‘ଅନୁପ୍ରବେଶ’କୁ ଅନୁମତି
ଆମ ପଡ଼ୋଶୀ ରାଜ୍ୟଗୁଡ଼ିକ ଆମ ଅଞ୍ଚଳକୁ ଜବରଦଖଲ ବା ଅନୁପ୍ରବେଶ କରିବାରେ ଲାଗିଛନ୍ତି। ସୀମାନ୍ତ ଗ୍ରାମଗୁଡ଼ିକର ଅଧିବାସୀଙ୍କୁ ମନ ଭୁଲାଣିଆ କଥା କହି, ସୁବିଧା ସୁଯୋଗ ଦେଇ ସେମାନେ ଅନୁପ୍ରବେଶ କରିବା ଖବର ରାଜ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ଏକ ସାଧାରଣ…
ଶାକାହାରୀ ହେବା ସବୁଠୁ ଭଲ
ମାନେକା ଗାନ୍ଧୀ ଲୋକମାନେ ଅନେକ ଶତାବ୍ଦୀ ଧରି ଭେଜେଟାରିଆନ ବା ଶାକାହାରୀ ରହିଆସିଛନ୍ତି, କିନ୍ତୁ ଶାକାହାରୀ ଶବ୍ଦ ୧୮୩୯ରୁ ପ୍ରଚଳିତ ହେଲା। ଯେଉଁମାନେ ଉଦ୍ଭିଦଜ ଖାଦ୍ୟ ଖାଉଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ଏହିି ଶବ୍ଦ ବ୍ୟବହାର କରାଗଲା। ଗତ ୨୦୦ ବର୍ଷ ହେବ,…
କୃଷକ ଆନ୍ଦୋଳନର ଅନ୍ତ କେବେ
ରବିନାରାୟଣ ସାମଲ କୃଷକ ଆନ୍ଦୋଳନକୁ ଚାରିମାସ ପୂରିଗଲା। ପରାଧୀନ ଭାରତର ଚମ୍ପାରଣ ଆନ୍ଦୋଳନ ପରେ ସ୍ବାଧୀନ ଭାରତର ଏହା ବୋଧେ ପ୍ରଥମ ଦୀର୍ଘକାଳୀନ ଆନ୍ଦୋଳନ। ଆନ୍ଦୋଳନ ଶେଷ ହେବାର ନଁା ଧରୁନି। ଦିଲ୍ଲୀର ପ୍ରବେଶ ପଥରେ କେନ୍ଦ୍ର ସରକାର କଣ୍ଟା ଓ…
ସ୍ବାଭିମାନର ମୁଖଶାଳା
ଡ. ପ୍ରଫୁଲ୍ଲ କୁମାର ସାହୁ କୌଣସି ମଣିଷର ପ୍ରାଣକୁ ବାଧିଲେ ସେ ଯେମିତି ଛଟପଟ ହୁଏ, ଜାତିର ପ୍ରାଣକୁ ବାଧିଲେ ସେ ବି ସେମିତି ଛଟପଟ ହୁଏ ଯନ୍ତ୍ରଣାରେ। ଏହି ଛଟପଟ ହେବା ହିଁ ଜାତିର ଆନ୍ଦୋଳନ। ଯେଉଁ ଜାତିର ପ୍ରାଣକୁ…
ଏଇ ଭାରତରେ
ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କୁ ପାଣିରୁ ଉଦ୍ଧାର କରିବାରେ ସାରା ଜୀବନ ବିତାଇଛନ୍ତି ମୁମ୍ବାଇର ମତ୍ସ୍ୟଜୀବୀ ରାଜାରାମ ଜୋଷୀ। ଗତ ୩୦ ବର୍ଷ ଧରି ସେ ନାଭିମୁମ୍ବାଇ ନିକଟସ୍ଥ କ୍ରିକ୍ରେ ଆମତ୍ହତ୍ୟା କରିବା ଲାଗି ଚେଷ୍ଟା କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ…
ଏଇ ଭାରତରେ
ପୁରୁଣା ଆମ୍ବାସାଡର କାର୍ ଏବେ ଅଲୋଡ଼ା ହୋଇଗଲାଣି। କିନ୍ତୁ ତା’ଇଞ୍ଜିନକୁ ପୁନଃ ଉପଯୋଗ କରି ଏକ ଓ୍ବିଡ୍ ରିମୁଭର (ଘାସ ବା ଦଳ ସଫା କରୁଥିବା ଯନ୍ତ୍ର) ନିର୍ମାଣ କରିଛନ୍ତି ବେଙ୍ଗାଲୁରୁର ମତ୍ସ୍ୟଜୀବୀ ଅରକ୍ଷସ୍ବାମୀ ଶମାନ୍ନା। ଏହି ମେଶିନ୍ରେ ଅନ୍ୟ ପାର୍ଟ…
ଖରାଦିନର ଆନନ୍ଦ
ଡ. କୁଳାଙ୍ଗାର ଆଜିର ଖୋଲାମେଲା ଦୁନିଆରେ କେଉଁ ଋତୁ କେଉଁଦିନ ଆସି କେତେବେଳେ ଚାଲିଯାଏ ତାହାର ହିସାବ ରଖି ହୁଏନା। ତେବେ ଖରାଦିନ କେବେଠୁ ଆସିଲା ବୋଲି ଜାଣିବା ପାଇଁ ଆମେ ଆପଣଙ୍କୁ ଗୋଟିଏ ସରଳ ଉପାୟ ବିନାମୂଲ୍ୟରେ ବତାଉଛୁ!…
ଏ କି ଆତ୍ମନିର୍ଭର ଭାରତ
ଡ. ସନ୍ତୋଷ କୁମାର ମହାପାତ୍ର ବହୁ ସମୟରେ ଶାସକ ଶ୍ରେଣୀ ଯେତେବେଳେ ପୁଞ୍ଜିପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଜନବିରୋଧୀ ପଦକ୍ଷେପ ନିଅନ୍ତି, ସେତେବେଳେ ସିଧାସଳଖ ନ କହି ମନଭୁଲାଣିଆ ସ୍ଲୋଗାନର ଖୋଳପା ମାଧ୍ୟମରେ କହିଥାନ୍ତି। ବର୍ତ୍ତମାନ ସବୁଠାରୁ ଚର୍ଚ୍ଚିତ…
ନୂତନ ନନ୍ଦିଗ୍ରାମ
ପଶ୍ଚିମବଙ୍ଗର ନନ୍ଦିଗ୍ରାମ କହିଲେ ଅନେକ ଇତିହାସ ମନେପଡ଼େ। ଟାଟାର ନାନୋ ଗାଡ଼ି ସଙ୍ଗୁରରେ ହେବ ବୋଲି ବାମପନ୍ଥୀ ସରକାର ନିଷ୍ପତ୍ତି ନେବାବେଳକୁ ଠିକ୍ ସେହି ସମୟରେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ସୃଷ୍ଟି କରାଯିବ ବୋଲି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ନିଷ୍ପତ୍ତି…
ଭୁଲ୍ ନେତୃତ୍ୱ
ଆକାର ପଟେଲ କିଛି ମାସ ପୂର୍ବେ ମୋ ଲିଖିତ ବହିଟି ପ୍ରକାଶ ପାଇଥିଲା। ଭାରତରେ ମୁଖ୍ୟତଃ ବାସ୍ତବ ତଥା ତଥ୍ୟଭିତ୍ତିକ ଏବଂ ଇତିହାସ ସମ୍ପର୍କିତ ବହି ଲେଖିବାର ସମସ୍ୟା ହେଉଛି ଅନେକେ ଏଭଳି ବହିଗୁଡ଼ିକୁ ପଢ଼ନ୍ତି ନାହିଁ। ଅନେକାଂଶରେ ବହିର ମାନ…
ଟିକା ଆଉ ଆମ ଆଚରଣ
ସହଦେବ ସାହୁ କୋଭିଡ୍ ୧୯ ଚାଲିଯିବ ନାହିଁ। ତା’ ଉପରେ ଲଗାମ ଲଗାଇବାକୁ ହେଲେ ସାରା ପୃଥିବୀର ଲୋକଙ୍କୁ ଏକ ସମୟସୀମା ଭିତରେ ଟିକା ଦେବାକୁ ହେବ। ପ୍ରଥମତଃ ଟିକା ନେଇଥିବା ଲୋକ ଦେହରେ ରୋଗ ପ୍ରତିରୋଧକ ଶକ୍ତି ପ୍ରାୟ ବର୍ଷକ…
ସ୍ବାଧୀନଚେତା ବିଚାରପତି
ପକେଟରେ ମାତ୍ର ୧୦ ଟଙ୍କା ଧରି ଟ୍ରକ୍ରେ ମାଉସୀ ଘରକୁ ପଳାଇଯିବା ପାଇଁ ତାଙ୍କୁ ପିତା ପରାମର୍ଶ ଦେଇଥିଲେ। ୧୯୭୫ ମସିହାରେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଚାରିଆଡ଼େ କୋକୁଆଭୟ ଜାତ ହୋଇଥିଲା ଯେ, ପୋଲିସ ଯେତେବେଳେ ଯାହାକୁ ଚାହିଁବ…
Archives


