ସମ୍ପାଦକୀୟ

ଜାତିର ଭୂମିକା ନାହିଁ

କୋଭିଡ୍‌-୧୯ ମହାମାରୀ ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା କିଭଳି ରହିଛି ଦେଖାଇ ଦେଇଛି। କେବଳ ଶଯ୍ୟା ଓ ଅକ୍ସିଜେନ୍‌ ସିଲିଣ୍ଡର ଅଭାବ ଯୋଗୁ ଅସଂଖ୍ୟ ଲୋକଙ୍କ ଜୀବନ ଯାଇଛି ତା’ନୁହେଁ, ଗତ ଦେଢ଼ ବର୍ଷରେ ସମସ୍ତେ ପ୍ରମାଣ ପାଇଲେ ଯେ ଭାରତରେ ବଞ୍ଚିଥିବା…

ଏବେ ସମବାୟ ଉପରେ ଆଖି

କିଶୋର ଜେନା ୭ବର୍ଷରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ପୋରେଟ୍‌ ଋଣକୁ ଲିଭାଇଦେବା ନାମରେ ୯ଲକ୍ଷ ୪ହଜାର କୋଟି ଟଙ୍କାରୁ ବେଶି ପ୍ରକାରାନ୍ତରେ ଋଣଛାଡ଼ କରିଛନ୍ତି। ପ୍ରତିବର୍ଷ ସମବାୟ ସଂସ୍ଥାଗୁଡ଼ିକ ଦେଶରେ ୨୦ ଲକ୍ଷ କୋଟିରୁ…

ବୃକ୍ଷ ହିଁ ଭରସା

ଡ.ଜୟକୃଷ୍ଣ ପାଣିଗ୍ରାହୀ ଛାୟାମନ୍ୟସ୍ୟ କୁର୍ବନ୍ତି ତିଷ୍ଠନ୍ତି ସ୍ବୟମାତପେ। ଫଳାନ୍ୟାପି ପରାର୍ଥାୟ ବୃକ୍ଷାଃ ସତ୍ପୁରୁଷାଃ ଇବ।“ ଅର୍ଥାତ୍‌ ବୃକ୍ଷଗୁଡ଼ିକ ନିଜେ ଜ୍ୱଳନ୍ତ ସୂର୍ଯ୍ୟଙ୍କର ପ୍ରଚଣ୍ଡ ରୌଦ୍ରତାପରେ ଜର୍ଜରିତ ହେଉଥିଲା ବେଳେ ଅନ୍ୟମାନଙ୍କୁ ସୁଶୀତଳ ଛାୟା ପ୍ରଦାନ କରନ୍ତି। ସେମାନଙ୍କର ଫଳ, ପୁଷ୍ପ ଇତ୍ୟାଦି…

ଏଇ ଭାରତରେ

ଘର ଅଗଣାଠାରୁ ଛାତ, ଯୁଆଡ଼େ ଚାହିଁବ ପରିବା ଓ ଫୁଲ। ଏମିତି ଏକ ଅର୍ବାନ ଗାର୍ଡେନ୍‌ ବା ସହରୀ ବଗିଚା କରିଛନ୍ତି ବିହାର ରାଜ୍ୟ ଔରଙ୍ଗାବାଦର ଗଣେଶ କୁଲ୍‌କର୍ଣ୍ଣି। ପେସାରେ ସେ ଜଣେ ଲାଇବ୍ରେରିଆନ। ସେ ତାଙ୍କ ଘରେ ୪୦୦ କୁଣ୍ଡରେ…

ଦର୍ଶକ କମୁଛନ୍ତି

ଆକାର ପଟେଲ ତିନି ଦଶନ୍ଧି ମଧ୍ୟରେ ଏବେ ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍ସର ଦର୍ଶକଙ୍କ ସଂଖ୍ୟା ସବୁଠୁ କମ୍‌ ରହିଛି ବୋଲି ନିିକଟରେ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ଯଦିଓ କୋଭିଡ୍‌ ମହାମାରୀ ଯୋଗୁ ଷ୍ଟାଡିୟମରେ ଦର୍ଶକ ଉପସ୍ଥିତି ନାହିଁ, ତଥାପି ବିଶ୍ୱରେ…

ଅଶାନ୍ତ ଆଫଗାନିସ୍ତାନ

ଡ. ଶକ୍ତି ପ୍ରସାଦ ଶ୍ରୀଚନ୍ଦନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚଳିତବର୍ଷ ସେପ୍ଟେମ୍ବର ୧୧ ସୁଦ୍ଧା ଆଫଗାନିସ୍ତାନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାର ନିଷ୍ପତ୍ତି ଯୋଗୁ ଗତ ଦୁଇ ଦଶକର ଶାନ୍ତି ଓ ବିକାଶ ପ୍ରକ୍ରିୟା ସଙ୍କଟାପନ୍ନ ହେବାର ଆଶଙ୍କା…

କଳାର ମାନଚିତ୍ରକର

ଜୀବନରେ ପ୍ରସିଦ୍ଧିଲାଭ ପାଇଁ ଅଧିକ ପାଠପଢ଼ା ଏକମାତ୍ର ସୋପାନ ହୋଇ ନ ପାରେ। ପୃଥିବୀବ୍ୟାପୀ ଏହାର ଅସଂଖ୍ୟ ଦୃଷ୍ଟାନ୍ତ ରହିଛି। ଅର୍ଥାତ୍‌ ଲୌକିକ ଦୃଷ୍ଟିରୁ ଜଣେ ଉଚ୍ଚଶିକ୍ଷିତ ନ ହୋଇଥିଲେ ମଧ୍ୟ ନିଜ କାର୍ଯ୍ୟ ବା ସେବା ପ୍ରତି ଏକନିଷ୍ଠ ହେବା…

ଏଇ ଭାରତରେ

ଆଇଟି ଚାକିରି ଛାଡ଼ି ପାର୍ଥସାରଥୀ ନାରା ନିଜ ଅଞ୍ଚଳରେ କମ୍ୟୁନିଟି ଫାର୍ମିଂ ବା ଗୋଷ୍ଠୀଗତ କୃଷିର ବିକାଶ କରୁଛନ୍ତି। ନିଜର ୨୦ ଏକର ଫାର୍ମରୁ ବର୍ଷକୁ ସେ ୧ କୋଟି ଟଙ୍କା ବ୍ୟବସାୟ କରି ୧୨ ଲକ୍ଷ ଟଙ୍କା ପାଖାପାଖି ଲାଭ…

ଏଇ ଭାରତରେ

ଭାରତର ଉତ୍ତରପୂର୍ବାଞ୍ଚଳରେ ଭୂସ୍ଖଳନ ଜନିତ ଧନ ଜୀବନ ହାନିକୁ ରୋକିବାକୁ ଆଇଆଇଟି(ମଣ୍ଡି)ର ଦୁଇ ଗବେଷକ ଡ. ବରୁଣ ଦତ୍ତ ଏବଂ ଡ.କେ.ଭି.ଉଦୟ ଏକ ଡିଭାଇସ୍‌ ବା ଯନ୍ତ୍ର ବିକାଶ କରିଛନ୍ତି। ଏହାର ଦାମ କମ୍‌ ଓ ଭୂସ୍ଖଳନ ହେବା ପୂର୍ବରୁ ଏହା…

ଚାଲ ଗାଁକୁ ଯିବା

ଦ୍ୱିତୀ ଚନ୍ଦ୍ର ସାହୁ ଘରେ ପିଲା। ସ୍କୁଲରେ ତାଲା। ପିଲାଙ୍କ ନିକଟକୁ ଶିକ୍ଷା ପହଞ୍ଚାଇବା ଲାଗି ସମସ୍ତ ଚେଷ୍ଟା ପରେ ବି ସମସ୍ତଙ୍କ ନିକଟରେ ଶିକ୍ଷା ପହଞ୍ଚିପାରୁନି। ଆଧୁନିକ ବୈଷୟିକ କୌଶଳକୁ ବ୍ୟବହାର କରାଗଲେ ମଧ୍ୟ ପ୍ରତିଟି ପିଲା ସିଧାସଳଖ ଶିକ୍ଷା…

ଗଣତନ୍ତ୍ର ଉପରେ ପେଗାସସ୍‌ ଆକ୍ରମଣ

ଭାଲଚନ୍ଦ୍ର ଷଡ଼ଙ୍ଗୀ ଭାରତ ସମେତ ବିଶ୍ୱର ୫୦ଟି ଦେଶର ପଚାଶ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୋବାଇଲ୍‌ ଫୋନ୍‌କୁ ପେଗାସସ୍‌ ସଫ୍ଟୱେର ମାଧ୍ୟମରେ ହ୍ୟାକିଂ କରି ସରକାରଙ୍କ ଦ୍ୱାରା ସେମାନଙ୍କ ନଜରଦାରି କରୁଥିବାର ଖବର ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।…

ଘରୋଇକରଣ ଚିନ୍ତା

ଏୟାର ଇଣ୍ଡିଆର ଘରୋଇକରଣ ପ୍ରକିୟାକୁ ସରକାରୀ ସ୍ତରରେ ଏବଂ ବାହାରେ ଲୋକେ ଉତ୍ସୁକତାର ସହ ଲକ୍ଷ୍ୟ ରଖିଛନ୍ତି। ଜଣେ ଦକ୍ଷ ଅଧିକାରୀ ଭାବେ ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖରୋଲା ବିନିବେଶ ପ୍ରକ୍ରିୟା କିଭଳି ଶୀଘ୍ର ସମ୍ପାଦିତ ହେବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri