ବିଫଳ କରୋନା ମୁକାବିଲା
ବିଚିତ୍ର ବିଶ୍ୱାଳ କରୋନାର ଦ୍ୱିତୀୟ ଲହର ସାରା ଦେଶରେ ତାଣ୍ଡବ ରଚୁଛି। ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ମୃତ୍ୟୁସଂଖ୍ୟା ଅଧିକ ବଢ଼ୁଛି। ଅନେକ…
ସ୍ଥାନୀୟ ଗଣମାଧ୍ୟମର ସୁରକ୍ଷା ଲୋଡ଼ା
ମାଇକେଲ ମିର୍ନୀ ୨୦୨୧ରେ ବିଶ୍ୱ କୋଭିଡ୍-୧୯ ମହାମାରୀରୁ ମୁକୁଳିବା ଆରମ୍ଭ କରିବ। ଏଥିପାଇଁ ଅଭୂତପୂର୍ବ ବୈଜ୍ଞାନିକ ସହଯୋଗ ଓ ବୈଶ୍ୱିକ ଟିକାକରଣକୁ ସବୁ ଶ୍ରେୟ ଦିଆଯିବ। ବିଶ୍ୱ ଅର୍ଥବ୍ୟବସ୍ଥା ସଙ୍କଟରୁ ବାହାରି ଆସିବ। ଲୋକମାନେ ସେମାନଙ୍କ ସ୍ଥିତିକୁ ଫେରିବାକୁ ଅଗ୍ରସର ହେବେ।…
ଋତୁସ୍ରାବ ଓ ବାଲ୍ୟ ବିବାହ
ଘାସିରାମ ପଣ୍ଡା ଋତୁସ୍ରାବକୁ ନେଇ ସାଧାରଣରେ ବିଶେଷ ଆଲୋଚନା ହୁଏ ନାହିଁ। ପରମ୍ପରା ଓ ଧାର୍ମିକ ଧାରଣା ଦ୍ୱାରା ନିୟନ୍ତ୍ରିତ ହେବା କାରଣରୁ ଋତୁସ୍ରାବକୁ ନେଇ ଅନେକ ଭ୍ରମଧାରଣା ରହିଛି। ମହିଳାମାନଙ୍କୁ ଏହାର ପ୍ରତିକୂଳ ପ୍ରଭାବ ସହିବାକୁ ପଡୁଥିଲେ ବି ଲଜ୍ଜା…
ସାରସ୍ବତ ସମ୍ପର୍କ: ସେଦିନ ଓ ଆଜି
ଡ. ଛାୟାକାନ୍ତ ଷଡ଼ଙ୍ଗୀ ୧୯୫୩ ମସିହା ଶେଷାର୍ଦ୍ଧ ସମୟର କଥା। ସେତେବେଳେ ବିଶିଷ୍ଟ ଲେଖକ ମନୋଜ ଦାସ ଥାଆନ୍ତି ଛାତ୍ରନେତା। ସେ ପଢ଼ୁଥାଆନ୍ତି ଫକୀର ମୋହନ ମହାବିଦ୍ୟାଳୟରେ। ଥରେ ସେ ଛାତ୍ର ଫେଡେରେଶନର କୌଣସି ଏକ କାର୍ଯ୍ୟରେ ଭଦ୍ରକ ଆସିଥାଆନ୍ତି। ଛାତ୍ର…
ଲକ୍ଷ୍ମଣଙ୍କ ତିନିଗାର
ଅଭିମନ୍ୟୁ ଧଳ ସ୍ୱର୍ଣ୍ଣ ହରିଣୀକୁ ଧରିବା ପାଇଁ କୁଟୀରଠାରୁ ବହୁ ଦୂରକୁ ପଳାଇ ଯାଇଥିତ୍ବା ରାମଚନ୍ଦ୍ରଙ୍କ କଣ୍ଠସ୍ବରରେ ମାୟାବୀ ରାକ୍ଷସ ମାରୀଚ ‘ତ୍ରାହି ଲକ୍ଷ୍ମଣ, ତ୍ରାହି ଲକ୍ଷ୍ମଣ’ ଡାକିବାରୁ ବିଚଳିତା ମା’ ସୀତା ଲକ୍ଷ୍ମଣଙ୍କୁ ନାନା କଟୁକଥା କହିବା ପରେ ସୀତାଙ୍କ…
କରୋନାରେ ନିଶାସେବନର କୁପ୍ରଭାବ
ଡ. ଭାରତ ଭୂଷଣ ରଥ ଅମୂଲ୍ୟ ମାନବ ଜୀବନ। ଏହି ଜୀବନର ସୁରକ୍ଷା ମାନବର ସର୍ବପ୍ରଥମ କର୍ତ୍ତବ୍ୟ। ମାନବ ନିଜ ଜୀବନକୁ ଜିଇବାର ଏକ ସ୍ବତନ୍ତ୍ର କଳା ଅଛି। ଜୀବନ ଜିଇବାର କଳା ଆମେ ବିଭିନ୍ନ ସଦ୍ ଗ୍ରନ୍ଥ ଏବଂ ସତ୍…
ଏଇ ଭାରତରେ
କୋଭିଡ୍ ମହାମାରୀରେ ରୋଜଗାର ହରାଇଥିବା ଶ୍ରମିକ ତଥା ଅସହାୟମାନଙ୍କର ସାହାରା ପାଲଟିଛନ୍ତି ଅଙ୍କଶା ସାଡେକର। ପୁଣେରେ ରହନ୍ତି ସେ। ପୁରୁଷୋତ୍ତମ ମାଳତୀ ଫାଉଣ୍ଡେଶନ ପ୍ରତିଷ୍ଠା କରି ତା’ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଦେହଜୀବୀ, ରାସ୍ତା କଡ଼ରେ ରହୁଥିତ୍ବା ଲୋକ ଏବଂ ଅନ୍ୟ…
ଏଇ ଭାରତରେ
କରୋନା ଦ୍ୱିତୀୟ ଲହର ଏବେ ଭୟଙ୍କର ହୋଇଛି। ଦେଶରେ ଦୈନିକ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଏଭଳି ଏକ ସଙ୍କଟ ସମୟରେ ଉତ୍ତରପ୍ରଦେଶ ଏବଂ ହରିୟାଣାର ୩୫ରୁ ଅଧିକ ଦୁର୍ଗମ ଗାଁକୁ ଭୂତାଣୁ ମୁକ୍ତ କରିବା ପାଇଁ ଡ.ପ୍ରବୀଣ…
ମହାସମ୍ଭୂତି
ଡ. ଆଦିତ୍ୟ କୁମାର ମହାନ୍ତି ସମାଜରେ ମୂଲ୍ୟବୋଧର ଅବକ୍ଷୟ ଘଟିଲେ ମଣିଷକୁ ଏକ ନୂତନ ଦିଗ୍ଦର୍ଶନ ଦେବା ପାଇଁ ଧରାପୃଷ୍ଠରେ ଅବତୀର୍ଣ୍ଣ ହୁଅନ୍ତି ତାରକ ବ୍ରହ୍ମ। ୨୧ ମେ ୧୯୨୧ ମସିହାରେ ବିହାର ପ୍ରଦେଶର ଜମାଲପୁରଠାରେ ଲକ୍ଷ୍ମୀନାରାୟଣ ସରକାର ଓ…
ପରାର୍ଥ ପଥିକ
ଡ.ପ୍ରଫୁଲ୍ଲ କୁମାର ସାହୁ ମହିମା ଧର୍ମର ମହାନ୍ ଭକ୍ତ ଓ ପରମ ପ୍ରବକ୍ତା ସନ୍ଥକବି ଭୀମ ଭୋଇ। ବିଶ୍ବପ୍ରାଣତାର ଏକ ନିଃସର୍ତ୍ତ ଅଙ୍ଗୀକାର। କବିଙ୍କ ଜନ୍ମ ଜାତକ ଯେତିକି ରହସ୍ୟମୟ, କର୍ମମୟ ଜୀବନ ସେତିକି ସଂଘର୍ଷପୂର୍ଣ୍ଣ। କିଏ ତାଙ୍କୁ ଅନ୍ଧକବି…
ବ୍ୟସ୍ତ ହୁଅନାହିଁ
ଓଡ଼ିଶା ଉପକୂଳ ଅଞ୍ଚଳରେ ପ୍ରାୟତଃ ଅକ୍ଟୋବରରେ ଝଡ଼ବାତ୍ୟା ଦେଖାଦେଇ ଆସୁଥିଲା। ଗତ କିଛିବର୍ଷ ହେବ ମେ’ ମାସରେ ଅର୍ଥାତ୍ ଗ୍ରୀଷ୍ମ ସମୟରେ ବାତ୍ୟା ଆସି ବହୁ କ୍ଷୟକ୍ଷତି ଘଟାଉଛି। ମେ’ ୨୦୧୯ ‘ଫନୀ’ରେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲା ବିଶେଷ…
ଏଇ ଭାରତରେ
ସ୍ବେରେଜ ପାଇପ୍ରେ ଏକ ନିଆରା ଘର ତିଆରି କରୁଛନ୍ତି ତେଲଙ୍ଗାନାର ପିରଲା ମନସା ରେଡ୍ଡୀ। ସେ ପଞ୍ଜାବର ଲଭଲୀ ପ୍ରଫେଶନାଲ ୟୁନିଭର୍ସିଟିରୁ ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ସମ୍ନଭି କନଷ୍ଟ୍ରକ୍ସନ ଷ୍ଟାର୍ଟଅପ୍ ମାଧ୍ୟମରେ ନିର୍ମାଣ କରୁଥିବା ଏହି ଘରର ନାମ…
Archives


