ସମ୍ପାଦକୀୟ

ଧନ କ’ଣ ସୁଖ କିଣିପାରେ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ଏ ପ୍ରଶ୍ନର ଜବାବ ଦେବାକୁ ହେଲେ ପ୍ରଥମେ ନିରୂପଣ କରିବାକୁ ହେବ ସୁଖର ସଂଜ୍ଞା। ଅନେକ ଦାର୍ଶନିକ ଏବଂ ଚିନ୍ତାଶୀଳ ବ୍ୟକ୍ତି ଏହାକୁ ଏକ ପ୍ରହେଳିକା ବୋଲି କହନ୍ତି। ଏଣୁ କବି ରାଧାନାଥଙ୍କ ଭାଷାରେ…

ଲୋକ ଦୋଷୀ, ସରକାର ଅସହାୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ରେ ଲାଲକିଲ୍ଲା ପ୍ରାଚୀର ଉପରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଅନେକ ବିଷୟ ଅବତାରଣା କରିଛନ୍ତି। ତେବେ ପୂର୍ବରୁ ରହିଆସିଥିବା ତାଙ୍କ ସ୍ଲୋଗାନ ‘ସବ୍‌ କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ ସହ ‘ସବ୍‌ କା…

ଏଇ ଭାରତରେ

ହାତୀ ଓ ମଣିଷ ମଧ୍ୟରେ ଲାଗିରହୁଥିବା ସଂଘର୍ଷକୁ କମ୍‌ କରିବାରେ ପଶ୍ଚିମବଙ୍ଗର ଜଣେ ଶିକ୍ଷକଙ୍କ ଅବଦାନ ନିଶ୍ଚୟ ପ୍ରେରଣାଦାୟକ। ଜଲପାଇଗୁଡ଼ି ଜିଲାର ମାଲ୍‌ବଜାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏସ୍‌.ପି. ପାଣ୍ଡେ ବନ ଅଧିତ୍କାରୀ, ପଞ୍ଚାୟତ ଏବଂ ଚା ବଗିଚାର ମାଲିକମାନଙ୍କ ସହଯୋଗରେ…

ଖସିପଡ଼ିବାର ଦୁଃଖ

ଡ. ଭାରତ ଭୂଷଣ ରଥ ଆମ ଦେଶ ଧୀରେ ଧୀରେ ବିକାଶର ଶିଖର ସ୍ପର୍ଶ କରିବାକୁ ଯାଉଥିଲା। ଠିକ୍‌ ଏତିକିବେଳେ କରୋନା ମହାମାରୀରେ ଦେଶ ବହୁତ ପଛକୁ ଫେରିଯିବାକୁ ବାଧ୍ୟ ହୋଇଛି। ସତରେ ଶିଖର ଛୁଁ ଛୁଁ ଖସିପଡ଼ିବାର ଦୁଃଖ ବଡ଼…

ଆମେରିକାର ଅର୍ଥନୈତିକ ଉତ୍ଥାନ ପତନ

ଡ. ଚିତ୍ତରଞ୍ଜନ ମିଶ୍ର କୋଭିଡ୍‌-୧୯ ଟିକା କାର୍ଯ୍ୟକ୍ରମରେ ଅହେତୁକ ସଫଳତା ଏବଂ ଏଥିପାଇଁ ସରକାରଙ୍କ ପ୍ରୋତ୍ସାହନ ଦ୍ୱାରା ଏ ବର୍ଷ ଆମେରିକାର ଅର୍ଥନୀତି ୭ ପ୍ରତିଶତ ହାରରେ ଦ୍ରୁତ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି । ସଂପ୍ରତି ବିଶ୍ୱ ଅର୍ଥନୈତିକ…

କାବୁଲରେ ତାଲିବାନ

ତାଲିବାନ ଅଗଷ୍ଟ ୧୫ରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଅକ୍ତିଆର କରି ରାଷ୍ଟ୍ରପତି ଭବନକୁ ହାତକୁ ନେଇଯିବା ପରେ ଦେଶର ନାଗରିକ ପୁଣି ଭିନ୍ନ ଏକ ଯୁଗକୁ ଠେଲି ହୋଇଯାଇଛନ୍ତି। ଆମେରିକା ଓ ପାଶ୍ଚାତ୍ୟ ସେନା ଆଫଗାନିସ୍ତାନରୁ ଅପସରି ଯିବା ପରେ ଯୁଦ୍ଧ…

ଆମେ କ’ଣ କରିଛୁ

ଆକାର ପଟେଲ ଆମେ ୧୫ ଅଗଷ୍ଟରେ ସ୍ବାଧୀନତା ଦିବସ ଓ ୨୬ ଜାନୁୟାରୀରେ ଗଣତନ୍ତ୍ର ଦିବସ ପାଳନ କରୁ। ଏହି ଦୁଇ ଜାତୀୟ ଦିବସର ଗୁରୁତ୍ୱ ରହିଛି ଓ ଭାରତ ସରକାର ମଧ୍ୟ ଏହାକୁ ପାଳନ କରିବାରେ ବେଶ୍‌ ତପତ୍ରତା ପ୍ରକାଶ…

ପ୍ରଗତିପନ୍ଥୀ ବିଚାରପତି

ପାକିସ୍ତାନ ୧୪ ଅଗଷ୍ଟ ୨୦୨୧ରେ ୭୫ତମ ସ୍ବାଧୀନତା ଦିବସ ପାଳନ କରିଛି। ଏହାର ଅବ୍ୟବହିତ ପୂର୍ବରୁ ତା’ର ନ୍ୟାୟପାଳିକା ଇତିହାସରେ ଏକ ପ୍ରଗତିଶୀଳ ପଦକ୍ଷେପ ନିଆଯାଇଥିବାରୁ ତାହାକୁ ନେଇ ଚର୍ଚ୍ଚା ହେଉଛି। ଲାହୋର ହାଇକୋର୍ଟ ବିଚାରପତି ଥିବା ଜଷ୍ଟିସ୍‌ ଆୟେଶା ମଲିକଙ୍କୁ…

ସ୍ବଦେଶ ପ୍ରେମର କବି ଶ୍ରୀଅରବିନ୍ଦ

ବିମଳ ପ୍ରସନ୍ନ ଦାସ ଅଗଷ୍ଟ ୧୫ ତାରିଖ ୧୮୭୨ ମସିହା ମହାଯୋଗୀ ଶ୍ରୀଅରବିନ୍ଦଙ୍କ ପବିତ୍ର ଜନ୍ମତିଥି। ସେହି ଆକାଂକ୍ଷିତ ଦିବସରେ ୧୯୪୭ରେ ଆମ ଦେଶ ସ୍ବାଧୀନତା ଲାଭ କରିଥିଲା। ଏହା କେତେ ଲୁହ ଓ ଲହୁର ଅଭୁଲା ସ୍ମୃତିର ସ୍ମାରକୀ। କାଳବକ୍ଷରେ…

ଏଇ ଭାରତରେ

କରୋନା ସମୟରେ ଅନ୍‌ଲାଇନ ପଢ଼ାରୁ ବଞ୍ଚତ୍ତ ଗରିବ ପିଲାମାନଙ୍କ ସାହାରା ପାଲଟିଛନ୍ତି ଝାଡ଼ଖଣ୍ଡର ଦିବ୍ୟାଙ୍ଗ ଉପେନ୍ଦ୍ର ଯାଦବ। ତାଙ୍କ ଘର ଚତରା ଗାଁରେ ଓ ବୟସ ୧୮। ଉପେନ୍ଦ୍ରଙ୍କ ଡାହାଣ ହାତ ଓ ଗୋଡ଼ ପିଲାଦିନୁ ଅଚଳ ହୋଇଯାଇଛି। ଏହାସତ୍ତ୍ୱେ ସେ…

ଏଇ ଭାରତରେ

ମଧ୍ୟପ୍ରଦେଶର ଜଣେ ବ୍ୟାଙ୍କର ତାଙ୍କ ଜୀବନର ଅଧା ସମୟ ଅନ୍ତିମ ସଂସ୍କାର କାର୍ଯ୍ୟରେ କଟାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଜବଲପୁରରେ ଏହି ବ୍ୟାଙ୍କର ହେଉଛନ୍ତି ଆଶିଷ ଠାକୁର। ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ମୃତଦେହଗୁଡ଼ିକୁ ଆଣି ତାହାର ଅନ୍ତିମ ସଂସ୍କାର କରୁଛନ୍ତି।…

ଶୈଶବ ଓ ବ୍ୟକ୍ତିତ୍ୱ

ଚିନ୍ମୟୀ ପଣ୍ଡା ପାଳନପୋଷଣ କରିବା ଏକ କଳା ବୋଲି ଯଦି ଧରିନିଆଯାଏ, ତେବେ ଏହାର ପର୍ଯ୍ୟବେକ୍ଷଣ କରିବା ଓ ସୁଚାରୁରୂପେ ତୁଲାଇବା ଯେ ନିହାତି ଏକ ବ୍ୟକ୍ତିଗତ ବ୍ୟାପାର ନୁହେଁ- ଏହା ଆମେ ଜାଣିବା ଦରକାର। ପାଳନପୋଷଣ ବ୍ୟକ୍ତିଗତ ସ୍ତରରେ ଆମେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri