ଏଇ ଭାରତରେ
ଆମେ ପୃଥିବୀକୁ ପରିବର୍ତ୍ତନ କରିପାରିବା ନାହିଁ, କିନ୍ତୁ ଅନ୍ୟମାନଙ୍କ ଲାଗି ଏକ ଭଲ ଜୀବନର ଆଶା ସୃଷ୍ଟି କରିପାରିବା। ଏମିତି ଭାବନା ଆଣି ସମାଜସେବାରେ ଲାଗିଛନ୍ତି ନାଗାଲାଣ୍ଡର ଡିମାପୁରନିବାସୀ ସୁବୋନେମ୍ବା ଲଙ୍ଗକୁମେର୍। ନିଜସ୍ବ ଉଦ୍ୟମରେ ପ୍ରତିଷ୍ଠା କରିଛନ୍ତି ସ୍କୁଲ୍। ଯୌନ ଶୋଷଣର…
ଗୁଜରାଟ ସିଣ୍ଡ୍ରୋମ୍
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ କେନ୍ଦ୍ରରେ ଯେତେବେଳେ ଅଧିକ ବିଶ୍ୱସ୍ତ ଅଧିକାରୀଙ୍କ ଆବଶ୍ୟକତା ପଡୁଛି ସେତେବେଳେ ମୋଦି ସରକାର ଗୁଜରାଟ ଆଡକୁ ମୁହଁାଉଛନ୍ତି। ତାଙ୍କ ସମୟରେ ରାଜଧାନୀ ଦିଲ୍ଲୀରେ ଗୁଜରାଟୀ ବାବୁମାନଙ୍କର ବିଷମାନୁପାତିକ ଉପସ୍ଥିତି ରହିଆସିଛିି। ମୋଦି ବହୁଦିନ ଧରି ଗୁଜରାଟର…
ଉଚ୍ଚଶିକ୍ଷାରେ ସଂସ୍କାର
ଡ. ଛାୟାକାନ୍ତ ଷଡ଼ଙ୍ଗୀ ଚଳିତବର୍ଷ ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ଅନେକ ଦୃଢ଼ ପଦକ୍ଷେପ ନେଇଛନ୍ତି। ଅଭିଭାବକଙ୍କଠାରୁ ଆରମ୍ଭକରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ଯେ, ଅଧ୍ୟାପକମାନଙ୍କୁ ସାତଘଣ୍ଟା କଲେଜରେ ଉପସ୍ଥିତ ରହିବା ପାଇଁ କଠୋର ନିର୍ଦ୍ଦେଶନାମା ଜାରି…
କୃଷି ଶିକ୍ଷାର ଗୁରୁତ୍ୱ
ଡ. ହୃଷୀକେଶ ପାତ୍ର କୃଷି ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ଆଭିମୁଖ୍ୟ ନେଇ ୧୯୬୨ ମସିହାରେ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ। ମାତ୍ର ଦୁଇଟି ମହାବିଦ୍ୟାଳୟକୁ ନେଇ ଆରମ୍ଭ କରାଯାଇଥିବା ଏହି ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ଏକ…
ଏଇ ଭାରତରେ
ଦେଶରେ ବିଭିନ୍ନ ସଂଗଠନ ତଥା ସାମାଜିକ କର୍ମୀମାନଙ୍କ ଦ୍ୱାରା ବୃକ୍ଷରୋପଣ ଓ ତା’ର ରକ୍ଷଣାବେକ୍ଷଣ ଲାଗି ବିଭିନ୍ନ ଅଭିଯାନ କରାଯାଉଥିବାବେଳେ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଏଥିଲାଗି ଏକ ନିଆରା ଉପାୟ ଅପଣାଇଛନ୍ତି। ଗୋଣ୍ଡା ଜିଲାନିବାସୀ ପ୍ରୟାଗଦତ୍ତ ମିଶ୍ର ଜଙ୍ଗଲ ସୁରକ୍ଷା ଲାଗି…
ଆଜିର ଅର୍ଥନୀତି/ ଜିଏସ୍ଟି ସରଳ କର
ସର୍ବ କ୍ଷମତାଶାଳୀ ଜିଏସ୍ଟି କାଉନ୍ସିଲ ବୈଠକ ବୁଧବାର ବସି ସ୍ଥିର କରାଗଲା ଯେ ବର୍ତ୍ତମାନ ଯାହା ଜିଏସ୍ଟି ଦର ଓ ସ୍ଲାବ୍ ରହିଛି ତାହା ଅପରିବର୍ତ୍ତିତ ରହିବ। ଏପରି ସମୟରେ ବୈଠକ ବସିଥିଲା, ଯେତେବେଳେ କି ରାଜସ୍ବ ଆୟ ଆଶାନୁରୂପ ହୋଇ…
ସ୍ଥାନାନ୍ତର: ଗାଁରୁ ସହର
ବିପିନ ବିହାରୀ ମିଶ୍ର ବୁଦ୍ଧିମତୀ ଅପେକ୍ଷା କରିଛି ଟ୍ରେନ୍କୁ ଏବଂ ତା’ ପରି ବହୁ ପୁରୁଷ ଓ ମହିଳା ବ୍ୟାଗ୍ରେ ଲୁଗାପଟା ଦିଖଣ୍ଡ ପକେଇ ନୁଖୁରାବାଳ ଥିବା ପିଲାଛୁଆଙ୍କୁ ଧରି ଅନେଇଛନ୍ତି ଟ୍ରେନ୍କୁ। ମଝିରେ ମଝିରେ ଦଲାଲ ଆସି ଗାଁ ହିସାବରେ…
ବିଲୟ ପଥେ ବିଏସ୍ଏନ୍ଏଲ୍
ଜନାର୍ଦ୍ଦନ ପତି ଆମ ଦେଶରେ ଯେତେ ଟେଲିଫୋନ କମ୍ପାନୀ ଟେଲି ଯୋଗାଯୋଗ ବ୍ୟବସାୟ କରିଛନ୍ତି, ସେମାନଙ୍କ ମଧ୍ୟରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ ବା ବିଏସ୍ଏନ୍ଏଲ୍ ହେଉଛି ଏକମାତ୍ର ସରକାରୀ ଟେଲି କମ୍ପାନୀ। ଏହା ବ୍ୟତୀତ ତିନୋଟି ବେସରକାରୀ କମ୍ପାନୀ ଅଛନ୍ତି।…
ଏଇ ଭାରତରେ
ଛତିଶଗଡ଼ ଭିଲାଇର ବୋରିଥାନାର ପୋଲିସ କର୍ମଚାରୀମାନେ ଗୋଟିଏ ଗୁଳିରେ ଦୁଇଟି ଶିକାର କଲାଭଳି କାର୍ଯ୍ୟକରି ଚର୍ଚ୍ଚାରେ ରହିଛନ୍ତି। ପଡିଆ ଜମିରେ ଫଳଗଛ ଲଗାଇ ଜବରଦଖଲକୁ ରୋକିବା ସହ ପରିବେଶ ସୁରକ୍ଷା କରୁଛନ୍ତି। ଗଁା ଲୋକମାନେ ବି ଏହି ଗଛରୁ ଫଳ ଖାଉଛନ୍ତି।…
ଶାକାହାରବାଦ ପ୍ରତିବଦ୍ଧତା
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଶୁଦ୍ଧ ଶାକାହାରୀ ଉତ୍ସବ ସମ୍ଭବତଃ ଭଲ। ଏଥିରେ ତୁମକୁ ଶୁଦ୍ଧ ଶାକାହାରୀମାନେ ବିନା ମାଂସ, କ୍ଷୀର, ଅଣ୍ଡାର ବ୍ୟକ୍ତିଟିଏ କରିବା ପାଇଁ ଏକ ପରିବେଶ ସୃଷ୍ଟି କରିଥାନ୍ତି। କିନ୍ତୁ ଏହିସବୁ କାର୍ଯ୍ୟକ୍ରମ କେବଳ ଜିନିଷ ବିକ୍ରିକରିବା…
ଅନ୍ୟ ଆଖିରେ ବଞ୍ଚିବା
ଡ. ସୁବାସ ଚନ୍ଦ୍ର ପାତ୍ର ମଣିଷ ନିଜ ଆଖିରେ ଦେଖେ, କିନ୍ତୁ ଅନ୍ୟ ଆଖିରେ ବଞ୍ଚେ। ନିଜ ଆଖିରେ ସେ ତା’ର ଦୈହିକ ପ୍ରତିଫଳନ ଦେଖିପାରେ, କିନ୍ତୁ ଅନ୍ୟର ନୈତିକ ଚକ୍ଷୁରେ ସେ ମୂଲ୍ୟାୟିତ ହୁଏ। ପୃଥିବୀର ଖୁବ୍ କମ୍ ଲୋକ…
ଭାରତର ଟାଇକୋ ବ୍ରାହେ
ବିଭୁ ପ୍ରସାଦ ମହାପାତ୍ର ‘No man ever was glorious, who was not labourious.’ ଯୁକ୍ତରାଷ୍ଟ୍ର ଆମେରିକାର ‘ଫିଲୋସଫିକାଲ ସୋସାଇଟି’ର ପ୍ରଥମ ସଭାପତି ତଥା ବିଶ୍ୱବିଖ୍ୟାତ ବୈଜ୍ଞାନିକ ବେଞ୍ଜାମିନ୍ ଫ୍ରାଙ୍କ୍ଲିନ୍, ଏଫ୍ଆର୍ଏସ୍ (୧୭୦୬-୧୭୯୦)ଙ୍କର ଏହି ଉକ୍ତିଟି ନିରାଟ ସତ୍ୟ। ପ୍ରତ୍ୟେକ…
Archives


