ସମ୍ପାଦକୀୟ

ଏଇ ଭାରତରେ

ବିଭିନ୍ନ ସ୍ଥାନରେ ବାହାଘର ଜାକଜମକରେ କରାଯାଉଥିବା ବେଳେ ପଞ୍ଜାବର ବଠିଣ୍ଡାରେ ଅନୁଷ୍ଠିତ ଏକ ନିରାଡମ୍ବର ବାହାଘର ଏବେ ଚର୍ଚ୍ଚାରେ। ବୁକ୍‌ଷ୍ଟଲ୍‌ ଓ ମଞ୍ଚସ୍ଥ ନାଟକ ଥିଲା ଏହି ବାହାଘରର ମୁଖ୍ୟ ଆକର୍ଷଣ। ବଠିଣ୍ଡାର ମେହତା ଗାଁର ପରମିନ୍ଦର କୌରଙ୍କ ଝିଅ ଜଗଜିତ…

ସିଆର୍‌ପିଏଫ୍‌ର ନୂଆ ମୁଖ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ସିଆର୍‌ପିଏଫ୍‌ର ନୂଆ ମହାନିର୍ଦ୍ଦେଶକ ଭାବେ ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଏ.ପି. ମାହେଶ୍ୱରୀଙ୍କ ନିଯୁକ୍ତିରେ କେତେକ ସମୀକ୍ଷକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ମାହେଶ୍ୱରୀ ଆଇଟିବିପି (ଭାରତ-ତିବ୍ବତ ସୀମା ପୋଲିସ) ମହାନିର୍ଦ୍ଦେଶକ ଏସ.ଏସ୍‌. ଦେଶଓ୍ବାଲଙ୍କଠାରୁ ଦାୟିତ୍ୱ ଗ୍ରହଣ…

ଆମ ସମ୍ବିଧାନର ମହତ୍ତ୍ୱ

ବିପିନ ବିହାରୀ ମିଶ୍ର ଆମ ସମ୍ବିଧାନ ପ୍ରସ୍ତୁତ ହେଲା ୨୬ ନଭେମ୍ବର ୧୯୪୯ରେ ଏବଂ କାର୍ଯ୍ୟକାରୀ ହେଲା ୨୬ ଜାନୁୟାରୀ ୧୯୫୦ରେ। ସମ୍ବିଧାନରେ ଲେଖାଯାଇଛି ଯେ ସମସ୍ତ ନାଗରିକ ଏହାକୁ ପ୍ରସ୍ତୁତ କରି ନିଜକୁ ସମର୍ପି ଦେଲେ। ଆରମ୍ଭ ହେବା ସମୟରେ…

ସେକାଳ ଚିଠି

ଡା. ବାସୁଦେବ ପ୍ରଧାନ ଆଜି ବାକ୍ସ ଭିତରୁ ପୁରୁଣା ଚିଠିଟିଏ ପାଇ ଚିଠି ବିଷୟରେ ଦୁଇପଦ ଲେଖିବାକୁ ଇଚ୍ଛା ହେଲା। ଚିଠି ବହୁ ପୁରୁଣା କଥା ମନେ ପକେଇଦିଏ। ଯୁବସୁଲଭ ଗୁଣ ମନକୁ ରୋମାଞ୍ଚଭରା କରିଦେଲା। ପ୍ରେମର ବାହକ ଥିଲା ଚିଠି।…

ଏଇ ଭାରତରେ

ସେବାରେ ବୟସ ବାଧକ ସାଜେନି ଯାହା ପ୍ରମାଣ କରିଛନ୍ତି କେରଳର ଅବଦୁଲ ଖାଦର। ସେ ଏକ ‘ଫୁଡ୍‌ ବ୍ୟାଙ୍କ’ ଖୋଲି ପ୍ରତିଦିନ ଗରିବ ଓ ଅସହାୟମାନଙ୍କୁ ମାଗଣାରେ ଖାଦ୍ୟ ଦେଉଛନ୍ତି। ପ୍ରତିଦିନ ତାଙ୍କ ଫୁଡ ବ୍ୟାଙ୍କ୍‌ରେ ଗୃହହୀନମାନେ ବେଶି ଖାଇଥାଆନ୍ତି। ଥ୍ରିଶୁର…

ଆଜିର ଅର୍ଥନୀତି/ ଅନେକ ଆଶା

କେନ୍ଦ୍ର ବଜେଟ ଯେତେ ପାଖେଇ ଆସୁଛି, ଲୋକଙ୍କ ଆଶାର ତାଲିକା ସେତେ ଲମ୍ବିଚାଲିଛି। ଯେତେଦୂର ମନେହୁଏ ଆସନ୍ତା ସପ୍ତାହର ବଜେଟରେ କିଛି ବଡ଼ ଘୋଷଣା କରାଯିବ। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସରକାର ଅନେକ ଗାଠନିକ ପରିବର୍ତ୍ତନ ଆଣିପାରନ୍ତି। ଅଭିବୃଦ୍ଧିକୁ ଆଗକୁ…

ଭାରତ ବିକାଶରେ ଧର୍ମର ଗୁରୁତ୍ୱ

ଶକ୍ତି ପ୍ରସାଦ ଦାସ ସୁସ୍ଥ ଜୀବନଯାପନ ପାଇଁ ବ୍ୟକ୍ତି ତଥା ସମାଜର ସର୍ବାଙ୍ଗୀଣ ବିକାଶ ନିହାତି ଜରୁରୀ। ଅର୍ଥନୈତିକ ବିକାଶ ସେଥିମଧ୍ୟରୁ ଅନ୍ୟତମ। ଆମେ ସାଧାରଣ ଲୋକାଚାରରେ ଅର୍ଥନୈତିକ ବିକାଶ ସହିତ ଧର୍ମର ବିଶେଷ କିଛି ସମ୍ପର୍କ ନାହିଁ ବୋଲି ଜାଣୁ।…

ଆଜି ଶନି ଚଳନ

ଦୋଳଗୋବିନ୍ଦ ପଣ୍ଡା ମହାଗ୍ରହ ଶନି ଆଜି (ତା୨୪ା୦୧ା୨୦-ଶୁକ୍ରବାର) ଦିବା ୦୯ା୫୬ରେ ଧନୁରାଶିରୁ ଉତ୍ତରାଷାଢ଼ା ନକ୍ଷତ୍ର ମକର ରାଶିକୁ ଚଳିିବେ। ଶନି ଗୋଟିଏ ରାଶିରେ ହାରାହାରି ଅଢ଼େଇ ବର୍ଷ ଅବସ୍ଥାନ କରିଥାନ୍ତି। ଶନିଙ୍କର ଏହି ଚଳନର ଫଳ କ’ଣ ହେବ ସେ ବିଷୟରେ…

ଏଇ ଭାରତରେ

ଶିକ୍ଷା ବିନା ବିକାଶର କଳ୍ପନା କରାଯାଇପାରେନା। ଏଥିପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଶିକ୍ଷା ଜରୁରୀ। କିନ୍ତୁ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କ ପାଖରେ ଶିକ୍ଷା ପହଞ୍ଚିପାରୁନାହିଁ। ଏହିି ସ୍ଥିତିରେ ଗରିବ ଓ ଅସହାୟ ପରିବାରରୁ ପ୍ରତିଭା ବାହାରକୁ…

ଆମ ପିଲା ଓ ପ୍ରାଣୀ ନିର୍ଯାତନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପିଲାମାନେ ନିଜକୁ ବୁଝିବା ପାଇଁ ଓ ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ରୋଲ୍‌ପ୍ଲେ (ଚରିତ୍ରରେ ଅଭିନୟ)ର ଉପଯୋଗ କରିଥାନ୍ତି। ସେମାନେ ବାସ୍ତବ ବା କାଳ୍ପନିକ ପରିସ୍ଥିତିରେ କେବଳ ନିଜ ପରି ନୁହନ୍ତି ବରଂ ଅନ୍ୟ ଲୋକ…

ଗଣତନ୍ତ୍ରରେ ଲୋକଙ୍କ ଦାୟିତ୍ୱ

ବିଚିତ୍ର ବିଶ୍ୱାଳ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ସମ୍ମୁଖରେ ସବୁଠୁ ବଡ଼ ଆହ୍ବାନ ହେଉଛି, ତାହାର ଗଣତନ୍ତ୍ରକୁ ବଞ୍ଚେଇ ରଖିବା। ନେତାଜୀ ସୁଭାଷ ବୋଷ କହୁଥିଲେ, ସ୍ବାଧୀନତା ପାଇବା ସହଜ, କିନ୍ତୁ ଏହାକୁ ଧରି ରଖିବା କଷ୍ଟକର। ଠିକ୍‌ ସେହିପରି ଗଣତାନ୍ତ୍ରିକ ରାଷ୍ଟ୍ର…

ଓଡ଼ିଶାର ଦୁଇ ବୀରସନ୍ତାନ

ବିମଳ ପ୍ରସନ୍ନ ଦାସ ଆଜି ଜାନୁୟାରୀ ୨୩ ତାରିଖ, ଜାତୀୟ ମୁକ୍ତି ସଂଗ୍ରାମର ଦୁଇ ମହାନ୍‌ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ଓଡ଼ିଶା ମାଟିର ଏହି ଦୁଇ ବୀର ସନ୍ତାନଙ୍କ କର୍ମମୟ ଜୀବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri