ସମ୍ପାଦକୀୟ

ବିଫଳତାର ଚିଠି

କୋଭିଡ୍‌ର ଦ୍ୱିତୀୟ ଲହରରେ ସରକାର ଜଟିଳ ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଉ ନ ଥିବା ଏବଂ ଏହାର ସଞ୍ଚାଳନରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ୧୬ ଜଣିଆ ସିଭିଲ ସର୍ଭ୍ୟାଣ୍ଟ ଗ୍ରୁପ୍‌ । ସେମାନେ ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଏଇ ଭାରତରେ

କୋଭିଡ୍‌ ମହାମାରୀର ମୁକାବିଲା କରିବାକୁ ମହାରାଷ୍ଟ୍ରରେ ଶିକ୍ଷକମାନଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ଅହମ୍ମଦ ନଗରର ଅକୋଲେ ଗାଁରେ ଜିଲା ପରିଷଦ ଶିକ୍ଷକମାନେ କରୋନା ମୃତ୍ୟୁ ରୋକିବା ଲାଗି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କରୋନାର ଦ୍ୱିତୀୟ ଲହରରେ ଅକୋଲେ...

ପ୍ରବାସୀ ଶ୍ରମିକ ବିକାଶକୁ ଉପଭୋଗ କରୁଛି ତ

ଇଂ. ଶକ୍ତି ପ୍ରସାଦ ଦାସ ନବେ ଦଶକରୁ ଅର୍ଥନୀତିର ଜଗତୀକରଣ ଓ ଉଦାରୀକରଣକୁ ବିଶ୍ୱର ଅଧିକାଂଶ ଦେଶ ଆପଣାଇଛନ୍ତି । କୋଭିଡ୍‌ ମହାମାରୀର ପ୍ରଭାବ ଏହାର ଏକପାଖିଆ ବିକାଶର ପରିଭାଷାକୁ ପଦାକୁ ଆଣିଛି। କୋଭିଡ୍‌ ପରବର୍ତ୍ତୀ ଦୃଶ୍ୟପଟରେ ରାଜନୈତିକ, ଅର୍ଥନୈତିକ,...

ତଥ୍ୟରେ ନିିବେଶ ଲୋଡ଼ା

ରାଜ୍‌ ଶାହା, ମାର୍କ ଲୋକୋକ୍‌ ମାର୍ଚ୍ଚ ୨୦୨୦ରେ କୋଭିଡ୍‌-୧୯ ମହାମାରୀ କାୟା ବିସ୍ତାର କରିବା ସମୟରେ ଆଫଗାନିସ୍ତାନରେ କେବଳ ୩୦୦ ଭେଣ୍ଟିଲେଟର ଏବଂ ଦୁଇଟି ଇଣ୍ଟେନ୍‌ସିଭ କେୟାର ୟୁନିଟ (ଆଇସିୟୁ) ଥିଲା। ପ୍ରାରମ୍ଭିକ ମହାମାରୀ ସମ୍ବନ୍ଧୀୟ ଅଧ୍ୟୟନ ମଡେଲଗୁଡ଼ିକ ଆକଳନ...

ବଚନ ମଧୁର ତିଳକ ସରୁ

ଡ. ଗୌରହରି ରାଉତ କାଳୁବାବୁଙ୍କ ନାଁ ଆମ ଖଣ୍ଡମଣ୍ଡଳରେ ଡାକ୍‌। ପିଲା ପେଚକାଠାରୁ ପୁରୁଖା ପର୍ଯ୍ୟନ୍ତ ଏମିତି କେହି ନାହିଁ ଯିଏ ତାଙ୍କୁ ଜାଣି ନ ଥିବେ। ସେ ଜଣାଶୁଣା କେବଳ ତାଙ୍କ ମଧୁର କଥା ପାଇଁ। ଶର ପକେଇ...

କଲେ ମଲ, ନ କଲେ ଭଲ

ରଞ୍ଜନ କୁମାର ଦାସ ଶାସନତନ୍ତ୍ରର ଦକ୍ଷତା ସଦାସର୍ବଦା ପ୍ରମାଣିତ ହୁଏ ତା’ର କର୍ମତପତ୍ରତା ଓ ତା’ର ଫଳପ୍ରସବର ମାତ୍ରାକୁ ନେଇ। ତେଣୁ ଶାସନ ବ୍ୟବସ୍ଥାରେ ନେତା ଥାଆନ୍ତୁ କି ଅଫିସର ଥାଆନ୍ତୁ, ଯଦି ସେମାନେ ସମୟର ଆହ୍ବାନ ଓ ଲୋକଙ୍କର...

ପରିବେଶକୁ କାଳ ସିନ୍ଥେଟିକ୍‌ କପଡ଼ା

ମାନେକା ଗାନ୍ଧୀ ତୁମେ ଯାହା ଖାଉଛ ତାହା କେବଳ ପୃଥିବୀ ଓ ବସବାସ କରୁଥିବା ଜୀବଙ୍କ ଜୀବନ ଶେଷ କରି ଦେଉନି, ବରଂ ଯାହା ପିନ୍ଧୁଛ ସେଥିରେ ମଧ୍ୟ ଏଭଳି ବିପଦକୁ ସାମ୍ନା କରିବାକୁ ପଡୁଛି। ପ୍ରତିଥର କପଡ଼ାର ଜିନିଷ...

ବୈଦେଶିକ ମୁଦ୍ରା

ନିମାଇଁ ଚରଣ ଲେଙ୍କା ମନୁଷ୍ୟ ଯେତେ ପାପକର୍ମ କରି ଧନ ସମ୍ପତ୍ତି ଅର୍ଜନ କରିଥାଏ, ମୃତ୍ୟୁ ପରେ କିଛି ବି ସାଙ୍ଗରେ ନେଇପାରେନାହିଁ। କେବଳ ପାପକର୍ମର ଫଳ ହିଁ ସାଥିରେ ଯାଏ। ଠିକ୍‌ ଏହିପରି ଏକ ଅଜବ ଚିନ୍ତା ଜୁଟିଥିଲା...

ଏଇ ଭାରତରେ

ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍‌ଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ ଉପ ବନ ସଂରକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। କାସୋଲ ଠାରୁ ୪୦...

ଏଇ ଭାରତରେ

କୃଷି ଛାଡ଼ି ଚାକିରି କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ଏସ୍‌.ଶିବଗଣେଶ ଚାକିରି ଛାଡ଼ି ଚାଷରେ ଲାଗିଛନ୍ତି। ୨୦୦୬ରେ ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ରାଜସ୍ଥାନର ଏକ ଆଣବିକ ଶକ୍ତି କେନ୍ଦ୍ରରେ ଚୁକ୍ତିଭିତ୍ତିକ ଚାକିରି କରିଥିଲେ। ୨୦୧୦ରେ...

ବିକଳ୍ପ ନ ଥିବା ଚରିତ୍ର

ଦ୍ୱିତୀ ଚନ୍ଦ୍ର ସାହୁ   ନିମ୍ନ ଅଦାଲତର ପ୍ରକୋଷ୍ଠ। ବସିଛନ୍ତି ବିଚାରପତି। ସାମ୍ନାରେ ପୀଡ଼ିତା ବୋହୂ। ଭଲ ପାଇ ପରସ୍ପରକୁ ବାହା ହୋଇଛନ୍ତି ପୁଅ ଓ ଝିଅ। ଦୁହେଁ ଅଧ୍ୟାପକ ଭିନ୍ନ ଭିନ୍ନ କଲେଜରେ। ବାହା ହେବାର ଏକ ବର୍ଷ...

କରୋନା କୁଟିର

ସମରେନ୍ଦ୍ର ବଳିଆରସିଂହ   କରୋନା ଗୋଟେ କାଳର ନାଁ, ‘ସାକ୍ଷାତ ଯମ’। କାହାକୁ ନେଇଯାଇଛି ତ, କାହା ଦେହରେ ହାତ ଆଉଁସି ପଳେଇ ଯାଇଛି। କି ଧନୀ, କି ଗରିବ ସମସ୍ତେ ଏଇ କରୋନା କାଳକୁ ସାମ୍ନା କରିଛନ୍ତି। ଏ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri