କୂଟନୈତିକ କଳା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଜୁଲାଇରେ ଲଦାଖର ଗଲଓ୍ବାନ ଅଞ୍ଚଳ ପରିଦର୍ଶନ କରିଥିଲେ। ଲେହଠାରେ ଭାରତୀୟ ଯବାନମାନଙ୍କୁ ଉଦ୍ବୋଧନ ଦେବା ବେଳେ କହିଥିଲେ ଯେ, ବିସ୍ତାରବାଦ ଯୁଗ ଶେଷ ହୋଇଛି ଏବଂ ଏହା ଏବେ ବିକାଶର ଯୁଗ। ଚାଇନାର ନାଁ ନ…
ତଥ୍ୟ ବିଜ୍ଞାନ ଓ ଓଡ଼ିଶାର କୃଷି
ସୁକାନ୍ତ କୁମାର ପାଣିଗ୍ରାହୀ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଫଳରେ ବର୍ତ୍ତମାନର କୃଷି ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ଓଡ଼ିଶାର କୃଷି ଓ କୃଷକ ପଛରେ ପଡ଼ି ନାହାନ୍ତି। ମୃତ୍ତିକାର ସ୍ବାସ୍ଥ୍ୟ, ପାଣିପାଗ, ଫସଲ ଉତ୍ପାଦନ, ବଜାର ଚାହିଦା…
ନବ ନିରକ୍ଷର
ଡ. ସୁବାସ ଚନ୍ଦ୍ର ପାତ୍ର ସାମନ୍ତବାଦର ବିଲୋପ ତଥା ଉଦାରବାଦ ଓ ଜଗତୀକରଣର ପ୍ରଭାବରେ ସମାଜରେ କିଛି ନବ୍ୟ ଧନୀ (ନଭ୍ୟୁାରିଶ୍) ଆବିର୍ଭାବ ହେଲାପରି, ବିଡ଼ମ୍ବନା କ୍ରମେ, ଯାବତୀୟ ଶିକ୍ଷା, ଦୀକ୍ଷା ଓ ଆଧୁନିକତାର ପ୍ରସାର ଯୋଗୁ ଓ ପ୍ରଭାବ ସତ୍ତ୍ୱେ…
ଏଇ ଭାରତରେ
କର୍ପୋରେଟ ବିଶ୍ୱରେ ୧୬ ବର୍ଷ କଟାଇବା ପରେ ୨୦୧୬ରେ ଚାକିରି ଛାଡି କୃଷିକୁ ଆଦରି ନେଇଛନ୍ତି ମହାରାଷ୍ଟ୍ରର ଅନିଶ ଶାହା। ବର୍ଷକୁ ପାଖାପାଖି ୬୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଚାଷୀମାନଙ୍କୁ ବି ରୋଜଗାରର ବାଟ ଦେଖାଉଛନ୍ତି। ଅନିଶ ଏମ୍ବିଏ…
ଏକଜୁଟ ହେବାକୁ ପଡ଼ିବ
ଆକାର ପଟେଲ ଦେଶକୁ ବର୍ତ୍ତମାନ ଅନେକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ୁଛି। ପ୍ରଥମେ ସ୍ବାସ୍ଥ୍ୟରୁ ଆରମ୍ଭ କରିବା। ଶୁକ୍ରବାର (୪ ଜୁଲାଇ) ୨୨,୦୦୦ ଭାରତୀୟ କୋଭିଡ୍ ପଜିଟିଭ ଥିବା ଜଣାପଡ଼ିବା ସହ ୪୪୦ରୁ ଅଧିକ ଲୋକ ଏହି ମହାମାରୀରେ ମୃତ୍ୟୁବରଣ କରିଛନ୍ତି।…
ଦ୍ୱିତୀୟ ଈଶ୍ୱର
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ସମସ୍ତ ମାନବୀୟ ଅବିଗୁଣର ଊର୍ଦ୍ଧ୍ୱରେ ଥିବା ସତ୍ତାର ନାମ ବୋଧହୁଏ ଈଶ୍ୱର। ଈଶ୍ୱର ଚିରକାଳ ମଙ୍ଗଳମୟ। ତାଙ୍କୁ ମାନୁଥିବା କି ଅବଜ୍ଞା କରୁଥିବା, ତାଙ୍କୁ ଭକ୍ତି କରୁଥିବା ବା ଗାଳି ଦେଉଥିବା ସମସ୍ତଙ୍କ ପାଇଁ…
ସିଭିଲ ସର୍ଭ୍ୟାଣ୍ଟରୁ ପ୍ରଧାନମନ୍ତ୍ରୀ
ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଡୁଆର୍ଡ ଫିଲିପ୍ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁ ୩ ଜୁଲାଇରେ ଜିନ୍ କାଷ୍ଟେକ୍ସଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ସେ ଏଡୁଆର୍ଡ ଫିଲିପ୍ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ କିଛିଦିନ…
ଏଇ ଭାରତରେ
ଲୋକଙ୍କୁ ସଚେତନ କରିବା ଲାଗି ରାମଭାଇ ଚରଣ ୫୦,୦୦୦ ଚିଠି ଲେଖି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଗୁଜରାଟର ସାବରକନ୍ଥ ଜିଲାର ଏକ ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକ ଥିଲେ। ଏବେ ଅବସର ନେଇସାରିଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ ୬୨। ରାମଭାଇ…
ଏଇ ଭାରତରେ
କୋଭିଡ୍-୧୯ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକମାନେ। କାମଧନ୍ଦା ହରାଇ ଏମାନେ ରୋଜଗାରଶୂନ୍ୟ ହୋଇଯାଉଥିବାବେଳେ ଅରୁଣାଚଳ ପ୍ରଦେଶର ଆଇଏଏସ୍ ଅଧିକାରୀ ଦେବାଂଶ ଯାଦବ ହଜାର ହଜାର ମହିଳାଙ୍କୁ ବିଭିନ୍ନ ମାଧ୍ୟମରେ କାମ ଯୋଗାଇ ଦେଉଛନ୍ତି। ସେ ଏବେ ଚାଙ୍ଗଲାଙ୍ଗ ଜିଲାରେ…
ଅନ୍ଲାଇନ ଶିକ୍ଷା: ସମସ୍ୟା ଓ ସମାଧାନ
ଡ. ଜ୍ୟୋତି ପ୍ରକାଶ ମହାପାତ୍ର କରୋନା ମହାମାରୀ ଆରମ୍ଭ ହେବା ପରେ ପରେ ସାରା ରାଜ୍ୟରେ ବିଦ୍ୟାଳୟଗୁଡ଼ିକ ମାର୍ଚ୍ଚ ମାସ ଅଧାରୁ ବନ୍ଦ ରହିଛି। ତାହା କେବେ ଖୋଲିବ, ସେ ସମ୍ପର୍କରେ କେହି ସ୍ପଷ୍ଟ ଭାବେ କହୁ ନାହାନ୍ତି। ଫଳରେ ରାଜ୍ୟରେ…
ନେଡ଼ିଗୁଡ଼ କହୁଣିକୁ ବୋହିଗଲା ପରେ
ଉପେନ୍ଦ୍ର ବିଶ୍ୱାଳ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟର କଥା। ସେତେବେଳେ ଆମେରିକା ଅଧୀନ ଥିଲା ଜାପାନ। ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା ତା’ ଆର୍ଥିକ ସ୍ଥିତି ଓ ବେପାର ବଣିଜ। କାଲିଫର୍ନିଆର ସୁସ୍ବାଦୁ କମଳା ଶୋଭା ପାଉଥାଏ ଜାପାନ ବଜାରରେ। ମାଆମାନଙ୍କ…
ଖର୍ଚ୍ଚ କମାଇବ ରେଲ୍ଓ୍ବେ
କୋଭିଡ୍-୧୯ ମହାମାରୀ ଯୋଗୁ ରେଲ୍ଓ୍ବେର ଆୟ ଗୁରୁତର ଭାବରେ ହ୍ରାସ ପାଇଛି। ତେଣୁ ଏହା ନାନା ଉପାୟରେ ଖର୍ଚ୍ଚକାଟ କରିବାକୁ ନିଷ୍ପତ୍ତି ନେଇଛି। ସେଥି ମଧ୍ୟରେ ନୂତନ ପଦବୀ ସୃଷ୍ଟି ଉପରେ ରୋକ ଲଗାଇବାଠାରୁ ଆରମ୍ଭକରି ଓ୍ବାର୍କଶପ୍ଗୁଡ଼ିକରେ ଯେତିକି ନିହାତି ଆବଶ୍ୟକ…
Archives


