ସମ୍ପାଦକୀୟ

ଏଇ ଭାରତରେ

ଜଣେ ବ୍ୟକ୍ତି ୪୩୦ରୁ ଅଧିକ ପ୍ରକାର କଦଳୀ ଚାଷ କରୁଥିବା ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଏହି ଚାଷୀଙ୍କ ନାମ ବିନୋଦ ସହଦେବନ ନାୟାର। ତାଙ୍କୁ ବର୍ତ୍ତମାନ ବୟସ ୬୦। ତ୍ରିଭାନ୍ଦ୍ରମର ପରାସାଲା ଗାଁରେ ସେ ୩ ଏକର…

ବିକଳ୍ପ ଜୀବିକା ସନ୍ଧାନେ

କିଛି ଦିନ ପୂର୍ବରୁ ଫୁଡ୍‌ ସର୍ଭିସ ସ୍ବିଗ୍ଗିରୁ କିଛି ଖାଦ୍ୟ ମଗାଇଥିଲି। ଏହା ଜଣଙ୍କର ଜନ୍ମଦିନ ଥିଲା ଓ ଏଥିପାଇଁ ମୁଁ ୧ କିଲୋ କେକ୍‌ ଅର୍ଡର କରିଥିଲି। ଅର୍ଡର କଲେ ସ୍ବିଗ୍ଗି ଆପ୍‌ ତାହା ଗ୍ରହଣ କରିଛି ବୋଲି ତୁମକୁ…

ଆମ ଗାଁ ଏବେ ବି ପ୍ରାସଙ୍ଗିକ

ଶକ୍ତି ପ୍ରସାଦ ଦାସ କରୋନା ଭାଇରସର ଉପରାନ୍ତ ଦୃଶ୍ୟପଟକୁ ଆକଳନ କଲାବେଳେ, ୧୯୯୦ ଦଶକର ଅର୍ଥନୈତିକ ସଂସ୍କାର ବ୍ୟବସ୍ଥା ଓ ନୀତିଗୁଡିକର ପୁନଃ ସମୀକ୍ଷା କରିବାକୁ ହେବ। ଯେତେ କଷ୍ଟ ସହିବାକୁ ପଡୁନା କାହିଁକି, ପଛକୁ ନ ଫେରିବାର ଯୁକ୍ତି ଅନେକ…

ପୁଲିଜର ବିଜୟିନୀ

ନିକୋଲ୍‌ ହନ୍ନା-ଜୋନ୍ସ ଖବରକାଗଜ, ପତ୍ରିକା ଓ ଅନ୍‌ଲାଇନ୍‌ ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭାଧରଙ୍କୁ ଆମେରିକା ପକ୍ଷରୁ ପ୍ରତିବର୍ଷ ପୁଲିଜର ପୁରସ୍କୃତ ପ୍ରଦାନ କରାଯାଇଆସୁଛି। ଖ୍ୟାତନାମା ପ୍ରକାଶକ ଯୋଶେଫ୍‌ ପୁଲିଜର ଇଚ୍ଛାପତ୍ରରେ ଦର୍ଶାଇଥିଲେ ଯେ, କଲମ୍ବିଆ…

ଏଇ ଭାରତରେ

ଲକ୍‌ଡାଉନ ସମୟରେ ସବୁ ପ୍ରକାର କାର୍ଯ୍ୟକଳାପ ଏକ ପ୍ରକାର ମାନ୍ଦା ପଡ଼ିଯାଇଥିବାବେଳେ କର୍ନାଟକ କୋଲାର ଡିଭିଜନ୍‌ର କେନ୍ଦ୍ରୀୟ ଡାକ ବିଭାଗର ପୋଷ୍ଟ୍‌ମାଷ୍ଟର ପ୍ରହଲାଦାରୋ ନିପ୍ର ତାଙ୍କ କାର୍ଯ୍ୟଦକ୍ଷତାର ପରିଚୟ ଦେଇଛନ୍ତି। ଜଣେ କରୋନା ଯୋଦ୍ଧା ଭାବେ ପ୍ରହଲାଦାରୋ ୪ ଲକ୍ଷ ଟଙ୍କାରୁ…

ଦାଗୀ ବାବୁଙ୍କୁ ଅଙ୍କୁଶ

ଦୁର୍ନୀତିଗ୍ରସ୍ତ ସମସ୍ତ ସେବା ଅଧିକାରୀଙ୍କୁ ସରକାରକୁ ନ ଫେରାଇବା ଲାଗି କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତିି। ଯଦି ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀମାନେ କୋର୍ଟ ଦ୍ୱାରା ଦୁର୍ନୀତି କିମ୍ବା ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବେ…

ସୂଚକାଙ୍କକୁ ପ୍ରତ୍ୟାଖ୍ୟାନର କାରଣ

ଏ. ସୂର୍ଯ୍ୟ ପ୍ରକାଶ ଯେଉଁ ଭାରତର ସମ୍ବିଧାନର ମୁଖବନ୍ଧରେ ଧର୍ମନିରପେକ୍ଷତା ସ୍ବର୍ଣ୍ଣାକ୍ଷରରେ ଖୋଦିତ ହୋଇଛି, ଯାହାର ରାଷ୍ଟ୍ର ଧର୍ମ ବୋଲି କୌଣସି ନିର୍ଦ୍ଦିଷ୍ଟ ଧର୍ମ ନାହିଁ ଏବଂ ସମାନାଧିକାରବାଦର ଶ୍ରେଷ୍ଠ ପରମ୍ପରା ଆଧାରରେ ଯେଉଁ ଦେଶର ରାଷ୍ଟ୍ର ମୁଖ୍ୟଙ୍କୁ ନିର୍ବାଚିତ କରାଯାଇଥାଏ,…

କରୋନା ସଂକ୍ରମଣ ଓ ଶିଶୁଙ୍କ ସୁରକ୍ଷା

ଶୁଭନାରାୟଣ ଶତପଥୀ ସାରା ପୃଥିବୀରେ କରୋନାଜନିତ ଭୟଙ୍କର ପ୍ରଭାବ ଦେଖିବାକୁ ମିଳୁଛି। କରୋନାକୁ ନେଇ ଜନସାଧାରଣଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେଥିରୁ ଶିଶୁମାନେ କେମିତି ବାଦ୍‌ ପଡିବେ। ଶିଶୁମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଆଶଙ୍କାରେ ପିତାମାତାମାନେ ଭୟଭିତ ହେଉଛନ୍ତି।…

ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ଜଣେ ଅଟୋଚାଳକଙ୍କ ବଦାନ୍ୟତା ଏବେ ଚର୍ଚ୍ଚାରେ ରହିଛି। ମହାରାଷ୍ଟ୍ର ଠାଣେର ପୁରୁଷୋତ୍ତମ ଗୁପ୍ତା ସହରରେ ରହୁଥିବା ଅଟୋଚାଳକ ତଥା ନିର୍ମାଣ ଶ୍ରମିକମାନଙ୍କୁ ମାଗଣାରେ ରାଶନ ବାଣ୍ଟୁଛନ୍ତି। ଅଟୋଚାଳକମାନେ ରୋଜଗାର ହରାଇଥିବାରୁ ସେମାନଙ୍କୁ ସାହାଯ୍ୟ କରିବା ଆବଶ୍ୟକ ବୋଲି କୁହନ୍ତି…

ଆଜିର ଅର୍ଥନୀତି/ ଲକ୍‌ଡାଉନ୍‌ ବିକଳ୍ପ ନୁହେଁ

ଲକ୍‌ଡାଉନ୍‌ (୩.୦) ଦୁଇ ସପ୍ତାହ ବୃଦ୍ଧି ହେବା ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ଦୀର୍ଘମିଆଦୀ ଅନିଶ୍ଚିତତା ସୃଷ୍ଟିହୋଇଛି। ଏହି କାରଣରୁ ଲକ୍ଷ ଲକ୍ଷ ଶିଳ୍ପର ଭବିଷ୍ୟତ ସଂକଟ ମଧ୍ୟକୁ ଚାଲିଯିବ। ନିଯୁକ୍ତି ମଧ୍ୟ ଗଭୀର ଭାବେ ପ୍ରଭାବିତ ହେବ। କେନ୍ଦ୍ର ସରକାର…

ବୁର୍କିନା ଫାସୋ ଭାରତଠାରୁ ଆଗରେ

ଏ. ସୂର୍ଯ୍ୟ ପ୍ରକାଶ ପ୍ୟାରିସରେ ଥିବା ସୁନାମଧନ୍ୟ ଏନ୍‌ଜିଓ ‘ରିପୋଟର୍ସ ୱିଦାଉଟ୍‌ ବର୍ଡର୍ସ (ଆର୍‌ଏସ୍‌ଏଫ୍‌) ତାହାର ସଦ୍ୟତମ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କ ପ୍ରକାଶ କରିଛି। ଏହି ସୂଚକାଙ୍କରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଲାଗି ଉପଲବ୍ଧ ସ୍ବାଧୀନତାର ମାତ୍ରା ସମ୍ପର୍କରେ…

ସରପଞ୍ଚଙ୍କୁ ଜିଲାପାଳ କ୍ଷମତା

ଘାସିରାମ ପଣ୍ଡା ସବୁ ସରପଞ୍ଚ ଏବେ ଜଣେ ଜଣେ ଜିଲାପାଳ। ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଧାରା ୨୨ (ଛ) ଅନୁଯାୟୀ ବିପର୍ଯ୍ୟୟ ବା ଦୁର୍ବିପାକ ବେଳେ ଯେକୌଣସି ଅନୁଷ୍ଠାନ ଉପରେ ଦାୟିତ୍ୱ ନ୍ୟସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ଷମତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri