ସମ୍ପାଦକୀୟ

ମହାମାରୀ ଓ ସୂର୍ଯ୍ୟୋପରାଗ

ଦୋଳଗୋବିନ୍ଦ ପଣ୍ଡା ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ହେଲେ ତା’ ପ୍ରଭାବରେ ପୃଥିବୀରେ ମହାମାରୀ, ଯୁଦ୍ଧ ବିଭୀଷିକା, ପ୍ରାକୃତିକ ବିପର୍ଯ୍ୟୟ ଆଦି ଘଟିଥାଏ ବୋଲି ଜ୍ୟୋତିଷୀମାନେ ଜ୍ୟୋତିଷଶାସ୍ତ୍ରର ସିଦ୍ଧାନ୍ତ ଅନୁଯାୟୀ କହିଥାନ୍ତି। କିନ୍ତୁ ବର୍ତ୍ତମାନ ଜଣେ ବୈଜ୍ଞାନିକ କହିଛନ୍ତି ଯେ, ୨୦୧୯ ଡିସେମ୍ବର…

ଜୈବବିବିଧତା ଓ କରୋନା

ପ୍ରକାଶ ତ୍ରିପାଠୀ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଭାରତ ଭଳି ଜନବହୁଳ ଦେଶରେ କରୋନାକୁ ନିୟନ୍ତ୍ରଣରେ ରଖିବା ଆଉ ସମ୍ଭବ ହୋଇପାରୁନାହିଁ। ବିଶେଷକରି ପ୍ରବାସୀମାନଙ୍କ ସ୍ଥାନାନ୍ତର ପରେ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ବିଗତ ଚାରିମାସର…

ଏଇ ଭାରତରେ

ଦିବ୍ୟାଙ୍ଗ ବି ଚାଷରେ ପାରଙ୍ଗମ ହୋଇପାରନ୍ତି ଯାହା ପ୍ରମାଣ କରିଛନ୍ତି କର୍ନାଟକର ଜେ. ରାମକୃଷ୍ଣ। ମାଣ୍ଡ୍ୟ ଅଞ୍ଚଳର ରାମକୃଷ୍ଣଙ୍କୁ ୨ ବର୍ଷ ବୟସ ହୋଇଥିବାବେଳେ ସେ ପୋଲିଓ ଆକ୍ରାନ୍ତ ହୋଇଥିଲେ। ପରେ ଶିକ୍ଷା ଲାଭ କରି କର୍ନାଟକ ପ୍ରାଥମିକ ଶିକ୍ଷା ବିଭାଗରେ…

ପରିବେଶ ପାଇଁ ତିନି ଗୁରୁତ୍ୱପୂର୍ଣ୍ଣ ପ୍ରାଣୀ

ମାନେକା ଗାନ୍ଧୀ ଜିଲା ବନ ଅଧିକାରୀ ଏବଂ ରେଞ୍ଜରମାନଙ୍କୁ ପରିବେଶ ବିଜ୍ଞାନ (ଇକୋଲୋଜି) ଉପରେ ତାଲିମ ଦିଆଯାଇ ନାହିଁ। ସେମାନେ ଉଦ୍ଭିଦ କିମ୍ବା ପ୍ରାଣୀ ବିଷୟରେ ଜାଣନ୍ତି ନାହିଁ। ବାସ୍ତବରେ ଏ ସମସ୍ତ ସେବା ବନ୍ଦ କରିଦେବା ଉଚିତ କାରଣ ସେମାନେ…

ବଡ଼ ବିପତ୍ତି ଡିପ୍ରେସନ

ଡା. ଅଂଶୁମାନ କର ଗତ କିଛି ସପ୍ତାହ ହେବ ଦେଶ ତଥା ରାଜ୍ୟରେ କରୋନା ମହାମାରୀ ସ୍ଥିତିରେ ପରିବର୍ତ୍ତନ ଆସିଛି। ଡାକ୍ତରୀ ଭାଷାରେ କହିବାକୁ ଗଲେ- “We are fast heading towards the Epidemic peak.” ଅର୍ଥାତ୍‌ ଆମ ଦେଶରେ…

ଓଡ଼ିଶା ଉଚ୍ଚଶିକ୍ଷାର ଦଶା ଓ ଦିଶା

ଜ୍ଞାନରଞ୍ଜନ ପଣ୍ଡା ବିଶିଷ୍ଟ ମାର୍କିନ୍‌ ସମାଜ ସଂସ୍କାରକ ମାଲକମ୍‌ ଏକ୍ସ କହିଥିଲେ, ଶିକ୍ଷା ଭବିଷ୍ୟତ ପାଇଁ ପାସ୍‌ପୋର୍ଟ। ବାସ୍ତବରେ ଉପଯୁକ୍ତ ଶିକ୍ଷା ପାଇଥିବା ସମାଜର ଭବିଷ୍ୟତ ଉଜ୍ଜ୍ୱଳ। ଆମେରିକା ବିଶ୍ୱର ସର୍ବୋତ୍ତମ ରାଷ୍ଟ୍ର ଏଥିପାଇଁ ଯେ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ପାରମ୍ପରିକ କୃଷିର କ୍ଷତି ଏଡ଼ାଇବା ପାଇଁ ଅରବିନ୍ଦ ଧକଡ଼ ବିନା ମାଟିରେ ଷ୍ଟ୍ରବେରି ଚାଷ କରି ପ୍ରଚୁର ଲାଭ କରୁଛନ୍ତି। ମଧ୍ୟପ୍ରଦେଶର ଏହି ଚାଷୀଙ୍କ ଘର ରତଲାମରେ। ସେ କେବଳ ପାଣି ଉପଯୋଗ କରି (ହାଇଡ୍ରୋପୋନିକ୍ସ…

ହାତୀ ପାଇଁ କୁମ୍ଭୀରକାନ୍ଦଣା

ଜୁନ୍‌ ୩ରେ କେରଳରେ ଗର୍ଭିଣୀ ହାତୀ ବାଣଭର୍ତ୍ତି ସପୁରି ଖାଇ ମରିଯିବା ପରେ ସମଗ୍ର ଦେଶରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଭଳି ଅମାନୁଷିକ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବା ନେଇ ଦାବି ଜୋର ଧରିଥିଲା। ସୋସିଆଲ ମିଡିଆରେ…

ଆର୍ଥିକ ପ୍ୟାକେଜ୍‌ର ଉପହାସ

ବିଚିତ୍ର ବିଶ୍ୱାଳ ଆମ ଓଡ଼ିଆରେ ଗୋଟେ କଥା ଅଛି, ‘ଉପରେ ପାଣି ଦେଇ ଭିତରେ ଚେର କାଟିବା’। ଏହାର ଅର୍ଥ ହେଉଛି, ଲୋକଙ୍କୁ ଲାଗୁଥିବ ପାଣି ଦେଇ ଗଛକୁ ବଞ୍ଚାଯାଉଛି, କିନ୍ତୁ ଅସଲରେ ଭିତରେ ଚେର କାଟି ଗଛକୁ ମାରିବାର ବ୍ୟବସ୍ଥା…

କୃଷି ଉତ୍ପାଦରେ ମୂଲ୍ୟ ସଂଯୋଗ

ଦୀପକ କୁମାର ରାମ କରୋନା ଭାଇରସ ସାମଗ୍ରିକ ଭାବରେ ଆମର କୃଷି ଓ କୃଷକମାନଙ୍କ ଉପରେ ବହୁ ଗଭୀର ପ୍ରଭାବ ପକାଇଛି। ଏହାଦ୍ୱାରା ଦେଶର ଅର୍ଥନୀତି ତଥା ବଜାରରେ ସମସ୍ତ ଯୋଗାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଚଳିତବର୍ଷ କୃଷକମାନେ…

ଏଇ ଭାରତରେ

ବନବାସୀମାନଙ୍କ ଜୀବନଶୈଳୀକୁ ପ୍ଲାଷ୍ଟିକ ମୁକ୍ତ କରିବାରେ ଲାଗିଛନ୍ତି ପଶ୍ଚିମବଙ୍ଗର ସିଦ୍ଧାର୍ଥ ବ୍ଲୋନେ ଓ ସ୍ବେତା ପ୍ରଧାନ। ଏହି ଦମ୍ପତିଙ୍କ ବୟସ ପାଖାପାଖି ୪୦ ହେବ। ପଶ୍ଚିମବଙ୍ଗ ନେଓରା ଜଙ୍ଗଲ ନିକଟରେ ଥିବା କାଲିଂପଙ୍ଗ ଜିଲା ଗରୁବାଥାନ ଗାଁକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରି…

ଭବିଷ୍ୟତ କହିବ

ଚାଇନାର ଉହାନ୍‌ରୁ କରୋନା ଭାଇରସ୍‌ ବାହାରିଥିଲା। ହେଲେ ଏହି ଭୂତାଣୁ ଏବେ ବିଶ୍ୱର ପ୍ରାୟ ସବୁ ଦେଶକୁ ଗ୍ରାସ କରିସାରିଛି। ଏପରିକି ଚାଇନା ରାଜଧାନୀ ବେଜିଂରେ ପୁନର୍ବାର ମୁଣ୍ଡ ଟେକିବାର ଖବର ମିଳିଛି। ଅବଶ୍ୟ ଚାଇନାରୁ ବାହାରୁଥିବା କୌଣସି ଖବର ବିଶ୍ୱାସଯୋଗ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri