ଏଇ ଭାରତରେ

ପେସାରେ ଅଟୋଚାଳକ ହେଲେ ମଧ୍ୟ ହୃଦୟରେ ସେବାର ସ୍ଥାନ ବହୁ ଉଚ୍ଚରେ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଅକ୍ଷୟ ସଞ୍ଜୟ କୋଥଓ୍ବାଲେ। ପୁଣେରେ ରହନ୍ତି ଓ ଅଟୋ ଚଳାଇ ଗୁଜରାଣ ମେଣ୍ଟାନ୍ତି। କିନ୍ତୁ ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେବା ପରେ ସଞ୍ଜୟ ତାଙ୍କ ବିବାହ ପାଇଁ ସଞ୍ଜିତ ୨ ଲକ୍ଷ ଟଙ୍କାକୁ ଗରିବଙ୍କ ସେବାରେ ଉପଯୋଗ କରିଛନ୍ତି। ମହାମାରୀର ତାଡ଼ନାରେ ଜୀବିକା ହରାଇ ଅସହାୟ ହୋଇପଡ଼ିଥିବା ୧,୫୦୦ ପରିବାରକୁ ଖାଦ୍ୟ ଯୋଗାଇ ଦେଇଛନ୍ତି। କେବଳ ଏତିକି ନୁହେଁ, ସେ ଏବେ ସୁଦ୍ଧା ବିଭିନ୍ନ ଉତ୍ସରୁ ଦାନ ସୂତ୍ରରେ ପ୍ରାପ୍ତ ଟଙ୍କାରେ କାମଧନ୍ଦା ହରାଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ଦୈନିକ ଖାଦ୍ୟ ପୁଡିଆ ବାଣ୍ଟୁଛନ୍ତି। ଏହା ସହ ସଞ୍ଜୟ ଲୋକମାନଙ୍କୁ ଜରୁରୀ ସମୟରେ ହସ୍ପିଟାଲକୁ ନେବା ଆଣିବା କରିବା ପାଇଁ ଦିନ ରାତି ୨୪ ଘଣ୍ଟିଆ ସେବା ମଧ୍ୟ ଯୋଗାଇ ଦେଉଛନ୍ତି। ସେ ଅଟୋରେ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ନେବା ଆଣିବା କରୁଛନ୍ତି। ଯେତେ କଷ୍ଟ ହେଲେ ମଧ୍ୟ ସଙ୍କଟ ସମୟରେ ଲୋକମାନଙ୍କୁ ସାହାଯ୍ୟ ଜାରି ରଖିବେ ବୋଲି ନିଶ୍ଚିତ ଅଛନ୍ତି ସଞ୍ଜୟ।


Enter your email to get our daily news in your inbox.

All Right Reserved By Dharitri.Com

କଳା କଳଙ୍କ-କଳହ

ରଞ୍ଜନ କୁମାର ଦାସ କଳାର ସୃଷ୍ଟି ଯେ କାଳେକାଳେ କଳାକାରର ଜ୍ୱଳନ, ପୀଡ଼ନ, ବ୍ୟଥା ଓ ବେଦନାରୁ ଜାତ ଏକଥା ସର୍ବଜନସ୍ବୀକୃତ। ବୋଧହୁଏ ଏ ନିରବିଧି...

କୀଟପତଙ୍ଗରୁ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରକୃତିରେ କୌଣସି କ୍ଷତିକାରକ କୀଟପତଙ୍ଗ (ପେଷ୍ଟ) ବା ଅବାଞ୍ଛିତ ଘାସ (ଓ୍ବିଡ୍‌) ନାହିଁ। କିନ୍ତୁ ମଣିଷ ନିଜ ପାଇଁ ଖାଦ୍ୟ...

ଋଣ ପରିଶୋଧ

ରଞ୍ଜନ କୁମାର ଦାସ ଭାରତୀୟ ପ୍ରଶାସନିକ ସେବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିକଟରେ ଚଣ୍ଡିଗଡ଼ ଯାଇଥିଲି। ମାସେକାଳ ଧରି ଚାଲିବାକୁ ଥିବା ଏହି...

ସମ୍ପାଦକୀୟ/ ବାଉଳା ବିକାଶ

ନୀତି ଆୟୋଗ ପକ୍ଷରୁ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚକାଙ୍କ ୨୦୧୯-୨୦କୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାନ୍ତ ୩୦ ଡିସେମ୍ବରରେ ଉନ୍ମୋଚନ...

ଏଇ ଭାରତରେ

ବହୁ ସମୟରେ ତୃଣମୂଳ ସ୍ତରରେ କେତେକ କୃଷକ ଚାଷରେ କିଛି ଅଭିନବ ପଦ୍ଧତି ଆପଣାଇ ଫସଲ ଉପତ୍ାଦନ କରିଥାଆନ୍ତି; ଯାହା ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ...

ଜଙ୍ଗଲର କୋହ

ସଂପ୍ରତି ଅଷ୍ଟ୍ରେଲିଆ ମହାଦେଶରେ ବିସ୍ତୀର୍ଣ୍ଣ ଜଙ୍ଗଲ ଅଞ୍ଚଳ ଅଗ୍ନିର ପ୍ରକୋପରେ ଧ୍ୱଂସ ହେଉଥିବାର ଘଟଣା ସାରା ବିଶ୍ୱ ପାଇଁ ଉକତ୍ଟ ଚିନ୍ତାର କାରଣ ହୋଇଛି। ଗତ...

ଏଇ ଭାରତରେ

ଗାଁର ଜଣେ ସାଧାରଣ ଯୁବକ ହେଲେ ବି ତାଙ୍କ ଅସାଧାରଣ ପ୍ରତିଭା ଅନେକଙ୍କୁ ବିସ୍ମିତ କରିଛି। ତେଲଙ୍ଗାନାର ଏହି ଯୁବକ ଜଣକ ହେଉଛନ୍ତି ୩୦ ବର୍ଷୀୟ...

ବର୍ମାର ବୀରା କନ୍ୟା

ମ୍ୟାନ୍‌ମାର (ବର୍ମା)ରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ୧ ଫେବୃୟାରୀ ୨୦୨୧ରେ ପ୍ରତ୍ୟାଖ୍ୟାନ କରି ସେନା ଶାସନକୁ ହାତକୁ ନେବା ପରଠାରୁ ସେଠାକାର ଜନଜୀବନ ଅସ୍ତବ୍ୟସ୍ତ...

Advertisement
Archives

Model This Week