ସମ୍ପାଦକୀୟ

ଶିକ୍ଷାରେ ଦକ୍ଷତା

ହରିଶଙ୍କର ମିଶ୍ର କିଛିଦିନ ପୂର୍ବରୁ ଏଇ ପୃଷ୍ଠାର ସମ୍ପାଦକୀୟ ନକଲି ପ୍ରମାଣପତ୍ରଧାରୀ ଠକ ଶିକ୍ଷକ ସମ୍ବନ୍ଧୀୟ ଥିଲା। ଜାଲିଆତି ଓ ଦୁର୍ନୀତି ଅନେକ ବର୍ଷରୁ ଶିକ୍ଷା ବିଭାଗକୁ କବଳିତ କରିସାରିଛି। ପୂର୍ବର ଶିକ୍ଷାଜିଲା ବା ମଣ୍ଡଳ ସ୍କୁଲ ପରିଦର୍ଶକ ଏବଂ ବର୍ତ୍ତମାନର…

ଏଇ ଭାରତରେ

ଜଣେ ମହିଳା ୨୨ ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ମହିଳାଙ୍କୁ ସଶକ୍ତ କରିବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ପ୍ରେମା ଗୋପାଳନ। ସେ ମହାରାଷ୍ଟ୍ର, ତାମିଲନାଡୁ, ବିହାର ଆଦି ରାଜ୍ୟରେ ପାଖାପାଖି ୨୦୦୦ ଗାଁରେ…

ଆଜି ‘ୟେସ୍‌’ କାଲି ‘ନୋ’

କିଛିବର୍ଷ ଧରି ଭାରତର ନେତୃତ୍ୱ କେବଳ ପରାମର୍ଶ ନୁହେଁ, ବିମୁଦ୍ରୀକରଣ ଭଳି ପଦକ୍ଷେପ ନେଇ ଦେଶବାସୀଙ୍କୁ ବାଧ୍ୟ କରୁଛନ୍ତି ବ୍ୟାଙ୍କ ମାଧ୍ୟମରେ ସବୁ ସାନବଡ଼ ଆର୍ଥିକ କାରବାର କରିବା ପାଇଁ। ଡିଜିଟାଲକୁ ଭଗବାନ ଭାବରେ ଦର୍ଶାଉଥିବା ବେଳେ ନଗଦ ଟଙ୍କାକୁ ସଇତାନ୍‌ର…

କୃଷି କ୍ଷେତ୍ରରେ ଜୀବିକାର ସନ୍ଧାନ

ଶକ୍ତି ପ୍ରସାଦ ଦାସ ଗତ ତିନି ଦଶନ୍ଧି ମଧ୍ୟରେ ଗ୍ରାମ୍ୟ କୃଷିବଳର ବେଶ୍‌ କିଛି ବଡ ଅଂଶ କୃଷି କ୍ଷେତ୍ର ଛାଡି ନିର୍ମାଣ ତଥା ଅନ୍ୟାନ୍ୟ କ୍ଷେତ୍ରକୁ ମୁହାଇଁଛନ୍ତି। ଏହା ଦର୍ଶାଉଛି କି କୃଷିକ୍ଷେତ୍ରରେ ଉତ୍ପାଦକତା ଓ ଆୟ ବଢୁନାହିଁ। ତଥ୍ୟ…

ଓଡ଼ିଶାରେ ଦୋଳଯାତ୍ରା

ଡ. ଭାଗ୍ୟଲିପି ମଲ୍ଲ ଶୀତ ସରି ସରି ଆସୁଛି। ଖରା ଧରାକୁ ମୁହାଁଇଛି। ସନ୍ଧି ସମୟ। କାଳପ୍ରବାହରେ ମଧୁମାସ। ବସନ୍ତ। ଚାରିଆଡ଼େ ଫୁଲ ଆଉ ଫୁଲ। ଗଛଗଛରେ ନୂଆପତ୍ର, ନୂଆଫୁଲର କଢ଼ି। ପବନରେ ହାଲୁକା ତାତି। ନୂଆ ପ୍ରକୃତିର ଛୁଆଁ ଦେହ…

ଏଇ ଭାରତରେ

ଆହତ ପ୍ରାଣୀମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ଭାବେ ରଖିବାରେ ସମୟ କାଟୁଥିବା ମୁମ୍ବାଇର ଜଣେ ମହିଳା ହେଉଛନ୍ତି ଫିଜା ଶାହା। ତାଙ୍କୁ ବର୍ତ୍ତମାନ ବୟସ ୫୪। ସେ ଆହତ କିମ୍ବା ରାସ୍ତାରେ ବୁଲୁଥିବା, ପରିତ୍ୟକ୍ତ ତଥା ରୋଗଗ୍ରସ୍ତ ପ୍ରାଣୀଙ୍କୁ ଉଦ୍ଧାର…

ସ୍ଥିତାବସ୍ଥାରେ ପରିବର୍ତ୍ତନ

ଆକାର ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଛଅ ବର୍ଷ ହେଲା ଶାସନ କଲେଣି। ନିଜ ଆଦର୍ଶର ପ୍ରତିଷ୍ଠା ପାଇଁ ସେ ଯେଉଁସବୁ ଖେଳ ଖେଳିଚାଲିଛନ୍ତି, ସେଥିରେ ଭାରତର କ୍ଷତି ଘଟୁଛି। ଅତିମାତ୍ରାରେ ଜାତୀୟତାବାଦୀ ଆଦର୍ଶ ମାନେ ଦେଶ ଭିତରେ ସଂଖ୍ୟାଲଘୁଙ୍କ…

ମୁଁ ସ୍ବର ଉଠାଏ

ଡ. ଗାୟତ୍ରୀବାଳା ପଣ୍ଡା ”ମୁଁ ସ୍ବର ଉଠାଏ- ତା’ର ମାନେ ନୁହେଁ ଯେ ମୁଁ ଚିତ୍କାର କରେ, ତା’ର ଅର୍ଥ ହୁଏତ ଏୟା ଯେ ଯେଉଁମାନେ କିଛି କହିପାରୁନାହାନ୍ତି ସେମାନଙ୍କୁ ମୋ ସ୍ବର ଶୁଭୁ, ମୁଁ ଏଇୟା ହିଁ ଚାହେଁ।“ ଶାନ୍ତି…

‘ଗ୍ୟାପ୍‌ ଇଙ୍କ୍‌’ ସିଇଓ

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ପୁ ରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ପୋଷାକ ପରିଚ୍ଛଦ ଓ ବ୍ୟକ୍ତିଗତ ଆବଶ୍ୟକତା ମେଣ୍ଟାଇବା ସକାଶେ ଖୁଚୁରା ପଦାର୍ଥ ଯୋଗାଉଥିବା କମ୍ପାନୀ ବିଷୟରେ ଆଲୋଚନା କଲା ବେଳେ ବିଶ୍ୱ ସ୍ତରରେ ଆଗଧାଡ଼ିରେ ଆସୁଥିବା କମ୍ପାନୀ…

ଏଇ ଭାରତରେ

ଥରେ ଜଣେ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା କହିଥିଲେ ‘ଯଦି ତୁମ ପାଖରେ କୌଣସି କାର୍ଯ୍ୟ କରିବାର ଦକ୍ଷତା ରହିଛି ତେବେ ତାହା ତୁମେ ମାଗଣାରେ କର ନାହିଁ’। କିନ୍ତୁ କେରଳର ଆଲୁଭାନିବାସୀ ସାଜି ଭାଲାସେରି ଏଥିରେ ଏକମତ ନୁହନ୍ତି। ସେ ଦିନବେଳା…

ଭିନ୍ନମତ ପାଇଁ ଜାଗା ନାହିଁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଏବେ ଗ୍ରହଣ କରାଯାଇଥିବା ଏକ ପଦକ୍ଷେପ ୨୦୧୦ରେ ମୋଦି ସରକାରଙ୍କ ପ୍ରଥମ ପାଳିରେ ଘଟିଥିବା ଅନୁରୂପ ଘଟଣାକୁ ସ୍ମରଣ କରାଇଦେଇଛି। ନୂତନ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି) ଭାବେ ସଞ୍ଜୟ କୋଠାରୀ ଏବଂ ନୂତନ କେନ୍ଦ୍ରୀୟ…

ମୁଁ କରୋନା କହୁଛି

ପ୍ରକାଶ ତ୍ରିପାଠୀ ହାଲୋ ବିଶ୍ୱବାସୀ! ମୁଁ କରୋନା କହୁଛି। କରୋନା ଭାଇରସ୍‌, ମାନେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଥିବା କୋଭିଡ୍‌-୧୯ ରୋଗ ସୃଷ୍ଟିକାରୀ ଭାଇରସ୍‌ କରୋନା। ଜଗତୀକରଣ ଯୁଗରେ ପଦାକୁ ବାହାରୁ ବାହାରୁ ମୋର ବି ଜଗତୀକରଣ ହୋଇଗଲାଣି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri