ଏଇ ଭାରତରେ
ଚାକିରି ଛାଡ଼ି ଅନ୍ୟମାନଙ୍କୁ ରୋଜଗାର ଦେବାର ଲକ୍ଷ୍ୟ ନେଇ ଭିନ୍ନ ପେସା ଆପଣାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଗୁଜରାଟର ପ୍ରତୀକ ଘୋଡ ଅନ୍ୟତମ। ସେ ୧୪ ବର୍ଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରିବା ପରେ ତାହା ଛାଡ଼ି ମହୁଚାଷ କରୁଛନ୍ତି। ଏଥିପାଇଁ…
ଟିକା ଉପରେ ସନ୍ଦେହ କାହିଁକି
ଡ. ନରେନ୍ଦ୍ର ସେଠୀ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମାର୍ଚ୍ଚ ୨୦୨୦ରେ କରୋନାକୁ ଏକ ବୈଶ୍ୱିକ ମହାମାରୀ ଘୋଷଣା କରିବା ପରେ ଏହାଦ୍ୱାରା ୩୦ ଲକ୍ଷରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଲାଣି। ଏଭଳି ସଙ୍କଟ ସମୟରେ ଭାରତରେ ଟିକାକରଣ ପ୍ରକ୍ରିୟା ଯୁଦ୍ଧକାଳୀନ…
ଶ୍ରୀଫଳରୁ ଶ୍ରୀ
ରଞ୍ଜନ କୁମାର ଦାସ ନିକଟରେ ନିର୍ବାଚନ କାର୍ଯ୍ୟରେ ପର୍ଯ୍ୟବେକ୍ଷକ ଭାବେ କେରଳ ଯିବାର ସୁଯୋଗ ଆସିଥିଲା। କେରଳକୁ ଭଗବାନଙ୍କ ନିଜ ରାଜ୍ୟ ରୂପେ ଚିତ୍ରିତ କରାଯାଏ। ଏଠିକି ଆସିବା ପୂର୍ବରୁ ଏହାକୁ ଏକ ଅତିଶୟୋକ୍ତି ବୋଲି ମନେ କରୁଥିଲି। ମାତ୍ର…
ପ୍ରଚାର ବ୍ୟାକୁଳ
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କ ଟୁଇଟରରେ ଘୃଣା ବାର୍ତ୍ତା ପ୍ରଚାର କରିଥିବାରୁ ଏବେ ଏହି ସାମାଜିକ ଗଣମାଧ୍ୟମ ତାଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିଦେଇଛି। ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହିଂସା ଘଟୁଥିବାରୁ ତାହାକୁ ସେ ଭୟଙ୍କର ବୋଲି କହିଛନ୍ତି। ଏଥିପାଇଁ ସେ…
ଏଇ ଭାରତରେ
ପିଲାଦିନେ ଦୁଃଖ କଷ୍ଟ ସହିଥିବା ବ୍ୟକ୍ତି ହିଁ ଦୁଖୀ ଓ ଅସହାୟଙ୍କ ପେଟ କଥା ଚିନ୍ତା କରିପାରନ୍ତି, ଯାହା କରୁଛନ୍ତି ଦିଲ୍ଲୀର ସରିତା କଶ୍ୟପ। ନିଜ ରୋଜଗାରର ସିଂହଭାଗ ବ୍ୟୟକରି ସେ ଗୃହହୀନ, ଜରିଗୋଟାଳି ଏବଂ ଭୋକିଲା ପିଲାଙ୍କୁ ମାଗଣାରେ ଖାଇବାକୁ…
ଚିନ୍ତା ବଢ଼ାଇଛି ସଂକ୍ରମଣ
ଲଳିତେନ୍ଦୁ ପଲାଉରୀ ସାରା ଦେଶରେ କରୋନା ସଂକ୍ରମଣ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ମେଡିକାଲଗୁଡ଼ିକରେ ଅକ୍ସିଜେନ ଅଭାବରୁ ପ୍ରତିଦିନ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି। କରୋନା ଜନିତ ମୃତ୍ୟୁସଂଖ୍ୟା ଏତେ ବଢୁଛି ଯେ ଦାହ ସଂସ୍କାର ପାଇଁ ମଶାଣିରେ ସ୍ଥାନ…
କହିଲେ କୁଳ କୁଟୁମ୍ବକୁ ଲାଜ
ଅକ୍ଷୟ କୁମାର ମିଶ୍ର ମୋସମେତ ସମସ୍ତେ ଆଜି କାଠଗଡ଼ାରେ। ଗୀତା ଛୁଇଁ ଶପଥ କରି କୁହୁଛୁ, ‘ଯାହା କହିବି ସତ କହିବି, ଆଦୌ ମିଛ କହିବି ନାହିଁ।’ କିନ୍ତୁ ସଭିଏଁ ମିଛ ହିଁ କହୁଛୁ। ସତ କହିବାର ସାହସ ଆମଠି ନାହିଁ।…
ପଳାଇଲେ, ପଳାଇଲେ
ଦେଶର ୫ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏବେ ଯେଉଁ ବିଷୟରେ ଅଧିକ ଚର୍ଚ୍ଚା ଆରମ୍ଭ ହେଲାଣି ତାହା ହେଉଛି ଲକ୍ଡାଉନ୍ ବା ଶଟ୍ଡାଉନ୍। କୁହାଯାଉଛି, ଜାତୀୟ ସ୍ତରରେ ଏଭଳି କଠୋର ପଦକ୍ଷେପ ନିଆଯାଇପାରେ। ୨୦୨୦ ଉଦାହରଣକୁ ଦୃଷ୍ଟିରେ…
ମହାମାରୀରେ ବୟୋଜ୍ୟେଷ୍ଠଙ୍କ ଦାୟିତ୍ୱ
ସହଦେବ ସାହୁ ଆମକୁ ଶାସନ କରୁଥିବା ନେତାମାନେ ସମସ୍ତେ ବୟୋଜ୍ୟେଷ୍ଠ। ବୟୋଜ୍ୟେଷ୍ଠମାନେ ଧର୍ମଭୀରୁ ହୋଇଥାଆନ୍ତି। ଭୋଟରମାନଙ୍କ ଧର୍ମବିଶ୍ୱାସକୁ ଖୋରାକ ଯୋଗାଇ ପାରିଲେ ଭୋଟ ପାଇବା ସହଜ ହେବ ବୋଲି ସେମାନଙ୍କ ଧାରଣା। ତେଣୁ ସେମାନେ ସାମୂହିକ ତୀର୍ଥଯାତ୍ରାକୁ ଉତ୍ସାହିତ କରନ୍ତି। ଲୋକରୁଣ୍ଡ…
ଆସ୍ଥା ତୁଟାଇଲେଣି
ନିକଟରେ ଶେଷ ହୋଇଥିବା ୪ ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀର ବିଧାନସଭା ନିର୍ବାଚନ ଫଳ ୨ ମେ’ରେ ଘୋଷଣା ହୋଇଛି। ଭାରତବର୍ଷର ନଜର ପଶ୍ଚିମବଙ୍ଗ ଉପରେ ଅଧିକ କେନ୍ଦ୍ରିତ ଥିଲା। ଦେଶର…
ଆଇନଷ୍ଟାଇନ୍ ଓ ଭାରତୀୟ
ସୁଧିରାଜ ରାଉତ ଜଣେ ବନ୍ଧୁ ସକାଳୁ ଫୋନ୍ କରି କହିଲା, ତୋତେ ହ୍ବାଟ୍ସଆପ୍ରେ ଲିଙ୍କ୍ ପଠାଇଛି, ଦେଖେ ଆଇନଷ୍ଟାଇନ୍ ଭକ୍ତ! ଲିଙ୍କ୍ରେ ଯାଇ ଦେଖିଲି ଉକ୍ତ ଭିଡିଓଟି ବହୁଦିନ ପୂର୍ବରୁ ଦେଖିଥିବା ଭିଡିଓଟିଏ। ଭାବିଲି, ବନ୍ଧୁକୁ ଫୋନ୍ କରି କହିବି ଆତଙ୍କବାଦ…
ଏଇ ଭାରତରେ
ଗାଁର ଜଣେ ସାଧାରଣ ଯୁବକ ହେଲେ ବି ତାଙ୍କ ଅସାଧାରଣ ପ୍ରତିଭା ଅନେକଙ୍କୁ ବିସ୍ମିତ କରିଛି। ତେଲଙ୍ଗାନାର ଏହି ଯୁବକ ଜଣକ ହେଉଛନ୍ତି ୩୦ ବର୍ଷୀୟ ରାଜୁ ମୁପ୍ପାରୁପୁ। ରହନ୍ତି ଓ୍ବାରଙ୍ଗଲ ଜିଲାର ଗୋପାଳପୁରମ ଗାଁରେ। ଏବେ ସେ ମକା ଉପରେ…
Archives


