୋଇ ସାରିଥିବାରୁ ଆମେ ଘରକୁ ଫେରି…

ଏଇ ଭାରତରେ

କିଛି ନିଆରା କରିବାର ଆଗ୍ରହ ଆଗକୁ ବାଟ କଢାଇନିଏ, ଯାହା ଘଟିଛି କେରଳର ଯସ୍ମିନ୍‌ ଅରିମ୍ବ୍ରାଙ୍କ ଜୀବନରେ। ଅରିମ୍ବ୍ରା ରହନ୍ତି ମାଲାପ୍ପୁରମ୍‌ ଜିଲା ଥେନ୍ନଲା ପଞ୍ଚାୟତରେ। ତାଙ୍କୁ ଏବେ ବୟସ ୩୫ ବର୍ଷ। ୯ମ ପରେ ପାଠ ଛାଡି ପିତାଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri