ଏଇ ଭାରତରେ
ଚାର୍ଜ ବାବଦରେ ମାତ୍ର ୫୦ ଟଙ୍କା ଖର୍ଚ୍ଚ କଲେ ଇ-ସାଇକେଲ ଯାଉଛି ୧୦୦୦କି.ମି. । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ। ଏହି ସାଇକେଲକୁ ଯେ କୌଣସି ସ୍ଥାନରେ ଫୋନ୍ କିମ୍ବା ଲାପ୍ଟପ୍ ଭଳି ଚାର୍ଜ୍ କରାଯାଇପାରୁଛି। ପୁଣେର ଇଭି…
ସ୍ଥାନୀୟ ଲୋକଙ୍କୁ ସାମିଲ କର
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି। ଭୟଙ୍କର ବନାଗ୍ନି ଗତ ସପ୍ତାହେ ଧରି ଖବରର ଶୀର୍ଷକ ହେଇ ଆସିଛି ଏବଂ ଏହା ଏବେ ବି ଜାରି ରହିଛି। ଏହା ଦ୍ୱାରା ସୃଷ୍ଟି ହୋଇଥିତ୍ବା ଅତି…
ପ୍ରାଣୀ ଓ ପରିବେଶ ଉପଯୋଗୀ ନିବେଶ
ମାନେକା ଗାନ୍ଧୀ ଭାରତର ସବୁଠୁ ସମୃଦ୍ଧ ସମୁଦାୟ (ଜୈନମାନେ) ଏବଂ ଅମ୍ବାନୀ, ବିର୍ଲା, ଜିନ୍ଦଲ, ଓସ୍ଓ୍ବାଲ, ମୁଞ୍ଜାଲ, ହିନ୍ଦୁଜା, ଅଦାନୀ ଭଳି ପ୍ରତିଷ୍ଠିତ ବିଜ୍ନେସ ପରିବାରଗୁଡ଼ିକ ସମସ୍ତେ ଶାକାହାରୀ-ଏହା ଏକ ସଂଯୋଗ ହୋଇ ନ ପାରେ ବୋଲି ମୁଁ ସବୁବେଳେ ମାନି…
ଶିବରାତ୍ରିର ରହସ୍ୟ
ଜଗଦାନନ୍ଦ ଜୀ ଶିବ ପୁରାଣର କୋଟିରୁଦ୍ର ସଂହିତାରେ ଉଲ୍ଲେଖ କରାଯାଇଛି ଶିବରାତ୍ରି ବ୍ରତ ଭକ୍ତ, ସାଧକ, ଉପାସକ ପୂଜା ଅନୁଷ୍ଠାନ କରିବା ଦ୍ୱାରା ଭୋଗ ଓ ମୋକ୍ଷ ପ୍ରାପ୍ତିର ଅଧିକାରୀ ହୋଇଥାଏ। ଏକଦା ବ୍ରହ୍ମା,ବିଷ୍ଣୁ ତଥା ପାର୍ବତୀ ମହାନ୍ ଶିବରାତ୍ରିର ପୁଣ୍ୟଫଳ…
ସୋସିଆଲ ମିଡିଆ ପାଇଁ ଲକ୍ଷ୍ମଣରେଖା
ବିଜନ କୁମାର ମହାପାତ୍ର କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମର ଦୁରୁପଯୋଗ ରୋକିବା ପାଇଁ ଜାରି କରିଛନ୍ତି ନୂଆ ମାର୍ଗଦର୍ଶିକା। ଫେବୃୟାରୀ ୨୫ ତାରିଖରେ ଭାରତ ସରକାର ସୂଚନା ପ୍ରଯୁକ୍ତି (ଗାଇଡଲାଇନ୍ସ ଫର୍ ଇଣ୍ଟରମିଡିଆରିଜ୍ ଓ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍)…
ଏଇ ଭାରତରେ
ପ୍ରଶାସନିକ କାର୍ଯ୍ୟର ବ୍ୟସ୍ତତା ମଧ୍ୟରେ ଅଦରକାରୀ ପ୍ଲାଷ୍ଟିକ ବୋତଲରେ ଏକ ପାଇଖାନା ନିର୍ମାଣ କରିବାରେ ଆସାମର ଆଇଏଏସ୍ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ଏମ.ଏସ୍ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପାଇଖାନା ନିର୍ମାଣ ହୋଇଛି ୫୦୦ ଏବଂ ୧ ଲିଟର ବିଶିଷ୍ଟ ୮,୦୦୦ରୁ ଅଧିକ…
ଏଇ ଭାରତରେ
ଲକ୍ଡାଉନ୍ ସମୟରେ ଅନେକ ବ୍ୟକ୍ତି ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇବାଠାରୁ ଆରମ୍ଭ କରି ଘରେ ପହଞ୍ଚାଇବା ଯାଏ କାର୍ଯ୍ୟ କରିଛନ୍ତି। କିନ୍ତୁ ଏହି ସମୟରେ ସମ୍ପୂର୍ଣ୍ଣ କ୍ଷତି ସହୁଥିତ୍ବା କୃଷକମାନଙ୍କ ପାଇଁ ଠିଆ ହୋଇଥିଲେ ଚଣ୍ଡିଗଡ଼ର ରୁଚିତ ଗର୍ଗ। ଲକ୍ଡାଉନ୍ରେ ସେ…
ଜଙ୍ଗଲ ନିଆଁ ଓ ଜନ ସହଭାଗିତା
ଘାସିରାମ ପଣ୍ଡା ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ନୂଆ କଥା ନୁହେଁ। ପିଲାବେଳେ ରାତିରେ ଦୂର ପାହାଡ଼ର ନିଆଁ ଦେଖି କ’ଣ ବୋଲି ପଚାରିଲେ ବୟସ୍କ ଲୋକେ ଥଟ୍ଟାରେ ‘ମାଙ୍କଡ଼ ବିହା’ ବୋଲି କହୁଥିଲେ। କହିବାବାହୁଲ୍ୟ ଜଙ୍ଗଲରେ ମାଙ୍କଡ଼ଙ୍କ ବାହାଘର…
ଶ୍ରମିକଙ୍କୁ ଉପେକ୍ଷା କାହିଁକି
ଡ. ଅସୀମା ସାହୁ ଆମ ଦେଶର ଅର୍ଥନୀତି ଶ୍ରମିକଙ୍କ ଶ୍ରମଦାନ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ। ସେନ୍ସସ୍ ଆଣ୍ଡ ଇକୋନମିକ୍ ଇନ୍ଫର୍ମେଶନ୍ ସେଣ୍ଟରର ୨୦୨୦ ରିପୋର୍ଟ ଅନୁସାରେ ଭାରତରେ ପାଖାପାଖି ୫୦ କୋଟି ୧୦ ଲକ୍ଷ ଶ୍ରମିକ ଅଛନ୍ତି। ସେଥିରୁ…
ନିର୍ଦ୍ଦୋଷରେ ଏତେ ବର୍ଷ
ଆମେରିକାର ଏକ ବେସରକାରୀ ସଙ୍ଗଠନ ‘ଫ୍ରିଡମ୍ ହାଉସ୍’ ନିକଟରେ ଏକ ରିପୋର୍ଟରେ ଭାରତକୁ ସ୍ବାଧୀନ ସ୍ତରରୁ ଆଂଶିକ ସ୍ବାଧୀନ ସ୍ତରକୁ ଖସାଇଦେଇଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ରାଜନୈତିକ ଅଧିକାର ଓ ସ୍ବାଧୀନତା ସମ୍ପର୍କରେ ଏହି ସଂସ୍ଥା ତଥ୍ୟ ସଂଗ୍ରହ କରି ରିପୋର୍ଟ…
ସାଧାରଣରୁ ଅସାଧାରଣ
ଡ. ନିଖିଳାନନ୍ଦ ପାଣିଗ୍ରାହୀ ତିନି ଜଣ ବିଖ୍ୟାତ ବ୍ୟକ୍ତି। ଶକୁନ୍ତଳା ଦେବୀ (୧୯୨୯-୨୦୧୩), ଆଇନ୍ଷ୍ଟାଇନ (୧୮୭୯-୧୯୫୫) ଓ ଆଚାର୍ଯ୍ୟ ରଜନୀଶ (ବହୁ ପରିଚିତ ନାମ ଓଶୋ, ୧୯୩୧-୧୯୯୦)। ଇନ୍ଦ୍ରିୟାତୀତ ସନ୍ଦେଶ ସଂପର୍କରେ ସେମାନଙ୍କ ମତ ଏଠାରେ ପ୍ରଣିଧାନ କରାଯାଇଛି। ଆମ ଶରୀରରେ…
ମୃତ୍ୟୁପଥରେ ନଦୀ
ବିଚିତ୍ର ବିଶ୍ୱାଳ ଖରାଦିନେ ଟୋପାଏ ପାଣି ପାଇଁ ବ୍ୟସ୍ତ ହେଉଥିବା ଆମ ଦେଶ ବର୍ଷାର ଆରମ୍ଭରେ ପାଣିର ବହୁଳତାରେ ଚିତ୍କାର କରୁଥିବାର ଆମେ ଦେଖୁଛେ। ଖରାଦିନେ ଶୂନ୍ୟଗର୍ଭା ଥିବା ନଦୀଗୁଡ଼ିକ ବର୍ଷାଦିନେ ଅସମ୍ଭବ ଭାବେ ଫୁଲି ଉଠୁଛନ୍ତି। ମରୁଡ଼ିର ଶିକାର ହେବା…
Archives


