ଲାଞ୍ଚଖିଆ ସୁଧୁରିଯାଅ
ଲଳିତେନ୍ଦୁ ପଲାଉରୀ ଆମ ଦେଶର ଆଇନକାନୁନ୍ ବ୍ୟବସ୍ଥାରେ ରହିଛି ଲାଞ୍ଚ ନେବା ଓ ଲାଞ୍ଚ ଦେବା ଧର୍ତ୍ତବ୍ୟ ଅପରାଧ। ଏଥିପାଇଁ ୭ ବର୍ଷରୁ ଊଦ୍ଧର୍ବ ସମୟ ଜେଲଦଣ୍ଡ ଓ ଜରିମାନାର ପ୍ରାବଧାନ ରହିଛି । ତେବେ ଏସବୁ ନିୟମ ସତ୍ତ୍ୱେ ଉଭୟ…
ଏଇ ଭାରତରେ
ବିଭିନ୍ନ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରାଯିବା ପାଇଁ ଅନେକ ଉପାୟ ସାମ୍ନାକୁ ଆସିଥିଲେ ବି ଏବେ କାଗଜ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରିବା ଲାଗି ଏକ ପ୍ରକାର ଥ୍ରି-ଇନ୍-ଓ୍ବାନ୍ ଷ୍ଟୋଭ୍ ନିର୍ମାଣ କରିଛନ୍ତି କେରଳର ଅବଦୁଲ କରିମ୍। ଲକ୍ଡାଉନ…
ଏକ ଆହ୍ବାନ
ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ) ଜାନୁୟାରୀ ୨୯ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇ ପେବୃୟାରୀ୧ରେ ବଜେଟ ଉପସ୍ଥାପନ ହେବ ବୋଲି ସୁପାରିସ କରିଛି। ଏହି ଅଧିତ୍ବେଶନରେ ଆସିବାକୁ ଥିବା ବଜେଟ କେନ୍ଦ୍ର ସରକାରଙ୍କ ଶକ୍ତି ପରୀକ୍ଷା କରିବ,…
ପ୍ରାଣୀମାନଙ୍କ ମିଥ୍ୟାଚାର, ମିଳନ ଓ ନିଶାଭ୍ୟାସ
ମାନେକା ଗାନ୍ଧୀ ଏକ ଗବେଷଣାରୁ ଜଣାପଡିଛି ଯେ, ଦିନକୁ ଲୋକମାନେ ଅତି କମ୍ରେ ଥରେ ମିଛର ଆଶ୍ରୟ ନିଅନ୍ତି ବା ଛଳ କରନ୍ତି। କିନ୍ତୁ ଏହି ସଂଖ୍ୟା ସମ୍ଭବତଃ ମିଛ। ତେବେ ପୃଥିତ୍ବୀରେ ମିଥ୍ୟାଚାର ବା ଛଳ କରିବାରେ ମଣିଷ ଏକମାତ୍ର…
କୁମ୍ଭୀର କାନ୍ଦଣା କାହିଁକି
ଡ. ଗୌରାଙ୍ଗ ଚରଣ ରାଉତ କାଳେ କାଳେ କୃଷକମାନଙ୍କର କରୁଣ ଏବଂ କଷଣର କାହାଣୀ କାହାରିକୁ ଅଛପା ନୁହେଁ। ‘କୃଷିକାର ପ୍ରାୟ କୃଶ କରି କାୟ ଲାଭ ଶ୍ରମକୁ ପାଇଲୁ’ ଦୀନ କୃଷ୍ଣ ଦାସଙ୍କ କୃତ ରସ କଲ୍ଲୋଳର ଉକ୍ତ ଉକ୍ତିରୁ…
ଜରା ଜୀବନ
ମୋହନ ଚରଣ ବିଷି ଶରୀର ପରିବର୍ତ୍ତନର ଏକ ଅବସ୍ଥା ଜରା। ଏହି ସମୟରେ ଶରୀର ଦୁର୍ବଳ ଓ ଶିଥିଳତା ପଡ଼ିଥାଏ। ଛୋଟ ପିଲାର ମନପରି ବୟସ୍କ ବ୍ୟକ୍ତିର ମନ। ଦୀର୍ଘ ବର୍ଷର ଅଭିଜ୍ଞତାରୁ ସମସ୍ତଙ୍କୁ କିଛି କିଛି କହିବାକୁ ଇଚ୍ଛା କରିଥାନ୍ତି।…
ଏଇ ଭାରତରେ
ଡି. ଶିବନ ଡାକ ବିଭାଗରେ ତାଙ୍କ ଚାକିରି କାଳରେ ଦୀର୍ଘ ୩୫ ବର୍ଷ ଧରି ନଦୀ, ନାଳ, ବଣ, ପାହାଡ଼ ପାରହୋଇ ନିଜ କର୍ତ୍ତବ୍ୟ ପାଳନ କରି ନିକଟରେ ଅବସର ଗ୍ରହଣ କରିଛନ୍ତି। ଏବେ ତାଙ୍କ ବୟସ ୬୫। ଅବସର ନେବା…
ଏଇ ଭାରତରେ
ଦେଶରେ ଅନେକ ବ୍ୟକ୍ତି କିମ୍ବା ସଂସ୍ଥା କ୍ୟାନ୍ସର ରୋଗୀମାନଙ୍କ ପାଇଁ କେଶ ବା ଚୁଟି ସଂଗ୍ରହ ଅଭିଯାନ ଚଳାଇଥିବାବେଳେ ଦିଲ୍ଲୀର ଦୁଇ ଭାଇ ରୋଗୀମାନଙ୍କୁ କେମୋ କ୍ୟାପ୍ ତିଆରି କରି ବାଣ୍ଟୁଛନ୍ତି। ଦିଲ୍ଲୀର ଏହି ଦୁଇ ଭାଇ ହେଉଛନ୍ତି ସମର୍ଥ ନାଥ…
ଚାଟୁକାରଙ୍କ ଜିଭ
ରୁଦ୍ର ପ୍ରସନ୍ନ ରଥ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ହେଉଛି ଯେ କୌଣସି ମଣିଷର ମୌଳିକ ଆବଶ୍ୟକତା। ଏ ପୃଥିବୀରେ ବଞ୍ଚିବାପାଇଁ ଏତିକି ନିହାତି ଆବଶ୍ୟକ। ତେବେ ମଣିଷ ଖାଲି ବଞ୍ଚି ରହିଲେ ଚଳିବ ନାହିଁ, ମଣିଷକୁ ପ୍ରଗତି ପଥରେ…
ରକ୍ତ, ବୀର୍ଯ୍ୟର ଦାଗ ଓ ଫରେନ୍ସିକ୍ ସାଇନ୍ସ
ସହଦେବ ସାହୁ ଦେୱାନୀ ମକଦ୍ଦମାର ଆରମ୍ଭ ହୁଏ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଜମିବାଡି ବା ସମ୍ପତ୍ତି ଉପରେ କଳିରୁ, ତେଣୁ ସରକାର ମକଦ୍ଦମା-ପରିଚାଳନା ଦାୟିତ୍ୱ ନିଅନ୍ତି ନାହିଁ। ସମାଜରେ ଯେଉଁମାନେ ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରନ୍ତି ସେମାନଙ୍କୁ ଜବତ କରିବା…
ମୂଳୁ ମାଇଲେ
ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ନୂଆ ପାର୍ଲାମେଣ୍ଟ କମ୍ପ୍ଲେକ୍ସ ନିର୍ମାଣକୁ ସୁପ୍ରିମକୋର୍ଟ ୫ ଜାନୁୟାରୀ ୨୦୨୧ରେ ଅନୁମତି ଦେଇଛନ୍ତି। ଜଷ୍ଟିସ୍ ଏ. ଏମ୍. ଖାନ୍ଓ୍ବିଲକର ଓ ଜଷ୍ଟିସ୍ ଦିନେଶ ମାହେଶ୍ୱରୀ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ସପକ୍ଷରେ ରାୟ ଦେଇଥିବା ବେଳେ ଜଷ୍ଟିସ୍…
ବୃତ୍ତିଗତ ଶିକ୍ଷାରେ ସ୍ଥାନ ସଂରକ୍ଷଣ
ଅଧ୍ୟାପକ ଶରତ କୁମାର ଦାସ ସରକାରୀ ବିଦ୍ୟାଳୟଗୁଡ଼ିକରେ ଯେଉଁ ବିଦ୍ୟାର୍ଥୀମାନେ ଅଧ୍ୟୟନ କରୁଥିବେ ସେମାନଙ୍କ ପାଇଁ ବୃତ୍ତିଗତ ଶିକ୍ଷା ଯଥା ଇଞ୍ଜିନିୟରିଂ ଓ ଡାକ୍ତରୀ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରାଯିବ ବୋଲି ୨୦୨୦ର ଶେଷ କ୍ୟାବିନେଟରେ ରାଜ୍ୟ ସରକାର ଏକ…
Archives


