ସମ୍ପାଦକୀୟ

ଚାଙ୍ଗୀ ବନାମ ଶାଳ

ଅଜିତ କୁମାର ଦାସ ଚାଙ୍ଗୀ ଗୋଟିଏ ବିଷୁବ ମଣ୍ଡଳୀୟ ଉଦ୍ଭିଦ। ସିଙ୍ଗାପୁରରେ ଏହାକୁ ଜାତୀୟ ଐତିହ୍ୟର ମାନ୍ୟତା ଦିଆଯାଇଛି। ଶାଳଗଛ ବଂଶର ଏଇ ବୃକ୍ଷଟିର ନାମ ହୋପିଆ ସାଙ୍ଗାଲ। ସେଠାକାର ଲୋକେ ତାକୁ ଚେଙ୍ଗାଲ ପାସିର ନାମରେ ମଧ୍ୟ ଜାଣନ୍ତି। ବୃକ୍ଷଟିର…

ଏଇ ଭାରତରେ

ଝାଡ଼ଖଣ୍ଡର ଝିଅ ଶିଳ୍ପୀ ସିହ୍ନା । ଛାତ୍ର ଜୀବନରେ ସମସ୍ୟାକୁ ସାମ୍‌ନା କରି ତା’ ସମାଧାନର ବାଟ ଖୋଜୁ ଖୋଜୁ ଜଣେ ବ୍ୟବସାୟୀ ପାଲଟିଯାଇଛନ୍ତି। ମାତ୍ର ୧୧ ହଜାର ଟଙ୍କାରେ ଆରମ୍ଭ କରିଥିବା ବ୍ୟବସାୟର କାରବାର ଏବେ ୨ କୋଟି ଟଙ୍କା…

ଯେଉଁ କଥାକୁ ସେଇ କଥା

ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ବାୟତ୍ତତାକୁ ୫ ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ହଟାଇ ଦେଇଥିଲେ। ପରେ ଏହି ରାଜ୍ୟକୁ ଭାଗ କରାଯାଇ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଢ଼ାଯାଇଥିଲା। ଏନ୍‌ଡିଏ ସରକାରଙ୍କ ଏଭଳି…

ନାଗରିକତା ବନାମ ମାନବିକତା

ବୈକୁଣ୍ଠନାଥ ମିଶ୍ର ନାଗରିକତ୍ୱ ସଂଶୋଧନ ଆଇନ ପ୍ରଣୀତ ହେବା ଦିନଠାରୁ ଅନେକ ଆଲୋଚନା, ପର୍ଯ୍ୟାଲୋଚନା, ତର୍କ, ବିତର୍କ, ସପକ୍ଷ ଓ ବିପକ୍ଷବାଦୀଙ୍କ ଆନ୍ଦୋଳନ ଭାରତର ରାଜନୈତିକ ଆକାଶକୁ ଧୂମାଚ୍ଛନ୍ନ କରି ରଖିଛି। ଏହି ଆନ୍ଦୋଳନକୁ ଦେଖି ମନେହୁଏ ଏହା ଅଧିକ ରାଜନୈତିକ…

ପ୍ରବୁଦ୍ଧ ମହାପୁରୁଷଗଣ ଶରଣ୍ୟ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ପୂର୍ବ ପ୍ରବନ୍ଧରେ (ଧରିତ୍ରୀ୯ା୧) ଆମେ ଆର୍ଯ୍ୟ ପଞ୍ଚବର୍ହିଃ ବା ମୌଳିକ ହିନ୍ଦୁ ଦର୍ଶନର ପ୍ରଥମ ଶ୍ଲୋକଟି ବିଷୟରେ ଆଲୋଚନା କରିଛୁ। ଏହାର ଦ୍ୱିତୀୟ ଶ୍ଲୋକଟି ହେଲା-ପୂର୍ବେଷାମାପୂରୟିତାରଃ ପ୍ରବୁଦ୍ଧା ଋଷୟଃ ଶରଣମ୍‌, ଅର୍ଥାତ୍‌ ପୂର୍ବପୂରଣକାରୀ ପ୍ରବୁଦ୍ଧ ଋଷିଗଣଙ୍କର ଶରଣ ନେଉଅଛି।…

ଏଇ ଭାରତରେ

ସମାଜରେ ଆଧୁନିକତାର ପ୍ରଭାବ ଯେତେ ବଢିଲେ ବି ଉତ୍ତରପ୍ରଦେଶର ଏକ ଗାଁରେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇନାହିଁ। ଫତେପୁର ଜିଲା ସାରୋଲି ଗାଁରେ ଜଣେ କୃଷକ ତାଙ୍କ ମଇଁଷି ଛୁଆ ପାଇଁ ମୁଣ୍ଡନ ଉତ୍ସବ ପାଳନ କରିବା ଏହାର ଏକ…

କୋଭିଡ୍‌-୧୯

ସମଗ୍ର ବିଶ୍ୱକୁ ଆତଙ୍କିିତ କରିଥିବା କରୋନା ଭୂତାଣୁ ଅଦ୍ୟାବଧି ପ୍ରାୟ ୬ ହଜାର ବ୍ୟକ୍ତିଙ୍କ ଜୀବନ ନେଇ ସାରିଥିବା ବେଳେ ପ୍ରାୟ ୧ ଲକ୍ଷ ୬୧ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସରକାରୀ ସ୍ତରରେ ଏଭଳି ତଥ୍ୟ ଦିଆଯାଉଛି। ବେସରକାରୀ ଭାବେ…

ନାରୀ ସଶକ୍ତୀକରଣ ଓ ଗାନ୍ଧିଜୀ

ଡ. ପ୍ରଫୁଲ୍ଲ କୁମାର ସାହୁ ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ମହାମତ୍ା ଗାନ୍ଧୀ। ନାରୀ ମୁକ୍ତି ଆନ୍ଦୋଳନର ସଶକ୍ତ ପ୍ରବକ୍ତା। ତାଙ୍କ ମତରେ ସମାଜରୂପକ ଗାଡ଼ିର ଦୁଇଟି ଚକ- ନାରୀ ଓ ପୁରୁଷ। ଏ ଦୁଇଟି ଚକ ସମାନ ଭାବରେ ନ…

ଶାସନ ଯଦି ସହୃଦୟୀ ହୁଏ

ରଞ୍ଜନ କୁମାର ଦାସ କୁହାଯାଏ ସ୍ବର୍ଗରେ ଇନ୍ଦ୍ର ବଦଳନ୍ତି ସିନା, ଶଚୀ ସେମିତି ଥାଆନ୍ତି। ମର୍ତ୍ତ୍ୟରେ ସେମିତି ସରକାର ବଦଳନ୍ତି ସିନା, ପ୍ରଶାସକମାନେ ଥାଆନ୍ତି। ଶାସନ ବ୍ୟବସ୍ଥାରେ ସ୍ଥିରତା, ନିରନ୍ତରତା ଓ ଗତିଶୀଳତା ଆଣିବା ପାଇଁ ଏହା ଉଦ୍ଦିଷ୍ଟ। ତେଣୁ ଦେଶ…

ଏଇ ଭାରତରେ

ଆଶ୍ରମ ଶବ୍ଦ ଶୁଣିବା କ୍ଷଣି ଏକ ଆଧ୍ୟାମତ୍ିକ ସ୍ଥାନ କଥା ମନେପଡିଯାଏ, ଯେଉଁଠି ଦିବ୍ୟ ପରିବେଶ,ଜଣେ ଗୁରୁ ,ତାଙ୍କ ଅନୁଗାମୀଙ୍କ ଛବି ସାମ୍‌ନାକୁ ଆସିଥାଏ। କିନ୍ତୁ ମହୀଶୂରରେ ଏମିତି ଏକ ଆଶ୍ରମ ରହିଛି ଯେଉଁଠି ଆଧ୍ୟାମତ୍ିକ ଶିକ୍ଷା ନୁହେଁ, ବରଂ ପିଲାମାନଙ୍କୁ…

ଭାରତ କେତେ ସାର୍ବଭୌମ

ଆକାର ପଟେଲ ଭାରତ କେତେ ସାର୍ବଭୌମ ଏବଂ ଏହା କେତେ ପରିମାଣରେ ଯାହା ଇଚ୍ଛା ତାହା କରିପାରିବ? ତୃତୀୟ ବୃହତ୍ତମ ସେନା ଏବଂ ପଞ୍ଚମ ବୃହତ୍ତମ ଅର୍ଥନୀତି ସହିତ ଆମେ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର, ଦ୍ୱିତୀୟ ବୃହତ୍ତମ ଦେଶ ତଥା ଅସ୍ତ୍ରଶସ୍ତ୍ର…

ସାମାଜିକ ଅର୍ଥନୈତିକ ଜାତି ଗଣନା

କୁମାରସମ୍ଭବ ଶ୍ରୀବାସ୍ତବ ଭାରତର ୧.୨ ବିଲିୟନ ନାଗରିକଙ୍କ ଜୀବନର ପ୍ରତ୍ୟେକ ଦିଗକୁ ଟ୍ରାକ୍‌ କରିବା ପାଇଁ ମୋଦି ସରକାର ଏକ ସର୍ବବ୍ୟାପୀ, ଅଟୋ-ଅପ୍‌ଡେଟଯୋଗ୍ୟ ଏବଂ ସନ୍ଧାନଯୋଗ୍ୟ ଡାଟାବେସ୍‌ ସୃଷ୍ଟି କରିବାର ଶେଷ ପର୍ଯ୍ୟାୟରେ ଅଛନ୍ତି ବୋଲି ହଫ୍‌ପୋଷ୍ଟ ଇଣ୍ଡିଆ ପ୍ରତିଷ୍ଠାନ ଦ୍ୱାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri