ବ୍ୟକ୍ତିଗତ ଆଇନ
ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି ଯେ, ଏବକାର ସ୍ଥିତିରେ ଭାରତ ସକାଶେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ୍ କୋଡ୍ର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ପ୍ରଚଳିତ ବିଭିନ୍ନ ଧର୍ମର ବ୍ୟକ୍ତିଗତ…
ପାଠ ଓ ପରୀକ୍ଷା
ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାରୀ କରୋନା ଦେଶର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଥିଲେ ବି ସେଥିରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା। ପ୍ରାଥମିକଠୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସବୁ ଶୈକ୍ଷିକ ଅନୁଷ୍ଠାନରେ ଏବେ ସୁଦ୍ଧା ଝୁଲୁଛି ତାଲା। ଅନ୍ଲାଇନ…
କେତେ ସନ୍ତାନ
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୧ ଜୁଲାଇ ବିଶ୍ୱ ଜନସଂଖ୍ୟା ଦିବସରେ ରାଜ୍ୟ ଜନସଂଖ୍ୟା ନୀତି ଚିଠା ବିଲ୍କୁ ଉନ୍ମୋଚନ କରିଛନ୍ତି। ଏଥିରେ ଦୁଇ ସନ୍ତାନ ନୀତି ପ୍ରଚଳନ ଲାଗି ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଦୁଇ ସନ୍ତାନ ନୀତିକୁ ଉଲ୍ଲଂଘନ…
ପ୍ରାଣାୟାମରେ ବିଜ୍ଞାନ
ଡ. ନରେନ୍ଦ୍ର ସେଠୀ ଆଧୁନିକ ବିଜ୍ଞାନ ଯୁଗରେ କୌଣସି ଘଟଣାକୁ ବିନା ପରୀକ୍ଷା ନିରୀକ୍ଷା କିମ୍ବା କଠିନ ତର୍ଜମାର ନିକିତିରେ ତଉଲିବା ପରେ ଯାଇ ଗ୍ରହଣ କରାଯାଇଥାଏ। ମାନବ ଜୀବନ ବଞ୍ଚିବାର ଏକ ପ୍ରାଚୀନ ଶୈଳୀ କୁହାଯାଉଥିବା ଯୋଗ ଓ ପ୍ରାଣାୟାମକୁ…
ପ୍ୟାକେଜ ଭେଳିକି: ଧର୍ମକୁ ଆଖିଠାର
ଡ. ସନ୍ତୋଷ କୁମାର ମହାପାତ୍ର କୋଭିଡ୍ ମହାମାରୀ ହେଉଛି ଆମ ସମୟର ଭୟଙ୍କର ସ୍ବାସ୍ଥ୍ୟ ଓ ଆର୍ଥିକସଙ୍କଟ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ବୃହତ୍ ମାନବିକ ଆହ୍ବାନ। ଏହା ଭାରତ ସମେତ ସମଗ୍ର ବିଶ୍ୱ ଅର୍ଥନୀତିକୁ ଧ୍ବସ୍ତବିଧ୍ୱସ୍ତ କରିଦେଇଛି। ଏହି…
ଭୁଜତଳେ ରଖ ମହାବାହୁ
ଡା. ଅଂଶୁମାନ କର ଚାହୁଁ ଚାହୁଁ ୨୦୨୧ ରଥଯାତ୍ରା ଆସିଗଲା। କିଏ ଭାବିଥିଲା ଗତବର୍ଷ ପରି ଚଳିତବର୍ଷ ବି ‘ରଥାରୂଢ଼’ ବାମନ ଶ୍ରୀଜଗନ୍ନାଥଙ୍କୁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ନନ୍ଦିଘୋଷ ଗଡ଼େଇବାକୁ ହେବ! ଆଉ କିଏ ଜାଣୁ ଅବା ନ ଜାଣୁ କାଳିଆ-ବଳିଆ ତ…
ଏଇ ଭାରତରେ
ବୟସ ୧୭, କିନ୍ତୁ ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇ ମଦ ଦୋକାନ ବନ୍ଦ କରୁଛନ୍ତି ମଧ୍ୟପ୍ରଦେଶର ସୁରଜିତ ଲୋଧି। ସ୍ଥାନୀୟ ଲୋକଙ୍କ ଧମକକୁ ଖାତିର ନ କରି ସେ ଏହି ସାହସିକ କାର୍ଯ୍ୟ କରିଛନ୍ତି। ଲୋଧି କଲେଜର ପ୍ରଥମ ବର୍ଷ…
ବିଚାର ଆରମ୍ଭ ହୋଇନାହିଁ
ଆକାର ପଟେଲ ଭୀମା କୋରେଗାଁଓ ଘଟଣାରେ ଜାମିନ ନ ମିଳିବାରୁ କିଛି ଦିନ ପୂର୍ବେ ଷ୍ଟାନ୍ ସ୍ବାମୀଙ୍କ ଦେହାନ୍ତ ଘଟିଥିଲା। ସେ ବହୁ ଦଶନ୍ଧି ଧରି ଝାଡ଼ଖଣ୍ଡରେ ଆଦିବାସୀଙ୍କ ପାଇଁ କାମ କରୁଥିଲେ। ଏହା ପୂର୍ବରୁ ସେ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ସୋସିଆଲ…
ବିରଳ ବ୍ୟତିକ୍ରମଙ୍କ ସମ୍ପର୍କରେ
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ “ଶୁଆ ପୋଷିବାକୁ ଚାହୁଁଛ ତ ଯୁବା ଶୁଆଟିଏ ଘରକୁ ଆଣ। ବୁଢ଼ା ଶୁଆଟିକୁ ପୋଷି ତାକୁ ‘ରାମ’ ନାମ ଘୋଷାଇଲେ ସେ ରାମ ନାମ ଆୟତ୍ତ କରିବା ପୂର୍ବରୁ ହୁଏତ ମରି ଯାଇପାରେ! କମ୍…
ମାନବବାଦୀ ଅର୍ଥନୀତିଜ୍ଞ
ଭାରତବର୍ଷରେ ଅନେକ ମାତାପିତା ସେମାନଙ୍କ ଈପ୍ସିତ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇ ନ ଥିଲେ ତାହାକୁ ପିଲାଙ୍କ ଜରିଆରେ ଦେଖିବାକୁ ଚେଷ୍ଟା କରିଥାଆନ୍ତି। ଅନେକ ସମୟରେ ପିଲାର ପସନ୍ଦକୁ ଗୁରୁତ୍ୱ ଦେଇ ନ ଥାଆନ୍ତି। ଫଳରେ ଅଭିଭାବକ ଓ ପିଲାଙ୍କର…
ଏଇ ଭାରତରେ
କୃଷକଙ୍କ ବିକାଶ ପାଇଁ ଆଇଆଇଟି ଖଡଗପୁରର ପୁରାତନ ଛାତ୍ରମାନଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ସେମାନେ ‘ଇକୋଜୋନ ସଲ୍ୟୁଶନ’ ଷ୍ଟାର୍ଟଅପ୍ ମାଧ୍ୟମରେ କୃଷକଙ୍କ ପାଇଁ ଏକ ପ୍ରକାର କ୍ଷୁଦ୍ର ଶୀତଳଭଣ୍ଡାର ନିର୍ମାଣ କରିଛନ୍ତି। ୨୦୧୦ରେ ଦେବେନ୍ଦ୍ର ଗୁପ୍ତା, ପ୍ରତୀକ ସିଘଂଲ ଏବଂ ବିବେକ…
ଏଇ ଭାରତରେ
ହଜାରେ କି ଦୁଇ ହଜାର ନୁହେଁ, ୩୮,୦୦୦ ମହିଳା କୃଷକ ମରୁଡ଼ି ଅଞ୍ଚଳକୁ ଶସ୍ୟଶାମଳା କରିବା କିଛି କମ୍ କଥା ନୁହେଁ। ମହାରାଷ୍ଟ୍ରର ମରାଠାଓ୍ବାଡର ମହିଳାମାନଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ସେମାନେ ନୂତନ ଜ୍ଞାନକୌଶଳ ଉପଯୋଗ କରି ଜୈବିକ ପଦ୍ଧତିରେ…
Archives


