ସମ୍ପାଦକୀୟ

ଧୀର ଜହର

ଡ. ଅଜୟ କୁମାର ପାତ୍ର ଜ୍ଞାନୀମାନେ ଜଳକୁ ‘ସାର୍ବଜନୀନ’ବୋଲି କହିଥାଆନ୍ତି। କାରଣ ପୃଥିବୀର ଆୟତନରୁ ଜଳଭାଗ ପ୍ରାୟ ସତୁରି ପ୍ରତିଶତ ଅଧିକାର କରିଛି। ସେମିତି ଆମ ଶରୀର କୋଷରେ ସତୁରି ପ୍ରତିଶତରୁ ଅଧିକ ଭାଗ ଜଳ। ଜଳ ହିଁ ଜୀବଜଗତର ଜୀବନକୁ…

ଏଇ ଭାରତରେ

ପ୍ରତିଦିନ ପାଖାପାଖି ୪୦୦ ଲୋକଙ୍କୁ ୫ ଟଙ୍କାରେ ମିଲ୍‌ ଯୋଗାଇ ଦେଉଛନ୍ତି ତାମିଲନାଡୁର ତ୍ରିଚିର ବାସିନ୍ଦା ଚନ୍ଦ୍ରଶେଖର। ସେ ଓ୍ବେଲ୍‌ଡର ଭାବେ କାମ କରନ୍ତି। ଏଥିରୁ ଯାହା ଆୟ କରୁଛନ୍ତି ସେଥିରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ଏଥିପାଇଁ ସେ ଅଗଷ୍ଟ…

ଏଇ ଭାରତରେ

ପରିବେଶ ପ୍ରଦୂଷଣ ଦୂର କରିବା ଲାଗି ଅଭିନବ ପଦ୍ଧତି ସାମ୍ନାକୁ ଆଣୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କର୍ନାଟକର ଧନଞ୍ଜୟ ହେଗେଡ ଅନ୍ୟତମ। ଧନଞ୍ଜୟ ଜଣେ ଅବସରପ୍ରାପ୍ତ ମେକାନିକାଲ ଇଞ୍ଜିନିୟର ଓ ରହନ୍ତି ଉତ୍ତର କନ୍ନଡ ଜିଲାର କରଓ୍ବାର ସହରରେ। ସେ ୧୦ କେ.ଜି.…

ବୈକୁଣ୍ଠ ସମାନ ଘର

ଅଲେଖ ଚନ୍ଦ୍ର ମିଶ୍ର   ଆଜିକାଲି ସମାଜରେ ପାରିବାରିକ ଅବୁଝାମଣା ଏକ ସଂକ୍ରାମକ ବ୍ୟାଧି ଭଳି ବ୍ୟାପୀ ଚାଲିଛି। କେହି କାହା କଥା ଶୁଣିବାକୁ ନାରାଜ, ବୁଝିବାକୁ ଅମଙ୍ଗ। ଯିଏ ଯାହା ହାତରେ ଚଉଦ ପା’। ବରିଷ୍ଠଙ୍କୁ ଖାତିର ନାହିଁ କି…

ରାଜନୀତିରେ ଅପରାଧ ତତ୍ତ୍ୱ

ସୌଭାଗ୍ୟ ସୁନ୍ଦରରାୟ   ମାତ୍ର ୨ ବର୍ଷରେ ଦେଶର ଜନପ୍ରତିନିଧିଙ୍କ ଆପରାଧିକ ମାମଲା ୧୭% ବୃଦ୍ଧି ପାଇଛି। ଜନପ୍ରତିନିଧିଙ୍କ ବିରୋଧରେ ଥିବା ଆପରାଧିକ ମାମଲାର ତ୍ୱରିତ୍‌ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଦାଏର ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଗତ ୯…

ପ୍ରଶଂସାରେ ବିକାଶ ନାହିଁ

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ସଫଳତା ପରେ ଏବେ ପାରାଲିମ୍ପିକ୍ସରେ ଗତ ୩ ଦିନରେ ଦୁଇଟି ସ୍ଵର୍ଣ୍ଣ ସହ ୧୦ ପଦକ ହାସଲ କରି ପାରା ଆଥ୍‌ଲେଟ୍‌ମାନେ ଏବେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଅବନୀ ଲେଖରା ୧୦ ମିଟର…

ଏଇ ଭାରତରେ

ଖୁସି ରହିବା ପାଇଁ ପାଠ ପଢ଼ିବାକୁ ହେବ। ଏମିତି କଥା ଶୁଣି ବିଶ୍ୱାସ ହେଉନାହିଁ କି! ହେଲେ ଏବେ ଏମିତି ଏକ ସ୍ବତନ୍ତ୍ର ଧରଣର ପାଠ୍ୟକ୍ରମ ପ୍ରଚଳନ ହୋଇଛି ଆମ ଦେଶର ରାଜଧାନୀ ଦିଲ୍ଲୀରେ। ରାଜ୍ୟର ୧୫ଟି ଜିଲାରେ ପ୍ରଥମେ ଏହି…

ଟେଲିଫୋନ୍‌ର ମଜା ଶହେ କୋଶରୁ…

ଶେଖ୍‌ ଫରିଦ୍‌ଉଦ୍ଦିନ ପିଲାମାନଙ୍କ ଛବି ବହିରେ ଲେଖାଥିଲା ‘ଟେଲିଫୋନ୍‌ର ମଜା, ଶହେ କୋଶରୁ ଆଈ ସାଥିରେ କଥା ହେଉଛି ଅଜା…’। ଆଜି ସମୟର ଅଜାମାନେ ସ୍ମାର୍ଟଫୋନ୍‌ରେ ଆଈ ସହ ସୁଖଦୁଃଖ ହୋଇପାରୁଛନ୍ତି। କରୋନା ବିଭୀଷିକା ଟେଲିଫୋନ୍‌ର ବ୍ୟବହାରକୁ ଦ୍ୱିଗୁଣିତ କରିଦେଇଛି। ୧୯୧୮ରେ…

ଶିଶୁଙ୍କ ପାଇଁ ସମ୍ଭାବ୍ୟ ବିପଦ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ଭାରତରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇଯିବା ନେଇ ଏକ ସୂଚନା ମିଳୁଛି। ତେବେ ବଡ଼କଥା ହେଉଛି, ଏଥିରେ ଶିଶୁମାନଙ୍କ ପାଇଁ ଅଧିକ ବିପଦ ରହିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନର ରିପୋର୍ଟ ଅନୁଯାୟୀ, ତୃତୀୟ…

ସାହିତ୍ୟ: ପ୍ରବୃତ୍ତି, ବୃତ୍ତି ଓ ବ୍ରତ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ବୈଦିକ ଯୁଗରେ ପ୍ରବୃତ୍ତି ଅନୁସାରେ ବୃତ୍ତି ସ୍ଥିର ହୋଇ ବୃତ୍ତି ଅନୁଯାୟୀ ଚତୁର୍ବର୍ଣ୍ଣ ନିର୍ଦ୍ଧାରିତ ହେଉଥିଲା। ଯେଉଁମାନେ ଯଜ୍ଞାଦି କର୍ମ, ଈଶ୍ୱର ଉପାସନା, ଅଧ୍ୟୟନ ଓ ଅଧ୍ୟାପନାଦି କର୍ମ କରୁଥିଲେ, ସେମାନଙ୍କୁ ବ୍ରାହ୍ମଣ କୁହାଗଲା। ଯେଉଁମାନେ ଶୌର୍ଯ୍ୟ,…

ପାପୋଛ ଉପରେ ଦୁର୍ନୀତି

ହରିୟାଣାର କର୍ନାଲରେ ୨୮ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ ନେତୃତ୍ୱରେ ଭାଜପା ବୈଠକ ଅନୁଷ୍ଠିତ ହେଉଥିବାରୁ ତାହାକୁ ବିରୋଧ କରି କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଟୋଲ୍‌ ପ୍ଲାଜା ନିକଟରେ ଚାଷୀଙ୍କୁ ଘଉଡ଼ାଇବା ସକାଶେ ପୋଲିସ ଲାଠି ଚାଳନା କରିବାରୁ…

ମତରେ ‘କେଁ ’

ପୋଲିସ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରିବା ଦେଶରେ ଏକ ବିଶୃଙ୍ଖଳିତ ଧାରା ସୃଷ୍ଟି କରିଛି ବୋଲି ନିକଟରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍‌. ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri